ଘରେ ଜଳାନ୍ତୁ ଏହି ୨ଟି ଜିନିଷ, ମାତା ଲକ୍ଷ୍ମୀ କରିବେ ଆପଣଙ୍କ ଘରେ ଧନର ବର୍ଷା

ବନ୍ଧୁଗଣ ଆଜି ଆମେ ଏମିତି ଉପାୟ ବିଷୟରେ କହିବୁ ଯାହା ଦ୍ୱାରା ଆପଣ ଗୋଟେ ଧନଵାନ ବ୍ୟକ୍ତି ହୋଇପାରିବେ | ବନ୍ଧୁଗଣ ଆପଣ ଯଦି ଘରେ ଏହି ଦୁଇଟି ଜିନିଷକୁ ଜାଳନ୍ତି ତେବେ ଆପଣଙ୍କୁ କୋଟିପତି ହେବାରେ କେହି ରୋକି ପାରିବେ ନାହିଁ | ଜୀବନରେ ପ୍ରତ୍ୟକ ମଣିଷକୁ ଟଙ୍କା ପଇସା ଦରକାର ପଡିଥାଏ | ଏବଂ ଧନୀ ହେବାକୁ କିଏବା ଚାହିଁ ନଥାଏ  ତେଣୁ ସମସ୍ତେ ଖୁସିରେ ଜୀବନ କାଟିବାକୁ ଚାହିଁଥାନ୍ତି ଓ ଭୋଗ ବିଳାଶ କରିବାକୁ ଚାହିଁଥାନ୍ତି |

google

ତେଣୁ ଏଥିପାଇଁ ପଇସାର ଦରକାର ପଡିଥାଏ | କିନ୍ତୁ ଆଜିର ସମୟରେ ଧନ କମେଇବା ସହଜ ହୋଇନଥାଏ | ଆଜିର ମଣିଷ ଅକ୍ଲାନ୍ତ ପରିଶ୍ରମ କଲାପରେ ଯାଇ ଜୀବନରେ କିଛି କମାଇଥାଏ | କିନ୍ତୁ ମଣିଷ ଭୋଗ ବିଳାଶରେ ଜୀବନ ବିତେଇ ପାରେନା | ଆଜି ଆମେ ଆପଣଙ୍କୁ ଗୋଟିଏ ଏମିତି ଉପାୟ ବିଷୟରେ କହିବୁ ଯାହାକୁ କରି ମାତ୍ର ଏକ ଘଂଟାରେ ଏହି ଦୁଇଟି ଜିନିଷକୁ ଜଳାଇ କୋଟିପତି ହେବାର ଲକ୍ଷ ପାଇପାରିବେ |

google

ପ୍ରଥମେ ଆପଣ କର୍ପୁର ଏବଂ ଲବଙ୍ଗ ଆଣନ୍ତୁ ଏହି ଦୁଇଟି ଜିନିଷକୁ ଜଳାଇ ଆପଣ କୋଟିପତି ହୋଇପାରନ୍ତି | ଏବଂ ଆପଣଙ୍କ ଧନ ସମ୍ବନ୍ଧିତ ସବୁ ସମସ୍ୟା ଦୂର ହୋଇଯିବ | ଯଦି କରଜ ଭରି ରହିଛି ତାହା ମଧ୍ୟ ଦୂର ହେଇପାରିବ | ଏହି କାର୍ଯ୍ୟ କରିବା ଦ୍ୱାରା ମଧ୍ୟ ଆପଣଙ୍କର ସମସ୍ତ ଅଟକି ରହିଥିବା କାର୍ଯ୍ୟ ବି ଜୋର ସୋର ରେ ଚାଲୁ ହେବାକୁ ଲାଗିବ ଏବଂ ଆପଣଙ୍କର ସବୁ ଇଚ୍ଛା ନିଶ୍ଚିନ୍ତ ଭାବରେ ପୁରଣ ହେବାକୁ ଲାଗିବ | ଧନ ସମ୍ବଧିତ ସମସ୍ୟାକୁ ଦୂର କରିବାକୁ ଏହି ଉପାୟ ବହୁତ ଲାଭକାରୀ ଅଟେ | ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ବିଷୟରେ |

