ଭାଗଲପୁର ର ଜଣେ ବ୍ୟକ୍ତି ବାପ ଝିଅର ସମ୍ପର୍କ କୁ କଲା ଲଜ୍ଜିତ।ଏହି ଘୃଣନିୟ କାର୍ଯ୍ୟ ର ପରଦାଫାସ ନାବାଳିକା ଝିଅ ମା ସବୈର ଥାନା ପୋଲିସ ଆଗରେ କରିଥିଲେ।ନାବାଳାକା ଙ୍କ କହିିଥିଲେ ସେ ଘରୋଇ ହସ୍ପିଟାଲ ରେ କାମ କରୁଥିଲେ। ପିଲା ଙ୍କୁ ତାଙ୍କ ସ୍ବାମୀ ପାଖରେ ଛାଡି।
ଭାଗଲପୁର ର ଜଣେ ବ୍ୟକ୍ତି ବାପ ଝିଅର ସମ୍ପର୍କ କୁ କଲା ଲଜ୍ଜିତ।ଏହି ଘୃଣନିୟ କାର୍ଯ୍ୟ ର ପରଦାଫାସ ନାବାଳିକା ଝିଅ ମା ସବୈର ଥାନା ପୋଲିସ ଆଗରେ କରିଥିଲେ।ନାବାଳାକା ଙ୍କ କହିିଥିଲେ ସେ ଘରୋଇ ହସ୍ପିଟାଲ ରେ କାମ କରୁଥିଲେ। ପିଲା ଙ୍କୁ ତାଙ୍କ ସ୍ବାମୀ ପାଖରେ ଛାଡି କାମ କୁ ଯାଇଥିଲେ ,୪ଦିନ ପରେ ଯେବେ ସେ ଘର କୁୁ ଫେରିଲା ୮ ବର୍ଷ ର ଝିଅ ମା କୁ ସାବତ ବାପା ର ଖରାପ କାର୍ଯ୍ୟ ବିଷୟ ରେ କହିଲା।ଏହି ବିଷୟ ରେ ଶୁଣି ମହିଳା ଅଚର୍ଯ୍ୟ ହୋଇଗଲା।ମହିଳା ଜଣ କ ଥାନା ରେ ପହଁଚି ଥାନା ଅଧିକାରୀ ସୁନୀଲ ଝା ଙ୍କୁ ନିଜ ସ୍ବାମୀ ର ଘୃଣନିୟ କାର୍ଯ୍ୟ ବିଷୟ ରେ କହିଲା। ମହିଳା ଙ୍କ ର ବୟାନ ଶୁଣି ମାମଲା କୁ ର୍ଦଜ କରାଗଲା।

ଯେବେ ସ୍ବାମୀ ହାତ ଛାଡି ଥୀଲେ ସେତେବେଳେ ସେ ରିକ୍ସା ବାଲା କୁ ବିବାହ କରିଥିଲେ।
ମହିଳା ଜଣକ ବଗଂଲା ର ବାସୀନ୍ଦା ଥୀଲେ। ବାହାଘର ର କିଛି ବର୍ଷ ପରେ ତାଙ୍କ ସ୍ବାମୀ ତାଙ୍କୁ ଛାଡଦେଇଥୀଲେ। ତାପରେ ସେ ତାଙ୍କ ୩, ୪ ଟି ଛୁଆ ଙ୍କୁ ନେଇ ଭାଗଲପୁର ଆସିଥୀଲେ।ପ୍ରଥମେ ସେ ସବୈର ରେ ରହି ଘର ପାଖ ଲୋକ ଙ୍କ ଘରେ କାମ କରିବାକୁ ଲାଗି୍ଲି। ତାପରେ ତାର ରିକ୍ସା ବାଲା ସହ ଦେଖା ହେଲା । ରିକ୍ସା ବାଲା ର ସ୍ତ୍ରୀ ମ୍ଧ୍ୟ ତାକୁ ଛାଡିଦେଇଥୀଲା। ଏହା ପରେ ଦୁଇ ଜଣ ଏକାଠ ରହିବାକୁ ଲାଗିଲେ। ତା ପରେ ଦୁଇ ଜଣ ଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ନବିଡ ହେଲା ସେମାନେ ବିବାହ କରିଥୀଲେ।
ବିବାହ ପରେ ଘରେ ସ୍ୱାମୀ ରହିବାକୁ ଲାଗିଲା
ମହିଳାଙ୍କ କହିବା ଅନୁସାରେ ବାବାହ ପରେ ସ୍ବାମୀ ଘରେ ରହିବାକୁ ଲାଗିଲା।ଏହି ପରିସ୍ଥିତି ରେ ମହିଲା ହସ୍ପିଟାଲ ରେ କାମ କରିବାକୁ ଲାଗିଲା। ସ୍ବାମୀ କୁ ବହୁତ ବୁଝାଇବା ପରେ ମଧ୍ୟ ସେ ନ ବୁଝିବାରୁ ମହିଳା ନିଜ ପଇସାରେ ଘର ଚଳେଇବାକୁ ଲାଗିଲା। ଏମିିତି ସବୁ କିଛି ଠିକ୍ ଠାକ୍ ଚାଲୁଥୀଲା । କିନ୍ତୁ ଏହି ଘଟଣା ମମହିଳାଙ୍କ ହୃଦୟ କୁ ବହୁତ କଷ୍ଟ ଦେଇଥୀଲା। (ଇନ ପୁଟ ରାନ୍ଧିବି ସିଦ୍ଧାନ୍ତ )
ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।