ସବୁଦିନ ପାଇଁ କାଲ କରିଦେବ କରୋନା ଭାଇରସ ।”ଲସ ଅଫ ହିଅରିଙ୍ଗ ” ର ନୂଆ ଲକ୍ଷଣ ବଢାଇଲା ଚିନ୍ତା

କୋଭିଡ ୧୯ ର କାରଣରୁ ମଣିଷ ସବୁଦିନ ପାଇଁ ଶୁଣିବାର ଶକ୍ତି ହରାଇପାରେ । ବ୍ରିଟିଶ ଏସିପଟ୍ ମାନେ କହିଛନ୍ତି କି ଅଚାନକ ହୋଇଥିବା ସମସ୍ୟାର ଉପଚାର ଖୋଜିବା ଜରୁରୀ । ସେ କହିଛନ୍ତି କି କରୋନା ଭାଇରସ ଲସ ଅଫ ଟେଷ୍ଟ , ଲସ ଅଫ ସ୍ମେଲରୁ ଆରମ୍ଭ କରି ବିଭିନ୍ନ ଅଙ୍ଗକୁ ନଷ୍ଟ କରିବା ସହ ଶରୀର ଅଧିକ ପ୍ରକାରର ପ୍ରଭାବିତ କରିଥାଏ ।

ଡାକ୍ତରକୁ ଏବେ ତାଜା ପ୍ରମାଣ ମିଳିଛି ଯେ କୋଭିଡ ୧୯ ମଣିଷର ଶୁଣିବା ଶକ୍ତି ପ୍ରଭାବିତ କରିପାରେ।ୟୁନଭରସିଟିରେ କଲେଜ ଲଣ୍ଡନର “ଜର୍ଣାଲ ବିଏମଜେ ” ର ପ୍ରକାଶିତ ଏକ ରିପୋର୍ଟ ଅନୁସାରେ,୪୫ବର୍ଷର ଏକ କୋଭିଡ 19 ଏବଂ କରୋନାରେ ସଂକ୍ରମିତ ବ୍ୟକ୍ତିଙ୍କୁ ICUର ଭେଣ୍ଟିଲେସନ୍ ରେ ରଖାଯାଇ ଥିଲା ।ରୋଗୀକୁ ଆଣ୍ଟିଭାଇରାଲ ମେଡ଼ିସିନ ରେ ମେଡିଶ୍ ମିଲ ଏବଂ ନିଶାରେ ଥିଲାବେଳେ ଷ୍ଟେରଏଡ ଦିଆଯାଇଥିଲା ।ICUରୁ ବାହାରି ବାର ପାଖାପାଖି ଏକ ସପ୍ତାହ ପରେ ରୋଗୀର କାନରେ ଅଜବ ପ୍ରକ୍ରିୟା ସୃଷ୍ଟି ହୋଇ ଥିଲା ।ଏବଂ ପରେ କାନରୁ ଶୁଣିବା ଶକ୍ତି ବାହାରି ଯାଇ ଥିଲା ।ଏହି ଘଟଣା ପରେ ଡାକ୍ତର ମାନେ ନିଜର ପ୍ରତିକ୍ରିୟା ରଖି କହିଲେ କି ,ରୋଗୀର କାନରେ କୌଣସି ସମସ୍ୟା ନଥିଲା । ଏଥି ପାଇଁ ତାକୁ କୌଣସି ଔଷଧ ଦିଆଯାଇ ନଥିଲା । ଯେଉଁଥିରେ ତାଙ୍କର ଶୁଣିବା ଶକ୍ତିରେ ପ୍ରଭାବ ପକାଇ ଥାଆନ୍ତା ।

कैसे अचानक गई सुनने की शक्ति?

ଆଗକୁ ଯାଞ୍ଚ ପରେ ଜଣା ପଡିଲା କି ରୋଗୀର ଫ୍ଲୁ କିମ୍ବା HIVନଥିଲା । ଇମ୍ୟୁନର କୌଣସି ସମସ୍ୟାର ସଙ୍କେତ ଦେଖାଯାଇ ନ ଥିଲା । ଯାହାକି ଶୁଣିବା ଶକ୍ତି ହରେଇ ବାରେ ଜଡ଼ିତ ଥାନ୍ତା ।ଏହା ବ୍ୟତୀତ , ସମ୍ଭୋବିତ ବ୍ୟକ୍ତିକୁ ଆଗରୁ କୌଣସି ଶୁଣିବାରେ ସମସ୍ୟା ନଥିଲା ।

ପରେ ଟେଷ୍ଟ ରୁ ଜଣା ପଡିଲା କି ରୋଗୀର ନାମ କାନରେ “ସେନସୋରିନ୍ୟୁରଲ ହିଆରୀଙ୍ଗ ଲସ”ହୋଇଛି ।ଏହା ଏକ ଏମିତିକା ପରିସ୍ଥିତି ଯେଉଁଥିରେ କାନର ଭିତର ଭାଗର ଶୁଣିବାର ଯେଉଁ ନର୍ଭ ଶୁଣିବାରେ ସହାୟତା କରିଥାଏ ସେକ୍ଷତି ଗ୍ରସ୍ତ ହୋଇ ସାରିଛି। ଅଳ୍ପ ସଫଳତା ସହିତ ଷ୍ଟିରଏଡ ଏହାର ଚିକିତ୍ସା କରାଯାଇ ଥିଲା ।

ବ୍ରିଟେନ ରୁ ଏହା ଏକ ଏମିତିକା କେସ ସାମ୍ନାକୁ ଆସିଛି ଯାହା ସାଧାରଣ ନୁହେଁ ,ହେଲେବି ବାକି ଦେଶ ତୁଳନାରେ ଏଠାରେ କମ୍ ସାଂଖ୍ୟ କ ରୋଗୀ ଆସିଥାନ୍ତି ।ପଢ଼ିବା ସହ ଲେଖିକା ଡଃ ଷ୍ଟଏଫାନିଆ କୈାମ୍ପା କହିଛନ୍ତି ଏହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।ଯେ କୋଭିଡ 19 ଶୁଣିବା ଶକ୍ତିକୁ ନଷ୍ଟ କରିପାରେ କିନ୍ତୁ ଏହାର ସମ୍ଭାବନା ମଧ୍ୟ ଥାଇପାରେ ।

ଡଃ କୋଉମ୍ପା ଏ ସମ୍ଭବ ଅଟେ ଯେ -“SARS-COV-2 ଭାଇରସ କାନର ଭିତର ଭାଗର କୋଷିକାକୁ କ୍ଷତି ଗ୍ରସ୍ତ କରି ପରେ।କିମ୍ବା ଶରୀର ସାଇଟୋକିନୋସ ନାମକ ଇମପେମେଣ୍ଟାରି କେମିକଲସ କିମ୍ବା ସାଇଟୋକିନସ ର ଉତ୍ପନ ହେବାର ସମ୍ଭାବନା ଷ୍ଟେରଏଡ କମ କରିବାରେ ସାହାଯ୍ୟ କରିଥାଏ।

कान के सेल्स को बर्बाद कर रहा कोविड?

ରିସର୍ଚ୍ଚ ଟିମ୍ କହିଛନ୍ତି କି କୋଭୀଡ 19 ରୋଗୀ ICUରେ କନାର ଜଡ଼ିତ ସମସ୍ୟା ବାବଦରେ ପଚାରିକ ରଚିତ ଥିଲା ଏବଂ ସେ ରୋଗୀକୁ ଗୁରୁତ୍ବ ପୂର୍ଣ୍ଣ ଚିକିତ୍ସା ପାଇଁ ପଠେଇବାର ଥିଲା ।ଡାକ୍ତର କାଉମ୍ପା କହିଛନ୍ତି କି ଗୋଟେ କାନରୁଶୁଣିବାର ଶକ୍ତି ହରାଇଲେ ଜୀବନ ଉପରେ କୌଣସି ବଡ଼ ପ୍ରଭାବ ପକାଇନଥାଏ ।

ଇୟୁନିଭରସିଟି ଅଫ ମାୱେଷ୍ଟରେ ଆଡିଓଲୋଜି ପ୍ରଫେସର କେବିନ ସୁନରୋ ଏହାର ଭାଗ ନଥିଲେ ।କିନ୍ତୁ ସେ କହିଛନ୍ତି କି ଖସରା ଏବଂ ମମସ୍ ଯେପରି ରୋଗର କାରଣରୁ କାନର କ୍ଷତି ପହଞ୍ଚି ଥାଏ । ସେ କହିଛନ୍ତି କି ନିଜ ଟିମ୍ ସହିତ ଡାକ୍ତର ଖାନା ରେ ଆଡମିଟ କୋଭିଡ 19 ରୋଗୀକୁ ସର୍ଭେ କରିଛନ୍ତି ।ସର୍ଭେରେ 121ରୁ 6 ଜଣ ରୋଗୀଙ୍କ ମଧ୍ୟରେ ଏହା ଦେଖାଯାଇ ଥିଲା ଯେ ଡାକ୍ତର ଖାନାରୁ ବାହାରି ବାର ଏକ କିମ୍ବା ଦୁଇ ମାସ ମଧ୍ୟରେ ଶୁଣିବାରେ ସମସ୍ୟା ସୃଷ୍ଟି ହୋଇ ଥିଲା । ମୁନୋରୋ କହିଛନ୍ତି କି ସେ ଏବଂ ତାଙ୍କର ଟିମ ଏବେ ଏହି ସମସ୍ୟାର କାରଣ ଜାଣିବାକୁ ଚେଷ୍ଟା କରୁଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତ ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *