ନିୟମିତ ସେ-କ୍ସ ରେ ଶେଷ ହୁଏ ମହିଳା ମାନଙ୍କର କିଡନୀ ଷ୍ଟୋନ ସମସ୍ୟା

ନିୟମିତ ସେ-କ୍ସ ମହିଳାମାନଙ୍କୁ କିଡନୀ ଷ୍ଟୋନ ସମସ୍ୟାରୁ ମୁକ୍ତି ଦେଇଥାଏ। ଏକ ପରୀକ୍ଷଣ ରେ ଏହି ସୂଚନା ସାମ୍ନାକୁ ଆସିଛି। ପରୀକ୍ଷଣ ରେ କୁହାଯାଇଛି କି ତିନି ରୁ ଚାରି ସପ୍ତାହ ଯାଏ ନିୟମିତ ସେ-କ୍ସରୁ ମହିଳା ମାନଙ୍କର କିଡନୀ ଷ୍ଟୋନର ସମସ୍ୟା ପୁରା ଶେଷ ହୋଇପାରେ ଓ ସେହି ଷ୍ଟୋନ ଅତି ସହଜରେ ଶରୀରରୁ ବାହାରକୁ ବାହାରିଥାଏ।

କେତେଥର ରୋଗୀକୁ କିଡନୀ ଷ୍ଟୋନର ଚିକିତ୍ସା ପାଇଁ ସର୍ଜରୀ ଓ ଶକବେବ ଥେରୋପି ସହିତ ସାମ୍ନା କରିବାକୁ ପଡ଼ିଥାଏ। କିନ୍ତୁ ଏବେ ଏକ୍ସପୋର୍ଟ ଙ୍କ କହିବା କଥା କି ସେକ୍ସ ଓ ଆର୍ଗଜନ କାରଣରୁ ଶରୀରରୁ ଯେଉଁ କେମିକାଲ ବାହାରିଥାଏ ସେଥିରେ ଷ୍ଟୋନ କୁ ବାହାରକୁ ଆସିବାକୁ ସହାୟକ ହୋଇଥାଏ।

ପରୀକ୍ଷଣ ରେ ଏମିତି ୭୦ଜଣ ମହିଳା ମାନଙ୍କୁ ସାମିଲ କରାଯାଇଥିଲା ଯିଏ କିଡନୀ ଷ୍ଟୋନ ର ସମସ୍ୟା ରେ ଗତି କରୁଥିଲେ। ଏମାନଙ୍କ ମଧ୍ୟରୁ ୫୦% ମହିଳା ମାନଙ୍କୁ ଗୋଟେ ମାସ ଯାଏ ସପ୍ତାହରେ ତିନି ରୁ ଚାରି ଥର ସେ-କ୍ସ କରିବା ପାଇଁ କୁହାଗଲା। ଆଉ ବାକି ମହିଳା ମାନଙ୍କୁ ଏହି କାରଣରୁ ସେକ୍ସ ରୁ ବଞ୍ଚିତ ରହିବା ପାଇଁ କୁହାଗଲା।

ଦୁଇ ସପ୍ତାହ ପରେ ଜଣା ପଡ଼ିଲା କି ଯେଉଁ ମହିଳା ମାନେ ନିୟମିତ ସେକ୍ସ କଲେ, ସେମାନଙ୍କ ମଧ୍ୟରୁ ୮୦% ମହିଳା ମାନଙ୍କର କିଡନୀ ଷ୍ଟୋନ ର ସମସ୍ୟା ଦୂର ହୋଇଯାଇଥିଲା। ଆଉ ଯେଉଁ ମହିଳା ମାନେ ସେ-କ୍ସ ରୁ ଦୂରରେ ରହିଲେ, ସେମାନଙ୍କ ମଧ୍ୟରୁ ୫୧% ର ଷ୍ଟୋନ ଠିକ ହୋଇଥିଲା।

ତୁର୍କୀ ର ଅବରସ୍ୟ ୟୁନିଭରସିଟି ଏହି ପରୀକ୍ଷା କରିଥଲେ। ଏହି ଇଣ୍ଟରନେଶନାଲ ୟୁରୋଲୋଜି ଓ ନେଫ୍ରୋଲୋଜି ରେ ପ୍ରକାଶିତ କରା ଯାଇଥିଲା। ଏହା ପୂର୍ବରୁ କିଛି ପରୀକ୍ଷା ରେ ଏହା ମଧ୍ୟ ଜଣା ପଡ଼ିଲା କି ସପ୍ତାହରେ ତିନି ରୁ ଚାରି ଥର ସେ-କ୍ସ କରୁଥିବା ପୁରୁଷ ମାନଙ୍କର ମଧ୍ୟ କିଡନୀ ଷ୍ଟୋନ ରୁ ମୁକ୍ତି ପାଇବାରେ ସହାୟକ ମିଳିଥାଏ।

କୁହାଯାଇଛି କି କିଡନୀ ଷ୍ଟୋନ ର ସମସ୍ୟା ରେ କେତେଥର ବହୁତ କଷ୍ଟ ହୋଇଥାଏ ଓ କିଡନୀ କୁ ସଂକ୍ରମଣ ହେବାର ଆଶଙ୍କା ମଧ୍ଯ ଅଛି। ଯଦି ଠିକ ସମୟରେ ଏଥିରୁ ମୁକ୍ତି ନମିଳେ ନହେଲେ ଚିକିତ୍ସା ନ ହୁଏ ତାହେଲେ କିଡନୀ ଖରାପ ହୋଇପାରେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *