ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ ବହୁତ ବଡ଼ ଆକ୍ସନ ହୋଇଛି। ଇଡି ବହୁତ ବଡ଼ କାରବାଇ କରିଛି, ବହୁତ ବଡ଼ ଓ ବଲିଉଡ ର ପାୱାରଫୁଲ ଫିଲ୍ମମେକର ଉପରେ ସିଧା ସିଧା ଆଙ୍ଗୁଠି ଉଠାଇ ଦେଇଛି। ବଡ଼ ଫିଲ୍ମ ର ନିର୍ମାତା ଦିନେଶ ଭିଜାନ ଙ୍କ ଘର ସହିତ ଅଫିସ ରେ ମଧ୍ୟ ଇଡି ତଲାସ କରିଛି। ଦିନେଶ ଭିଜାନ ସେହି ବ୍ୟକ୍ତି ଯିଏ ସୁଶାନ୍ତ ଙ୍କ ଫିଲ୍ମ “ରବତା”ର ନିର୍ମାତା ଓ ନିର୍ଦ୍ଦେଶକ ଥିଲେ ଓ ଭିଜାନ ଙ୍କ ଜାଗା ରେ ତଲାସ କରିବାକୁ ଇଡି କୁ ଧୋକାବାଜ ଓ ବେଇମାନି ର ବଡ଼ ପ୍ରମାଣ ମିଳିଛି। ସୁଶାନ୍ତ ଙ୍କ କେସ ପୁଣିଥରେ ପ୍ରଜ୍ଜଳିତ ହୋଇଛି। କାରଣ ବହୁଦିନ ଧରି ଚୁପ ଥିବା ଇଡି ଏବେ ପୁରା ପକ୍କା ପ୍ରମାଣ ସହିତ ତଲାସ କରିଛି ଓ ତଲାସ ପରେ ବହୁତ ବଡ଼ ଖୁଲାସ ମଧ୍ୟ ହୋଇଛି।
ସୁଶାନ୍ତ ଙ୍କ ୧୭ କୋଟି ଟଙ୍କା ନେଇଥିବାର ପକ୍କା ପ୍ରମାଣ ମିଳିଛି। ଦିନେଶ ଭିଜାନ ନୁହେଁ ଗୋଟେ ସମୟରେ ସୁଶାନ୍ତ ଙ୍କ ଗାର୍ଲଫ୍ରେଣ୍ଡ କୀର୍ତ୍ତି ସେନନ ର ସତ ମଧ୍ୟ ସାମ୍ନାକୁ ଆସି ସାରିଛି। କାରଣ କୀର୍ତ୍ତି ସୁଶାନ୍ତ ଙ୍କୁ କେବଳ ଖାଲି ଧୋକ ଦେଇଛନ୍ତି। ଆସନ୍ତୁ ଜାଣିବା କାହିଁକି ହୋଇଥିଲା ତଲାସ, କଣ ମିଳିଲା ଦିନେଶ ଭିଜାନ ର ଜାଗା ରୁ? “ରବତା” ଫିଲ୍ମ ର ନିର୍ଦ୍ଦେଶକ ଓ ନିର୍ମାତା ଦିନେଶ ଭିଜାନ ଉପରେ ବଡ଼ ଆକ୍ସନ ନେଇଛି ଇଡି ମୁମ୍ୱାଇ ରେ ଥିବା ଦିନେଶ ଭିଜାନ ର ଅଫିସ ଓ ଘରକୁ ହଠାତ ତଲାସ କରିଛି। ସକାଳ ପାଖାପାଖି ୧୦:୩୦ ରେ ଏକା ସହିତ ଭିଜାନ ର ଅଫିସ ଓ ଘର ସହିତ ଚାରୋଟି ଯାଗାରେ ଇଡି ର ଚାରୋଟି ଅଲଗା ଅଲଗା ଟିମ ପହଂଚି ଥିଲା ଓ ଯାହା ପରେ ତଲାସ ଆରମ୍ଭ ହୋଇଥଲା। ଧୀରେ ଧୀରେ ଇଡି ଭିଜାନ କୁ ୧୫ ସେପ୍ଟେମ୍ବର ରେ ପଚରା ଉଚରା କରିଥିଲା ଓ ୮ ଘଣ୍ଟା ଯାଏ ଚାଲିଥିବା ପଚରା ଉଚରା ରେ ଦିନେଶ ଭିଜାନ ର କେତେକ କଥାରେ ଇଡି ସହମତ ହୋଇନ ଥିଲା। ଆଉ ହଠାତ ସେଥିପାଇଁ ଇଡି ତଲାସ ଆରମ୍ଭ କରିଦେଲା।
ଦିନେଶ ଭିଜାନ ର ଅଫିସ ରୁ ସୁଶାନ୍ତ ଙ୍କ ହୋଇଥିବା ଯୋଗାଯୋଗ ର କପି ମିଳିଛି। ଯାହା ବହୁତ ବଡ଼ ପ୍ରମାଣ ଅଟେ। ଦିନେଶ ଭିଜାନ ଅଫିସ ର କମ୍ପ୍ୟୁଟରରୁ ସୁଶାନ୍ତ ଙ୍କ ସହ “ରବତା” ଫିଲ୍ମ ସମୟରେ ହୋଇଥିବା ଯୋଗାଯୋଗ ର ଫାଇଲ ମିଳିଛି ଓ ଏହି ଯୋଗାଯୋଗ ର ଅନୁସାରେ, ସୁଶାନ୍ତ ଙ୍କର “ରବତା” ଫିଲ୍ମ ର ଫିସ ୧୦ କୋଟି ଟଙ୍କା ଥିଲା। ସୁଶାନ୍ତ ଙ୍କୁ ୧୦ କୋଟି ଟଙ୍କାରେ “ରବତା” ଫିଲ୍ମ ପାଇଁ ଦସ୍ତକତ କରାଯାଇଥିଲା। ଏହା ପୂର୍ବରୁ ସୁଶାନ୍ତଙ୍କ ଫିସ ଦୁଇ କୋଟି ଟଙ୍କା ଥିଲା କିନ୍ତୁ “ଧ୍ୱନି” ଫିଲ୍ମ ହିଟ ହେବାପରେ ୨୦୧୬ ରେ ସୁଶାନ୍ତ ନିଜର ଫିସ ବଢେଇ ଦଶଗୁଣ କରିଦେଇଥିଲେ ଓ “ରବତା” ପାଇଁ ସୁଶାନ୍ତ ଙ୍କୁ ୧୦ କୋଟି ଟଙ୍କାରେ ଦସ୍ତକତ କରାଯାଇଥିଲା।
କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା କି “ରବତା” ଫିଲ୍ମ ପାଇଁ ସୁଶାନ୍ତ ଙ୍କୁ ମାତ୍ର ୩ କୋଟି ଟଙ୍କା ଦିଆଯାଇଥିଲା। ପେମେଣ୍ଟେ ସେକ୍ସନ ରେ ସୁଶାନ୍ତ ଙ୍କୁ ମାତ୍ର ୩ କୋଟି ଟଙ୍କା ଦିଆହୋଇଛି ଓ ଆଗ ବାଲାନ୍ସ ରେ ୭ କୋଟି ଟଙ୍କା ଲେଖା ହୋଇଛି। ଏବଂ ଏହି ୭ କୋଟି ଟଙ୍କା ସୁଶାନ୍ତ ଙ୍କୁ ଫିଲ୍ମ ରିଲିଜ ପରେ ଦିଆ ହୋଇଥାନ୍ତା। ୧୦ କୋଟି ଟଙ୍କାରେ ଫିଲ୍ମ ଦସ୍ତକତ ହୋଇଥିଲା ଓ ଧୀରେ ଧୀରେ ୩ କୋଟି ଟଙ୍କା ସୁଶାନ୍ତ ଙ୍କୁ ଦିଆ ହୋଇଥିଲା। କିନ୍ତୁ ସୁଶାନ୍ତ ଙ୍କୁ ୭ କୋଟି ଟଙ୍କା ଦିନେଶ ଭିଜାନ ଦେଇ ନାହାଁନ୍ତି।
ଏତିକି ନୁହେଁ “ରବତା” ସମୟରେ ହୋଇଥିବା ଯୋଗାଯୋଗ ଅନୁସାରେ, ଦିନେଶ ଭିଜାନ ସୁଶାନ୍ତ ଙ୍କୁ ଦୁଇଟି ଫିଲ୍ମ ପାଇଁ ଦସ୍ତକତ କରାଇଥିଲେ। ଓ ଯୋଗାଯୋଗ ଅନୁସାରେ, ଦୁଇଟି ଫିଲ୍ମ ପାଇଁ ସୁଶାନ୍ତ ଙ୍କୁ ଦଶ ଦଶ କୋଟି ଟଙ୍କା ଦିଆ ହୋଇଥାନ୍ତା। ବଡ଼ କଥା ଏହା କି ଏଥିରେ କୌଣସି ସର୍ତ୍ତ ନଥିଲା କି ପ୍ରଥମ ଫିଲ୍ମ ଯଦି ସୁପରହିଟ ନହେଲା ତାହେଲେ ଆଉ ଗୋଟେ ଫିଲ୍ମ ର ଫିସ କମାଇ ଦିଆଯିବ ନହେଲେ ଯଦି ପ୍ରଥମ ଫିଲ୍ମ ସୁପରହିଟ ହେଲା ତାହେଲେ ସୁଶାନ୍ତ ଆଉ ଗୋଟେ ଫିଲ୍ମ ରେ ଫିସ ବଢ଼ାଇ ଦେବେ, ଏମିତି କିଛି ବି ସର୍ତ୍ତ ନଥିଲା। ଏହାର ମାନେ ଦିନେଶ ଭିଜାନ ସୁଶାନ୍ତ ଙ୍କୁ ଦୁଇଟି ଫିଲ୍ମ ପାଇଁ ଦସ୍ତକତ କରାଇ ଥିଲେ ଓ ଦୁଇଟି ଫିଲ୍ମ ରେ ୨୦ କୋଟି ଟଙ୍କା ସୁଶାନ୍ତ ଙ୍କୁ ମିଳିଥାନ୍ତା। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା କି ୭ କୋଟି ଟଙ୍କା “ରବତା” ଫିଲ୍ମ ର ଓ ୧୦ କୋଟି ଟଙ୍କା ଆଉ ଏକ ଫିଲ୍ମ ର ଟଙ୍କା ସୁଶାନ୍ତ ଙ୍କୁ ଦେଇନଥିଲେ।
ସୁଶାନ୍ତ ଙ୍କ ର ୧୭ କୋଟି ଟଙ୍କା ଛଡେଇ ନେଲେ ଓ ସୁଶାନ୍ତ ଙ୍କୁ ମାତ୍ର ୩ କୋଟି ଟଙ୍କା ଦିଆହୋଇଥିଲା। ଦିନେଶ ଭିଜାନ “ରବତା” ଫିଲ୍ମ ର ପୁରା ଫିସ ଦେଇନଥିବାରୁ ସୁଶାନ୍ତ ଆଉ ଏକ ଫିଲ୍ମ ପାଇଁ ଦିନେଶ ଙ୍କୁ ମନା କରିଦେଇଥିଲେ। ଯେତେବେଳେ କି ଦିନେଶ ବହୁତ ସମୟ ଯାଏ ସୁଶାନ୍ତ ଙ୍କୁ ଆଉ ଏକ ଫିଲ୍ମ ପାଇଁ ପ୍ରେସର କରୁଥିଲେ ଓ ଧମକାଉ ଥିଲେ ଓ କହୁଥିଲେ କି ଯଦି ସେ ଏହି ଫିଲ୍ମ ନକରିବେ ତାହେଲେ ସେ ତାଙ୍କ କ୍ୟାରିୟର ବବାର୍ଦ କରିଦେବ। କିନ୍ତୁ ସୁଶାନ୍ତ ଭିଜାନ ଙ୍କୁ ଟଙ୍କା ମାଗିବାରୁ ଆଉ ଭିଜାନ ଟଙ୍କା ନଦେବାରୁ ସୁଶାନ୍ତ ତାଙ୍କ ସହ ସବୁ ସମ୍ପର୍କ କରିଦେଇଥିଲେ। କିନ୍ତୁ ସୁଶାନ୍ତ ବଡ଼ ହୃଦୟବାନ ବ୍ୟକ୍ତି ଥିଲେ ସେ ୧୭ କୋଟି ଟଙ୍କା ଏମିତି ଛାଡି ଦେଲେ। ଇଡି ର ତଲାସ ରେ ଖୁଳସ ହୋଇଛି କି ଦିନେଶ ସେହି”ରବତା”ଫିଲ୍ମ ପାଇଁ କୀର୍ତ୍ତି ସନେନ ଙ୍କୁ ଦୁଇ କୋଟି ଟଙ୍କା ଦେଇଥିଲେ। କୀର୍ତ୍ତି ସନେନ ଯାହାର ଫିସ ୫୦ ଲକ୍ଷ ଟଙ୍କା ରୁ ଅଧିକ ନୁହେଁ ସେ “ରବତା” ଫିଲ୍ମ ରେ ଦିନେଶ ତାଙ୍କୁ ଦୁଇ କୋଟି ଟଙ୍କା ଦେଇଥିଲେ। ତଲାସ ରେ ମିଳିଥିବା କାଗଜ ରୁ ଜଣା ପଡ଼ିଛି କି “ରବତା” ଫିଲ୍ମ ରେ ଦିନେଶ ପାଣି ପରି ଟଙ୍କା ଉଡ଼ାଇ ଥିଲେ। କୀର୍ତ୍ତି ସନେନ ଓ ଦିନେଶ ର କଣ ଥିଲା ଲିଙ୍କ? ଆସନ୍ତୁ ଜାଣିବା
ଅଙ୍କିତା ଲେଖଣ୍ଡେ ଙ୍କ ସହ ବ୍ରେକଅଫ ହେବାପରେ ସୁଶାନ୍ତ କୀର୍ତ୍ତି ସନେନ ଙ୍କ ନିକଟବର୍ତ୍ତୀ ହୋଇଥିଲେ। ଆଉ କିଛି ସମୟ ଯାଏ ତାଙ୍କର ସମ୍ପର୍କ ମଧ୍ୟ ଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା କି ଯେଉଁ ସମୟରେ ସୁଶାନ୍ତ ଓ କୀର୍ତ୍ତି ଡେ଼ଟ କରୁଥିଲେ ସେହି ସମୟରେ କୀର୍ତ୍ତି ଧୋକା କଲେ ଓ ଦିନେଶ ଭିଜାନ ର ମଧ୍ୟ ନିକଟବର୍ତ୍ତୀ ଥିଲେ। ଦିନେଶ କେବଳ କୀର୍ତ୍ତି ସନେନ ଙ୍କ ପାଇଁ “ରବତା” ଫିଲ୍ମ କରିଥିଲେ। ଏତିକି ନୁହେଁ କୀର୍ତ୍ତି ସନେ କହିବାରୁ ସୁଶାନ୍ତ “ରବତା” ଫିଲ୍ମ ରେ କାମ କରିଥିଲେ। ଦିନେଶ ଭିଜାନ ଭଳି ଆଗ ଧାଡ଼ିର ଚଳଚ୍ଚିତ୍ର ନିର୍ଦ୍ଦେଶକ ସହ କାମ କରିବାକୁ କହିଥିଲେ। କିନ୍ତୁ ସେହି କୀର୍ତ୍ତି ସନେନ ନିଜ ଫିସ ୫୦ ଲକ୍ଷ ଟଙ୍କା ଯାଗାରେ ଦୁଇ କୋଟି ଟଙ୍କା ନେଇଥିଲେ। କିନ୍ତୁ ସୁଶାନ୍ତ ଙ୍କୁ ବଡ଼ ଧୋକା ଦେଲେ। କାରଣ ସୁଶାନ୍ତ ଓ ଦିନେଶ ର ଲଢେଇରେ କୀର୍ତ୍ତି ଦିନେଶ ଙ୍କ ର ସାଥି ଦେଇଥିଲେ।
ଏହି ଫିଲ୍ମ ରେ ଦିନେଶ ଓ ସୁଶାନ୍ତ ଙ୍କ ଝଗଡ଼ା ପରେ ସୁଶାନ୍ତ ଓ କୀର୍ତ୍ତି ସନେଙ୍କ ସମ୍ପର୍କ ମଧ୍ୟ କଟି ଯାଇଥିଲା। କାରଣ ୧୭ କୋଟି ଟଙ୍କାର ଧୋକା ରେ କୀର୍ତ୍ତି ସନେ ପୁରା ଦିନେଶ ର ସାଥି ଦେଇଥିଲେ ଓ ସୁଶାନ୍ତ ଙ୍କୁ ଏକା ଛାଡି ଦେଇଥିଲେ। ଏହାର ମାନେ କୀର୍ତ୍ତି ସନେନ ସୁଶାନ୍ତ ଙ୍କୁ ଧୋକା ନୁହେଁ ବହୁତ ବଡ଼ ଧୋକା ଦେଇଥିଲେ। ଇଡି ର ତଲାସ ପରେ ବଡ଼ ଖୁଲାସ ହୋଇଛି। ଇଡି ଦିନେଶ ଭିଜାନ ର ଅଫିସ ଓ ଘରେ ସବୁ ମିଳିଥିବା ପ୍ରମାଣ କୁ ଏକଜୁଟ କରି ଦେଇଛି ଓ ତାଲିକା ମଧ୍ୟ କରିଦେଇଛି। ଆଉ ବହୁତ ଜଲ୍ଦୀ ଦିନେଶ ଭିଜାନ ଙ୍କ ଉପରେ ବହୁତ ବଡ଼ କେସ ହୋଇପାରେ। ଶୁଶାନ୍ତ ଙ୍କ ଜୁସ ଗ୍ଲାସ କୁ ନେଇ କଣ ପ୍ରଶ୍ନ ଉଠୁଛି ଜାଣିବା। ସୁଶାନ୍ତ ଙ୍କ ଫ୍ୟାନସ କିଛି ଦିନ ହେବ ପୁରା କନଫର୍ମ ହୋଇଯାଇଥିଲେ ଓ ତାଙ୍କୁ ଲାଗୁଥିଲା କି ସୁଶାନ୍ତ ଙ୍କୁ ନ୍ୟାୟ ମିଳିବ। କିନ୍ତୁ ଏହା ଭିତରେ ଗୋଟେ ନୂଆ ପ୍ରମାଣ ଆସିଛି। ତାହା ଜାଣିବା ପୂର୍ବରୁ ପ୍ରଥମେ ଜାଣନ୍ତୁ କେମିତି ଶୁଭ୍ର ମୋନୀୟମ ସ୍ଵାମୀ ଏମ୍ସ ର ରିପୋର୍ଟ ଉପରେ ସୁଶାନ୍ତ ଙ୍କ ସତ ଉପରେ କେତୋଟି ବଡ ଖୁଲାସ କରିଛନ୍ତି।
ଶୁଭ୍ର ମୋନୀୟମ ସ୍ଵାମୀ ବେବିନାର ରେ ଉପସ୍ଥିତ ଥିଲେ ଓ ସର୍ବପ୍ରଥମେ ଏମ୍ସ ରିପୋର୍ଟ ରେ ପ୍ରଶ୍ନ ପଚାରିଛନ୍ତି। ସ୍ଵାମୀ କହିଛନ୍ତି କି ଏମ୍ସ କୌଣସି ବି ଅଫିସିଆଲି ରିପୋର୍ଟ ଦେଇ ନାହିଁ ଆଉ ନା ସୁଧିର ଗୁପ୍ତା ଙ୍କ ର କିଛି ଇଣ୍ଟରଭିଉ ଆସିଛି। ଏମ୍ସ ର ରିପୋର୍ଟ ରେ ଯାହା କୁହାଯାଉଛି ତାହା ଖାଲି ଶୁଣିଥିବା କଥା। ଏତିକି ନୁହେଁ ସ୍ଵାମୀ କହିଛନ୍ତି କି ଏହି ଶୁଣିଥିବା କଥାକୁ ଏମ୍ସ ରିପୋର୍ଟ ମାନିନେଇଛି। କିନ୍ତୁ ଏହି ରିପୋର୍ଟ ରେ ଆମେ ଭରଷା କରି ପାରିବା ନାହିଁ। ସ୍ଵାମୀ ନିଜେ କହିଛନ୍ତି କି ଏମ୍ସ ରିପୋର୍ଟ ଉପରେ ଭରଷା ନକରିବା ପାଇଁ। କାରଣ ଏମ୍ସ ଟିମ ସୁଶାନ୍ତ ଙ୍କ ର ଟସ୍କି କରିନଥିଲେ ବରଂ ସେହି ରିପୋର୍ଟ କୁ ପଡ଼ି ନିଜର ରାୟ ଦେଇଥିଲେ ଯାହା ମୁମ୍ୱାଇ ର କୂପର ହସ୍ପିଟାଲ କରିଥିଲା। ଏତିକି ନୁହେଁ ସ୍ଵାମୀ ବଡ଼ ଖୁଲାସ କରି କହିଛନ୍ତି କି ଏମ୍ସ ପାଖରେ ସୁଶାନ୍ତ ଙ୍କ ର ଅଙ୍ଗ ମଧ୍ୟ ନଥିଲା ଓ ଯେଉଁ ଅଙ୍ଗ ସେ ମୁମ୍ୱାଇ ରୁ ପଠା ଯାଇଥିଲା ତାହା ଖାଲି ଦେଖାଇବା ପାଇଁ ପଠା ଯାଇଥିଲା। ଏହାର ମାନେ ଏମ୍ସ ପାଖରେ ଯଦି କିଛି ଜିନିଷ ନଥିଲା ସେ ରିପୋର୍ଟ କେମିତି କରିଲା।
ସ୍ଵାମୀ କୂପର ହସ୍ପିଟାଲ ଉପରେ ପ୍ରଶ୍ନ କରି କହିଛନ୍ତି କି ପିଏମ ରିପୋର୍ଟ ରେ ଲେଖା ହୋଇଥିଲା କି ସୁଶାନ୍ତ ନିଃଶ୍ୱାସ ନ ନେଇ ପାରିବାରୁ ସେ ମରିଗଲେ। କିନ୍ତୁ କୂପର ହସ୍ପିଟାଲ କୁ କେମିତି ଜଣା ପଡ଼ିଲା କି ସୁଶାନ୍ତ ରସି ଦେଇଛନ୍ତି। କାରଣ ନିଃଶ୍ବାସ କେମିତି ବି ଅଟକି ଯାଇ ପାରେ ଓ ବେକରେ ଚିହ୍ନ କେମିତି ବି ହୋଇପାରେ ନହେଲେ ମାରିବା ପରେ ସୁଶାନ୍ତ ଙ୍କୁ ପଙ୍ଖା ରେ ଝୁଲାଇ ଦିଆ ଯାଇଥିବ। ଏହାର ମାନେ ରେଜଲ୍ଟ ବେକ ଚିପି ବାର ହିଁ ଆସିବ। ଏଥିରୁ ଜଣା ପଡୁଛି ଯିଏ ବି ରିପୋର୍ଟ ଲେଖିଛି ସେ ସବୁ ଜାଣିଛି ଓ ସେ ମିଛ କହୁଛି। ସ୍ଵାମୀ ବଡ ଖୁଲାସ କରିବାକୁ ବଡ଼ ପ୍ରମାଣ ମଧ୍ୟ ସାମ୍ନାକୁ ଆସିଛି। ଯାହା ଉପରେ ସ୍ଵାମୀ ହିଁ ପ୍ରଶ୍ନ ଉଠାଇଛନ୍ତି।
ସବୁଠାରୁ ବଡ଼ ପ୍ରଶ୍ନ ଦୁଇଟି ଗ୍ଲାସ କୁ ନେଇ ଉଠିଛି। ଘରର ଚାକର ର କହିବା କଥା କି ସୁଶାନ୍ତ ନଡ଼ିଆ ପାଣି ଓ ଜୁସ ନେଇଥିଲେ ଓ ତାହା ପରେ ସେ ରୁମ ବନ୍ଦ କରିଦେଲେ। ଏହାର ମାନେ ସେ ଦୁଇଟି ଗ୍ଲାସ ରୁମ ରେ ଥିବ। କିନ୍ତୁ ଏମ୍ସ ତଲାସ କରିଥିବା ଜିନିଷ ରେ ସେ ଦୁଇଟି ଗ୍ଲାସ ନଥିଲା। ଦୁଇଟି ଗ୍ଲାସ କଣ ଗୋଟେ ବି ଗ୍ଲାସ ନଥିଲା। ବଡ଼ କଥା ଏହା କି ସୁଶାନ୍ତ ଙ୍କ ପେଟ ରେ ଜୁସ ନା କିଛି ବଳକା ଖାଦ୍ୟ କିଛି ବି ନଥିଲା। ଏହାର ମାନେ ଜୁସ ଗ୍ଲାସ ରେ ସବୁ ସତ ଲୁଚି ରହିଛି। ଆଉ ହସ୍ପିଟାଲ ନହେଲେ ଚାକର ଏଇ ଦୁଇଜଣ ଙ୍କ ମଧ୍ୟରୁ କିଏ ମିଛ କହୁଛନ୍ତି। ଏହାର ସତ ସାମ୍ନାକୁ ଆସିବା ଦରକାର।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।