ଟଙ୍କା ନେଇ ବିଦେଶ ଫେରାର ହେଲେ ପ୍ରତ୍ୟକଦର୍ଶି ପିଠାନି, ଏୟାରପୋର୍ଟ ରେ କେହି ଅଟକାଇଲେ ନାହିଁ:

ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲା କେତେ ମୋଡ଼ ନେଇ ସାରିଛି ଓ କେତେ ନୂଆ କଥା ମଧ୍ୟ ସାମ୍ନାକୁ ଆସି ସାରିଛି। କିନ୍ତୁ ସୁଶାନ୍ତ ଙ୍କ ସହ ତାଙ୍କ ଫ୍ଲାଟ ରେ ରହୁଥିବା ସିଦ୍ଧାର୍ଥ ପିଠାନି ଉପରେ ଲୋକଙ୍କର ଏବେ ବି ଭରଷା ନାହିଁ। ଆଉ ଏବେ ପିଠାନି ଉପରେ ଥିବା ସନ୍ଦେହ ସତ ହୋଇଯାଇଛି। କାରଣ ସିଦ୍ଧାର୍ଥ ପିଠାନି ବିଦେଶ ପଳାଇ ଯାଇଛି। ସୁଶାନ୍ତ ଙ୍କର ସବୁ ସତ ଜାଣିଥିବା ଓ ବାରମ୍ବାର ବୟାନ ବଦଳାଉଥିବା ପିଠାନି ଏବେ ବିଦେଶ ଫେରାର ହେବାର ଖବର ଆସିଛି।

ଆଉ ବଡ଼ କଥା ଏହା କି ପିଠାନି ଏକ ମୋଟା ରକମ ନେଇ ବିଦେଶ ଫେରାର ହୋଇଛି। ଏତିକି ନୁହେଁ ହାଇଦ୍ରାବାଦ ଏୟାରପୋର୍ଟ ରେ ସିଦ୍ଧାର୍ଥ ପିଠାନି କୁ କେହି ଅଟକାଇ ମଧ୍ୟ ପଚାରିଲେ ନାହିଁ। ପିଠାନି ସେତେବେଳେ ଫେରାର ହୋଇଛି ଯେତେବେଳେ ସିବିଆଇ ୧୬୪ ଦଫା ରେ ବୟାନ ଦର୍ଜ କରିବାକୁ ଯାଉଥିଲା। କାରଣ ପିଠାନି ତା କଥାରୁ ଓହରି ନଯାଏ। କିନ୍ତୁ ସିବିଆଇ ପହଂଚିବା ପୂର୍ବରୁ ପିଠାନି ଫେରାର ହୋଇଗଲା। କେମିତି ସିଦ୍ଧାର୍ଥ ପିଠାନି ହେଲା ଫେରାର? କିଏ ଅଛି ପିଠାନି ପଛରେ ଓ ପିଠାନି ଫେରାର ହେବାରେ ସୁଶାନ୍ତ ଙ୍କ କେସ ରେ କଣ ପଡ଼ିବ ପ୍ରଭାବ? ସିଦ୍ଧାର୍ଥ ପିଠାନି ସେହି ବ୍ୟକ୍ତି ଅଟେ ଯିଏ ସୁଶାନ୍ତ ଙ୍କ ସହ ତାଙ୍କ ଫ୍ଲାଟ ରେ ରହୁଥିଲା। ସୁଶାନ୍ତ ଙ୍କୁ ପଙ୍ଖା ସହ ଦେଖି କହିଥିବା ଲୋକ ମଧ୍ୟ ପିଠାନି ଅଟେ ଓ ସବୁ କପଡ଼ା କାଟି ସୁଶାନ୍ତ ଙ୍କୁ ତଳକୁ ଆଣିବା କଥା ମଧ୍ୟ ପିଠାନି କହିଥିଲା।

ଏତିକି ନୁହେଁ ଏହି ସିଦ୍ଧାର୍ଥ ପିଠାନି ନିଜର ରାୟ ମଧ୍ୟ ବାରମ୍ବାର ବଦଳାଉଛି। ପ୍ରଥମେ ମୁମ୍ୱାଇ ପୋଲିସ କୁ କିଛି ବୟାନ ଦେଲା ଓ ପୁଣି ମୁମ୍ୱାଇ ପୋଲିସ ପାଖରେ ହିଁ ନିଜର ବୟାନ ବଦଳାଇ ଦେଲା। ସିବିଆଇ ମଧ୍ୟ ଗୋଟେ ସପ୍ତାହ ଲଗାତର ପିଠାନି କୁ ପଚରା ଉଚରା କଲା କିନ୍ତୁ ପ୍ରତିଥର ପିଠାନି ନିଜର ବୟାନ ବଦଳାଇ ଦେଉଥିଲା। ଏମିତିରେ ସିବିଆଇ ପିଠାନି ର ୧୬୪ ଦଫା ଦର୍ଜ କରିବାକୁ ଯାଉଥିଲା ଯେଉଁଠି ମଜିଷ୍ଟ୍ରେ ସାମ୍ନାରେ ବୟାନ ହୋଇଥାଏ ଓ ସେ ବୟାନ କେହି ବି ବଦଳାଇ ପାରିବେ ନାହିଁ।

ଏହାର ମାନେ ପିଠାନି ଯାହା କହିଥାନ୍ତା ତାହା କୋଟ ରେ ମଧ୍ୟ ପ୍ରମାଣିତ ହୋଇଥାନ୍ତା। କିନ୍ତୁ ସିବିଆଇ ଆକ୍ସନ ନେବାର ଠିକ ପୂର୍ବରୁ ପିଠାନି ଫେରାର ହୋଇଗଲା। ଆଉ ଖବର ଏହା କି ସିଦ୍ଧାର୍ଥ ପିଠାନି ବିଦେଶ ଫେରାର ହୋଇଯାଇଛି ମୋଟା ରକମ ନେଇ। ସୁଶାନ୍ତ ମାମଲାରେ ଏହା ସବୁଠାରୁ ବଡ଼ ଖବର ଅଟେ। ସିଦ୍ଧାର୍ଥ ପିଠାନି କୁ ହାଇଦ୍ରାବାଦ ର ରାଜୀବଗାନ୍ଧି ଇଣ୍ଟରନ୍ୟାସେନାଲ ଏୟାରପୋର୍ଟ ରେ ଦେଖାଗଲା ଓ ଏୟାରପୋର୍ଟ ରେ କେହି ବି ଯାଇପାରେ। କିନ୍ତୁ ପିଠାନି କୁ ଇଣ୍ଟରନ୍ୟାସେନାଲ ଡିପାଚର ଟର୍ମିନାଲ ରେ ଦେଖିଛନ୍ତି ଓ ପିଠାନି ଙ୍କ ସହିତ ଆଉ ଜଣେ ବ୍ୟକ୍ତି ମଧ୍ୟ ଥିଲା ଓ ପିଠାନି ପାଖରେ କିଛି ବ୍ୟାଗ ମଧ୍ୟ ଦେଖା ଯାଉଥିଲା।

ଏହାର ମାନେ ପିଠାନି ହାଇଦ୍ରାବାଦ ରୁ ବିଦେଶ ଫେରାର ହୋଇଯାଇଛି। ବଡ଼ କଥା ଏହା କି ଏୟାରପୋର୍ଟ ରେ ନା ଗାର୍ଡ ନା କେଉଁ ଏଞ୍ଜିସ ପିଠାନି କୁ ଅଟକାଇବାକୁ ଚେଷ୍ଟା କଲେ ନାହିଁ। କାରଣ ପିଠାନି ସୁଶାନ୍ତ ଙ୍କ କେସ ରେ ମୁଖ୍ୟ ସାକ୍ଷୀ ଅଟେ। କିଛି ଦିନ ହେବ ପିଠାନି କୁ ନେଇ ପ୍ରଶ୍ନ ଉଠୁଥିଲା। ଆଉ ଏବେ ପିଠାନି ଫେରାର ହେବାର ଖବର ଅଛି। ଏହାର ମାନେ କିଛି ଗଡ଼ବଡ ଅଛି ପିଠାନି ସହ। ସିଦ୍ଧାର୍ଥ ପିଠାନି ର କିଛି ବି ଏୟାର ଟିକଟ, ବୋଡିଂ ପାସ ଏବେଯାଏଁ ସାମ୍ନାକୁ ଆସି ନାହିଁ ଓ ପିଠାନି କେଉଁ ଦେଶକୁ ଯାଇଛି ଏହା ମଧ୍ୟ ଜଣା ପଡ଼ି ନାହିଁ। କିନ୍ତୁ ପିଠାନି କୁ ଇଣ୍ଟରନ୍ୟାସେନାଲ ଡିପାଚର ପାଖରେ ଦେଖିଥିବାରୁ କୁହାଯାଉଛି କି ପିଠାନି ବିଦେଶ ଫେରାର ହୋଇଯାଇଛି। ପିଠାନି ଯେଉଁ ଅବସ୍ଥାରେ ଫେରାର ହୋଇଛି ଯେତେବେଳେ ପିଠାନି ନାରେ୧୬୪ ଦଫା ର ବୟାନ ଦର୍ଜ ହେବାକୁ ଯାଉଥିଲା। ଏମିତିରେ ପିଠାନି ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ ଅଟେ।

ରିୟା ଚକ୍ରବର୍ତ୍ତୀ ଙ୍କୁ ବଲିଉଡ ର ଲୋକଙ୍କ ପାଖରୁ ସମର୍ଥନ ମିଳୁଛି ଏବଂ ରିୟା ଓ ପିଠାନି ଙ୍କ ର ମଧ୍ୟ ନିବିଡ଼ ସମ୍ପର୍କ ଥିବାର ମିଳୁଛି। ସିଏ ରିତେଶ ଦେଶବୁକ, ସଲମାନ ଖାନ ନହେଲେ ସେ ଚାରୋଟି ବଡ଼ ଫିଲ୍ମ ପ୍ରଡକ୍ସନ ହାଉସ ଯିଏ ସୁଶାନ୍ତ ଙ୍କ କେସ ରେ ଖବର ଶେଷ କରିବା ବିରୋଧରେ ହାଇକୋର୍ଟ ମଧ୍ୟ ପହଞ୍ଚି ଯାଇଥିଲେ ଓ ଏହି ଲୋକ ରିୟା ଙ୍କୁ ସମର୍ଥନ ମଧ୍ୟ କରୁଛନ୍ତି। ହୋଇଥାଇ ପାରେ ଏମାନଙ୍କ ମଧ୍ୟରୁ ରିୟା ଚକ୍ରବର୍ତ୍ତୀ ଙ୍କ ସହିତ ସିଦ୍ଧାର୍ଥ ପିଠାନି କୁ ମଧ୍ୟ ସାହାଯ୍ୟ କରିଥିବେ ଓ ପିଠାନି କୁ ମୋଟା ରକମ ଦେଇ ବିଦେଶ ପଠାଇ ଦେଇଥିବେ। କାରଣ ସୁଶାନ୍ତ ଙ୍କ ର ସତ କେବେ ସାମ୍ନାକୁ ନ ଆସିପାରୁ ଓ ସୁଶାନ୍ତ ଙ୍କ କେସ ସବୁଦିନ ପାଇଁ କେସ ହୋଇ ରହିଯାଉ।

ସୁଶାନ୍ତ ଙ୍କ କେସ ରେ ସବୁଠାରୁ ବଡ ସାକ୍ଷୀ ଚସ୍ମିଦ ଓ ପିଠାନି ନଥିବାରୁ କେସ ଉପରେ ପ୍ରଭାବ ପଡିବା ସ୍ବାଭାବିକ ଅଟେ। କାରଣ ପିଠାନି ଉପରେ ୧୬୪ ଦଫା ର ବୟାନ ହୋଇନଥିଲା ଓ ପିଠାନି ନଥିବାରୁ କେସ ଦୁର୍ବଳ ମଧ୍ୟ ହୋଇପାରେ। ସୁଶାନ୍ତ ଙ୍କ ସହ ଯାହା ହୋଇଛି ସେଥିରେ ପିଠାନି ସାମିଲ ଅଛି ନହେଲେ ସେ ସବୁ କିଛି ଜାଣିଛି। ଏମିତିରେ ସିଦ୍ଧାର୍ଥ ପିଠାନି ଆସିବା ଜରୁରୀ ଅଟେ। ଆଉ ଏମିତିରେ ସୁଶାନ୍ତ ଙ୍କ ପରିବାର ସିଦ୍ଧାର୍ଥ ପିଠାନି ର ବଡ଼ ସତ ଧରିଥିଲେ। ଆସନ୍ତି ଜାଣିବା…

ସିଦ୍ଧାର୍ଥ ପିଠାନି ସିଏ ଯାହା ଉପରେ ପ୍ରଥମରୁ ସମସ୍ତେ ସନ୍ଦେହ କରୁଥିଲେ। ସୁଶାନ୍ତ ଙ୍କ ପରିବାର ଲୋକଙ୍କୁ ପୁରା ବିଶ୍ୱାସ ଅଛି କି ସୁଶାନ୍ତ ଙ୍କ ସହ ଯେଉଁ ଅନ୍ୟାୟ ହୋଇଛି ସେଥିରେ କୋଉଠି ନା କୋଉଠି ପିଠାନି ର ହାତ ଅଛି। କିନ୍ତୁ ପିଠାନି ଏତେ ଚାଲାକ ଯେ ସେ ସବୁ ଟିମ କୁ ଧୋକା ଦେଉଛି ଓ ସବୁ ତଲାସ ରେ ମିଛ କହୁଛି। ସୁଶାନ୍ତ ଙ୍କ ପରିବାର ଲୋକ ପିଠାନି ର ସତ ସମସ୍ତଙ୍କ ସାମ୍ନାରେ ଖୋଲି ଦେଇଛନ୍ତି। ସୁଶାନ୍ତ ଙ୍କ ପରିବାର ର ଜଣେ ସଦସ୍ୟ ନିଲୋଦ ପ୍ରଣାଲ ପିଠାନି କୁ ନେଇ ବଡ଼ ଖୁଲାସ କରିଛି। ଆଉ ଏମିତି କଥା କହିଛି କି ପୁରା ବିଶ୍ୱାସ ହୋଇଯିବ କି ସିଦ୍ଧାର୍ଥ ପିଠାନି ପୁରା ମିଛ କହୁଛି ଓ ସୁଶାନ୍ତ ଙ୍କ ମାମଲାରେ କୋଉଠି ନା କୋଉଠି ସେ ସାମିଲ ଅଛି।୧୪ ଜୁନ ର ସତ ଜାଣିବା ଆଗରୁ ପ୍ରଥମେ ଏହା ଜାଣନ୍ତୁ କି ୧୫ ଜୁନରେ କ’ଣ ହୋଇଥିଲା ଓ ନିଲୋଦ ପ୍ରଣାଲ କଣ ୧୫ ଜୁନ କୁ ନେଇ କଣ କହୁଛନ୍ତି?

ନିଲୋଦ ପ୍ରଣାଲ ପ୍ରଥମ ଥର ଏହି ଖୁଲାସ କରିଛି କି ଯେତେବେଳେ ୧୫ ଜୁନରେ ସୁଶାନ୍ତ ଙ୍କର ଅନ୍ତିମସଂସ୍କାର ହେଉଥିଲା ସେତେବେଳେ ସେଠି ସିଦ୍ଧାର୍ଥ ପିଠାନି ମଧ୍ୟ ଉପସ୍ଥିତ ଥିଲା। ଏବେ ନିଲୋଦ ପ୍ରଣାଲ କହିଛି କି ଭିତରେ କିଛି ଲୋକ ଥିଲେ ଓ ସେଠି ପିଠାନି ମଧ୍ୟ ଉପସ୍ଥିତ ଥିଲା। ଏହା ସବୁ ଠିକ କିନ୍ତୁ ନିଲୋଦ ପ୍ରଣାଲ ଏହାପରେ ଯାହା କହିଲେ ତାହା ଚମକାଇ ଦେବ। ନିଲୋଦ ପ୍ରଣାଲ କହିଲେ କି ଗୋଟେ ପଟେ ଅନ୍ତିମସଂସ୍କାର ହେଉଥିଲା ସେ ମଣିଷର ଯିଏ ପିଠାନି ସହ ଗୋଟିଏ ଘରେ ରହୁଥିଲା। କିନ୍ତୁ ଆଉ ଏକ ପଟେ ପିଠାନି ଫଟୋଗ୍ରାଫର ହୋଇଥିଲା। ନିଲୋଦ ପ୍ରଣାଲ ଏହି ବଡ଼ ଖୁଲାସ କରିଛି କି ସେଦିନ ମାନେ ୧୫ ଜୁନ ରେ ସୁଶାନ୍ତ ଙ୍କୁ ବିଦାୟ କରାଯାଉଥିଲା କିନ୍ତୁ ସିଦ୍ଧାର୍ଥ ପିଠାନି କୁ ଏଥିରେ କିଛି ଫରକ ପଡୁନଥିଲା। ସେ ଫଟୋ ଉଠାଇବାର ବ୍ୟସ୍ତ ଥିଲେ ଓ ସମସ୍ତଙ୍କ ଫଟୋ ଉଠାଉଥିଲେ। ନିଲୋଦ ପ୍ରଣାଲ ଏହା ମଧ୍ୟ କହିଛି କି ପିଠାନି ସେଦିନ ଅତି କମରେ ୧୦୦-୧୫୦ ଫଟୋ ଉଠାଇଥିବ। ସିଏ ଖାଲି ଫଟୋ ଉଠାଉଥିଲା ଓ ପିଠାନି ପାଖରେ ପୁରା ଆଲବମ ମଧ୍ୟ ଥିବ।୧୫ ଜୁନ କୁ ନେଇ ନିଲୋଦ ପ୍ରଣାଲ ସିଦ୍ଧାର୍ଥ ପିଠାନି ର ସବୁ ମିଛ ଖୋଲି ଦେଲା ଓ ୧୪ ଜୁନ ର ସବୁ ସତ କହିଦେଲା।

ନିଲୋଦ ପ୍ରଣାଲ ର କହିବା କଥା କି ଯେଉଁ ବ୍ୟକ୍ତି ୧୫ ଜୁନରେ ଖାଲି ଫଟୋ ଉଠାଉ ଥିଲା ସେ ୧୪ ଜୁନରେ ଗୋଟେ ବି ଫଟୋ କାହିଁକି ଉଠାଇ ନାହିଁ ? ଏହା ବହୁତ ବଡ଼ ପ୍ରଶ୍ନ ଅଟେ। ଏହା ବହୁତ ବଡ଼ ଷଢଯନ୍ତ୍ର ମଧ୍ୟ ହୋଇପାରେ। କାରଣ ସୁଶାନ୍ତ ଙ୍କୁ ପାଙ୍ଖରେ ଝୁଲୁଥିବାର ପିଠାନି ହିଁ ଆଗେ ଦେଖିଥିଲା ଆଉ କେହି ନୁହେଁ। ନିଲୋଦ ର କହିବା କଥା କି ସୁଶାନ୍ତ ଙ୍କୁ ସେ ଅବସ୍ଥାରେ ଦେଖି ହୋଇଥାଇ ପାରେ ସେ ଡରି ଯାଇଥିବେ କିନ୍ତୁ ତାହା ପରେ ପିଠାନି ସୁଶାନ୍ତ ଙ୍କ ଭଉଣୀ ନିତୁ କୁ ଫୋନ କଲା ଓ ସୁଶାନ୍ତ ଙ୍କ ଭେଣେଇ ଉପେଶ ସିଂ କୁ ଫୋନ କଲା କିନ୍ତୁ ପିଠାନି ସେଦିନ ଗୋଟେ ବି ଫଟୋ ଉଠାଇ ନଥିଲା।

ଏତିକି ନୁହେଁ ନିଲୋଦ ପ୍ରଣାଲ କହିଲେ କି ପିଠାନି କୁ କମ୍ ସେ କମ ଏଥିପାଇଁ ତ ଫଟୋ ଉଠେଇବାର ଥିଲା କି ସେ ଏତେ ବଡ଼ ଷ୍ଟାର ଅଟନ୍ତି ଓ ଘରେ ରହୁଥିବା ଲୋକଙ୍କ ଉପରେ ଦୋଷ ଲାଗିପାରେ। କିନ୍ତୁ ପିଠାନି ନା ସେଦିନ ଫଟୋ ଉଠାଇ ଥିଲା ନା କିଛି ଭିଡିଓ କରିଥିଲା। ତାହା ପରେ ସେ ସବୁ କପଡା କୁ କାଟି ସୁଶାନ୍ତ ଙ୍କୁ ତଳକୁ ନେଇଆସିଲା। ଏବେ ନିଲୋଦ ପ୍ରଣାଲ ର କହିବା କଥା କି ପିଠାନି ଯଦି ଅନ୍ତିମସଂସ୍କାର ଦିନ ୧୫୦ଟି ଫଟୋ ଉଠାଇ ପାରିଲା କିନ୍ତୁ ୧୪ ଜୁନ ରେ ସେ ଗୋଟେ ବି ଫଟୋ ଉଠାଇଲା ନାହିଁ। ଏମିତିକି ନିଜକୁ ବଂଚେଇବା ପାଇଁ ମଧ୍ୟ ସେ ଫଟୋ ଉଠାଇ ନଥିଲା। ଏଥିରେ ପ୍ରଶ୍ନ ଉଠିବା ସ୍ବାଭାବିକ କଥା। ଏହାର ମାନେ ସିଦ୍ଧାର୍ଥ ପିଠାନି କିଛି ନା କିଛି ଲୁଚାଉଛି ଓ କାହାକୁ ମଧ୍ୟ ବଞ୍ଚାଉଛି।

ସୁଶାନ୍ତ ଙ୍କ ପରିବାର ପୁଣି ଥରେ ପିଠାନି ଉପରେ ଆଙ୍ଗୁଳି ଉଠାଇଛନ୍ତି କି ପିଠାନି ବହୁତ କିଛି ନୁହେଁ ସାବୁ କିଛି ଜାଣିଛି। ଆଉ ଏମିତିରେ ସିଦ୍ଧାର୍ଥ ପିଠାନି ପ୍ରଥମ ଦିନରୁ ନିଜର ରାୟ ବଦଳାଉଛି। ପ୍ରଥମରୁ କିଛି କହୁଛି ଓ ପରେ ଆଉ କିଛି। ମୁମ୍ୱାଇ ପୋଲିସ କୁ ଅଲଗା କିଛି କହିଛିି ଓ ସିବିଆଇ କୁ ଅଲଗା କିଛି ରାୟ ଦେଇଛି। ଏହାର ମାନେ ପିଠାନି ଏବେ ସବୁ ପ୍ରଶ୍ନ ଭିତରେ ଫସି ଯାଇଛି। ସୁଶାନ୍ତ ଙ୍କ ସହ କିଛି ବି ହେଇଥାଉ ନା କାହିଁକି କିନ୍ତୁ ଏହା ସତ ଯେ ପିଠାନି ଜାଣିଛି କଣ ସବୁ ହୋଇଥିଲା? ସୁଶାନ୍ତ ଙ୍କ ପରିବାର ଏହା ଖୁଲାସ କରି ଦେଇଛନ୍ତି। ଏବେ ସିବିଆଇ କୁ ଏହି ସତ ବାହାର କରିବାର ଅଛି।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *