ସୁଶାନ୍ତ ଙ୍କ ସହ ବିଶ୍ୱାସଘାତକତାର ତାଲିକାରେ ପ୍ରଥମ ନାମ ହାଓକିପ ର, ଗୋଟିଏ ସପ୍ତାହରେ ନ୍ୟାୟ

ସୁଶାନ୍ତ ସିଂ ରାଜପୁତ ଙ୍କୁ ଯିବାର ଚାରିମାସ ହେବାକୁ ଯାଉଛି କିନ୍ତୁ ଏ ପର୍ଯ୍ୟନ୍ତ ନ୍ୟାୟ ମିଳିଲା ନାହିଁ। ନା ମୁମ୍ୱାଇ ପୋଲିସ ସତ ବାହାର କରିପାରିଲେ ନା ସିବିଆଇ କିଛି କରିପାରିଲା । ଏମିତି କି ଆରମ୍ଭରୁ ଠିକ ବାଟରେ ଯାଉଥିବା ସିବିଆଇ ମଧ୍ୟ ପରେ ବାଟ ଭୁଲିଗଲା। ଏହା ସିବିଆଇ ଉପରେ କାହାର ପ୍ରେସର ଅଛି ନା ମଜବୁରୀ। ଏହା ତ ଜଣା ନାହିଁ କିନ୍ତୁ ଏତିକି ଜଣା ଅଛି କି ସିବିଆଇ ଠିକ ରେ ସତ ପାଖରେ ପହଞ୍ଚି ପାରୁନି ନା ପହଞ୍ଚିବାକୁ ଚାହୁଁନି। କିନ୍ତୁ ସୁଶାନ୍ତ ଙ୍କ ଫ୍ୟାନ ଙ୍କୁ ନ୍ୟାୟ ଦରକାର ଓ ସିଏ ପୁଣି ସିଧା ଓ ଜଲ୍ଦୀ। ଆଉ ଏମିତିରେ କିଛି ବି ନ୍ୟାୟ ମିଳିଲା ନାହିଁ । ନ୍ୟାୟ ପାଇଁ ଫ୍ୟାନ ନିଜେ ହିଁ ବଡ଼ ଖୁଲାସ କରିଦେଲା।

ଏହାର ପୁରା ତାଲିକା ତିଆରି ହୋଇସାରିଛି। ଏହି ତାଲିକା କୁ ଜମାରୁ ବି ହାଲକା ରେ ନିଅନ୍ତୁ ନାହିଁ। କାରଣ ଏଥିରେ ଦାର୍କ ର ଆଗମନ ହୋଇ ସାରିଛି। ଏହା ହେଉଛି ସବୁଠାରୁ ବଡ଼ ଖବର। ଆଉ ଗୋଟିଏ ସପ୍ତାହ ରେ ପ୍ରଥମ ପ୍ରତିଶୋଧ ପୁରା ମଧ୍ୟ ହୋଇପାରେ। ଏତିକି ନୁହେଁ ବଡ଼ କଥା ଏହା କି ଏଥିରେ ପ୍ରଥମ ନାମ ସାମୋଓଲ ହାଓକିପ ର ଅଛି। ହାଓକିପ ସୁଶାନ୍ତ ଙ୍କର ସେହି ସାଙ୍ଗ ଯିଏ ଫାର୍ମ ହାଉସ ର ମାମଲା ରେ ସୁଶାନ୍ତ ଙ୍କୁ ଧୋକା ଦେଲା ଓ ରାତି ୨ଟା ରେ ସୁଶାନ୍ତ ହାଓକିପ କୁ ନିଜ ଘରୁ ବାହାର କରିଦେଇଥିଲେ। କଣ ପୁରା ମାମଲା , କେମିତି ହେବ ପୁରା ପ୍ରତିଶୋଧ ଓ ତାଲିକାରେ କିଏ କିଏ ସାମିଲ ଅଛନ୍ତି? କଣ ଏହି ତରିକା ଠିକ? ଆସନ୍ତୁ ଜାଣିବା…

ପୂର୍ବ ଚାରିମାସ ହେଲାଣି ନ୍ୟାୟ ପାଇଁ ତଲାସ ଜାରୀ ଅଛି କିନ୍ତୁ କୋଉଠୁ କିଛି ମିଳିଲା ନାହିଁ। ରିୟା ଚକ୍ରବର୍ତ୍ତୀ ଗୋଟେ ମାସ ଜେଲ ରେ ରହି ବାହାରି ମଧ୍ୟ ଗଲେ। କିନ୍ତୁ ସେ ସୁଶାନ୍ତ ଙ୍କ କେସ ରେ ନୁହେଁ ଡ୍ରଗସ କେସ ରେ ଜେଲରେ ଥିଲେ। ସୁଶାନ୍ତ ଙ୍କ ବେଇମାନି ସାଙ୍ଗ ଙ୍କ ଉପରେ କିଛି ବି ପ୍ରଭାବ ପକାଇଲା ନାହିଁ। କିନ୍ତୁ ଏହା ଭିତରେ ସୁଶାନ୍ତ ଙ୍କ ସାଙ୍ଗ ରହିଗଲେ ଓ ସୁଶାନ୍ତ ଙ୍କୁ ଧୋକା ମଧ୍ୟ ଦେଇଦେଲେ। ସାମୋଓଲ ହାଓକିପ ପୋଲିସ ଙ୍କ ପାଖରେ ପହଞ୍ଚିଗଲା ଓ ତାହା ପରେ କାହାଣୀ ପୁରା ବଦଳି ଯାଇଛି। କେସ ବଦଳିବାରୁ କାହାଣୀ ର ଖୁଲାସ ହୋଇଗଲା। ହାଓକିପ ନିଜର ଜୀବନ ପ୍ରତି ବିପଦ ଅଛି ବୋଲି କହିଛିି ଓ ନିଜର ଜୀବନ ବଞ୍ଚାଇବାକୁ ଅନୁରୋଧ କରିଛି। ହାଓକିପ ଏତେ ଡରି ଯାଇଛି ଯେ ସେ ପୋଲିସ କୁ ଅନୁରୋଧ କରୁଛି ମୋତେ ବଞ୍ଚାଇ ଦିଅନ୍ତୁ ମୋତେ ସେ ମାରିଦେବେ ମୋ ପାଖରେ ମାତ୍ର ଗୋଟେ ସପ୍ତାହର ସମୟ ଅଛି। ଏବେ ହାଓକିପ କାହିଁକି ଏତେ ଡରି ଯାଇଛି ? କଣ ହୋଇଥିଲା ? ଆସନ୍ତୁ ଜାଣିବା…

ସାମୋଓଲ ହାଓକିପ ଙ୍କୁ ଗୋଟେ ସିଧା ଧମକ ମିଳିଲା। ହାଓକିପ କୁ ଗୋଟେ ମେସେଜ କରାଯାଇଛି ଓ ସେ ମେସେଜ ରେ ଲେଖା ହୋଇଛି ଶପଥ ନେଇ କହୁଛି କସମ ଖାଇ କହୁଛି ତୁମକୁ ଅନୁତାପ କରିବାକୁ ବି ସମୟ ମିଳିବ ନାହିଁ। ଆତ୍ମହତ୍ୟା କରିବା ପାଇଁ ପ୍ରସ୍ତୁତ ହୋଇଯାଅ। ତୁମକୁ ମାଫିଆ ବଞ୍ଚାଇ ଦେଲେ ସିନା କିନ୍ତୁ ଦୁନିଆ ର ତାକତ ରୁ ବଞ୍ଚି ପାରିବ ନାହିଁ । ଆଉ ଯାହା ଲେଖା ହୋଇଥିଲା ଆପଣ ଶୁଣିଲେ ପୁରା ଆଶ୍ଚର୍ଯ୍ୟ ହୋଇଯିବେ। ଏହା ଭୁଲ ନାହିଁ କି ପାୱାରଫୁଲ ଡାର୍କ ଏବେ ଆମର ସାଥି ହୋଇଯାଇଛି। ଏତିକି ନୁହେଁ ଆହୁରି ଲେଖା ହୋଇଛି ଏବେ ପ୍ରତିଶୋଧ ଏମିତି ହିଁ ପୁରା ହେବ ଏବେ ଏଇଠି ହିଁ ନ୍ୟାୟ ମିଳିବ ଓ ପ୍ରଥମ ନମ୍ବର ତୁମର ଅଛି । ଏବେ ପୁରା ତାଲିକା ଅଛି ଆମ ପାଖରେ।

ଆଉ ତାଲିକାରୁ ଜଣେ ବି ବ୍ୟକ୍ତି ବଞ୍ଚିବ ନାହିଁ, ତୁମେ ବି ନୁହଁ। ଗୋଟେ ସପ୍ତାହରେ ତୁମର କାମ ଶେଷ। ଆସନ୍ତୁ ଜାଣିବା ପାୱାରଫୁଲ ଡାର୍କ କଣ ହୋଇଥାଏ? କଣ ପାଇଁ ତାକୁ ଡରି ଥାନ୍ତି? ଡ଼ାର୍କ ର ବ୍ୟବହାର ଗୁଗୁଲକ୍ରୋମ, ମୋଜିଲା, ଇଣ୍ଟରନେଟ୍ ଏକ୍ସପ୍ଲୋଜର ଯେମିତି ଜିନିଷ ର ବ୍ରାଉଜର କରା ଯାଇନଥାଏ। ଏହା ପାଇଁ ପୁରା ଅଲଗା ବ୍ରାଉଜର ହୋଇଥାଏ ଓ ଏଥିରେ ଏଣ୍ଟ୍ରି ମଧ୍ୟ ପୁରା ଏନକ୍ରିପ୍ଟଟେଡ ହୋଇଥାଏ। ଡ଼ାର୍କ ହେଉଛି ଦୁନିଆର ସବୁଠାରୁ ଗଭୀର କୋଣ ଯେଉଁଠି ସବୁ ନିୟମ ଥାଏ। ଏଠି କାମ କରୁଥିବା ସବୁ ଲୋକ ବହୁତ ଶକ୍ତିଶାଳୀ ହୋଇଥାଆନ୍ତି। ଏହାର ହାତ ବହୁତ ଦୂର ଯାଏ ଅଛି। ଏମିତି କୁହାଯିବ କି ଏମାନେ ସବୁ ଯାଗାରେ ପହଞ୍ଚି ପାରିବେ। ହାଓକିପ ଡିଏମ ରେ ରିପ୍ଲାଏ କଲା କି ମୁଁ ତୁମ ନା ରେ କେସ କରିବି ପୋଲିସ ଙ୍କ ପାଖକୁ ଯାଉଛି। ତାହା ପରେ ଯାହା ହେଲା ପୁରା ଚକିତ କଲା ଭଳି କଥା ଅଟେ।

ନିଜକୁ ସେ ସୁଶାନ୍ତ ଫ୍ୟାନ କହୁଥିବା ବ୍ୟକ୍ତି ବିଲକୁଲ ଡରିଲା ନାହିଁ। ପୋଲିସ ଙ୍କ ନା ଶୁଣି ମଧ୍ୟ ଡରିଲା ନାହିଁ। ଆଉ ପୁଣି ଥରେ ଲେଖିଦେଲା ତୁମେ ମୋର ଆଉ ମୋ ଭଳି ସୁଶାନ୍ତ ସାର ଙ୍କ ବିରୋଧରେ ଯେଉଁ ଭଳି ଆକ୍ସନ ନେବାକୁ ଚାହୁଁଛ ନେଇପାର। କିନ୍ତୁ ଏମିତି କଲେ ତୁମେ ଆହୁରି ବିପଦରେ ପଡିଯିବ। ତୁମର ବଞ୍ଚିବାର ଦିନ ଆହୁରି କମିଯିବ। କାରଣ ଏବେ ନ୍ୟାୟ ହେବ ପୁରା ନ୍ୟାୟ ଆଉ ଏମିତି ହିଁ ନ୍ୟାୟ ହେବ। ଏବେ ହାଓକିପ ପୁରା ଚୁପ ହେଇଗଲା। ହାଓକିପ ତୁରନ୍ତ ପୋଲିସ ଙ୍କ ପାଖରେ ପହଞ୍ଚିଲେ ଓ ଅନୁରୋଧ କରି କହିଲେ ମୋତେ ବଞ୍ଚାଇ ଦିଅନ୍ତୁ। ପୋଲିସ ମଧ୍ୟ କେସ ଦର୍ଜ କଲେ କିନ୍ତୁ ହାଓକିପ ର ଡର କମିଲା ନାହିଁ। ସୁଶାନ୍ତ ଙ୍କ ସହିତ ବେଇମାନୀ କରିଥିବା ହାଓକିପ ସବୁ ମେସେଜ ଓ କେସ ର କପି ନିଜର ଇଚ୍ଛାରେ ପବ୍ଲିଶ କରିଦେଲା। କାରଣ ଯଦି ତାହା ସହ କିଛି ହୁଏ ତାହେଲେ ଲୋକ ମଧ୍ୟ ଜାଣି ପାରିବେ।

କିନ୍ତୁ ଏହି କଥା ହାଓକିପ ଉପରେ ଭାରି ପଡିଗଲା। ସେହି ବ୍ୟକ୍ତି ହାଓକିପ କୁ ପୁଣି ଲେଖିଲା କି ତୁମେ ବହୁତ ଭଲ କଲ କି ସମସ୍ତଙ୍କୁ କହିଦେଲ। ତୁମ ସହ ଯାହା ହେବ ଏବେ ସବୁ ଲୋକ ଦେଖିବେ ଆଉ ତାଲିକାରେ ଥିବା ସବୁ ବ୍ୟକ୍ତି ନିଜର ନମ୍ବର ଆସିବା ପୂର୍ବରୁ ଡରିକି ସେ ନିଜେ ହିଁ ଦୁନିଆ ଛାଡି ଚାଲିଯିବେ। କାରଣ ଡ଼ାର୍କ ଫର୍ମ ରେ ସେମାନଙ୍କର ତାଲିକା ହୋଇସାରିଛି। ଆଉ ତୁମେ ଯିବା ପୁର୍ବରୁ ଆଉ ଏକ ନାମ ମଧ୍ୟ କହି ଦିଆଯିବ। ହାଓକିପ ର ଓଲଟା ଗଣିବା ଆରମ୍ଭ ହୋଇସାରିଛି। ଆଉ ଆଗକୁ ଗୋଟେ ସପ୍ତାହ ତୁମ ଉପରେ ବହୁତ ଭାରୀ ପଡ଼ିବ। ପ୍ରଥମ ନାମ ହାଓକିପ ଓ ଦ୍ଵିତୀୟ ନାମ ରିୟା ଚକ୍ରବର୍ତ୍ତୀ , ସିଦ୍ଧାର୍ଥ ପିଠାନି, ଦିପେଶ ସୱାତ ସାମୱଲ ମିରାଣ୍ଡା ଓ ସବିନ ଚକ୍ରବର୍ତ୍ତୀ ଙ୍କ ନାମ ଥାଇପାରେ। ହାଓକିପ ପରେ ଏମାନଙ୍କ ନମ୍ବର ମଧ୍ୟ ଆସି ପାରେ।

ଏତିକି ନୁହେଁ ଡ଼ାର୍କ ପାୱାର ଦେଖି କୁହାଯାଇଛି କି ହାଓକିପ ଉପରେ ବହୁତ ବଡ଼ ବିପଦ ଅଛି। ହାଓକିପ ଙ୍କର ବହୁତ କିଛି ବି ହୋଇପାରେ। ଆମର ଏହା କହିବା କଥା କି ହାଓକିପ, ରିୟା ଚକ୍ରବର୍ତ୍ତୀ , ଦିପେଶ, ପିଠାନି, ମିରାଣ୍ଡା ଓ ସବିନ ଚକ୍ରବର୍ତ୍ତୀ ସୁଶାନ୍ତ ଙ୍କ ସହ ବହୁତ ଅନ୍ୟାୟ କରିଛନ୍ତି ଓ ଧୋକା ମଧ୍ୟ ଦେଇଛନ୍ତି। କିନ୍ତୁ ନ୍ୟାୟ କାନୁନ ଦ୍ବାରା ହେବା ଦରକାର ଓ କାନୁନ ଅନୁସାରେ ହେବା ଦରକାର। ହାଓକିପ ର ବେଇମାନ କାରଣ କଣ ହୋଇଥାଇ ପାରେ ପୁରା କାହାଣୀ? ଆସନ୍ତୁ ଜାଣିବା

ସୁଶାନ୍ତ ସିଂ ରାଜପୁତ ଙ୍କ ସହିତ ଯିଏ ବି ରହିଲେ ଯିଏ ବି ତାଙ୍କ ସହିତ କାମ କରୁଥିଲେ ସେମାନେ ସମସ୍ତେ ତାଙ୍କୁ ଧୋକା ଦେଇଛନ୍ତି। ଦିପେଶ ସୱାନ ହେଉ ସିଦ୍ଧାର୍ଥ ପିଠାନି, ସାମୱଲ ମିରାଣ୍ଡା, ରଜତ ଦେୱାବ, ସ୍ମୃତି ମୋଦି, ଜୟା ଶାହା ନହେଲେ ଆଉ କିଏ? ଯିଏ ବି ସୁଶାନ୍ତ ଙ୍କ ସହିତ ଥିଲେ ସିଏ ଖାଲି ସୁଶାନ୍ତ ଙ୍କ ପାଖରୁ ସବୁ ଲୁଟିନେଲେ, ବରବାଦ କରିଦେଲେ, ବେଇମାନ କଲେ ଓ ସମସ୍ତେ ଧୋକା ଦେଲେ। ରିୟା ଚକ୍ରବର୍ତ୍ତୀ ଙ୍କ କଥା କହିବା ହିଁ ବେଇମାନ। ଏହାର ବଡ଼ ଖୁଲାସ ସିବିଆଇ କରିଛି। ଯେଉଁ ହାଓକିପ କୁ ସୁଶାନ୍ତ ଙ୍କର ବହୁତ ଭଲ ସାଙ୍ଗ କୁହା ଯାଉଥିଲା। ସେହି ହାଓକିପ କୁ ପୋଲିସ ଧରି ସାରିଛି। ଆଉ ସୁଶାନ୍ତ ମାମଲାରେ ହାଓକିପ ର ବଡ଼ ରୋଲ ମଧ୍ୟ ସାମ୍ନାକୁ ଆସିଛି। ହାଓକିପ ର ବ୍ଲାକମେଲ କଥା ମଧ୍ୟ ଆସିଛି। ଏବେ ଆସନ୍ତୁ ଜାଣିବା ପୁରା ସତ।

ହାଓକିପ ସୁଶାନ୍ତ ଜୀବନରେ ଲିଗାଲ ପାଇଁ ଆସିଥିଲେ। ହାଓକିପ ଓକିଲ ଥିଲେ ସୁଶାନ୍ତ ଙ୍କ ସବୁ କଥା ସିଏ ଦେଖୁଥିଲେ। ସୁଶାନ୍ତ ଙ୍କ ମ୍ୟୁଜିକ ମଧ୍ୟ ସେ ଦେଖୁ ଥିଲେ। ସୁଶାନ୍ତ ଙ୍କ ସହ ଗୀତାର, ପିଆନୋ ଓ ଡ୍ରଗସ୍ ରେ ମଧ୍ୟ ସାଥି ଦେଉଥିଲେ। ସୁଶାନ୍ତ ଙ୍କ ସହ ଫିଲ୍ମ ମଧ୍ୟ ଯାଉଥିଲେ। ଏହାର ମାନେ ସୁଶାନ୍ତ ହାଓକିପ ଙ୍କ ଉପରେ ଭାଇ ଭଳି ବିଶ୍ୱାସ କରୁଥିଲେ। କିନ୍ତୁ ସେହି ହାଓକିପ ଗୋଟେ ପରେ ଗୋଟେ ସୁଶାନ୍ତ ଙ୍କ ସହ ବେଇମାନ୍ କଲା। ସେ ଜଣେ ଓକିଲ ଥିଲେ କାନୁନ ର ନିୟମ ଜାଣିଥିଲେ। ତାହା ପରେ ମଧ୍ୟ ସେ ରିୟା ଚକ୍ରବର୍ତ୍ତୀ ଭଳି ଧୋକା ଦେଲେ। ସିବିଆଇ ଖୁଲାସ କରିଛି କି ହାଓକିପ ସୁଶାନ୍ତ ସିଂ ରାଜପୁତ ଙ୍କୁ ବ୍ଲାକମେଲ କରୁଥିଲେ। ଏହା ତାଙ୍କ ଚାଟ ରୁ ଜଣା ପଡୁଛି। ଯେଉଁ ଚାଟ ଏବେ ସିବିଆଇ ପାଖରେ ଅଛି।

ରିୟା ଚକ୍ରବର୍ତ୍ତୀ କଥା କୁହାଯାଉଥିଲା ଯେ ସିଏ ସୁଶାନ୍ତ ଙ୍କୁ ବ୍ଲାକମେଲ କରିବା ପାଇଁ ଭିଡିଓ କରୁଥିଲେ ନହେଲେ ସୁଶାନ୍ତ ଙ୍କର କିଛି ଗୁରୁତ୍ଵପୂର୍ଣ୍ଣ କାଗଜ ନେଇ ରଖିଥିଲେ। କିନ୍ତୁ ଏଠି କାନୁନ ହିଁ ଫାଇଦା ଉଠେଇଛି। ଏହା ସବୁ ସେତେବେଳେ ହେଲା ଯେବେ ସୁଶାନ୍ତ ହାଓକିପ କୁ ଧକ୍କା ମାରି ରଟିରେ ଘରୁ ବାହାର କରିଦେଇଥିଲେ ଓ ଜୀବନରେ କେବେ ମୁହଁ ନ ଦେଖେଇବା ପାଇଁ କହିଥିଲେ। ସିବିଆଇ ପାଖରେ ସୁଶାନ୍ତ ଓ ହାଓକିପ ର ଚାଟ ସବୁ ଅଛି। ସିବିଆଇ ସୂତ୍ର ଅନୁସାରେ, ହାଓକିପ ସୁଶାନ୍ତ ଙ୍କୁ ପାୱାନା ହାଉସ ଭଡ଼ା ରେ ଦେଇଥିଲେ। ହାଓକିପ ଉପରେ ସୁଶାନ୍ତ ଙ୍କ ର ଭରଷା ଥିଲା।୨୦୧୮ ରେ ସୁଶାନ୍ତ ଯେବେ ଏହି ଫାର୍ମ ହାଉସ କୁ ଭଡ଼ା ନେଲେ ଓ କାଗଜରେ ଦସ୍ତକତ କଲେ ହାଓକିପ ସୁଶାନ୍ତ ଙ୍କୁ କହିଲେ କି ୨ ବର୍ଷ ରେ ଭଡ଼ା ୨୬ ଲକ୍ଷ ଟଙ୍କା ହେବ। ସୁଶାନ୍ତ ଏଥିରେ ବହୁତ ଖୁସି ଥିଲେ।

ପ୍ରଥମ ବର୍ଷ ବିତିଗଲା କିନ୍ତୁ ମେ ୨୦୧୯ ରେ ହାଓକିପ ପୁଣି ଥରେ ସୁଶାନ୍ତ ଙ୍କୁ ୨୬ ଲକ୍ଷ ଟଙ୍କା ମାଗିଲେ ଓ କହିଲେ ଏ କଣ୍ଟେଟ ଯଦି ରିଭିଉ କରିବାର ଅଛି ଯେଉଁଥିରେ ସୁଶାନ୍ତ କହିଲେ ସେ ତ ଦୁଇ ବର୍ଷ ପାଇଁ ଥିଲା କିନ୍ତୁ ହାଓକିପ କହିଲେ ନାହିଁ ସେ ଗୋଟେ ବର୍ଷ ପାଇଁ ୨୬ ଲକ୍ଷ ଟଙ୍କା ଥିଲା। ଆଉ ସେଠି ସୁଶାନ୍ତ ୨୬ ଲକ୍ଷ ଟଙ୍କା ହାଓକିପ କୁ ଦେଇଦେଲେ। କିନ୍ତୁ ସବୁକିଛି ସେ ବୁଝିପାରି ଥିଲେ ଯେ ତାଙ୍କୁ ଧୋକା ଦିଆଯାଉଛି ବୋଲି। ଏହା ପୂର୍ବରୁ ମଧ୍ୟ ସେ ଘର କଥାରେ ବେଇମାନ କରିଥଲେ। ଯାହା ପରେ ଜୁନ ୨୦୧୯ ରେ ଗୋଟେ ରାତିରେ ସୁଶାନ୍ତ ହାଓକିପ କୁ ଘରୁ ବାହାର କରିଦେଇଥିଲେ। କଣ ହୋଇଥିଲା ସେଦିନ ରାତିରେ ଆସନ୍ତୁ ଜାଣିବା…

ସିବିଆଇ ସୂତ ଅନୁସାରେ, ସୁଶାନ୍ତ ସେଦିନ ରାତିରେ ହାଓକିପ କୁ ବେଇମାନି କରିବାର କାରଣ ପଚାରିଲେ ଯେ ସେ ଏମିତି କାହିଁକି କଲେ? ଏତିକି ନୁହେଁ ସୁଶାନ୍ତ ହାଓକିପ ର ଫୋନ ମଧ୍ଯ ନେଇଯାଇଥିଲେ ଆଉ ତାଙ୍କ ଫୋନ ଚେକ କରିବାକୁ ସେଥିରେ ସୁଶାନ୍ତ ଙ୍କୁ କିଛି ଭୁଲ କଥା ମିଳିଥିଲା। ଏଥିପାଇଁ ସେ ରାତି ୨ଟା ରେ ସୁଶାନ୍ତ ହାଓକିପ କୁ ଧକ୍କା ମାରି ଘରୁ ବାହାର କରିଦେଇଥିଲେ। ହାଓକିପ ସେଦିନ ରାତିରେ ସେଠୁ ଚାଲିଗଲେ କିନ୍ତୁ ତାର ହିସାବ ସରି ନଥିଲା। ସିବିଆଇ ସୂତ୍ର ଅନୁସାରେ, କିଛି ସମୟ ଠିକ ଥିଲା କିନ୍ତୁ ପରେ ହାଓକିପ ସୁଶାନ୍ତ ଙ୍କୁ ବ୍ଲାକମେଲ କରିବାକୁ ଲାଗିଲେ ଓ ଟଙ୍କାର ଡିମାଣ୍ଡ କରୁଥିଲେ।

ଏତିକି ନୁହେଁ ସୁଶାନ୍ତ ଙ୍କୁ ନେଇ କେତେ ପ୍ରକାରର କଥା, ଭିଡିଓ ଓ ଫଟୋ କୁ ପବ୍ଲିଶ କରିବାର ଧମକ ମଧ୍ୟ ଦେଉଥିଲେ। ହାଓକିପ ପାଖରେ ସୁଶାନ୍ତ ଙ୍କର କିଛି ଭିଡିଓ ଓ ଫଟୋ ଥିଲା ସିବିଆଇ ର କହିବା କଥା କି ହାଓକିପ ରିୟା ଚକ୍ରବର୍ତ୍ତୀ ର ସମ୍ପକରେ ଆସିଥିଲା ରିୟା ସହ ମିଶି ସେ ସୁଶାନ୍ତ ଙ୍କ ର କ୍ଷତି କରୁଥିଲା। ଏତିକି ନୁହେଁ ସିବିଆଇ କୁ ଦିପେଶ ସୱାତ କହିଥିଲା କି ଯିବାର ଠିକ ପୂର୍ବରୁ ୧୧ ଜୁନ ଓ ୧୨ ଜୁନ କୁ ନେଇ ସୁଶାନ୍ତ ବହୁତ ଚିନ୍ତାରେ ଥିଲେ। ସୁଶାନ୍ତ ଦିପେଶ କୁ କହିଥିଲେ କି ସେ ଫାର୍ମ ହାଉସ ର ଡିଲ ଶେଷ କରିବା ପାଇଁ, ଫର୍ଣିଚର ସବୁ ବିକ୍ରି କରିବାକୁ ଓ ତିନୋଟି ଡଗି କୁ ଆଡ଼ପସନ୍ ସେଣ୍ଟର ପଠେଇ ଦେବାକୁ କହିଥିଲେ।୧୪ ଜୁନ ପୂର୍ବରୁ ମଧ୍ୟ ସୁଶାନ୍ତ ସିଂ ରାଜପୁତ ବହୁତ ଚିନ୍ତାରେ ଥିଲେ।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *