ଘରେ ପସି ବାଳିକା ସହ ପଶୁତା ବ୍ୟବହାର ପାଇଁ ପିଡୀତା ଜଣକ ନିଜ ଦେହ ରେ କିରୋଶିନ ଢାଳି ନିଆଁ ଲଗେଲା।

ଏହି ଘଟଣା ରୀବା ଜେଲ ର ଅତରୈଲା ଥାନା କ୍ଷେତ୍ର ର , ୧୪ ବର୍ଷୀୟ ନାବାଳିକା ସହ ୭ ଅକ୍ଟୋବର ରେ ଏହି ଘଟଣା ଘଟିଛି। ଘଟଣା ସମୟ ରେ ଘର ର ଲୋକ ବନ୍ଧୁ ଘର ଯାଇଥିଲେ ଓ ବଡ ଭଉଣୀ ଛେଳି ଚରେଇ ବାକୁ ଯାଇଥିଲା। ସନ୍ଧ୍ୟା ୪ ସମୟ ରେ ସେହି ଗାଁ ର ଜଣେ ୧୫ ବର୍ଷୀୟ ନାବାଳକ ଘରେ ପସିଯାଇ ନାବାଳିକା କୁ ଏକା ପାଇ ତା ସହ ପଶୁତା ବ୍ୟବହାର କଲା।

ମଧ୍ୟ୍ୟପ୍ରଦେଶ ର ରୀବା ରେ ପଶୁତା ର ସୀମା ପାର କରି ନାବାଳିକା ସହିତ ନାବାଳକ କଲା ଦୁଃବ୍ୟବହାର। ଏଥୀରେ ଆହତ ହୋଇ ନାବାଳିକା ନିଜ ଦେହ ରେ କିରୋଶିନ ଢାଳି ଲଗାଇଲା ନିଆଁ। ପିଡୀତା କୁ ଗଂଭୀର ଅବସ୍ଥା ରେ ହସ୍ପିଟାଲ ରେ ଭର୍ତୀ କରାଯାଇଛି। ଯେଉଁଠି ତା ର ସ୍ତିତି ଗଂଭୀର ଥୀଲା। ଆରୋପି କୁ ପୋଲିସ ଧରିନେଇଛି

ଲୋମ ଟାଙ୍କୁରିଲା ପରି ଏହି ଘଟଣା ରୀବା ଜେଲ ର ଅତରୈଲା ଥାନା କ୍ଷେତ୍ରର। ୧୪ ବର୍ଷୀୟ ନାବାଳିକା ସହ ୭ ଅକ୍ଟୋବର ରେ ଏହି ଘଟଣା ଘଟିଛି। ଘଟଣା ସମୟ ରେ ଘର ର ଲୋକ ବନ୍ଧୁ ଘର ଯାଇଥିଲେ ଓ ବଡ ଭଉଣୀ ଛେଳି ଚରେଇ ବାକୁ ଯାଇଥିଲା। ସନ୍ଧ୍ୟା ୪ ସମୟ ରେ ସେହି ଗାଁ ର ଜଣେ ୧୫ ବର୍ଷୀୟ ନାବାଳକ ଘରେ ପସିଯାଇ ନାବାଳିକା କୁ ଘରେ ଏକା ପାଇ ତା ସହ ପଶୁତା ବ୍ୟବହାର କରିଛି।

ଏହି ଆହତ ନାବାଳିକା ସେହି ଅଭିଯୁକ୍ତ ସମ୍ମାନ ରେ ନିଜ ଦେହ ରେ କିରୋଶିନ ଢାଳି ନିଆଁ ଲଗେଇ ଦେଇଥିଲା। ତାର ପୁରା ଶରୀର ନିଆଁ ରେ ହୁ ହୁ ହୋଇ ଜଳିବାକୁ ଲାଗିଲା , ସେହି ନାବାଳକ ଏହି ନିଆଁ କୁୁ ତାର ହୋସ ଉଡିଗଲା। ସେ ଘରେ ଥିବା କମଳ ଦେ ନିଆଁ ଲିଭାଇବାକୁ ଚେଷ୍ଟା କଲା କିନ୍ତୁ ସେତେବେଳେ କୁ ନିଆଁ ରେ ତା ପୁରା ଶଶୀର ଜଳି ଯାଇଥିଲା।

ଏହା ଦେଖି ଅଭିଯୁକ୍ତ ମଉକା ଦେଖି ଖସି ପଳେଇଲା ଓ ନାବାଳିକା ର ପୋଡା ଶଶୀର ସେହି ଘର ଭିତରେ ପଡିରହିଥୀଲା। ସଧ୍ୟ୍ୟା କୁ ପରିବାର ଲୋକ ଘର କୁ ଯେତେବେଳେ ଫେରିଲେ ସେତେବେଳେ ତାଙ୍କୁ ଏହି ଘଟଣା ବିଷୟ ରେ ଜଣା ପଡିଲା। ସେମାନେ ତାର ଉପଚାର ପାଇଁ ତାକୁ ଯବା ସାମୁଦାୟିକ ସ୍ବାସ୍ଥକେନ୍ଦ୍ର କୁ ନେଇଗଲେ।

ପୋଲିସ ଘଟଣା ର ଗଂଭୀରତା କୁ ଦେଖି ତହସିଲଦାର ସହ ମିସି ମାମଲା ର୍ଦଜ କରିଲେ ଏବଂ ଆରୋପି କୁ ଧରୋପିକୁ ଧରି ନିଆଯାଈଛି। ଏହି ଘଟଣା ବିଷୟ ରେ ପୋଲିସ ବାରିକୀ କୁ ପଚରା ଉଚରା କରୁଚି। ପୋଲିସ ଏହି ଘଟଣା କୁ ପ୍ରେମ ସମ୍ପର୍କ ସହ ଯୋଡିବା ସହିତ ଦୁଷ୍କ-ର୍ମ ହୋଇଛି କି ନାହିଁ ଏହାର ମେଡିକାଲ ରିର୍ପୋଟ ଅପେକ୍ଷା ରେ ରହିଛନ୍ତି।

ତେ୍ୟଂଥର, ରୀବା ର ଏସ୍ ଡି ଓପି ଆର ର ସିଂହ କହିଲେ କି ପିଡିତା ଙ୍କ ଚିକିତ୍ସା ସଂଜୀବ ଗାନ୍ଧୀ ହସ୍ପିଟାଲ ରେ ଚାଲିଛି। ଯେଉଁଠି ତାର ଅବସ୍ଥା ଗଂଭୀର ବୋଲି କୁହାଯାଉଛି। ମହଜ ଏହି ୧୫ ବର୍ଷୀୟ ବାଳକ ର ଘୃଣନିୟ କାର୍ଯ୍ୟ ପାଇଁ କିଶୋରୀ ଜୀବନ ଆଉ ମରଣ ସହ ଯୁଦ୍ଧ କରୁଛି। ବାଳକ କୁ ସଂପ୍ରେକ୍ଷଣ ରେ ରଖା ଯାଇଛି।

Leave a Reply

Your email address will not be published. Required fields are marked *