ପିଠାନି ର ଫଟୋ ରୁ ହେଲା ଖୁଲାସ, ସାମ୍ନାକୁ ଆସିଲା ୧୪ ଜୁନର ସତ, ଚାମେଲିନ ହେଉଛି ପିଠାନି

ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ କେତେ ପ୍ରକାରର କଥା ହେଉଛି ଓ କେତେ ପ୍ରକାରର ଖୁଲାସ ମଧ୍ୟ ହେଉଛି। କିନ୍ତୁ ସୁଶାନ୍ତ ଙ୍କର ଓ ୧୪ ଜୁନ ର ପୁରା ସତ ସାମ୍ନାକୁ ଆସୁନାହିଁ। କିନ୍ତୁ ଏବେ ସିଦ୍ଧାର୍ଥ ପିଠାନି ର ମିଛ ଧରା ପଡ଼ିଛି। ପିଠାନି ର ଖୁଲାସ ସୁଶାନ୍ତ ଙ୍କ ପରିବାର ଲୋକ କରିଛନ୍ତି। ଏହା ଆଶ୍ଚର୍ଯ୍ୟ କରିବା କଥା କି ପିଠାନି ପାଖରେ ଗୋଟେ ଫଟୋ ନୁହେଁ ପୁରା ଆଲବମ ଅଛି। ଏ ସେହି ପିଠାନି ଯିଏ ୧୪ ଜୁନ କୁ ନେଇ ବାରମ୍ବାର ମିଛ କହୁଥିଲା।

ସୁଶାନ୍ତ ଙ୍କ ପରିବାର ଲୋକ ୧୪ ଜୁନ ର ପୁରା ଧୋକା ଓ ୧୫ ଜୁନ ର ପୁରା କଥା ପିଠାନି ର ପୁରା ମିଛର ଖୁଲାସ କରି ଦେଇଛନ୍ତି। ଏହାର ମୋଡ଼ ଏବେ ପିଠାନି ଉପରେ। କାରଣ ପିଠାନି ପୂର୍ବରୁ ମଧ୍ୟ ନିଜର ରାୟ ବାରମ୍ବାର ବଦଳାଉ ଥିଲା ଓ ମିଛ କହୁଥିଲା। ଆସନ୍ତୁ ଜାଣିବା କେମିତି ସିଦ୍ଧାର୍ଥ ପିଠାନି ର ମିଛ ଧରା ପଡ଼ିଲା ଓ ସୁଶାନ୍ତ ଙ୍କ ପରିବାର ଲୋକ କଣ କହିଲେ ? ସିଦ୍ଧାର୍ଥ ପିଠାନି ସିଏ ଯାହା ଉପରେ ପ୍ରଥମରୁ ସମସ୍ତେ ସନ୍ଦେହ କରୁଥିଲେ। ସୁଶାନ୍ତ ଙ୍କ ପରିବାର ଲୋକଙ୍କୁ ପୁରା ବିଶ୍ୱାସ ଅଛି କି ସୁଶାନ୍ତ ଙ୍କ ସହ ଯେଉଁ ଅନ୍ୟାୟ ହୋଇଛି ସେଥିରେ କୋଉଠି ନା କୋଉଠି ପିଠାନି ର ହାତ ଅଛି। କିନ୍ତୁ ପିଠାନି ଏତେ ଚାଲାକ ଯେ ସେ ସବୁ ଟିମ କୁ ଧୋକା ଦେଉଛି ଓ ସବୁ ତଲାସ ରେ ମିଛ କହୁଛି ।

ସୁଶାନ୍ତ ଙ୍କ ପରିବାର ଲୋକ ପିଠାନି ର ସତ ସମସ୍ତଙ୍କ ସାମ୍ନାରେ ଖୋଲି ଦେଇଛନ୍ତି। ସୁଶାନ୍ତ ଙ୍କ ପରିବାର ର ଜଣେ ସଦସ୍ୟ ନିଲୋଦ ପ୍ରଣାଲ ପିଠାନି କୁ ନେଇ ବଡ଼ ଖୁଲାସ କରିଛି । ଆଉ ଏମିତି କଥା କହିଛି କି ପୁରା ବିଶ୍ୱାସ ହୋଇଯିବ କି ସିଦ୍ଧାର୍ଥ ପିଠାନି ପୁରା ମିଛ କହୁଛି ଓ ସୁଶାନ୍ତ ଙ୍କ ମାମଲାରେ କୋଉଠି ନା କୋଉଠି ସେ ସାମିଲ ଅଛି ।୧୪ ଜୁନ ର ସତ ଜାଣିବା ଆଗରୁ ପ୍ରଥମେ ଏହା ଜାଣନ୍ତୁ କି ୧୫ ଜୁନରେ କ’ଣ ହୋଇଥିଲା ଓ ନିଲୋଦ ପ୍ରଣାଲ କଣ ୧୫ ଜୁନ କୁ ନେଇ କଣ କହୁଛନ୍ତି?

ନିଲୋଦ ପ୍ରଣାଲ ପ୍ରଥମ ଥର ଏହି ଖୁଲାସ କରିଛି କି ଯେତେବେଳେ ୧୫ ଜୁନରେ ସୁଶାନ୍ତ ଙ୍କର ଅନ୍ତିମସଂସ୍କାର ହେଉଥିଲା ସେତେବେଳେ ସେଠି ସିଦ୍ଧାର୍ଥ ପିଠାନି ମଧ୍ୟ ଉପସ୍ଥିତ ଥିଲା। ଏବେ ନିଲୋଦ ପ୍ରଣାଲ କହିଛି କି ଭିତରେ କିଛି ଲୋକ ଥିଲେ ଓ ସେଠି ପିଠାନି ମଧ୍ୟ ଉପସ୍ଥିତ ଥିଲା। ଏହା ସବୁ ଠିକ କିନ୍ତୁ ନିଲୋଦ ପ୍ରଣାଲ ଏହାପରେ ଯାହା କହିଲେ ତାହା ଚମକାଇ ଦେବ। ନିଲୋଦ ପ୍ରଣାଲ କହିଲେ କି ଗୋଟେ ପଟେ ଅନ୍ତିମସଂସ୍କାର ହେଉଥିଲା ସେ ମଣିଷର ଯିଏ ପିଠାନି ସହ ଗୋଟିଏ ଘରେ ରହୁଥିଲା। କିନ୍ତୁ ଆଉ ଏକ ପଟେ ପିଠାନି ଫଟୋଗ୍ରାଫର ହୋଇଥିଲା । ନିଲୋଦ ପ୍ରଣାଲ ଏହି ବଡ଼ ଖୁଲାସ କରିଛି କି ସେଦିନ ମାନେ ୧୫ ଜୁନ ରେ ସୁଶାନ୍ତ ଙ୍କୁ ବିଦାୟ କରାଯାଉଥିଲା କିନ୍ତୁ ସିଦ୍ଧାର୍ଥ ପିଠାନି କୁ ଏଥିରେ କିଛି ଫରକ ପଡୁନଥିଲା ।

ସେ ଫଟୋ ଉଠାଇବାର ବ୍ୟସ୍ତ ଥିଲେ ଓ ସମସ୍ତଙ୍କ ଫଟୋ ଉଠାଉଥିଲେ। ନିଲୋଦ ପ୍ରଣାଲ ଏହା ମଧ୍ୟ କହିଛି କି ପିଠାନି ସେଦିନ ଅତି କମରେ ୧୦୦-୧୫୦ ଫଟୋ ଉଠାଇଥିବ। ସିଏ ଖାଲି ଫଟୋ ଉଠାଉଥିଲା ଓ ପିଠାନି ପାଖରେ ପୁରା ଆଲବମ ମଧ୍ୟ ଥିବ।୧୫ ଜୁନ କୁ ନେଇ ନିଲୋଦ ପ୍ରଣାଲ ସିଦ୍ଧାର୍ଥ ପିଠାନି ର ସବୁ ମିଛ ଖୋଲି ଦେଲା ଓ ୧୪ ଜୁନ ର ସବୁ ସତ କହିଦେଲା। ନିଲୋଦ ପ୍ରଣାଲ ର କହିବା କଥା କି ଯେଉଁ ବ୍ୟକ୍ତି ୧୫ ଜୁନରେ ଖାଲି ଫଟୋ ଉଠାଉ ଥିଲା ସେ ୧୪ ଜୁନରେ ଗୋଟେ ବି ଫଟୋ କାହିଁକି ଉଠାଇ ନାହିଁ ? ଏହା ବହୁତ ବଡ଼ ପ୍ରଶ୍ନ ଅଟେ।

ଏହା ବହୁତ ବଡ଼ ଷଢଯନ୍ତ୍ର ମଧ୍ୟ ହୋଇପାରେ। କାରଣ ସୁଶାନ୍ତ ଙ୍କୁ ପଙ୍ଖାରେ ଝୁଲୁଥିବାର ପିଠାନି ହିଁ ଆଗେ ଦେଖିଥିଲା ଆଉ କେହି ନୁହେଁ। ନିଲୋଦ ର କହିବା କଥା କି ସୁଶାନ୍ତ ଙ୍କୁ ସେ ଅବସ୍ଥାରେ ଦେଖି ହୋଇଥାଇ ପାରେ ସେ ଡରି ଯାଇଥିବେ କିନ୍ତୁ ତାହା ପରେ ପିଠାନି ସୁଶାନ୍ତ ଙ୍କ ଭଉଣୀ ନିତୁ କୁ ଫୋନ କଲା ଓ ସୁଶାନ୍ତ ଙ୍କ ଭେଣେଇ ଉପେଶ ସିଂ କୁ ଫୋନ କଲା କିନ୍ତୁ ପିଠାନି ସେଦିନ ଗୋଟେ ବି ଫଟୋ ଉଠାଇ ନଥିଲା। ଏତିକି ନୁହେଁ ନିଲୋଦ ପ୍ରଣାଲ କହିଲେ କି ପିଠାନି କୁ କମ୍ ସେ କମ ଏଥିପାଇଁ ତ ଫଟୋ ଉଠେଇବାର ଥିଲା କି ସେ ଏତେ ବଡ଼ ଷ୍ଟାର ଅଟନ୍ତି ଓ ଘରେ ରହୁଥିବା ଲୋକଙ୍କ ଉପରେ ଦୋଷ ଲାଗିପାରେ।

କିନ୍ତୁ ପିଠାନି ନା ସେଦିନ ଫଟୋ ଉଠାଇ ଥିଲା ନା କିଛି ଭିଡିଓ କରିଥିଲା। ତାହା ପରେ ସେ ସବୁ କପଡା କୁ କାଟି ସୁଶାନ୍ତ ଙ୍କୁ ତଳକୁ ନେଇଆସିଲା। ଏବେ ନିଲୋଦ ପ୍ରଣାଲ ର କହିବା କଥା କି ପିଠାନି ଯଦି ଅନ୍ତିମସଂସ୍କାର ଦିନ ୧୫୦ଟି ଫଟୋ ଉଠାଇ ପାରିଲା କିନ୍ତୁ ୧୪ ଜୁନ ରେ ସେ ଗୋଟେ ବି ଫଟୋ ଉଠାଇଲା ନାହିଁ। ଏମିତିକି ନିଜକୁ ବଂଚେଇବା ପାଇଁ ମଧ୍ୟ ସେ ଫଟୋ ଉଠାଇ ନଥିଲା। ଏଥିରେ ପ୍ରଶ୍ନ ଉଠିବା ସ୍ବାଭାବିକ କଥା। ଏହାର ମାନେ ସିଦ୍ଧାର୍ଥ ପିଠାନି କିଛି ନା କିଛି ଲୁଚାଉଛି ଓ କାହାକୁ ମଧ୍ୟ ବଞ୍ଚାଉଛି। ସୁଶାନ୍ତ ଙ୍କ ପରିବାର ପୁଣି ଥରେ ପିଠାନି ଉପରେ ଆଙ୍ଗୁଳି ଉଠାଇଛନ୍ତି କି ପିଠାନି ବହୁତ କିଛି ନୁହେଁ ସବୁ କିଛି ଜାଣିଛି ।

ଆଉ ଏମିତିରେ ସିଦ୍ଧାର୍ଥ ପିଠାନି ପ୍ରଥମ ଦିନରୁ ନିଜର ରାୟ ବଦଳାଉଛି । ପ୍ରଥମରୁ କିଛି କହୁଛି ଓ ପରେ ଆଉ କିଛି। ମୁମ୍ୱାଇ ପୋଲିସ କୁ ଅଲଗା କିଛି କହିଛିି ଓ ସିବିଆଇ କୁ ଅଲଗା କିଛି ରାୟ ଦେଇଛି। ଏହାର ମାନେ ପିଠାନି ଏବେ ସବୁ ପ୍ରଶ୍ନ ଭିତରେ ଫସି ଯାଇଛି। ସୁଶାନ୍ତ ଙ୍କ ସହ କିଛି ବି ହେଇଥାଉ ନା କାହିଁକି କିନ୍ତୁ ଏହା ସତ ଯେ ପିଠାନି ଜାଣିଛି କଣ ସବୁ ହୋଇଥିଲା ? ସୁଶାନ୍ତ ଙ୍କ ପରିବାର ଏହା ଖୁଲାସ କରି ଦେଇଛନ୍ତି । ଏବେ ସିବିଆଇ କୁ ଏହି ସତ ବାହାର କରିବାର ଅଛି।୧୩ ଜୁନ କୁ ସୁଶାନ୍ତ ଙ୍କୁ ନେଇ ପଡ଼ୋଶୀ କଣ ଖୁଲାସ କରିଥିଲେ ଆସନ୍ତୁ ଜାଣିବା…

ବମ୍ବେ ହାଇକୋର୍ଟ ରୁ ରିୟା ଚକ୍ରବର୍ତ୍ତୀ ଙ୍କୁ ବେଲ ମିଳି ସାରିଛି। ରିୟା ଚକ୍ରବର୍ତ୍ତୀ ଙ୍କ ବେଲ ହୋଇସାରିଛି। କିନ୍ତୁ ଠିକ ଜେଲ ରୁ ବାହାରିବା ଦିନ ରିୟା ପୁଣି ଥରେ ପୁରା ଫସି ଗଲେ ଓ ପୁଣି ଥରେ ଜେଲ ଯିବାକୁ ପ୍ରସ୍ତୁତି ହେଉଛି ଏହା ବହୁତ ବଡ଼ ଖବର ଅଟେ। କାରଣ ଏସିପି ସିବିଆଇ କୁ ବହୁତ ବଡ଼ ପ୍ରମାଣ ମିଳିଛି ଓ ଏନସିବି ପରେ ସିବିଆଇ ରିୟା ଙ୍କୁ ଜେଲ ପଠାଇବାର ପ୍ରସ୍ତୁତି ରେ ଅଛି।୧୩ ଜୁନ ର କଥାକୁ ନେଇ,୧୩ ଜୁନ ର କାହାଣୀ କୁ ନେଇ ଓ ୧୩ ଜୁନ ର ସତ କୁ ନେଇ ସିବିଆଇ କୁ ପ୍ରମାଣ ମିଳିସାରିଛି।

କାରଣ ସବୁକିଛି କ୍ୟାମେରା ରେ ରେକର୍ଡ ହୋଇ ସାରିଛି ଓ ସେ କ୍ୟାମେରା ଏବେ ସିବିଆଇ ପାଖରେ ଅଛି ପ୍ରଥମ ଥର ସିବିଆଇ ୧୩ ଜୁନ ର କାହାଣୀ କୁ ମାନି ନେଇଛି। ଏବେ ସିବିଆଇ କୁ ବଡ଼ ପ୍ରମାଣ ମିଳିବାରୁ ସେ ଏବେ ସବୁଠାରୁ ବଡ଼ ଆକ୍ସନ ନେଇଛି କି ଏବେ ରିୟା ଚକ୍ରବର୍ତ୍ତୀ ଙ୍କ ର ଫସିବା ନୁହେଁ ଶେଷ ହେବା ପୁରା ସ୍ଥିର ହୋଇସାରିଛି ଏବେ ରିୟା ଙ୍କ ସହିତ ତାହା ହେବ ଯାହା ସେ ସୁଶାନ୍ତ ଙ୍କ ସହିତ କରିଥଲେ। କଣ ସେ ନୂଆ ପ୍ରମାଣ, କଣ ହେଲା ୧୩ ଜୁନ କୁ ନେଇ ହୋଇଥିବା ନୂଆ ଖୁଲାସ? ଆସନ୍ତୁ ଜାଣିବା…

ପାଖାପାଖି ଗୋଟେ ମାସ ପର୍ଯ୍ୟନ୍ତ ଭାଇକାଲା ଜେଲରେ ରହିବା ପରେ ରିୟା ଚକ୍ରବର୍ତ୍ତୀ ଙ୍କୁ ହାଇକୋର୍ଟ ରୁ ବେଲ ମିଳିସାରିଛି। ରିୟା ଜେଲ ରୁ ବାହାରକୁ ଆସି ସାରିଛି। ରିୟା ବାରମ୍ବାର କହିଥିଲେ କି ସେ ୮ ଜୁନ ପରେ ସୁଶାନ୍ତ ଙ୍କୁ କେବେ ଦେଖା କରିନଥିଲେ। କିନ୍ତୁ ୧୩ ଜୁନ ରେ ରିୟା ଓ ସୁଶାନ୍ତ ଙ୍କ ର ଦେଖା ହୋଇଥିଲା। ଏକଥା ରିୟା ଓ ସୁଶାନ୍ତ ଙ୍କୁ ସାଥିରେ ଦେଖିଥିବା ଚସ୍ମିଦ କହିଛିି କି ସେ ନିଜ ଆଖିରେ ରିୟା ଙ୍କ ଘର ବାହାରେ ଦେଖିଥିଲା ଏହାକୁ ନେଇ ସବୁଠାରୁ ବଡ଼ ଖବର ଏହାକି୧୩ ଜୁନ ର ଦେଖାକୁ ନେଇ ସିବିଆଇ କୁ ବଡ଼ ପ୍ରମାଣ ମିଳି ଯାଇଛି କଣ ସେ ବଡ଼ ପ୍ରମାଣ ଓ ସିବିଆଇ ଆଗକୁ କଣ କରିବ? ଏହା ଜାଣିବା ଆଗରୁ ପ୍ରଥମେ ଜାଣନ୍ତୁ କି ଏ ଦେଖା ହୋଇଥିଲା କାହିଁକି?

ସିବିଆଇ ସୂତ୍ରଙ୍କ ଅନୁସାରେ ଏହି ଦେଖା ର କାରଣ ମଧ୍ୟ ଖୁଲାସ ହୋଇଛି। ସିବିଆଇ ସୂତ୍ର ଙ୍କ କହିବା କଥା କି ୮ ଜୁନ ରେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ଙ୍କ ଘର ଛାଡ଼ି ଚାଲି ଯାଇଥିଲେ ଏହାପରେ ସୁଶାନ୍ତ ରିୟା ଙ୍କୁ ବହୁତ ଥର ଫୋନ କରିଥଲେ କିନ୍ତୁ ରିୟା ଫୋନ ଉଠାଇଲେ ନାହିଁ। ଏତିକି ନୁହେଁ ରିୟା ମଧ୍ୟ ସୁଶାନ୍ତ ଙ୍କ ନମ୍ବର ବ୍ଲକ କରିଦେଇଥିଲେ। ସୁଶାନ୍ତ ଚାହିଁକି ମଧ୍ୟ ରିୟା ଙ୍କ ସହ କଥା ହୋଇ ପାରିଲେ ନାହିଁ କାହାଣୀ ରେ ଟୁଇଷ୍ଟ ତେବେ ଆସିଲା ଯେବେ ସୁଶାନ୍ତ ଭଉଣୀ ନିତୁ ୧୨ ଜୁନ ରେ ନିଜ ଘରକୁ ଚାଲି ଯାଇଥିଲେ। ସୂତ୍ର ଅନୁସାରେ ଯେମିତି ୧୨ ଜୁନ ରେ ନୀତୁ ନିଜ ଘରକୁ ଗଲେ ତାହାର ପର ଦିନ ମାନେ ୧୩ ଜୁନ ରେ ସୁଶାନ୍ତ ନିଜେ ରିୟା ଙ୍କ ଘର ରେ ଯାଇ ପହଞ୍ଚି ଗଲେ।

ଏହି ବଡ଼ ଖୁଲାସ ହୋଇଛି ଏହି ତଲାସ ରେ। ରିୟା ଫୋନ ନ ଉଠେଇବାରୁ ସୁଶାନ୍ତ ସିଧା ଯାଇ ରିୟା ଙ୍କ ଘରେ ପହଞ୍ଚି ଗଲେ। ତାହା ପରେ ସେ ଦୁଇଜଣ କାର ରେ କୁଆଡେ ବାହାରି ଗଲେ। କିନ୍ତୁ ସୁଶାନ୍ତ ତାଙ୍କ ଘରକୁ ଯାଇନଥିଲେ ସେମାନେ ଅନ୍ୟ କୁଆଡେ ଯାଇଥିଲେ ଏହାପରେ ରାତିରେ ସୁଶାନ୍ତ ରିୟା ଙ୍କୁ ଛାଡ଼ିବା ପାଇଁ ତାଙ୍କ ଘର ର ଫ୍ଲାଟ ଯାଏ ଯାଇଥିଲେ ସେତେବେଳେ ଚସ୍ମିଦ ତାଙ୍କୁ ଏକା ସହ ଦେଖିଥିଲେ ।

ଅସମ୍ଭବ ଏହାକି ସୁଶାନ୍ତ ଓ ରିୟା ଯେତେବେଳେ ଦେଖା କଲେ ତାଙ୍କ ଭିତରେ ପୁଣି ଝଗଡ଼ା ହୋଇଥିବ ନହେଲେ ରିୟା ପୁଣି ସୁଶାନ୍ତ ଙ୍କୁ ଧମକାଇ ଥିବେ। ଏମିତି ବି ହୋଇପାରେ କି ସୁଶାନ୍ତ ରିୟା ଙ୍କର ରହସ୍ୟ ଖୋଲିବା କଥା କହିଥିବେ ତାହା ପରେ ସୁଶାନ୍ତ ଙ୍କୁ ମାରି ଦିଆ ଯାଇଛି। ଏବେ ସିବିଆଇ ଏହି ଲିଙ୍କ ରେ ତଲାସ ଆରମ୍ଭ କରି ଦେଇଛି।ଏହା ବଡ଼ ଖବର ଅଟେ।୧୩ ଜୁନ ର ଦେଖା ହୋଇଥିବା କଥାକୁ ସିବିଆଇ ପୁରା ମାନି ନେଇଛି। ଆଉ ସେହି ସାକ୍ଷୀ କୁ ସମନ ପଠେଇ ଦେଇଛି ପଚରା ଉଚରା ପାଇଁ। ଖାଲି ଏତିକି ନୁହେଁ ସିବିଆଇ ରିୟା ଙ୍କ ଘରୁ ସିସିଟିଭ ଫୁଟେଜ ନେଇ ସାରିଛି।କିନ୍ତୁ ହୋଇଥାଇ ପାରେ ୧୩ ଜୁନ ର ସିସିଟିଭ ଫୁଟେଜ ଡିଲେଟ କରି ଦିଆ ଯାଇଥିବ। କିନ୍ତୁ ସିବିଆଇ ହାତରେ ହାଡ଼ଡ୍ରାଇଭ ଲାଗିଯାଇଛି।

ଯେଉଁଥିରେ ପୂର୍ବ ଗୋଟେ ବର୍ଷ ର ଡାଟା ଯଦି ଡିଲେଟ ହୋଇଥିବ ତାହେଲେ ସିଏ ରିକଭର ହୋଇପାରିବ। ଏହାର ମାନେ ୧୩ ଜୁନ ର ଡାଟା ମଧ୍ୟ ମିଳି ଯିବ ଏଥିରେ କୌଣସି ସନ୍ଦେହ ନାହିଁ। ଆଉ ସିବିଆଇ କୁ ସବୁ ରେକଡିଂ ହୋଇଥିବା କ୍ୟାମେରା ମିଳି ଯାଇଛି। ସିବିଆଇ କାହାକୁ ଏମିତି ପଚରା ଉଚରା କରିବା ପାଇଁ ଡାକେ ନାହିଁ। ଯେତେବେଳେ ସିବିଆଇ ହାତକୁ କିଛି ପ୍ରମାଣ ଲାଗେ ସେତେବେଳେ ସିବିଆଇ ପଚରା ଉଚରା କରିବା ପାଇଁ ସମନ ପଠାଇ ଦିଆ ଯାଇଥାଏ ଆଉ ଏବେ ୧୩ ଜୁନ ର ସୁଶାନ୍ତ ଓ ରିୟା ଙ୍କୁ ଦେଖିଥିବା ଲୋକ କୁ ସିବିଆଇ ଡାକିଛି। ଏହାର ମାନେ ସିବିଆଇ କୁ କିଛି ପ୍ରମାଣ ମିଳିଯାଇଛି  ଆଉ ସମ୍ଭବ ମଧ୍ୟ ସିବିଆଇ କୁ ରିୟା ଙ୍କ ବିଲ୍ଡିଂ ର ସିସିଟିଭ ଫୁଟେଜ ରେ ସିବିଆଇ କୁ କିଛି ପ୍ରମାଣ ମିଳିଯାଇଛି।

ବହୁତ ଶୀଘ୍ର ଗତ ୧୦ ରୁ ୧୨ ଦିନରେ ସୁଶାନ୍ତ ମାମଲା ଶେଷ ହୋଇଯିବ ବୋଲି ଲୋକଙ୍କ ର ବିଶ୍ୱାସ ଅଛି। ସିବିଆଇ କୁ ପ୍ରମାଣ ମିଳିସାରିଛି। ବାସ ଖାଲି ସବୁ ପ୍ରମାଣ ଏକଜୁଟ କରି ରିପୋର୍ଟ କରିବାର ଅଛି। ରିୟା ଙ୍କ ର ବଞ୍ଚିବା ଏବେ ସମ୍ଭବ ନୁହେଁ କାରଣ ସିବିଆଇ ଏବେ ପାଖାପାଖି ମାନି ସାରିଛି ୧୩ ଜୁନ ରେ ରିୟା ସୁଶାନ୍ତ ଙ୍କୁ ଦେଖା କରିଥଲେ ଯଦି ଏହି କଥାକୁ ଲୁଚା ହୋଇଛି ଏହାର ମାନେ ଏଇଠି ହିଁ କିଛି ଲୁଚା ହୋଇଛି। ଏନସିବି ମାମଲାରେ ରିୟା ଙ୍କୁ ବେଲ ମିଳି ସାରିଛି। କିନ୍ତୁ ଏଥିରେ ନିରାଶ ହେବା କିଛି ଦରକାର ନାହିଁ। କାରଣ ସୁଶାନ୍ତ ଙ୍କ ମାମଲାରେ ଏବେ ସିବିଆଇ ଦେଖୁଛି ଓ ସୁଶାନ୍ତ ମାମଲାରେ ଏବେ ରିୟା ଙ୍କୁ ଜେଲ ପଠାଇବାର ପ୍ରସ୍ତୁତି ଚାଲିଛି।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *