ଏକ ତରଫା ପ୍ରେମ ରେ ପାଗଳ ଥିବା ର୍ଦୂବୁତ , ତିନି ଭଉଣୀ ଙ୍କ ଉପରେ ଫୋପାଡିଲା ଏସିଡ୍। ପୋଲିସ ର୍ଦୂବୁତ କୁ ଦେଖୁ ଦେଖୁ ଗୁଳି ମାରିଲା

ତିନି ଭଉଣୀ ଙ୍କ ଉପରେ ଏସିଡ୍ ଆର୍ଟାକ କରିଥିବା ଆରୋପୀ କୁ ଊତ୍ତର ପ୍ରଦେଶ ର ପୋଲିସ ଧରି ନେଇଛି। କୁହାଯାଉଛି ଯେ ଏହି ଆରୋପୀ କୁ ଯେବେ ପୋଲିସ ଧରିବାକୁ ଯାଇଥିଲା ସେତେବେଳେ ସେ ଦୌଡି ପଳେଇ ବାକୁ ଚେଷ୍ଟା କରୁଥିଲା ଏହି କାରଣ ରୁ ପୋଲିସ ଗୁଳି ମାରିଥିଲା ଓ ସେ ଘାଏଲ୍ ହୋଇଥିଲା। ଯାହା ପରେଃ ଗୋଣ୍ଡା ପୋଲିସ ତାକୁ ଜିଲ୍ଲା ହସ୍ପିଟାଲ ରେ ର୍ଭତ୍ତୀ କରିଥିଲା। ଯେଉଁଠି ତାର ଚିକିତ୍ସା ଚାଲିଛି।

ଉତ୍ତର ପ୍ରଦେଶ ଗୋଣ୍ଡା ର ପରସପୁର ଥାନା କ୍ଷେତ୍ରର ପାସକ ଗ୍ରାମ ରେ ରହୁଥିବା ତିନି ଭଉଣୀ ଙ୍କ ଉପରେ ଏହି ଅଭିଯୁକ୍ତ ଏସିଡ୍ ଫୋପାଡି ଥିଲା। ଏସିଡ୍ ପଡିବା କାରଣ ରୁ ତିନି ଭଉଣୀ ବହୁତ ଖରାପ ଭାବରେ ଆହତ ହୋଇଥିଲେ। ଏହି ସମୟ ରୁ ତିନି ଭଉଣୀ ଙ୍କର ଚିକିତ୍ସା ଚାଲିଛି।

ତିନି ପିଡୀତା ଦଳିତ ସମୁଦାୟ ର ଅଟନ୍ତି। ପୋଲିସଙ୍କ ଅନୁସାରେ ଯେତେବେଳେ ଏହି ତିନି ଭଉଣୀ ଶୋଇ ଥିଲେ। ଏହି ସମୟ ରେ ଝରକା ପଟେ ପସି ର୍ଦୂବୁତ ତିନି ଭଉଣୀ ଙ୍କ ଉପରେ ଏସିଡ୍ ପକେଇଥିଲା। ଏହି ଘଟଣା ଦୁଇ ଭଉଣୀ ଅଳ୍ପ ଆଘାତ ହୋଇଛନ୍ତି। ଯେତେବେଳେ ଗୋଟିଏ ଭଉଣୀ ର ମୁହଁ ଓ ଶରୀର ର ଅନ୍ୟ ଭାଗ ରେ ମଧ୍ୟ ପଡିଥିଲା। ଏହି ଭଉଣୀ ମାନଙ୍କର ବୟସ ହେଉଛି ୮,୧୨ ଓ ୧୭।

ପୋଲିସଙ୍କ କହିବା ଅନୁସାରେ ଏକ ତରଫା ପ୍ରେମ କାରଣ ରୁ ଏହି ଘଟଣା ଘଟିଛି। ଏସିଡ୍ ଫୋପାଡିବା ପେର ଅାରୋପୀ ଫେରାର ଥିଲା। ସେହି ଆରୋପୀ କୁ ଜାଣିବା ପରେ ତାକୁ ଧରିବା ପାଇଁ ଚାରୋଟି ଟିମ୍ ଗଢା ଯାଇଥିଲା। ପୋଲିସ କୁ ଏହି ଆରୋପି କରନୈଲଗଂଜ କୋତବାଲି କ୍ଷେତ୍ର ର ହୁଯୁରପୁର ରେ ଥିବାର ଖବର ଜଣା ପଡିଥିଲା। ଯାହାପରେ ପୋଲିସର ଟିମ ମୌକା ରେ ପହଁଛି ଆରୋପି କୁ ଧରିବାକୁ ଚେଷ୍ଟା କରିଥିଲା ଓ ସେ ଖସି ପଳେବା ପାଇଁ ଚେଷ୍ଟା କରାଥିଲା। ଏହା ଦ୍ବାରା ପୋଲିସ ତାକୁ ଗୁଳି ମାରିବାକୁ ପଡିଲା। ସେହି ଆଘାତ ହେବା ପରେ ପୋଲିସ ଅଭିଯୁକ୍ତ କୁ ସାମୁଦାୟିକ ହସ୍ପିଟାଲ ଏବଂ ତା ପରେ ଜିଲ୍ଲା ହସ୍ପିଟାଲ ରେ ଭତ୍ତୀ କରାଯାଇଥିଲା।

ଏହି ସବୁ ଘଟଣା ବିଷୟ ରେ ଜାଣିବା ପରେ ଅପର ପୋଲିସି ଅଧୀକ୍ଷକ ମହେନ୍ଦ୍ର କୁମାର କହିଛନ୍ତି ଯେ ଏସିଡ୍ ଆର୍ଟାକ ର ଅଭିଯୁକ୍ତ କୁ ବୈଠକ ପରେ ଗିରଫ କରାଗଲା। ଆରୋପୀ ର ଗୋଡ ରେ ଗୁଳି ଲାଗିଥିଲା ଏବଂ ସେହି ସମୟ ରେ ଜିଲା ହସ୍ପିଟାଲ ରେ ଭତ୍ତୀ କରାଯାଇଥିଲା। ପୋଲିସ କୁ ଅାରୋପୀ ଠାରୁ ଚାପୁଡା ମିଳି ଥିଲା।

ଅନ୍ୟ ପଟରେ ଅଭିଯୁକ୍ତ ର ପରିବାର ଲୋକଙ୍କର କହିଛନ୍ତି କି ତାଙ୍କ ପୁଅ କିଛି କରିନି ବୋଲି ତାକୁ ଫସେଈ ଦିଆଯାଇଛି।

ଏହାକୁ ନେଇ ଆପଣଙ୍କ ମାତ ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *