ଅଚାନକ ସୁଶାନ୍ତ ସିଂ ରାଜପୁତ ଏବଂ ଦିସାଙ୍କ ର ମିଳିଲା ବହୁତ ବଡ଼ ଖବର। ଏବେ କେସ ପୁରା ଓଲଟି ଯାଇଛି। ଅଚାନକ CBI ଦିସା ଙ୍କ ବୟଫ୍ରେଣ୍ଡ ରୋହନ ଙ୍କ ଘରେ ଯାଞ୍ଚ କରିଛି। ମୁମ୍ବାଇ ରୁ ବହୁତ ବଡ଼ ଖବର। ରୋହନ ଙ୍କ ଘରେ CBI ପହଞ୍ଚି ସାରିଛି।ଯିଏ ଗାଏବ ଥିଲା ଏବଂ ହଠାତ ମୁମ୍ବାଇରେ ପ୍ରକଟ ହୋଇଛି। CBI ରୋହନ ରାଏ ଙ୍କୁ ଗିରଫ କରିପାରିନି କିନ୍ତୁ ତାଙ୍କୁ ସାଙ୍ଗରେ ନେଇଯାଇଛି।ଏହି ଖୁଲାସା ନିଜେ ଘରର ଗାର୍ଡ କରିଛନ୍ତି। ତାଙ୍କ କହିବା ଅନୁସାରେ ରୋହନ ଙ୍କ ଘରୁ ତାଙ୍କ ଲ୍ୟାପଟପ, ମୋବାଇଲ ଫୋନ ଏବଂ ହାର୍ଡ ଡିକ୍ସ୍ ସବୁ ଜବତ କରାଯାଇଛି ଏବଂ ତାଙ୍କ ସମନ ସହିତ ତାଙ୍କୁ ମଧ୍ୟ ସାଙ୍ଗରେ ନେଇଯାଇଛି।
CBI ପୁରା ସତ୍ୟ ସାମ୍ନା କୁ ଆଣିବା ପାଇଁ ରୋହନ ଙ୍କୁ ସାଙ୍ଗରେ ପଚରା ଉଚରା ପାଇଁ ନେଇଛନ୍ତି। ତଥ୍ୟ ଅନୁସାରେ ଦିସା ଏବଂ ସୁଶାନ୍ତ ମଧ୍ୟ ରେ ଅଳ୍ପ ନୁହେଁ ବହୁତ ବଡ଼ ସଂଯୋଗ ଅଛି। ଏଥି ପାଇଁ ରୋହନ ଙ୍କ ର କଲ ରେକର୍ଡ ଚେକ କରାଯାଇଥିଲା। ରୋହନ ୫ ଜୁନ ରୁ ୧୪ ଜୁନ ମଧ୍ୟରେ ଦୁବାଇ ସହ ମଧ୍ୟ କଥା ହୋଇଥିଲା।ଏବେ ରୋହନ ଙ୍କ ର ଡିଲିଟ କରାଯାଇଥିବା କଲ ଏବଂ ମେସେଜ କୁ ବାହାର କରାଯିବ।ଏଥିରୁ ପ୍ରମାଣିତ ହୋଇଯିବ ଯେ ସେ କାହା ସହ ସମ୍ପର୍କ ରେ ଥିଲେ। ଆମେ ଆପଣଙ୍କୁ କହିଦବାକୁ ଚାହୁଁଛୁ ଯେ ଏମିତିରେ CBI କାହାକୁ ଯାଞ୍ଚ କରେନି।ତା ପାଖରେ କିଛି ପ୍ରମାଣ ଥାଏ।ଏବେ ଜଣାପଡୁଛି ଯେ CBI ହାତକୁ ବହୁତ କିଛି ମିଳିସାରିଛି।
ସୁଶାନ୍ତ ଙ୍କ ବିଷୟରେ ସବୁ ସତ ଜାଣିଥିବା ଏବଂ ଲଗାତାର ବୟାନ ବଦଳାଉଥିବା ସିଦ୍ଧାର୍ଥ ଏବେ ବିଦେଶ ପଳେଇଛନ୍ତି। ସିଦ୍ଧାର୍ଥ ସେତେବେଳେ ଯାଇଛି ଯେତେବେଳେ CBI ତାଙ୍କ ଉପରେ ୧୬୪ ଧାରା ଲଗାଇଥିଲା କିନ୍ତୁ CBI ର ପହଞ୍ଚିବା ପୂର୍ବରୁ ସେ ଫେରାର ହୋଇଯାଇଥିଲା।
ସୁଶାନ୍ତ ଏବଂ ସିଦ୍ଧାର୍ଥ ଦୁହେଁ ମିଶିକି ଗୋଟେ ଫ୍ଲାଟ ରେ ରହୁଥିଲେ ଏବଂ ସୁଶାନ୍ତ ଙ୍କୁ ଆତ୍ମହତ୍ୟା କରିଥିବାର ସିଦ୍ଧାର୍ଥ ହିଁ ଦେଖିଥିଲେ ପ୍ରଥମ। କେବଳ ଏତିକି ନୁହେଁ ସେ ତାଙ୍କର ବୟାନ ମଧ୍ୟ ବହୁତ ଥର ବଦଲେଇଛନ୍ତି।CBI ଯାଞ୍ଚ ର ପୂର୍ବରୁ ହିଁ ସିଦ୍ଧାର୍ଥ ଫେରାର ହୋଇଯାଇଥିଲେ।ଏବଂ ସେ ବହୁତ ଟଙ୍କା ନେଇ ବିଦେଶ ଚାଲିଯାଇଛନ୍ତି।
ସୁଶାନ୍ତ ଙ୍କୁ ହାଇଦ୍ରାବାଦ ର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ରେ ଦେଖା ଯାଇଥିଲା ଏବଂ ସିଦ୍ଧାର୍ଥ ଙ୍କ ସହ ଆଉ ଜଣେ ଥିଲେ।କିନ୍ତୁ ତାଙ୍କୁ କେହିବି ରୋକି ନଥିଲେ ଯିଏ କି ସୁଶାନ୍ତ ଙ୍କ ମୃତ୍ୟୁ ର ମୁଖ୍ୟ ସାକ୍ଷୀ ଅଟନ୍ତି।ସେ କେଉଁ ଦେଶକୁ ଯାଇଛନ୍ତି ସେ ବିଷୟରେ କିଛି ବି ଜଣା ପଡ଼ିନି। ସିଦ୍ଧାର୍ଥ ପଠାନି ସେତେବେଳେ ଫେରାର ଅଛନ୍ତି ଯେତେବେଳେ ତାଙ୍କ ଉପରେ ୧୬୪ ଧାରା ଲାଗିଥିଲା। ରିୟା ଏବଂ ସିଦ୍ଧାର୍ଥଙ୍କ ମଧ୍ୟ ରେ ବହୁତ ଭଲ ସମ୍ପର୍କ ମଧ୍ୟ ଥିଲା। ରିତେଶ ଦେଶମୁଖ, ସଲମାନ୍ ଖାନ ସମସ୍ତେ ରିୟା ଙ୍କୁ ସମର୍ଥନ କରୁଛନ୍ତି।ହେଇପାରେ ଏମାନଙ୍କ ମଧ୍ୟରୁ କିଏ ସୁଶାନ୍ତ ଙ୍କ ହତ୍ୟା ରେ ସାମିଲ ଅଛନ୍ତି ଏବଂ ବହୁତ ଟଙ୍କା ଦେଇ ସିଦ୍ଧାର୍ଥ ଙ୍କୁ ବିଦେଶ ପଠେଇ ଦେଇଛନ୍ତି।ସେ ଚାହୁଁଛନ୍ତି ଯେ କେବେ ବି ସୁଶାନ୍ତ ଙ୍କ ସତ୍ୟ ସାମ୍ନା କୁ ନ ଆସୁ। ସେ ଯାହା ବି ହେଉ କିନ୍ତୁ ସୁଶାନ୍ତ ଙ୍କ ସତ୍ୟ ସାମ୍ନା କୁ ଆସିବା ନିହାତି ଦରକାର।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।