ପୁରୁଣା ରୁ ପୁରୁଣା ଅର୍ଶ ମୂଳରୁ ଶେଷ କରିବ କେବଳ ଏକ ଦିନରେ

ଅର୍ଶ ଆମକୁ କହିଁକି ହୋଇଥାଏ ?

google

ଅର୍ଶ ହେବାର ବିଭିନ୍ନ ପ୍ରକାର କାରଣ ହୋଇପାରେ। କିନ୍ତୁ ମୁଖ୍ୟତଃ ଯଦି ଆପଣ ଙ୍କର ପେଟ ସଫା ନହେବ ତେବେ ଆପଣଙ୍କୁ ଅର୍ଶ ଭଳି ସମସ୍ୟା ହୋଇଥାଏ।ତେଲମସଲା ଯୁକ୍ତ ଖାଦ୍ୟ ଏବଂ ଚର୍ବି ଯୁକ୍ତ ଖାଦ୍ୟ ଅଧିକ ମାଂସ ଖାଇବା ଦ୍ବାରା ମଧ୍ୟ ଆପଣଙ୍କୁ ଅର୍ଶ ଭଳି ସମସ୍ୟା ଭୋଗିବାକୁ ପଡ଼ିଥାଏ। ଥରେ ଯଦି ଆପଣଙ୍କର ଅର୍ଶ ଭଳି ସମସ୍ୟା ଆରମ୍ଭ ହୋଇଯାଏ ତେବେ ଆପଣଙ୍କୁ ଔଷଧ ଓ ଚିକିତ୍ସା ର ଆବଶ୍ୟକ ପଡିଥାଏ। ଆସନ୍ତୁ ଜାଣିବା ଅର୍ଶ ଭଳି ସମସ୍ୟାକୁ କେମିତି ଦୂର କରିବା ?

ପ୍ରଥମ ଉପାୟ:

google

ପ୍ରଥମେ ଖଣ୍ଡେ ନଡ଼ିଆ କତା ନିଅନ୍ତୁ ଏବଂ ତାକୁ ଜଳାଇ ଦିଅନ୍ତୁ। କାରଣ ଆମକୁ ନଡ଼ିଆ କତାର ଗୁଣ୍ଡ ର ଆବଶ୍ୟକତା ଅଛି। ପ୍ରଥମେ ଏହାକୁ ଜଳାଇ ଦିଅନ୍ତୁ। ତାକୁ ସଂପୂର୍ଣ୍ଣ ରୂପେ ପାଉଁଶ ହେବାକୁ ଛାଡି ଦିଅନ୍ତୁ। ପାଉଁଶ ହେଲା ପରେ ଏହାକୁ ଭଲ ଭାବରେ ଗୁଣ୍ଡ କରି ଚଳାଇ ଦିଅନ୍ତୁ। ଯେମିତିକି ତାହା ଭଲ ଭାବରେ ଚଲାଇଲା ପରେ ସେଥିରୁ ଖଦଡ଼ା ଅଂଶ ବାହାରି ଯିବ। ଏମିତି ଆପଣଙ୍କୁ ନଡ଼ିଆ କତାର ଫାଇନ ପାଉଡର କରିବାକୁ ପଡ଼ିବ।

ଦ୍ଵିତୀୟ ଉପାୟ:

google

ଦ୍ଵିତୀୟ ସାମଗ୍ରୀ ରେ ଗୋଟେ ଗିନା ଦହି ର ଆବଶ୍ୟକ ଅଛି। ଆଉ ଦହି ପୁରା ଫ୍ରେସ ଥିବା ଦରକାର। କାରଣ ଆପଣ ଯଦି ଫ୍ରେସ ଦହି ର ବ୍ୟବହାର ନ କରିବେ ତାହେଲେ ଆପଣଙ୍କୁ କୌଣସି ବି ପ୍ରଭାଵ ପକାଇବ ନାହିଁ। ଏହାକୁ ଆମେ ସଜ ଦହି ବୋଲି କହିଥାଉ। ଏହି ଭଳି ଦହି ର ଆବଶ୍ୟକ ଅଛି। ଏହି ଦହି କୁ ଆପଣ ଭଲ ଭାବରେ ଗୋଳାଇ ମିଶାଇ ଦିଅନ୍ତୁ।

ତୃତୀୟ ଉପାୟ:

ଏହି ଉପଚାର କୁ ବନାଇବା ପାଇଁ ଆପଣଙ୍କୁ ଦୁଇଟି ଜିନିଷର ଆବଶ୍ୟକତା ପଡ଼ିଲା। ଗୋଟିଏ ନଡ଼ିଆ କତାର ଗୁଣ୍ଡ ଓ ଆଉ ଗୋଟେ ଗିନା ର ଦହି। ଦହି କୁ ଭଲ ଭାବରେ ଗୋଳାଇ ସାରିବା ପରେ ସେହି ଦହିରେ ଗୋଟେ ଚାମଚ ନଡ଼ିଆ କତାର ଗୁଣ୍ଡ ସେଥିରେ ମିଶାଇ ଦିଅନ୍ତୁ। ତାହା ପରେ ତାକୁ ଭଲ ଭାବରେ ଦହି ସହ ମିଶାଇ ଗୋଳାଇ ଦିଅନ୍ତୁ। ଯେମିତି ତାହା ସଂପୂର୍ଣ୍ଣ ଦହି ସହ ମିଶିଯିବ। ଏହା ବହୁ ପୁରାତନ ଉପାୟ ଅଟେ। ଆମର ବୟଜଷ୍ଟ ବ୍ୟକ୍ତି ମାନେ ଅର୍ଶ ଭଳି ସମସ୍ୟା ହେଲେ ତାହାକୁ ଦୂର କରିବା ପାଇଁ ଏହି ଉପଚାର କୁ ଆପଣାଉ ଥିଲେ। ଆପଣ ମଧ୍ୟ ବ୍ୟବହାର କରନ୍ତୁ। ମାତ୍ର ଦୁଇ ଦିନରେ ଆପଣଙ୍କୁ ଏହାର ରେଜଲ୍ଟ ମିଳିବା ଆରମ୍ଭ ହୋଇଯିବ। ଅନେକ ଲୋକଙ୍କ ଅର୍ଶ ରୁ ରକ୍ତ ମଧ୍ୟ ପଡ଼ିଥାଏ ଏବଂ ଏହାର ସେବନ ଦ୍ଵାରା ସେ ସମସ୍ୟା ମଧ୍ୟ ବନ୍ଦ ହୋଇଯିବ। ଆପଣଙ୍କୁ ବହୁତ ଆରାମ ମିଳିବ।

କେଉଁ ସମୟରେ ସେବନ କରିବେ ?

ସକାଳୁ ଖାଲି ପେଟରେ ଥରେ ଏହାକୁ ଆପଣ ସେବନ କରନ୍ତୁ। ଦିନକୁ ତିନିଥର ଏହାକୁ ଆପଣ ସେବନ କରନ୍ତୁ। ଗୋଟେ ଦିନରେ ତିନିଥର ସେବନ କରିବାକୁ ପଡ଼ିବ। ଦ୍ୱିପହର ସମୟରେ ଗୋଟେ ଚାମଚ ଗୁଣ୍ଡ କୁ ଗୋଟେ ଗିନା ଦହିରେ ମିଶାଇ ସେବନ କରନ୍ତୁ ଓ ସଂଧ୍ୟା ରେ ମଧ୍ୟ ଗୋଟେ ଚାମଚ ଗୁଣ୍ଡ କୁ ଗୋଟେ ଗିନା ଦହି ରେ ଭଲ ଭାବରେ ମିଶାଇ ସେବନ କରନ୍ତୁ। କିନ୍ତୁ ଧ୍ୟାନ ରଖିବେ ଖାଲି ପେଟରେ ସେବନ କରିବାର ଅଛି। ଦେଖିବେ ଆପଣଙ୍କର ଅର୍ଶ ଭଳି ସମସ୍ୟା କେବଳ ଦୁଇ ଦିନରେ ଶେଷ ହୋଇଯିବ। ଆପଣ କେବେ ଜାଣି ମଧ୍ୟ ପାରିବେନି କି ଆପଣଙ୍କର ଅର୍ଶ ଭଳି ସମସ୍ୟା ଥିଲା। ଯଦି ଆପଣଙ୍କର ଦୁଇ ଦିନର ପ୍ରୟୋଗ ପରେ ଅର୍ଶ ଭଳି ସମସ୍ୟା ଶେଷ ନହୁଏ ତାହେଲେ ଆପଣ ଦୁଇତିନି ଦିନ ଛାଡି ପୁଣି ଥରେ କରନ୍ତୁ। ଏହା ବହୁ ପୁରାତନ ଉପଚାର ଅଟେ। ଏହି ଉପଚାର ଆପଣ କରନ୍ତୁ ଦେଖିବେ ଆପଣଙ୍କର ଅର୍ଶ ଭଳି ସମସ୍ୟା ନିଶ୍ଚୟ ଦୂର ହୋଇଯିବ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *