ସୁଶାନ୍ତ ଙ୍କୁ ନେଇ ଆଶ୍ଚର୍ଯ୍ୟ କରି ଦେଲା ଭଳିଆ ସତ୍ୟ ସାମନା କୁ ଆସିଛି। ଏବେ ଏହାକୁ ତଦନ୍ତ କରିବାକୁ ନିଜେ CBI ହାତକୁ ନେଇଛି। ଏବେ ତଥ୍ୟ ସାମନା କୁ ଆସିଛି ଯେ,କେହି ଜଣେ ସୁଶାନ୍ତ ଙ୍କୁ ଦେଖା କରିବାକୁ ଆସିଥିଲା,ଦିନ ଏବଂ ରାତିରେ ବି,ପରେ ସେ ବିଶ୍ବାସଘାତକତା କରିଥିଲା।ଏବେ ଆମେ ଜଣାଇବାକୁ ଯାଉଛୁ ଯେ, କେମିତି ରିୟା ଏବଂ ମିରାଣ୍ଡା ଙ୍କ ହେଲା ପର୍ଦ୍ଦାଫାଶ।
ସୁଶାନ୍ତ ଙ୍କୁ ନେଇ ଯାହା ବି ତଥ୍ୟ ମିଳିଛି ସେଥିରୁ କିଛି ସତ୍ୟତା ପ୍ରମାଣିତ ହୋଇନାହିଁ। ଏବେ କିଛି ସତ୍ୟ ସାମନା କୁ ଆସିଛି। ଜୁନ ୧୪ ତାରିଖ ଦିନ ତାଙ୍କ ସହିତ ଥାନ୍ତି ତାଙ୍କ ଚାକର ନିରଜ୍,ମୁକେଶ,ଦିପେଶ ସାବତ ଏବଂ ଶ୍ୟାମୁଏଲ୍ ମିରାଣ୍ଡା ବି ସାଙ୍ଗରେ ରହି ଆସୁଥିଲେ ଏବଂ ମିରାଣ୍ଡା ସୁଶାନ୍ତ ଘରର ମ୍ୟାନେଜର ଥିଲେ। କିନ୍ତୁ ମିରାଣ୍ଡା ଏପ୍ରିଲ୍ ରେ ନିଜ ଘର ଗୋଆ କୁ ଚାଲି ଯାଇଥିଲେ । ସେ ୧୮ ଜୁନ ପର୍ଯ୍ୟନ୍ତ ଗୋଆ ରେ ଥିଲେ । ପୋଲିସ ର ଡାକରା ପରେ ସେ ମୁମ୍ବାଇ ଆସିଥିଲେ।
ଏହା ସବଠାରୁ ବଡ଼ ଖୁଲାସା ଯେ ସେ ୧୪ ଜୁନ ରେ ମଧ୍ୟ ମୁମ୍ବାଇ ରେ ଥିଲେ। ଯେ କି ଗୋଆ ଥିବାର ଅଭିନୟ କରୁଥିଲେ। ମଣିଷ ମିଛ କହିପାରେ କିନ୍ତୁ କ୍ୟାମେରା ନୁହେଁ, ଏବେ ପ୍ରଶ୍ନ ଏହି କି ଯେ ୧୪ ଜୁନ ରେ ମୁମ୍ବାଇ ରେ କଣ କରୁଥିଲେ ଏବଂ କାହିଁକି ସେ ମିଛ କହିଥିଲେ କି ସେ ୧୮ ଜୁନ କୁ ମୁମ୍ବାଇ ଆସିଥିଲେ।
ଆଜ୍ଞା ହଁ ମିରାଣ୍ଡା ଏ ସବୁ ଷଡ଼ଯନ୍ତ୍ର ରେ ସାମିଲ ଥିଲେ ସେଥି ପାଇଁ ୧୪ ଜୁନ ରେ ସେ ମୁମ୍ବାଇ ରେ ପହଞ୍ଚିଯାଇଥିଲେ। ଏଥିରୁ ଜଣା ପଡୁଛି ଯେ ସେ ଅଳ୍ପ ନୁହେଁ ବହୁତ କିଛି କାଣ୍ଡ କରିଛନ୍ତି । ହେଇ ପାରେ ସୁଶାନ୍ତ ଙ୍କ ମୃତ୍ୟୁ ପଛରେ ତାଙ୍କର ହିଁ ହାତ ଅଛି।
ହେଇପାରେ ମିରାଣ୍ଡା ସୁଶାନ୍ତ ଙ୍କୁ ରାତିରେ ମାରି ଦିନରେ ତାମସା ଦେଖିବାକୁ ଆସି ଥିଲେ। ତଥ୍ୟ ଅନୁସାରେ ରିୟା ଙ୍କୁ ଜାମିନ ମିଳିସାରିଛି ଏବଂ ଜଣା ପଡୁଛି ଯେ ରିୟା ଙ୍କୁ ପୁଣି ଥରେ ହାଜତ ଭିତରକୁ ଯିବାକୁ ପଡିପାରେ। ଏବେ ରିୟା ଙ୍କ ସହିତ ତାହା ହବ ଯାହା ସୁଶାନ୍ତ ସହ ହେଇଥିଲା।
ଗୋଟେ ମାସ ହାଜତ ରେ ରହିବା ପରେ ରିୟା ଙ୍କୁ ଜାମିନ ମିଳିଛି ଏବଂ ସେ ବାହାରକୁ ଆସି ସାରିଛନ୍ତି । ସେ ବାରମ୍ବାର କହୁଛନ୍ତି ଯେ ୮ ଜୁନ ପରେ ସେ ସୁଶାନ୍ତ ସହ କୌଣସି କଥା ହୋଇ ନାହାଁନ୍ତି କିନ୍ତୁ ୧୩ ଜୁନ ରେ ସେମାନଙ୍କ ଦେଖା ହୋଇଥିଲା।
CBI ର କହିବା ଅନୁସାରେ ୮ ଜୁନ ରେ ରିୟା ସୁଶାନ୍ତ ଙ୍କ ଘର ଛାଡ଼ି ଚାଲିଯାଇଥିଲେ। ଏହା ପରେ ସୁଶାନ୍ତ ରିୟା ଙ୍କୁ ବହୁତ କଲ୍ କରିଥିଲେ କିନ୍ତୁ ରିୟା ରିସିଭ କରିନଥିଲେ। ସୁଶାନ୍ତ ଙ୍କ ଭଉଣୀ ନୀତୁ ମଧ୍ୟ ୧୨ ଜୁନ ରେ ସୁଶାନ୍ତ ଙ୍କ ଘର ଛାଡ଼ି ଚାଲିଯାଇଥିଲେ। CBI ଏମିତି ରେ କାହାକୁ ଡାକେ ନାହିଁ, ତା ହାତରେ ସେମିତି କିଛି ପ୍ରମାଣ ଥାଏ ବୋଲି ସେ ସମନ ପଠାଏ। ହେଇ ପାରେ ରିୟା ଙ୍କ ଘରୁ CBI କୁ ବହୁତ କିଛି ପ୍ରମାଣ ମିଳିସାରିଛି।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।