ଯେକୌଣସି ପ୍ରକାର ମୁଣ୍ଡବିନ୍ଧା ହୋଇଥାଉନା କାହିଁକି କେବଳ ୨ ଗ୍ରାମ ସେବନ ଦ୍ୱାରା ମୂଳରୁ ଶେଷ ହୋଇଯିବ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପଚାର ବିଷୟରେ ଜଣେଇବୁ ଯାହା ଆପଣଙ୍କ ଅତ୍ୟଧିକ ମୁଣ୍ଡ ବିନ୍ଧାକୁ ସାଙ୍ଗେ ସାଙ୍ଗେ ଶେଷ କରିଥାଏ | ବନ୍ଧୁଗଣ ମୁଣ୍ଡ ବିନ୍ଧାର ଅନେକ ଗୁଡିଏ କାରଣ ହୋଇଥାଏ | ତେବେ ଚାଲନ୍ତୁ ଜାଣିବା କଣ ସେହି ଉପଚାର ଯାହା ଆପଣଙ୍କ ମୁଣ୍ଡ ବିନ୍ଧାରୁ ମୁକ୍ତି ଦେବ |

ବନ୍ଧୁଗଣ ଏହି ଉପଚାରକୁ ବନେଇବା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀ ଆବଶ୍ୟକ ୪ ରୁ ୫ଟି ଲବଙ୍ଗ | ଆପଣ ଏହିଠାରେ ଫୁଲ ଲାଗିଥିବା ଲବଙ୍ଗ ନେବେ | ଏହି ଲବଙ୍ଗକୁ ଭଲ ଭାବେ ଗୁଣ୍ଡ କରିଦେବେ | ତାପରେ ଏହାକୁ ଏକ ପାତ୍ରରେ କାଢିନେବେ |

ଏବେ ଜାଣିବା ଦ୍ୱିତୀୟ ସାମଗ୍ରୀ ବିଷୟରେ | ଦ୍ୱିତୀୟ ସାମଗ୍ରୀ ହେଲା ଲୁଣ | ଅଳ୍ପ ଲୁଣକୁ ଗୁଣ୍ଡ ହୋଇଥିବା ଲବଙ୍ଗ ସହିତ ମିଶାନ୍ତୁ ଘରେ ବ୍ୟବହାର କରୁଥିବା ଲୁଣ ମଧ୍ୟ ନେଇପାରିବେ | ତାପରେ ସେଥିରେ ଏକରୁ ଦୁଇ ଚାମଚ ପାଣି ମିଶାନ୍ତୁ ଏବଂ ମିଶାଯାଇଥିବା ସବୁ ପ୍ରସ୍ତୁତିକୁ ଭଲ ଭାବେ ମିଶାଇ ଦିଅନ୍ତୁ | ବନ୍ଧୁଗଣ ଏହି ଉପଚାର ଆପଣଙ୍କର ଭୟଙ୍କର ମୁଣ୍ଡ  ବିନ୍ଧାକୁ ସାଙ୍ଗେ ସାଙ୍ଗ ଠିକ କରିଥାଏ |

ଏଥିପାଇଁ ତୃତୀୟ ସାମଗ୍ରୀର ଆବଶ୍ୟକ ଏକ ଗ୍ଲାସ କ୍ଷୀର | ପ୍ରଥମେ ଏକ ଗ୍ଲାସ କ୍ଷୀର ନେବାକୁ ପଡିବ ଏବଂ ସେହି ଖିରରେ ପୂର୍ବରୁ ରଖିଥିବା ମିଶ୍ରଣକୁ ଭଲ ଭାବେ ମିଶାଇ ଦେବେ | ଯେବେବି ଆପଣଙ୍କ ମୁଣ୍ଡ ବିନ୍ଧୁଚି ଦେଖିବେ ସାଙ୍ଗେ ସାଙ୍ଗ ଆପଣଙ୍କ ମୁଣ୍ଡ ବିନ୍ଧା କମ ହୋଇଯିବ | ନିହାତି ଆପଣ ଏହାକୁ ଥରେ ପ୍ରୟୋଗ କରିବେ ତାପରେ ଜାଣିପାରିବେ ଏହା ଆପଣଙ୍କ ମୁଣ୍ଡ ବିନ୍ଧା ପାଇଁ କେତେ ଆବଶ୍ୟକ | ଏହା ଏକ ଘରୋଇ ଉପଚାର ଅଟେ ଏବଂ ଏହା ଆପଣଙ୍କ ଶରୀରକୁ ଆଦୌ ବି କ୍ଷତି ପହଞ୍ଚି ନଥାଏ |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *