ଚୀନ ଯୁଦ୍ଧ ପାଇଁ ପ୍ରସ୍ତୁତ ଥିଲାବେଳେ ଏବଂ ଏହି ଦେଶକୁ କଠୋର ଦଣ୍ଡ ଦେଇଥାଏ, ଗ୍ଲୋବାଲ ଟାଇମ୍ସ

କରୋନା ମହାମାରୀ ସମୟରେ ଆମେରିକା ଓ ଭାରତ ସହ ଚୀନ ର ସମ୍ପର୍କ ଖରାପ ହେଇଛି । ତାହା ନୁହେ ତାଇଵାନ ଏବଂ ଚୀନ ମଧ୍ୟରେ ତିକ୍ତତା ଅଧିକ ବଢିଯାଇଛି। ଚୀନ ଖବରକାଗଜ ଗ୍ଲୋବାଲ ଟାଇମସ ରେ ଲେଖାହେଇଛି, ଆଗକୁ ଯିବାକୁ କେବଳ ଏହି ରାସ୍ତା ଅଛିକି ଚୀନ ଯୁଦ୍ଧ ପାଇଁ ପ୍ରସ୍ତୁତ କରିବା ସହ ତାଇଵାନକୁ ଶୀଘ୍ର ଦଣ୍ଡ ଦେବା ଉଚିତ ,ଖବର କାଗଜରେ କୁହାଯାଇଛି ତାଇଵାନ ର ଅହଂକାର ବଢିଯାଇଛି।

ଏହା ପର୍ବରୂ ଗ୍ଲୋବାଲ ଟାଇମ୍ସ ଲେଖିଥିଲା ଯେ ଚୀନର ସୈନିକ ମାନେ ତାଇଵାନ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି । ବର୍ତମାନ ଖବର ଆସିଛି ଇତିହାସ ରେ ମୋଡ ଆସିଛି ଖବରକାଗଜ ରେ ଲେଖା ଅଛି ତାଇଵାନ ଭୁଲ ରାସ୍ତାରେ ଯାଉଛି ।

କହିରଖୁଛୁକି ଟାଇବାନର ସଂସଦ ରେ ଦୁଇଟା ନୂଆ ବିଲ ଆଗତ କରାଯାଇଛି ଯାହାପାଇଁ ଚୀନ ରାଗିଯାଇଛି । ତାଇଵାନ ନୂଆ ବିଲ ରେ ଆମେରିକା ସହ କୂଟନୀତିକ ସମ୍ପର୍କ କରିବାପାଇଁ ପୁଣି ଥରେ କୁହାଯାଇଛି । ଚୀନ କୁ ଏହି କଥା ଜମାରୁ ପସଂଦ ନାହିଁ ଯେ ତାଇଵାନ ର ସ୍ୱତନ୍ତ୍ର ରୂପରେ ଆମେରିକା ସହ କିଛି ସମ୍ପର୍କ ନରହୁ ।

ତାଇଵାନ ର ନୂଆ ବିଲରେ କୁହାଯାଇଛି ଚୀନ ର କମ୍ୟୁନିଟି ପାର୍ଟି ର ପ୍ରଭାବକୁ ମୁକାବିଲା କରିବାପାଇଁ ଆମେରିକା ସହ ବହୁତ ଭଲ ସମ୍ପର୍କ କରାଯିବ ।କିନ୍ତୁ ଗ୍ଲୋବାଲ ଟାଇମ୍ସ ଖବର କାଗଜ ର କହିବା ଅନୁଯାଇ ତାଇଵାନ ର ଏହି ନିଷ୍ପତି ରେ ତାର ଅନ୍ତ ନିଶ୍ଚିନ୍ତ ହେବ ।

Leave a Reply

Your email address will not be published. Required fields are marked *