ତିନିଜଣ ଝିଅ ଜାଣିପାରିଲେ ଭଲ ସ୍ପର୍ଶ ଖରାପ ସ୍ପର୍ଶ, କହିଲେ ଅଙ୍କଲ ଆମ ସହ ପ୍ରତିଦିନ ଏମିତି କରନ୍ତି

ଟ୍ୟୁସନ ଶିକ୍ଷକ ପିଲା ମାନଙ୍କୁ “ଭଲ ସ୍ପର୍ଶ ଖରାପ ସ୍ପର୍ଶ” ବିଷୟରେ ପଢାଇବାରୁ ତିନିଜଣ ଝିଅ କାନ୍ଦି କାନ୍ଦି କହିଲେ କି ଅଙ୍କଲ ପ୍ରତିଦିନ ଆମ ସହ ଏମିତି କରୁଛନ୍ତି।

google

ଗୁଜୁରାଟ ର ବଡୋଦରା ରେ ଏକ ଏମିତି ଘଟଣା ସାମ୍ନାକୁ ଆସିଛି ଯାହା ସବୁ ଛୋଟ ପିଲା ମାନଙ୍କ ବାପା ମାଆ ଙ୍କ ଆଖି ଖୋଲିବାକୁ ଯାଉଛି । ବଡୋଦରା ର ମାଣେଜା ଇଲାକାର ରେ ରହୁଥିବା ତିନିଜଣ ଝିଅଙ୍କୁ ଜଣେ ବ୍ୟକ୍ତି ନିଜର ବିଳାସ ର ଶିକାର କରିଛି। ଏହି ବ୍ୟକ୍ତି ଝିଅ ମାନଙ୍କ ସହ ଜବରଦସ୍ତ କରି ତାଙ୍କ ସହିତ ଦୁଷ୍କ-ର୍ମ କରୁଛି।

ଏହି ପୁରା ମାମଲା ସେତେବେଳେ ବାହାରକୁ ଆସିଲା ଯେତେବେଳେ ଏହି କାମ୍ପ୍ଲେସ୍ଵ ରେ ପିଲାଙ୍କୁ ପଢ଼ାଇବାକୁ ଆସୁଥିବା ଶିକ୍ଷକ ଶ୍ରେଣୀରେ “ଭଲ ସ୍ପର୍ଶ ଖରାପ ସ୍ପର୍ଶ” ବିଷୟରେ ଦେଲେ ଶିକ୍ଷକ ଯେତେବେଳେ ପିଲାଙ୍କୁ ପଢାଉ ଥିଲେ, ସେହି ସମୟରେ ଶ୍ରେଣୀରେ ଗୋଟେ ଝିଅ କାନ୍ଦିବାକୁ ଲାଗିଲା। ଶିକ୍ଷକ ତାକୁ ପଚାରିଲେ କି କଣ ହେଲା, ପିଲାଟି କାନ୍ଦି କାନ୍ଦି କହିଲା ସେ ଅଙ୍କଲ ମୋ ସହିତ ପ୍ରତିଦିନ ଏମିତି କରୁଛନ୍ତି। ଏହି ଜବାବରୁ ଶିକ୍ଷକ ଙ୍କ ପାଦତଳୁ ମାଟି ଖସିଗଲା।

google

ଏହାପରେ ଦୁଇଜଣ ଅନ୍ୟ ଝିଅ ମଧ୍ୟ ଶିକ୍ଷକ ଙ୍କୁ ଏହି କଥା କହିଲେ କି ଅଙ୍କଲ ଆମ ମାନଙ୍କ ସହିତ ମଧ୍ୟ ପ୍ରତିଦିନ ଏମିତି କରୁଛନ୍ତି। ଶିକ୍ଷକ ପିଲାମାନଙ୍କ ପରିବାର ଲୋକଙ୍କୁ ଏହି ବିଷୟରେ ଖବର ଦେଲେ, ତାହା ପରେ ପରିବାର ଲୋକ ପୋଲିସ ଙ୍କ ପାଖରେ ପହଞ୍ଚିଲେ। ପୋଲିସ ଏହି ମାମଲାର ତଲାସ ଆରମ୍ଭ କଲେ ଓ ପିଲା ମାନଙ୍କ ସହ ଦୁଷ୍କ-ର୍ମ କରୁଥିବା ବ୍ୟକ୍ତି କୁ ଗିରଫ କଲେ।

ପୁରା ଘଟଣା ଉପରେ ଡିସିପି ଲକ୍ଷଧିର ସିଂ ଝାଲା ଙ୍କ କହିବା କଥା କି ବଡୋଦରା ର ମାଣେଜା ଇଲାକର କାମ୍ପ୍ଲେସ୍ଵ ରହୁଥିବା ରଜନୀକାନ୍ତ ଭିମଚନ୍ଦ୍ର ମହାନ୍ତି ସିମେନ୍ସ କମ୍ପାନୀ ରେ ଚାକିରୀ କରେ, ଯେଉଁଠି ତାଙ୍କ ପଡ଼ୋଶୀ ରେ ରହୁଥିବା ତିନିଜଣ ଝିଅଙ୍କୁ ପୂର୍ବ କିଛି ସମୟ ରୁ ନିଜ ଘରେ ଚକୋଲେଟ, ଆଇସ୍କ୍ରିମ ଭଳି ଜିନିଷ ର ଲୋଭ ଦେଖାଇ ନିଜ ଘରକୁ ଡାକୁଥିଲା। ତାହା ପରେ ମୋବାଇଲ ରେ ଖରାପ ଭିଡିଓ ଦେଖାଉ ଥିଲା ଓ ତାଙ୍କ ସହ ଦୁଷ୍କ-ର୍ମ କରୁଥିଲା।

google

ଆରୋପୀ ବ୍ୟକ୍ତି ଝିଅ ମାନଙ୍କୁ ଧମକ ଦେଇଥିଲା କି ଯଦି ଏହି ବିଷୟରେ କାହାକୁ କିଛି କହିବ ତାହେଲେ ସେ ତାକୁ ଜୀବନରୁ ମାରିଦେବ। ପୋଲିସ ତାକୁ ଗିରଫ କରି ପଚରା ଉଚରା କରିବାରୁ ସେ ତିନିଜଣ ଝିଅ ଙ୍କ ସହିତ ଦୁଷ୍କ-ର୍ମ କରୁଥିବା ର ନିଜ ଦୋଷ କୁ ସ୍ୱୀକାର କରିଲା। ପୋଲିସ ଝିଅ ମାନଙ୍କ ବୟାନ ଲେଖି ମେଡିକାଲ ତଲାସ ପାଇଁ ପଠାଇ ଦେଲେ।

ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *