ରିୟା ଆସିବା ମାତ୍ରେ ତାଙ୍କ ପିତାଙ୍କ ଉପରେ ହେଲା ଆକ୍ରମଣ, ରିୟା ବି ନିଜର ଚେତା ହରାଇ ବସିଲେ। ପୁରା ପରିବାର ହୋଇ ପାରେ ଶେଷ

ସୁଶାନ୍ତ ଙ୍କୁ ବରବାଦ କରି ସାରିଥିବା ରିୟା ଚକ୍ରବର୍ତ୍ତୀ ହାଜତ ରୁ ମୁକୁଳି ସାରିଛନ୍ତି। ଏବେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡିଛି। ରିୟା ଘରକୁ ଫେରିବା ମାତ୍ରେ ତାଙ୍କ ପିତା ଇନ୍ଦ୍ରଜିତ ଙ୍କ ଦେହ ଖରାପ ହୋଇଯାଇଥିଲା। ଆଜି ୯ ଅକ୍ଟୋବର ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଥିଲା। ପିତାଙ୍କର ଏଭଳି ପରସ୍ଥିତିରେ ରିୟା ମଧ୍ୟ ସୁସ୍ଥ ନାହାଁନ୍ତି।

ଏହି ପରିସ୍ଥିତିରେ ରିୟା ଙ୍କ ମାଆ ସନ୍ଧ୍ୟା ତାଙ୍କ ପରିବାରକୁ ଛାଡ଼ି ଦେବାକୁ ହାତ ଯୋଡ଼ି ବିନତି କରୁଛନ୍ତି। ସୁଶାନ୍ତ ଙ୍କ ପ୍ରତି ଏତେ ବଡ ଅନ୍ୟାୟ ହୋଇଛି ତାଙ୍କୁ କେମିତି କ୍ଷମା କରି ଦିଆଯିବ।

ରିୟା ଚକ୍ରବର୍ତ୍ତୀ ଙ୍କୁ ୭ ଅକ୍ଟୋବର ରେ ବମ୍ବେ ଉଚ୍ଚ ନ୍ୟାୟାଳୟ ରୁ ଜାମିନ ମିଳିଛି। ଏବେ ରିୟା ଙ୍କୁ ୧୦ ଦିନ ପଯ୍ୟନ୍ତ ପୋଲିସ ଷ୍ଟେସନ ରେ ହାଜିରା ପକାଇବା କୁ ପଡ଼ିବ। ୮ ଅକ୍ଟୋବର ରେ ରିୟା ହାଜିରା ପକେଇଲେ । କିନ୍ତୁ ଏପରି କଣ ହେଲା ୯ ଅକ୍ଟୋବର ରେ ତାଙ୍କ ଗାଡ଼ି ଇନ୍ଦୂଜା ମେଡିକାଲ୍ ରେ ପହଁଚି ଗଲା।

ଏହି ଗାଡ଼ି ରେ ତାଙ୍କ ପିତା ଇନ୍ଦ୍ରଜିତ ଙ୍କୁ ଅଣା ଯାଇଥିଲା, ସାଥିରେ ରିୟା ଏବଂ ସନ୍ଧ୍ୟା ବି ଥିଲେ।ଡାକ୍ତର ଙ୍କ କହିବା ଅନୁଯାଇ ତାଙ୍କୁ ପାନିକ୍ ଆଟାକ୍ ଆସି ଯାଇଥିଲା। ଏହା ଦେଖି ରିୟା ଙ୍କ ବ୍ଲଡ଼ ପ୍ରେସର୍ ଲୋ ହେଇ ଯାଇଥିଲା ଏବଂ ତାଙ୍କୁ ବି ଆଡମିଟ କରିବାକୁ ପଡ଼ିଥିଲା। କିଛି ସମୟପରେ ରିୟା ଙ୍କୁ ଡିସଚାର୍ଜ କରାଯାଇଥିଲା କିନ୍ତୁ ତାଙ୍କ ପିତା ଙ୍କ ଦେହ ଏବେବି ଅସୁସ୍ଥ ଅଛି।

ରିୟା ଙ୍କ ପରିବାର ର ଲୋକେ ଏତେ ଡରି ଯାଇଛନ୍ତି ଯେ, ତାଙ୍କୁ ସିସିଟିଭି ଲଗାଇବାକୁ ପଡିଛି। ରିୟା ଙ୍କୁ ମଧ୍ୟ ଥେରପି ଦେବାକୁ ପଡ଼ୁଛି କାହିଁକି ନା ସେ ମାନସିକ ରୋଗ ରେ ପୀଡ଼ିତ ଅଛନ୍ତି।ତାଙ୍କ ମାଆ ମଧ୍ୟ ସ୍ବୀକାର କରିଛନ୍ତି ଯେ ରିୟା ପାଗଳ ଭଳି ବ୍ୟବହାର କରୁଥିଲେ।

ରିୟା ଙ୍କ ମାଆ ସନ୍ଧ୍ୟା ଏବେ ସମସ୍ତ ଙ୍କୁ କ୍ଷମା ମାଗୁଛନ୍ତି ଏବଂ ତାଙ୍କୁ ଛାଡ଼ିଦେବା କୁ ଅନୁରୋଧ କରୁଛନ୍ତି।ତାଙ୍କ ପୁଅ ଶୋବିତ୍ ଏବେ ବି ହାଜତ ରେ ଅଛନ୍ତି।ତାଙ୍କର ପୁରା ପରିବାର ନଷ୍ଟ ହୋଇ ସାରିଛି।

ଇଏ ସେହି ପରିବାର ଯିଏ କି ସୁଶାନ୍ତ ଙ୍କୁ ତାଙ୍କ ପରିବାର ଠାରୁ ଅଲଗା କରୁଥିଲେ ଏବଂ ତାଙ୍କ ଟଙ୍କା କୁ ମୋଉଜ୍ ମସ୍ତି ରେ ଉଡଉ ଥିଲେ। ଟଙ୍କା ସୁଶାନ୍ତ ଙ୍କ ଥିଲା କିନ୍ତୁ ତାକୁ ଖର୍ଚ୍ଚ କରିବାର ଅଧିକାର ରିୟା ଏବଂ ଇନ୍ଦ୍ରଜିତ ଙ୍କ ର ଥିଲା। ଏହି ପରିବାର ସୁଶାନ୍ତ ଙ୍କୁ ମାରିଛି ବୋଲି ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ କିନ୍ତୁ ଏମାନେ ସୁଶାନ୍ତ ଙ୍କୁ ନିଜ ସ୍ବାର୍ଥ ପାଇଁ ବ୍ୟବହାର କରୁଥିଲେ ଏବଂ ସ୍ବାର୍ଥ ହାସଲ ପରେ ତାଙ୍କୁ ଛାଡି ଦେଇଥିଲେ।

ରିୟା ହାଜତ ରେ ଥିଲା ବେଳେ କିଛି କିଛି ହଂଗାମା କରୁଥିଲେ। ତାଙ୍କର ଯେବେ ହାଜତ ରେ ୧୪ ଦିନ ସେଦିନ ହାଜତ ରେ ତାଙ୍କ ପାଇଁ ଅଦାଲତ ବସିଥିଲା। ସେଦିନ ତାଙ୍କ ସ୍ୱୋଭାବ ଆଶ୍ଚର୍ଯ୍ୟ ଜନକ ଥିଲା। ସେ ସେଦିନ ଧୀରେ ଧୀରେ ଆସି ଚୌକି ଉପରେ ବସିଥିଲେ।

ସୂଚନା ଅନୁସାରେ ରିୟା ସେଦିନ ପୁରା ଥକି ପଡିଥିଲେ।ରିୟା ଙ୍କ ର ଅହଙ୍କାର ସେଦିନ ପୁରା ଜଳି ସାରିଥିଲା।କାହିଁକି ନା ରିୟା ଗୋଟେ ମାସ ପୁରା ହାଜତ ରେ ରହି ସାରିଥିଲେ।

ରିୟା ଙ୍କୁ ଲାଗୁଥିଲା ଯେ ସୁଧୀର ଗୁପ୍ତା ଙ୍କ ରିପୋର୍ଟ ପରେ ତାଙ୍କୁ ଜାମିନ ମିଳିଯିବ କିନ୍ତୁ ସେମିତି କିଛି ଘଟି ନଥିଲା।ଏହା ଶୁଣି ରିୟା କାନ୍ଦିବାକୁ ଲାଗିଥିଲେ। ଶେଷରେ ଏମିତି ହେଲା ଯେ ସେ କାନ୍ଦି କାନ୍ଦି ବେହୋସ୍ ହୋଇ ପଡ଼ିଥିଲେ।ପରେ ଡାକ୍ତର ଙ୍କ ଦ୍ଵାରା ତାଙ୍କୁ ଠିକ୍ କରାଯାଇଥିଲା।

ଏକ ସୂତ୍ର ରୁ ଜଣା ପଡିଛି ଯେ ସେ ହାଜତ ଭିତରେ ଖାଇବା ବନ୍ଦ କରି ଦେଇଥିଲେ।ଯାହା ଫଳରେ ସେ ଦୁର୍ବଳ ହୋଇ ପଡ଼ିଥିଲେ। ହେଇ ପରେ ରିୟା ଜାମିନ ପାଇଁ ଏହି ସବୁ କାମ କରୁଥିଲେ, ସେ ଯାହା ବି ହେଉ ରିୟା ଏବଂ ତାଙ୍କ ଦଳ କୁ ସାରା ଜୀବନ ହାଜତ ରେ କାଟିବାକୁ ପଡ଼ିବ।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *