ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ ସବୁଠାରୁ ବଡ଼ ଅରୋପୀ ରିୟା ଚକ୍ରବର୍ତ୍ତୀ ଏବେ ଜେଲ ଭିତରେ ଅଛନ୍ତି।୬ ଅକ୍ଟୋବର ମଙ୍ଗଳବାର ଦିନ ପୁଣି ରିୟା ଙ୍କୁ ୨୦ ଅକ୍ଟୋବର ଯାଏ ଜେଲ ପଠାଇଦେଲେ। ରିୟା ଙ୍କୁ କୋଟ ରୁ କିଛି ରାହତ ମିଳିଲା ନାହିଁ। ଏହାର ମାନେ ରିୟା ଙ୍କୁ କିଛି ବି ବେଲ ମିଳିଲା ନାହିଁ। କିନ୍ତୁ କୋଟ ରେ ଯାହା ହେଲା ରିୟା ଙ୍କର ଯେଉଁ ଅବସ୍ଥା ହେଲା ତାହା ଆଶ୍ଚର୍ଯ୍ୟ କଲା ଭଳି କଥା ଅଟେ। କିନ୍ତୁ ଏବେ ଯାଏ ଝଗଡ଼ା କରୁଥିବା, ଲଢେଇ କରୁଥିବା, କୋଟ ରେ ତମସା କରୁଥିବା ରିୟା ଚକ୍ରବର୍ତ୍ତୀ ଙ୍କ ଘମଣ୍ଡ ପୁରା ଭାଙ୍ଗି ଗଲା। ଓ ରିୟା ପୁରା କାନ୍ଦିବାକୁ ଲାଗିଲେ ଓ ନିଜର ଚେତା ମଧ୍ୟ ହରେଇ ବସିଲେ। ରିୟା ଙ୍କ ଶରୀରରେ ଜୀବନ ନଥିଲା। ରିୟା ଙ୍କର ସବୁ ଘମଣ୍ଡ ଭାଙ୍ଗି ଗଲା। କଣ ହେଲା କୋଟ ରୁମ ରେ ଯେଉଁଥିପାଇଁ ରିୟା ଙ୍କର ଏମିତି ଅବସ୍ଥା। ଆସନ୍ତୁ ଜାଣିବା ଆଉ ତାହା ସହ ଜାଣିବା ଏହା ରିୟା ଙ୍କ ର କିଛି ଷଢଯନ୍ତ୍ର ତ ନୁହେଁ?
ରିୟା ଚକ୍ରବର୍ତ୍ତୀ ଙ୍କ ଜେଲରେ ୧୪ ଦିନ ରହିବା ଶେଷ ହେଉଥିଲା। ନିୟମ ଅନୁସାରେ ସବୁଥର ପରି ଏଥର ମଧ୍ୟ ରିୟା ଙ୍କ ପାଇଁ ଜେଲରେ କୋଟ ରୁମ କରାଗଲା ଆଉ ସମସ୍ତ ଓକିଲ ଓ ଜର୍ଜ ଭିଡିଓ କନଫରେନ୍ସ ରେ ଯୋଡ଼ା ହେଲେ। ଭାଇକାଲ ଜେଲ ସୂତ୍ର ଙ୍କ କହିବା କଥା କି ସବୁଥର ଆରମ୍ଭ ରୁ ହଙ୍ଗାମା କରୁଥିବା ରିୟା ଙ୍କ ବ୍ୟବହାର ଏଥର ଆଶ୍ଚର୍ଯ୍ୟ କରୁଥିଲା। ରିୟା ଯେତେବେଳେ ଭିଡିଓ କନଫରେନ୍ସ ରୁମ କୁ ଆସିଲେ ପୁରା ଚୁପଚାପ ଆସି ଚୌକି ରେ ବସିଗଲେ। ଜେଲ ସୂତ୍ର ଅନୁସାରେ ସେଠି ମଧ୍ୟ ଲୋକଙ୍କୁ ଭରଷା ହେଲା ନାହିଁ କି ରିୟା ଙ୍କ ର ଅଚାନକ କଣ ହେଲା? ରିୟା କାହିଁକି ବଦଳି ଗଲେ। ଆସନ୍ତୁ ଜାଣିବା
ଶୁଣାଣି ର ଠିକ ପୂର୍ବରୁ ରିୟା ଙ୍କ ଓକିଲ ମାନସିନ୍ଦ ଟିମ ର ଜଣେ ମହିଳା ଓକିଲ ରିୟା ଙ୍କୁ ଦେଖା କରିବାକୁ ଆସିଥିଲେ। ଆଉ ଏହା ମଧ୍ୟ ହୋଇଥାଇ ପାରେ କି ରିୟା ଙ୍କୁ ଏମିତି କରିବାପାଇଁ ମହିଳା ଓକିଲ ଜଣକ କହିଥିବେ। କିନ୍ତୁ ଯାହା ବି ହେଉ ଏଥର ରିୟା ଙ୍କ ଚେହେରା ପୁରା ବଦଳି ଯାଇଥିଲା। ଜେଲ ସୂତ୍ର ଅନୁସାରେ ରିୟା ଙ୍କ ମୁହଁ ପୁରା ବଦଳି ଯାଇଥିଲା। ଯେମିତି ସେ ଆଗରୁ ଥିଲେ ସେମିତି ବିଲକୁଲ ନଥିଲା। କାରଣ ପୁରା ପାଖାପାଖି ଗୋଟେ ମାସ ହେଲା ରିୟା ଜେଲରେ ଅଛନ୍ତି ଆଉ ଗୋଟେ ମାସ ରେ ବହୁ ବଡ଼ ବଡ଼ ଲୋକଙ୍କ ର ଅବସ୍ଥା ମଧ୍ୟ ଖରାପ ହୋଇଯାଏ।
ଏଠି ରିୟା ଙ୍କ ସହିତ ମଧ୍ୟ ସେମିତି କିଛି ହୋଇଛି। ଜେଲ ସୂତ୍ର ଅନୁସାରେ ଶୁଣାଣି ଆରମ୍ଭ ହେଲା। ଆଉ ଏନସିବି ପୁଣି ଥରେ ରିୟା ଙ୍କୁ ରାୟ ମାଗିଲା। କିନ୍ତୁ ରିୟା ଙ୍କ ଓକିଲ ସିଧା ସିଧା ବିରୋଧ କଲେ। କିନ୍ତୁ କିଛି ସମୟ ଶୁଣାଣି ରେ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସବିନ ଚକ୍ରବର୍ତ୍ତୀ ଙ୍କୁ ପୁଣି ଥରେ ୧୪ ଦିନ ପାଇଁ ଜେଲ ପଠାଗଲା। ପୁରା ଶୁଣାଣି ପରେ ରିୟା ଅଚାନକ କାନ୍ଦିବାକୁ ଲାଗିଲେ ଓ ତାହା ପରେ ରିୟା ଙ୍କ ଅବସ୍ଥା ଖରାପ ହୋଇଗଲା। କାରଣ ରିୟା ଙ୍କୁ ଲାଗୁଥିଲା ଏମ୍ସ ସୁଧୀର ଗୁପ୍ତା ଙ୍କ ରିପୋର୍ଟ ପରେ ତାଙ୍କୁ କୋଟ ରୁ ବାହାର କରିଦେବେ କିନ୍ତୁ ଏହା କିଛି ହେଲା ନାହିଁ।ଯାହା ପରେ ରିୟା ଚକ୍ରବର୍ତ୍ତୀ କୋଟ ରୁମ ରେ ବହୁତ ଜୋରେ କାନ୍ଦିବାକୁ ଲାଗିଲେ।
ଯେଉଁ ରିୟା କୋଟ ରେ ହଙ୍ଗାମା କରୁଥଲେ ସେ ହାଠତ କାନ୍ଦିବାକୁ ଲାଗିଲେ। ପୁରା ଭାଙ୍ଗି ମଧ୍ୟ ପଡିଲେ। ଆଉ ସେ ଚିଳାଉ ନଥିଲେ ସେ ବହୁତ ଜୋର କାନ୍ଦିବାକୁ ଲାଗିଲେ। ଜର୍ଜ ଙ୍କ ଶୁଣାଣି ପରେ ରିୟା ଚୌକି ରୁ ଉଠିଯାଇଥିଲେ ଓ କାନ୍ଦି କାନ୍ଦି ତଳେ ବସି ପଡ଼ିଲେ। ଆଉ ଏଥିରେ ରିୟା ଙ୍କୁ କେହି ଅଟକାଇଲେ ନାହିଁ କି କେହି କିଛି କହିଲେ ନାହିଁ ଜେଲ ର କର୍ମଚାରୀ ମଧ୍ୟ ଚୁପଚାପ ଥିଲେ ଓ କିଛି ସମୟ ପରେ ଅଧିକାଂଶ କର୍ମଚାରୀ ସେଠୁ ପଳେଇଗଲେ। ରିୟା ଙ୍କ ସେଲ ପାଖରେ ଠିଆ ହୋଇଥିବା ଦୁଇଜଣ ମହିଳା କନଷ୍ଟେବଳ ତାଙ୍କ ପାଖରେ ଥିଲେ। କାନ୍ଦି କାନ୍ଦି ରିୟା ଙ୍କ ଅବସ୍ଥା ଏମିତି ହୋଇଗଲା ସେ ନିଜର ଚେତା ହରେଇ ବସିଲେ।
ତାହା ପରେ ତୁରନ୍ତ ଜେଲ ର ଡାକ୍ତର ଙ୍କୁ ଡାକି ରିୟା ଙ୍କୁ ହୋଶ କୁ ଅଣାଗଲା। ଜେଲ ସୂତ୍ର ଙ୍କ କହିବା କଥା କି ରିୟା ଜେଲ ରେ ଖାଇବା ପୁରା କମ କରି ଦେଇଛନ୍ତି। ଖାଲି ନାମକୁ ଖାଇବା ଖାଉଛନ୍ତି। ରିୟା ସେଠି ଦୁର୍ବଳ ରୁ ଚେତା ହରେଇ ବସିଲେ। ଜେଲ ସୂତ୍ର ଙ୍କ ଏହା ମଧ୍ୟ କହିବା କଥା କି ରିୟା ଙ୍କ ଓଜନ ମଧ୍ୟ କମି ଯାଇଛି। ରିୟା ଙ୍କ ଆଖି କଳା ପଡ଼ିଯାଇଛି ଓ ତାଙ୍କ ଚେହେରା ମଧ୍ୟ ଝଡି ଯାଇଛି । ଏହାର ମାନେ ରିୟା ଙ୍କ ଅବସ୍ଥା ବହୁତ ଖରାପ ହୋଇଯାଇଛି। ରିୟା ଏତେ ଦୁର୍ବଳ ହୋଇଯାଇଛନ୍ତି ଯେଉଁଥିପାଇଁ ସେ କାନ୍ଦି କାନ୍ଦି ନିଜର ଚେତା ହରେଇ ବସିଲେ।
ଜେଲ ସୂତ୍ର ଅନୁସାରେ ରିୟା ଙ୍କୁ ପୁଣି ଥରେ ତାଙ୍କ ସେଲ କୁ ଅଣାଗଲା। ଆଉ ଜେଲ ରେ ଏହା ମଧ୍ୟ କହିଲେ କି ଯଦି ତାଙ୍କର କିଛି ଖାଇବାକୁ ଇଚ୍ଛା ହୁଏ ତାହେଲେ ସେ ଖାଇବା ତାଙ୍କୁ ଉପଲବ୍ଧ କରାଯିବ। କିନ୍ତୁ ରିୟା ସିଧା ସିଧା ମନା କରିଦେଲେ। ଏହା ପରେ ରିୟା ଚୁପଚାପ ନିଜ ସେଲ ଭିତରକୁ ଯାଇ କାନ୍ଦି ବାକୁ ଲାଗିଲେ। ଯେଉଁ ରିୟା ସେଲ ରେ ହଙ୍ଗାମା କରୁଥଲେ ସେ ଅଚାନକ ଚୁପଚାପ କାନ୍ଦି ବାକୁ ଲାଗିଲେ। ଏହା ପୂର୍ବରୁ ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ଙ୍କୁ ଗାଳି ଦେଉଥିଲେ ଓ ବହୁତ ହଙ୍ଗାମା କରୁଥଲେ। କିନ୍ତୁ ଏଥର ରିୟା ପୁରା ଚୁପଚାପ ରହିଲେ।
ଏହା କଣ ରିୟା ଙ୍କ ର କିଛି ନୂଆ ଷଢଯନ୍ତ୍ର ନା ରିୟା ଙ୍କୁ ଅକଲ ଆସି ଯାଇଛି। ଏହା ଜାଣିବା ବହୁତ ଜରୁରୀ ଅଟେ।ଏମିତି ମଧ୍ୟ ହୋଇଥାଇ ପାରେ କି ରିୟା ଚକ୍ରବର୍ତ୍ତୀ ବେଲ ପାଇଁ ନିଜକୁ ଏମିତି ଦେଖାଉ ଛନ୍ତି। ନହେଲେ ରିୟା ଙ୍କ ଓକିଲ ଏମିତି କରିବା ପାଇଁ କହିଛନ୍ତି, ରିୟା କାନ୍ଦିବାର ନାଟକ କରି ପାରନ୍ତି। କିନ୍ତୁ ଜେଲ ସୂତ୍ର ଯାହା କହିଛନ୍ତି କି ରିୟା ଙ୍କ ଅବସ୍ଥା ପୁରା ଖରାପ ହୋଇଯାଇଛି। ରିୟା ଙ୍କ ଘମଣ୍ଡ ଗୋଟେ ମାସ
ଭିତରେ ପୁରା ବାହାରି ଯାଇଛି।ଆମେ ଏବେ ଏତିକି କହିବୁ କି ରିୟା ଙ୍କ ସହିତ ତାଙ୍କ ପୁରା ଗ୍ୟାଙ୍ଗ ଙ୍କୁ ମଧ୍ୟ ସାରା ଜୀଵନ ଜେଲରେ କାଟିବାକୁ ପଡ଼ିବ।ଆଉ ସେତେବେଳେ ସୁଶାନ୍ତ ଙ୍କ ସହିତ ହୋଇଥିବା ଅନ୍ୟାୟର ହିସାବ ହୋଇପାରିବ।ଏହାର ପ୍ରଥମ ଶୁଣାଣି ରେ ରିୟା କଣ ତାମସା କରିଥଲେ ଆସନ୍ତୁ ଜାଣିବା
ରିୟା ଚକ୍ରବର୍ତ୍ତୀ ପୁଣି ଥରେ ବେଲ ପାଇଁ କୋଟ ଯାଇଥିଲେ ଓ ସେ ଶୁଣାଣି ବମ୍ବେ ହାଇକୋର୍ଟ ରେ ହୋଇଥିଲା। ସବୁଥର ଭଳି ଏଥର ମଧ୍ୟ ଭିଡିଓ କନଫରେନ୍ସ ଜରୀଆରେ ଭାଇକାଲ ଜେଲରେ ଶୁଣାଣି ହୋଇଥିଲା। ସକାଳ ଠିକ ଏଗାର ଟାରେ ବମ୍ବେ ହାଇକୋର୍ଟ ରେ ଶୁଣାଣି ହେଲା। ଓ ରିୟା ଚକ୍ରବର୍ତ୍ତୀ ଙ୍କୁ ଭାଇକାଲ ଜେଲରେ ଭିଡିଓ କନଫରେନ୍ସ ରେ ଯୋଡ଼ା ହୋଇଗଲେ। ଏବେ କୋଟ ରେ ରିୟା କେମିତି ତାମସା କଲେ ଆସନ୍ତୁ ଜାଣିବା। ତାହାର ଠିକ୍ ପୂର୍ବରୁ ଜେଲରେ କଣ ହୋଇଥିଲା ଆସନ୍ତୁ ଜାଣିବା।
ପ୍ରଥମେ ରିୟା ଙ୍କ ଓକିଲ ନିଜର ଦଲିଲ ଦେଇ କହିଲେ କି ରିୟା ଚକ୍ରବର୍ତ୍ତୀ ଯେଉଁ ଡ୍ରଗସ୍ ନେଉଥିଲେ ତାହାର ମାତ୍ରା ଅଧିକ ନଥିଲା। ଯେଉଁଥିପାଇଁ ତାଙ୍କୁ ଏତେ ଦିନ ଧରି ଜେଲ ରେ ରହିବାକୁ ପଡିବ। ଆଉ ସୁଶାନ୍ତ ଙ୍କ କେସ ରେ ରିୟା ସବୁ ପ୍ରକାରର ସାହାଯ୍ୟ କରୁଛନ୍ତି ଯେତେବେଳେ ତାଙ୍କୁ ଡକାଯାଇଛି ସେ ଆସିଛନ୍ତି ଆଉ ରିୟା ଙ୍କୁ ମଧ୍ୟ ପଚରା ଉଚରା କରାଯାଉଅଛି। ଆଉ ସେ ତଲାସ ରେ ମଧ୍ୟ ସାହାଯ୍ୟ କରୁଛନ୍ତି। ଏହାର ମାନେ ତାଙ୍କୁ ଏତେ ଦିନ ଧରି ଜେଲ ରେ ରଖିବାର କାରଣ କିଛି ନାହିଁ
।ଏହା ଶୁଣି ରିୟା ଚକ୍ରବର୍ତ୍ତୀ ଙ୍କୁ ଲାଗୁଥିବ କି ତାଙ୍କର ବେଲ ହୋଇଯିବ। କିନ୍ତୁ ଅସଲ କାହାଣୀ ଏବେ ବାକି ଅଛି। ଏନସିବି କହିଛିି କି ରିୟା ନିଜେ ଡ୍ରଗସ୍ କିଣିଥିଲେ ଓ ତାଙ୍କ ବଏଫ୍ରେଣ୍ଡ ଙ୍କୁ ମଧ୍ୟ ଦେଇଥିଲେ ଏଇଠୁ ହଙ୍ଗାମା ଆରମ୍ଭ ହୋଇଛି। ଏନସିବି ଏହା କହିଛିି କି ଯଦି ରିୟା ଚକ୍ରବର୍ତ୍ତୀ ଜେଲ ରୁ ବାହାରକୁ ଯିବେ ତାହେଲେ ସେ ସବୁ ପ୍ରମାଣ ଓ ସାକ୍ଷୀ କୁ ନଷ୍ଟ କରି ପାରନ୍ତି।ବାସ ଏତିକି ଶୁଣି ରିୟା ପାଗଳାମି ଆରମ୍ଭ କରିଦେଲେ। ଏହି ପାଗଳାମି ରେ ସେ ଯେଉଁ ଚୌକି ରେ ବସିଥିଲେ ସେ ଚୌକି କୁ ସେ ଫୋପାଡି ଦେଲେ ଆଉ ଚିଲାଇ କହିଲେ ମୋତେ ମାରିଦିଅ, ମୋତେ ବେଲ ଦିଅ ନାହିଁ।
ଏହାର ମାନେ ରିୟା ଙ୍କ ଅବସ୍ଥା ଖରାପ ହେଉଥିଲା ଓ ଦୁଇଜଣ କର୍ମଚାରୀ ତାଙ୍କୁ ଧରିବାକୁ ଚେଷ୍ଟା କରିବାକୁ ସେ ତାଙ୍କୁ ମଧ୍ୟ ପେଲି ଫୋପାଡି ଦେଇଥିଲେ।ବଡ଼ କଥା ଏହା କି ରିୟା ଙ୍କ ର ହରକତ ଭିଡିଓ ଜେଲରେ ସମସ୍ତଙ୍କୁ ଦେଖା ଯାଉଥିଲା। ସମସ୍ତ ଓକିଲ ଓ କୋଟ କୁ ମଧ୍ୟ। କିନ୍ତୁ ରିୟା ଙ୍କୁ କିଛି ଫରକ ପଡୁ ନଥିଲା। ଜେଲ ସୂତ୍ର ଅନୁସାରେ ରିୟା ଚିଳାଇ ଛିଲାଇ ସୁଶାନ୍ତ ଙ୍କୁ ବହୁତ ଗାଳି ଦେଲେ ଆଉ କହିଲେ କି ନିଜେ ତ ମରିଗଲେ ମୋ ଜୀବନ ମଧ୍ୟ ବରବାଦ କରିଦେଲେ। କିନ୍ତୁ ଏତିକିରେ ବି ରିୟା ଙ୍କ ରାଗ ଥଣ୍ଡା ହେଲା ନାହିଁ। ଆଉ ରିୟା ବହୁତ ହଙ୍ଗାମା କଲେ।
ରିୟା ନିଜ କୁ ହାତ ମଧ୍ୟ ଲଗାଇବାକୁ ଦଉ ନଥିଲେ।ଏହା ପରେ ରିୟା ସମସ୍ତଙ୍କ ସାମ୍ନାରେ ନିଜର କପଡା ଚିରିବାକୁ ଚେଷ୍ଟା କଲେ କିନ୍ତୁ ଚିରି ପାରିଲେ ନାହିଁ। ଆଉ ତାହା ଭିତରେ କର୍ମଚାରୀ ରିୟା ଙ୍କୁ ଧରି ପକାଇଲେ। ଏହା ପରେ ବହୁତ ତାମସା ହେଲା। ତାହା ପରେ ରିୟା ଙ୍କୁ କୋଟ ରେ ବହୁତ ଗାଳି ମଧ୍ୟ ହେଲା। ତାଙ୍କ ସହ ରିୟା ଙ୍କ ଓକିଲ କୁ ମଧ୍ୟ କହିଲେ କି କଣ ହେଉଛି ଏମିତି ଏ ଝିଅ କଣ ପାଇଁ କରୁଛି। ଆଉ କୋଟ କହିଲା କି ଯଦି ଏମିତି କରି ସେ ଭାବୁଛି ତାକୁ ବେଲ ମିଳିଯିବ ବୋଲି ତାହା ବିଲକୁଲ ନୁହେଁ।
ଏମିତିରେ ରିୟା ଜେଲ ରୁ ବାହାରିବା ଏତେ ସହଜ ନୁହେଁ। ପୁଣି ଥରେ ବମ୍ବେ ହାଇକୋର୍ଟ ରେ ହଙ୍ଗାମା ହୋଇଗଲା। ଏଥିରେ ରିୟା ଙ୍କ ଓକିଲ କହିଲେ କି ରିୟା ଙ୍କ ଅବସ୍ଥା ଖରାପ ଅଛି ତାଙ୍କର ବାହାରକୁ ଯିବା ନିହାତି ଆବଶ୍ୟକ। ରିୟା କୋଟ ରେ ଆଗରୁ ଏମିତି ବହୁତ ହଙ୍ଗାମା କରିଛନ୍ତି। ସେଥିପାଇଁ କୋଟ ରେ ଏହାର କିଛି ବି ପ୍ରଭାବ ପକେଇଲା ନାହିଁ। ଆଉ ରିୟା ଙ୍କୁ ପୁଣି ଥରେ ବମ୍ବେ ହାଇକୋର୍ଟ ରେ ବଡ଼ ଝଟକା ଲାଗିଲା। ଏବେ ସତ ଏହା କି ରିୟା ନିଜର ବେଲ ପାଇଁ ଏମିତି ସବୁ ହରକତ କରୁଥିଲେ। ନହେଲେ ରିୟା ଙ୍କ ଓକିଲ ତାଙ୍କୁ ଏମିତି କରିବା ପାଇଁ କହିଛନ୍ତି।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।