google

ତେବେ ରାତ୍ର ସମୟରେ ଗୋଟିଏ ମାଟି ଦୀପ ଆଣନ୍ତୁ ଏବଂ ସେଥିରେ ଗୋଟିଏ କର୍ପୁର ଖଣ୍ଡ ଏବଂ ପାଞ୍ଚଟି ଲବଙ୍ଗ ପକାନ୍ତୁ | ତାପରେ ସେହି କର୍ପୁର ଖଣ୍ଡରେ ନିଆଁ ଲଗେଇ ଦିଅନ୍ତୁ | ଯେତେବେଳେ ଆପଣ ଦେଖିବେ ସେହି କର୍ପୁରରେ ନିଆଁ ଲଗେଇବେ ତେବେ ସେହି କର୍ପୁର ଜଳିବା ସହିତ ଲବଙ୍ଗ ମଧ୍ୟ ଜଳିବ | ଏବଂ ଦୁଇଟି ଯାକ ଜଳିବାରେ ଲାଗିବ ତାପରେ ଏହାକୁ ସେହି ଜଳୁଥିବା ଅବସ୍ଥାରେ ଏହାକୁ ନେଇ ଆପଣ ଆପଣଙ୍କ ମୁଖ୍ୟ ଫଟାକର ସାମ୍ନାରେ ବାମ ପଟରେ ରଖିଦିଅନ୍ତୁ | ଯାହାଫଳରେ ଆପଣଙ୍କ ନକାରାତ୍ମକ ଉର୍ଜାକୁ ଦୂର କରି ଘରକୁ ଧନ ଆଣିବାର ସବୁ ରାସ୍ତା ଖୋଲିଦେବ | କାରଣ କର୍ପୁର ଜଳିବା ଦ୍ୱାରା ଘରକୁ ନକରାତ୍ମକ ଉର୍ଜାଠାରୁ ଦୂର କରିଥାଏ | ଘରକୁ ଧନ ଆସିବାର ସବୁ ରାସ୍ତା ଖୋଲିଦେଇ ଥାଏ |

ଏହା ଦ୍ୱାରା ଆପଣଙ୍କ ଘରକୁ ଧନ ସମ୍ବଧିତ ସବୁ ସମସ୍ୟା ବା ଧନ ଆସିବାର ସବୁ ରାସ୍ତା ଖୋଲିଯିବ | ଏବଂ ଆପଣଙ୍କ ଘରୁ ସବୁ ଅଭାବ ମଧ୍ୟ ଦୂର ହେବାକୁ ଲାଗିବ | ଘରକୁ ତାଙ୍କ ପଇସାର ଆଗମନ ହେବ | ଏହା ସହିତ ଘରେ ଧନ ସମ୍ପତି ବା ଟଙ୍କା ପଇସାର ସ୍ଥାଇ ରୂପେ ବାସକରିଥାଏ ଏହା ସହିତ ମଧ୍ୟ ମାତା ଲକ୍ଷ୍ମୀଙ୍କର ଘରେ ବାସ ହୋଇଥାଏ | ଏବଂ ଯେଉଁଠାରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ ସେଠି କେବେବି ଧନ ସମ୍ପତ୍ତିର ଅଭାବ ରହିନଥାଏ | ସେହି ମନୁଷ୍ୟ ସର୍ବଦା ହୋଗୀ ବିଳାସରେ ଜୀବନ କାଟିଥାଏ |

ମାତା ଲକ୍ଷ୍ମୀଙ୍କ ଆଶ୍ରିବାଦ ଲାଭ କରିବାକୁ ହୃଦୟରୁ ଲାଇକ ଓ ଶେୟାର କରିଦିଅନ୍ତୁ ଏବଂ କମେନ୍ଟ ରେ ଲେଖି ଦିଅନ୍ତୁ ” ଜୟ ମାତା ଲକ୍ଷ୍ମୀ “

Leave a Reply

Your email address will not be published. Required fields are marked *