ସୁଶାନ୍ତ ସିଂ ରାଜପୁତ ଙ୍କୁ ନେଇ କେତେ ପ୍ରକାରର କଥା ହେଉଛି କିନ୍ତୁ ଅନ୍ତିମ ଫଳାଫଳ କିଛି ବି ବାହାରି ପାରିଲା ନାହିଁ। ସିବିଆଇ ଇଡି ଓ ଏନସିବି କୌଣସି ବି ଅନ୍ତିମ ଶୁଣାଣି ରେ ପହଞ୍ଚି ପାରିଲା ନାହିଁ। ଏବେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନେଇ ୭ ଜୁନ ର ନୂଆ ଘଟଣା ଆସିଛି।୭ ଜୁନ କୁ ନେଇ କେତେ ପ୍ରଶ୍ନ ଉଠୁଛି। ସୁଶାନ୍ତ ସିଂ ରାଜପୁତ ୭ ଜୁନ ରେ ଗୋଟେ ପାର୍ଟି କୁ ଯାଇଥିଲେ ଏବଂ ତାଙ୍କ ସହ ଦିଶା ସଲିଆନ ମଧ୍ୟ ଥିଲେ। ଏହି ବଡ ଖୁଲାସ ହୋଇଛି। ଜୁହୁ ରେ ୭ ଜୁନ ରେ ଏକ ବଡ଼ ପାର୍ଟି ହୋଇଥିଲା ଯେଉଁଥିରେ ସୁଶାନ୍ତ ସିଂ ରାଜପୁତ ଦିଶା ସଲିଆନ ଙ୍କ ସହିତ ଯାଇଥିଲେ। କଣ ହୋଇଥିଲା ପାର୍ଟି ରେ? ତାହାର ପରଦିନ ମାନେ ୮ ଜୁନ ରେ ଦିଶା ଙ୍କୁ ଓ ୧୪ ଜୁନ ରେ ସୁଶାନ୍ତ ମାରିଦିଆଗଲା।
ଆସନ୍ତୁ ଜାଣିବା ଏହି ନୂଆ ଖୁଲାସ ରେ କଣ ହୋଇଛି? ରିୟା ଚକ୍ରବର୍ତ୍ତୀ ଜେଲରୁ ବାହାରକୁ ଆସି ସାରିଛନ୍ତି। ଆଉ ଏବେ ରିୟା ଙ୍କ ସହିତ ତାଙ୍କ ଓକିଲ ମଧ୍ୟ ସୁଶାନ୍ତ ଙ୍କ ଫ୍ୟାନସ ଧମକାଉଛନ୍ତି କି ରିୟା ଙ୍କ ବିରୋଧରେ କିଛି ବି କହିଲେ ତାଙ୍କ ପ୍ରତି ଆକ୍ସନ ନେବେ। ରିୟା ଓ ତାଙ୍କ ଟିମ କୁ ଲାଗୁଛି କି ଏବେ ସୁଶାନ୍ତ ଙ୍କ କେସ ରେ କିଛି ହୋଇ ପାରିବ ନାହିଁ। ଆଉ ଏବେ ରିୟା ପୁରା ବଞ୍ଚି ଯାଇଛନ୍ତି କିନ୍ତୁ ଏହା ଭିତରେ ରିୟା ଙ୍କୁ ନେଇ, ସୁଶାନ୍ତ ଙ୍କୁ ନେଇ ଓ ଦିଶା ସଲିଆନ ଙ୍କୁ ନେଇ ନୂଆ ଖୁଲାସ ହୋଇଛି। ଯାହା ପରେ ପୁରା କେସ ପୁଣିଥରେ ପଲଟି ପାରେ। ଏହି ପୁରା କାହାଣୀ ୭ ଜୁନର ଯେଉଁଠି ବଡ଼ ଫିଲ୍ମର ଘରେ ବଡ଼ ଧରଣର ପାର୍ଟି ହୋଇଥିଲା ଓ ସେଥିରେ ସୁଶାନ୍ତ ଦିଶା ସଲିଆନା ଙ୍କ ସହିତ ଯାଇଥିଲେ। ଆଉ ରିୟା ଚକ୍ରବର୍ତ୍ତୀ ଙ୍କୁ ଏହି ପାର୍ଟି ବିଷୟରେ ସବୁ ଜଣା ଥିଲା।
ଏତିକି ନୁହେଁ ଏହି ପାର୍ଟି ରେ ସ୍ଥିର କରାଯାଇଥିଲା କି ସୁଶାନ୍ତ ଓ ଦିଶା ଙ୍କୁ ମାରି ଦିଆଯିବ। ପାର୍ଟି ପରେ ଏହା ମଧ୍ୟ ସ୍ଥିର କରାଯାଇ ଥିଲା କି ରିୟା ଙ୍କୁ ୮ ଜୁନ ରେ ସକାଳେ ହିଁ ସୁଶାନ୍ତ ଙ୍କ ଘର ଛାଡ଼ିବାକୁ ହେବ। ଏହି ପୁରା ଖୁଲାସ ବିଭୋର ଆନନ୍ଦନନ୍ଦ ନାମକ ଓକିଲ କରିଛନ୍ତି। ଓକିଲ ବିଭୋର ଆନନ୍ଦନନ୍ଦ ଙ୍କ କହିବା କଥା କି ସୁଶାନ୍ତ ଓ ଦିଶା ଯେଉଁ ଫିଲ୍ମ ମେକର ପାର୍ଟି ରେ ଯାଇଥିଲେ ସେ ଏକ୍ତା କପୂର ଥିଲେ।୭ ଜୁନ କୁ ଏକ୍ତା କପୂର ଙ୍କ ଜନ୍ମ ଦିନ ହୋଇଥାଏ ଓ ବିଭୋର ଆନନ୍ଦ ଙ୍କ ଅନୁସାରେ ଜୁହୁ ରେ ଏକ୍ତା ଜନ୍ମ ଦିନର ପାର୍ଟି ରଖା ଯାଇଥିଲା। କିନ୍ତୁ ଏହି ପାର୍ଟି ରେ ସୁଶାନ୍ତ ଓ ଦିଶା ମଧ୍ୟ ଯାଇଥିଲେ। କିନ୍ତୁ ବିଭୋର ଆନନ୍ଦ ଙ୍କ କହିବା କଥା କି ସୁଶାନ୍ତ ଏହି ପାର୍ଟି କୁ ଗୋଟେ ଛୋଟ ପିଲା କୁ ବଞ୍ଚେଇବା ପାଇଁ ଆସିଥିଲେ। ଆଉ ସେହି ଛୋଟ ପିଲା କୁ ବଞ୍ଚାଇବା ଚକରରେ ଦିଶାଙ୍କ ପରେ ସୁଶାନ୍ତ ଙ୍କୁ ମଧ୍ୟ ମାରି ଦିଆଗଲା
ଏବେଯାଏଁ ଯାହା କୁହାଯାଉଥିଲା କି ସୁଶାନ୍ତ ଙ୍କୁ ମାରିବା ପଛରେ କିଛି କାରଣ ଥିବ। ଆଉ ଏବେ ବିଭୋର ଆନନ୍ଦ ମା ଛୋଟ ପିଲା ବିଷୟରେ ଭୁଲ କଥା କହିଥିଲା ଓ ତାକୁ ବଞ୍ଚାଇବା ପାଇଁ ସୁଶାନ୍ତ ଆଗକୁ ଆସିବାରୁ କେତେ ଲୋକଙ୍କର ରହସ୍ୟ ମଧ୍ୟ ଖୋଲିଗଲା। ଯାହା ପରେ ସୁଶାନ୍ତ ଓ ଦିଶା ମାରି ଦିଆଗଲା ଏତିକି ନୁହେଁ ବିଭୋର ଆନନ୍ଦ ପବ୍ଲିକ ପଟରେ ଏକ୍ତା କପୂର ଙ୍କୁ ପ୍ରଶ୍ନ ପଚାରିଛି କି ୭ ଜୁନ ରେ ଏକ୍ତା ଜନ୍ମ ଦିନ ପାର୍ଟି ରେ କଣ ହୋଇଥିଲା ତାହା ସମସ୍ତଙ୍କୁ ଜଣା ପଡ଼ିଯାଇଛି। ଆଉ ଏଥର ତୁମେ ତମ ଜନ୍ମ ଦିନର ପାର୍ଟିର ଫଟୋ ସୋସିଆଲ ମିଡିଆରେ ସେୟାର କରିନାହାଁନ୍ତି। କିନ୍ତୁ ଏକ୍ତା ପ୍ରତିବର୍ଷ ନିଜର ଜନ୍ମ ଦିନର ପାର୍ଟି ର ଫଟୋ ସୋସିଆଲ ମିଡିଆରେ ସେୟାର କରନ୍ତି କିନ୍ତୁ ଏଥର ଏକ୍ତା ସେୟାର କରି ନାହାଁନ୍ତି। ଏହା ମଧ୍ୟ ଏଥିରୁ ପ୍ରମାଣ ହୋଇଛି କି ଏକ୍ତା କପୂର ସହ ରିୟା ଚକ୍ରବର୍ତ୍ତୀ ମଧ୍ୟ ପୁରା ଫଶିବା ସ୍ଥିର। କାରଣ ରିୟା ଙ୍କୁ ଏହି ବିଷୟରେ ସବୁ ଜଣା ଥିଲା। ତାହା ସହ କୁହାଯାଉଛି କି ଖୁବଶୀଘ୍ର ସୁଶାନ୍ତ ଙ୍କ ପୁରା ସତ ସାମ୍ନାକୁ ଆସିବ।୭ ଜୁନ ର ଖୁଲାସ ପରେ ସୁଶାନ୍ତ ଙ୍କୁ ମାରିବାର ସତ ମଧ୍ୟ ଜଣା ପଡିଛି। ବିଭୋର ଆନନ୍ଦ ଙ୍କ ଏକ୍ତା କପୂର, ସୁଶାନ୍ତ ଓ ଦିଶା ଙ୍କୁ ନେଇ କରିଥିବା ଖୁଲାସ ଆଶ୍ଚର୍ଯ୍ୟ କରିଛି। ସୁଶାନ୍ତ ଙ୍କ ପରିବାର ମଧ୍ୟ ଦିଶା ର କଥାକୁ ପ୍ରଥମ ଥର ମାନିଛନ୍ତି। ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ ସିବିଆଇ କୁ ଏମ୍ସ ଫରେନସିଭ ରିପୋର୍ଟ ମିଳି ସାରିଛି ଓ ଏବେ ସିବିଆଇ ଆଗକୁ ତଲାସ କରିବାକୁ ଯାଉଛି। ପୁଣିଥରେ ସିବିଆଇ ର ଟିମ ମୁମ୍ୱାଇ ଯାଉଛି ଆଉ ସେଠି ସୁଶାନ୍ତ ଙ୍କ ଭଉଣୀ ପ୍ରିୟଙ୍କା ଓ ନିତୁ ଙ୍କୁ ପଚରା ଉଚରା ପାଇଁ ଡାକିଛନ୍ତି।
କିନ୍ତୁ ଏଠି ପ୍ରଥମ ଥର ସୁଶାନ୍ତ ସିଂ ରାଜପୁତ ଙ୍କ ପରିବାର ଦିଶା ସଲିଆନ ଙ୍କ କେସ ସହ ସୁଶାନ୍ତ ଙ୍କ ସମ୍ପର୍କ ଯୋଡି ଦେଇଛନ୍ତି। ଏହା ପ୍ରଥମ ଥର ହୋଇଛି ସୁଶାନ୍ତ ଙ୍କ ପରିବାର ଏହାକୁ ଗୋଟିଏ ନୁହେଁ ଡବଲ ମଡର ନା କହିଛନ୍ତି। ଆଉ ଏଥିପାଇଁ ପରିବାର କହିଛିି କି ତାଙ୍କ ପାଖରେ ପକ୍କା ପ୍ରମାଣ ମଧ୍ୟ ଅଛି ଓ ତାହା ବହୁତ ଶୀଘ୍ର ସିବିଆଇ କୁ ଦିଆଯିବ। ସୁଶାନ୍ତ ଙ୍କ ପରିବାର ଦିଶା ଙ୍କ ମାମଲାରେ ମୁହଁ ଖୋଲିଛନ୍ତି କି ଖାଲି କିଛି ନୁହେଁ ବହୁତ କିଛି ଅଛି ଯାହା ଲୁଚା ଯାଇଥିଲା। କଣ ଅଟେ ସୁଶାନ୍ତ ଙ୍କ ପରିବାର ର ସତ? କଣ ସେ ପକ୍କା ପ୍ରମାଣ ଓ କେମିତି ପ୍ରଥମ ଥର ସୁଶାନ୍ତ ଙ୍କ ପରିବାର ମାନିନେଲେ କି ସୁଶାନ୍ତ ସହ ଦିଶା ଙ୍କୁ ମାରିବାର ପୁରା ସମ୍ପର୍କ ଅଛି?
ସୁଶାନ୍ତ ସିଂ ରାଜପୁତ ଙ୍କ ପରିବାର ବହୁ ସମୟରୁ ସୁଶାନ୍ତ ଙ୍କୁ ମାରିବାର କଥା କହୁଛନ୍ତି ଓ ବାରମ୍ବାର ସୁଶାନ୍ତ ଙ୍କ ପରିବାର ଓ ସୁଶାନ୍ତ ଙ୍କ ଓକିଲ ବିକାଶ ଏହି କଥାକୁ ବାରମ୍ବାର କହୁଛନ୍ତି କି ସୁଶାନ୍ତ ଙ୍କ ସହ ଅନ୍ୟାୟ ହୋଇଛି ଓ ସୁଶାନ୍ତ ଙ୍କୁ ମାରି ଦିଆଯାଇଛି। କିନ୍ତୁ ଏବେ ପ୍ରଥମ ଥର ସୁଶାନ୍ତ ଙ୍କ ପରିବାର ଦିଶା ସଲିଆନ ଙ୍କ କେସ ସହ ସୁଶାନ୍ତ ଙ୍କୁ ଯୋଡ଼ି ଦେଇଛନ୍ତି ଓ ପରିବାର କହିଛିି କି ପ୍ରଥମେ ଦିଶା ଙ୍କୁ ମାରି ଦିଆଗଲା ଓ ତାହା ପରେ ସୁଶାନ୍ତ ଙ୍କୁ ଓ ଏହି କାମ ଗୋଟିଏ ଟିମ ର ଅଟେ। ଏହି ଦୁଇଟା ମାମଲା ଯୋଡ଼ି ହୋଇଛି। ସୁଶାନ୍ତ ଙ୍କ ପରିବାର ର ସଦସ୍ୟ ନିଲୋଦ ପ୍ରଣାଲ ବଡ଼ କଥା କହିଛନ୍ତି। ସେହି ନିଲୋଦ ପ୍ରଣାଲ ଯିଏ କି ସୁଶାନ୍ତ ଙ୍କ ଭଉଣୀ ଶ୍ବେତା ସିଂ କୀର୍ତ୍ତି ଙ୍କର ବହୁତ ନିବିଡ଼ ଅଟନ୍ତି।
ନିଲୋଦ ପ୍ରଣାଲ ଙ୍କ କହିବା କଥା କି ଆମକୁ ମଧ୍ୟ ଲାଗୁଥିଲା କି ସୁଶାନ୍ତ ଙ୍କୁ ଏକା ମାରିଛନ୍ତି। ଆଉ ସୁଶାନ୍ତ ଙ୍କ ସହ ଦିଶା ଙ୍କ ର ସମ୍ପର୍କ ଖାଲି ଏକ ମ୍ୟାନେଜର ଯାଏ ଥିଲା କିନ୍ତୁ ଏବେ ଏହା ଏମିତି ନୁହେଁ। ନିଲୋଦ ପ୍ରଣାଲ କହିଛିି କି ଆମ ପାଖରେ ଏହାର ବଡ଼ ପ୍ରମାଣ ଅଛି କି ସୁଶାନ୍ତ ଓ ଦିଶା କୁ ଗୋଟିଏ ଟିମ ହିଁ ମାରିଛନ୍ତି। ନିଲୋଦ ପ୍ରଣାଲ ଏହାକୁ ନେଇ କିଛି କଥା ମଧ୍ୟ କହିଛନ୍ତି କି ଯେମିତିକି ସୁଶାନ୍ତ ୮ ଜୁନ ରେ ଦିଶା ଙ୍କ ମରିବା ପରେ ବାରମ୍ବାର କହୁଥିଲେ କି ସେମାନେ ମୋତେ ମଧ୍ୟ ମାରିଦେବେ, ମୋତେ ଛାଡ଼ିବେ ନାହିଁ। ଆଉ ଏହି କଥା ସୁଶାନ୍ତ ଭଉଣୀ ନିତୁ ସିଂ ପ୍ରଥମରୁ କହି ସାରିଛନ୍ତି। କିନ୍ତୁ ବଡ଼ କଥା ଏହା କି ସୁଶାନ୍ତ ଏକ ବଡ଼ ଖୁଲାସ କରିବାକୁ ଯାଉଥିଲେ। ନିଲୋଦ ପ୍ରଣାଲ ଙ୍କ କହିବା କଥା କି ସୁଶାନ୍ତ ଏକ ବଡ଼ ଖୁଲାସ କରିବାକୁ ଯାଉଥିଲେ ଓ ସମସ୍ତଙ୍କ ସାମ୍ନା କୁ ଆଣିବାକୁ ଚାହୁଁ ଥିଲେ। ଆଉ ଏହାକୁ ନେଇ ଆମକୁ ବହୁତ ସାରା ଜିନିଷ ମିଳି ଯାଇଛି କି ସୁଶାନ୍ତ କଣ କହିବାକୁ ଚାହୁଁ ଥିଲେ। ଏହି କଥାକୁ ନେଇ ପରେ ସୁଶାନ୍ତ ଙ୍କୁ ମାରି ଦିଆଗଲା। ନିଲୋଦ ପ୍ରଣାଲ୮ ଜୁନ ରୁ ୧୩ ଜୁନ ର କାହାଣୀ କହିଲେ କି ଏମିତି ଗୋଟେ ଦିନ ନାହିଁ କି ସୁଶାନ୍ତ ଦିଶା ଙ୍କୁ ନେଇ କିଛି କହି ନଥିବେ। ଏମିତି ଗୋଟେ ବି ଦିନ ନଥିଲା ସୁଶାନ୍ତ ସେମାନଙ୍କୁ ନେଇ ଡରିଥିବେ। ଆଉ ଯଦି ମନ ଭିତରେ ଡରି ଥିବେ ତାହେଲେ ଗୋଟେ ରୁ ଦୁଇଦିନ କିନ୍ତୁ ସୁଶାନ୍ତ ୧୩ ଜୁନ ଯାଏ ଡରୁଥିଲେ ଓ ଶେଷ ରେ ୧୪ ଜୁନ ରେ ତାଙ୍କୁ ମାରି ଦିଆଗଲା। ନିଲୋଦ ପ୍ରଣାଲ ଙ୍କ କହିବା କଥା କି ଆହୁରି କେତେ ପ୍ରମାଣ ମଧ୍ୟ ଅଛି ତାଙ୍କ ପାଖରେ ଓ ସିଏ ସିବିଆଇ କୁ ଦେବେ।
ନିଲୋଦ ପ୍ରଣାଲ ଙ୍କ ସହ ସୁଶାନ୍ତ ଙ୍କ ସାଙ୍ଗ ୟୁବରାଜ ସିଂ କହିଛନ୍ତି କି ସୁଶାନ୍ତ ଙ୍କ ସହ ସେ ପ୍ରତିଦିନ କଥା ହୁଇନ୍ତୀ ଓ ସୁଶାନ୍ତ ମଧ୍ୟ ତାଙ୍କୁ କିଛି ଇଶାରା ଦେଇଥିଲେ କି ସେ ବହୁତ ବଡ଼ ଖୁଲାସ କରିବାକୁ ଯାଉଛନ୍ତି। ଆଉ ୟୁବରାଜ ଏହା ମଧ୍ୟ କହିଛନ୍ତି କି ଏଥିପାଇଁ ସୁଶାନ୍ତ ଙ୍କୁ ଦିଶା ସଲିଅନ ଙ୍କ ଦ୍ଵାରା ମାରି ଦିଆଗଲା। ଏହା ମଧ୍ୟ କହିଲେ କି ୮ ଜୁନ ରେ ହିଁ ସ୍ଥିର ହେଇଥିଲା ଯେ ସୁଶାନ୍ତ ଙ୍କୁ ମାରିବା ପାଇଁ କିନ୍ତୁ ୧୪ ଜୁନ ରେ କରାଗଲା। କିଏ ସେ ଲୋକ ଯିଏ ଦିଶା ଙ୍କ ପରେ ସୁଶାନ୍ତ ଙ୍କୁ ସବୁଦିନ ପାଇଁ ଶୁଆଇ ଦେଲା? ଏହା ଜାଣିବା ବହୁତ ଜରୁରୀ।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।