ପର୍ସ ସାଧାରଣତଃ ପଇସା ରଖିବାରେ ବ୍ୟବହାର କରାଯାଏ। ଏମିତି କହିବାକୁ ଗଲେ ପର୍ସ ରେ ଧନ ରଖାଯାଇ ଥାଏ । ଏଥିପାଇଁ ପର୍ସ ର ବ୍ୟବହାର କରିବାରେ ଆମକୁ କିଛି ଜିନିଷ ରେ ସାବଧାନ ହେବା ନିହାତି ଆବଶ୍ୟକ। ଏଥିରେ ଧନ ଉର୍ପାଯନ ଭଲ ହୋଇଥାଏ ଏବଂ ଆପଣଙ୍କୁ ଧନ ର କୌଣସି ଅଭାବ ରହିବନି। ପର୍ସ ରେ ବିଶେଷ କରି ପାଞ୍ଚୋଟି ଜିନିଷ ରଖିବା ବହୁତ ଜରୁରୀ ଅଟେ।
ପର୍ସ ରେ ଆପଣ ଆପଣଙ୍କର ଗୁରୁ କିମ୍ବା ଦେବା ଦେବୀ ଙ୍କର ଫଟୋ ରଖନ୍ତୁ ନାହିଁ। ନିଜ ପରିବାର ର ଫଟୋ ରଖିପାରିବେ। ଚାହ୍ଁଇବେ ବେ ତ ଓଁ କିମ୍ବା ସ୍ବସ୍ତିକ ର ପ୍ରତୀକ ରଖିପାରନ୍ତି। ଯେଉଁ ଫଟୋ ରଖ ସେ ଫଟୋ ଚିରା ଫଟା ନ ହେଇଥିବା ଦରକାର।
ପର୍ସ ରେ ଟଙ୍କା ପଇସା ଠିକ୍ ରେ ରଖନ୍ତୁ। ମୋଡି ମାଡି ପଇସା ରଖନ୍ତୁ ନାହିଁ। କଏନ୍ କୁ ନୋଟ ଠାରୁ ଅଲଗା ରଖନ୍ତୁ। ଯଦି ଏହି ଉପାୟ ରେ ପଇସା ଠିକ୍ ରେ ରଖିବେ ତେବେ ପଇସା ର ଦୁଃବ୍ୟବହାର ହୋଇନଥାଏ।
ନିଜ ପର୍ସ ରେ ଗୋଟିଏ ସୁନା କିମ୍ବା ପିତ୍ତଳ ର ବର୍ଗ ରଖନ୍ତୁ। ଏହାକୁ ଗଙ୍ଗା ଜଳ ରେ ଧୋଇ ଗୁରୁବାରେ ରଖନ୍ତୁ। ପ୍ରତି ମାସ ରେ ଏହା କୁ ସୁଦ୍ଧ କରିବେ। ଏହିଥିରେ ଆପଣଙ୍କର ସ୍ଥାଇ ହୋଇ ଧନ ରହିବା।
ପର୍ସ ରେ ବହୁ ଛୋଟ କାଗଜ ରଖନ୍ତୁ। ଅଧିକ କାଗଜ ରଖନ୍ତୁ ନାହିଁ ଧ୍ୟାନ ରଖିବେ ନଚେତ ବହୁତ ବ୍ୟୟ ହୋଇଥିବା ସହିତ ପର୍ସ ଗାଏପ ହୋଇଯିବାର ବିପଦ ମଧ୍ୟ ଥାଏ।
ନିଜ ପର୍ସ ରେ ନିଜ ରାଶି ର ବସ୍ତୁ ନିଃଚିତ ରଖନ୍ତୁ। ଯେଉଁ ଜିନିଷ ତୁମ ରାଶି ସହ ଯୋଡି ହୋଇଥିବ। ଏହାର ଛୋଟ ପ୍ରତୀକ ରଖନ୍ତୁ। ଆପଣ ଆପଣରଙ୍କ ରଶି ସଂମ୍ବଧିତ ରଂଗ ର କୌଣସି ବସ୍ତୁ ରଖିପାରିବେ। ଏହିଥିରେ ଧନ ପ୍ରାପ୍ତି ସରଳ ହୋଇଥାଏ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।