ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଗବାନ ମହାଦେବ ଙ୍କୁ ସୃଷ୍ଟି ର ଅଧିପତି ବୋଲି ଆମେ ମାନିଥାଉ। ମହାଦେବ ହିଁ ସୃଷ୍ଟି ର ପାଳନହାର ବୋଲି କୁହାଯାଇଥାଏ। ଭୋଳା୍ନାଥ ଯେତେବେଳେ କୌଣସି ଲୋକ ଉପରେ ପ୍ରସନ୍ନ ହୋଇଥାନ୍ତି ସେତେବେଳେ ସେ ତାଙ୍କର ଅପାର କୃପା ସେମାନ ଙ୍କ ଉପରେ ବର୍ଷଇ ଥାନ୍ତି। ଭଗବାନ ଭୋଳାନାଥ ମଧ୍ୟ ସ୍ବଭାବ ରେ ଭୋଳା ଅଟନ୍ତି। ତାଙ୍କୁ ପସନ୍ନ କରିବା ସବୁଠାରୁ ସହଜ ହୋଇଥାଏ ଓ ଏହା ମଧ୍ୟ ଜାଣି ରଖନ୍ତୁ ଯେ ଭଗବାନ ଭୋଳାନାଥ କିଛି ରାଶି ଉପରେ ବହୁତ ପ୍ରସନ୍ନ ଅଛନ୍ତି।
ମହାଦେବ ତାଙ୍କ ଭକ୍ତି ରେ ଏବେ ବହୁତ ଖୁସି ଅଛନ୍ତି।ଯାହାଫଳ ରେ ଆଜି ରାତି ଠାରୁ ଏହି ରାଶି ମାଲାମାଲ୍ ହେବାକୁ ଯାଉଛନ୍ତି। ଭଗବାନ ଭୋଳାନାଥ ଙ୍କର କୃପା ରୁ ଏବେ ଆପଣଙ୍କର ସବୁ ଦୁଃଖ ଦୂର ହୋଇଯିବ ଏବଂ ଖୁସି ର ଦିନ ଆରମ୍ଭ ହେବାକୁ ଯାଉଛି। ଆପଣଙ୍କୁ ଟଙ୍କା ପଇସାର ଅଭାବ ରହିବା ନାହିଁ।
ଭଗବାନ ଭୋଳାନାଥ ଙ୍କ କୃପା ରୁ ସବୁ ଅଧୁରା କାର୍ଯ୍ୟ ବା ବିଗିଡି ଯାଇଥିବା କାର୍ଯ୍ୟ ପୁରଣ ହେବାକୁ ଲାଗିବ ଏବଂ ଆପଣଙ୍କ ଜୀବନ ରେ ଆଗକୁ ଆସୁଥିବା ଅସୁବିଧା ଏବେ ସେ ସବୁ ମଧ୍ୟ ଦୂର ହୋଇଯିବ। ଏବେ ଆପଣଙ୍କୁ ଆପଣଙ୍କର ପ୍ରତ୍ୟକ କାର୍ଯ୍ୟ ରେ ସଫଳତା ମିଳିବ ଆପଣଙ୍କର ଶତ୍ରୁ ଆପଣଙ୍କ ଠାରୁ ଏବେ ଦୂରରେ ରହିବ। ସମାଜ ରେ ଆପଣଙ୍କୁ ଲୋକମାନେ ମାନ ସମ୍ମାନ ମିଳିବ। ବେପାର,ବାଣିଜ୍ୟ ଆପଣଙ୍କର ଦୁଇ ଗଣା ଯୋର ରେ ଆଗକୁ ଆଗକୁ ବଢି ଚା୍ଲିବ। ଯେଉଁ ଲୋକମାନେ ବେରୋଜଗାର ରହିଛନ୍ତି ସେମାନଙ୍କୁ ଏବେ ଭଲ ଚାକିରୀ ମଧ୍ୟ ମିଳିବା।
ଭୋଳାନାଥ ଙ୍କ କୃପା ରୁ କାର୍ଯ୍ୟ କ୍ଷେତ୍ର ରେ ବଡ ସଫଳତା ମିଳିବା କୁ ଯାଉଛି। ଲୋକମାନେ ଆପଣଙ୍କୁ ସବୁ କଥା ପଚାରି ବୁଝି କାମ କରିବେ। ଆପଣଙ୍କ ଘର ପରିବାର ରେ ଖର୍ଚ୍ଚ କମ୍ ହେବ ଏବଂ ଦିନ କୁ ଦିନ ରୋଜଗାର ବଢିବାକୁ ଲାଗିବ। ଭୋଳାନାଥ ଙ୍କ କୃପା ରୁ ଆପଣଙ୍କ ମନ ରେ ଆତ୍ମବିଶ୍ବାସ ଏବଂ ଉତ୍ସାହ ମଧ୍ୟ ବଢିଯିବ। ପ୍ରେମ ସମ୍ପର୍କ ଆପଣଙ୍କ ର ମଧୁର ରହିବ। ଆପଣଙ୍କୁ ସମାଜ ପାଇଁ ସୁଭ କାର୍ଯ୍ୟ କରିବାର ଅବସର ମିଳିବ।
ପ୍ରଭୁ ଭୋଳାନାଥ ଙ୍କ କୃପା ରୁ ଯେଉଁ ରାଶି ଗୁଡିକ ଏବେ ଭାଗ୍ୟବାନ ହେବାକୁ ଯାଉଛି । ଯାହାର ଆଗାମୀ ସମୟ ବହୁତ ଖୁସି ପୂଣ୍ଣ ହେବାକୁ ଯାଉଛି। ସେଗୁଡିକ ରାଶି ଗୁଡିକ ହେଉଛି କୁମ୍ଭ ରାଶି, ମିଥୁନ ରାଶି୍, କର୍କଟ ରାଶି, ସିଂହ ରାଶି , ବୃଷ ରାଶି ଏବଂ ତୁଳା ରାଶି।