ଆଣ୍ଠୁ ଗଣ୍ଠିରେ ଯେତେବି ପୁରୁଣା ହୋଇଥାଉ ଠିକ ହୋଇଯିବ କେବଳ ୧ ଦିନରେ

ବନ୍ଧୁଗଣ କଣ ଆପଣ ଆଣ୍ଠୁଗଣ୍ଠି ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି କି | ଯେତେବି ପୁରୁଣା ଆଣ୍ଠୁଗଣ୍ଠି ସମସ୍ୟା ହୋଇଥାଉ ଆଜି ଆମେ ଆପଣଙ୍କୁ ଏକ ସରଳ ଘରୋଇ ଉପାୟ କହିବୁ ଏହା ଦ୍ୱାରା ଆପଣଙ୍କ ଆଣ୍ଠୁଗଣ୍ଠି କଷ୍ଟ ପୁରା ଦୂର ହୋଇଯିବ |

ପ୍ରଥମେ ଆପଣଙ୍କୁ ଆବଶ୍ୟକ ଆଲୋବେରା | ପ୍ରଥମେ ଆଲୋବେରା କୁ ଆଣି ତା ଭିତରୁ ଜେଲ ବାହାର କରିନିଅନ୍ତୁ | ବନ୍ଧୁଗଣ ଏହାର ଜେଲ ଆଣ୍ଠୁଗଠି ସମସ୍ୟା ପାଇଁ ବହୁତ ଲାଭ ଦାୟକ ଅଟେ | ଏହା ଆପଣଙ୍କ ଆଣ୍ଠୁରେ ହେଉଥିବା କଷ୍ଟକୁ ଦୂର କରେ |

ଏହା ପରେ ଏଥିରେ ଆମେ ମିସେଇବା ଏକ ଚାମଚ ଜଡ଼ା ତେଲ | ଏହା ଆପଣଙ୍କୁ କୌଣସି ବି ତେଜେରାତି ଦୋକାନରୁ ବହୁତ ସହଜରେ ମିଳିଯିବ | ଜଡ଼ା ତେଲ ଯାହାକୁ ଆମେ ଇଂରାଜୀରେ(castor oil) କହିଥାଉ |

ଏକ ଚାମଚ ଜଡ଼ା ତେଲ ଏଥିରେ ମିଶାନ୍ତୁ ଏବେ ଆପଣ ଅଧା ଚାମଚ ହଳଦୀ ଗୁଣ୍ଡ ମିଶାନ୍ତୁ |ତାପରେ ଆପଣ ଏହି ସମସ୍ତ ସାମଗ୍ରୀକୁ ଭଲ ଭାବେ ମିଶାନ୍ତୁ | ବନ୍ଧୁଗଣ ଏଥିରେ ଆମେ ଯେଉଁ ସବୁ ସାମଗ୍ରୀ ପ୍ରୟୋଗ କରିଥିଲେ ସେଥିରେ ଆଣ୍ଟି ବାୟୋଟିକ ଗୁଣ ମିଳିଥାଏ | ଏବେ ଜାଣିବା ଆଗକୁ କଣ ପ୍ରୟୋଗ କରିବା | ଏବେ ଆପଣଙ୍କୁ ଆବଶ୍ୟକ ଦୁଇଟି ଜଡ଼ା ପତ୍ର | ପ୍ରଥମେ ଦୁଇଟି ଜଡ଼ା ପତ୍ର ନେଇ ତାକୁ ଭଲ ଭାବେ ଧୋଇଦିଅନ୍ତୁ | ତାପରେ ଆପଣ ଏକ ତାୱା ନେଇ ଆଁଚରେ ବସେଇ ହାଲକା ଗରମ କରିନିଅନ୍ତୁ | ତାୱା ହାଲକା ଗରମ ହୋଇଗଲା ପରେ ତାକୁ ବନ୍ଦ କରିନିଅନ୍ତୁ |

ତାପରେ ସେହି ଗରମ ତାୱା ରେ ଜଡ଼ା ପତ୍ରକୁ ପକାଇ ସେକି ନିଅନ୍ତୁ | ଏହା ପରେ ଆପଣଙ୍କ ଆଣ୍ଠୁରେ ଯେଉଁଠି କଷ୍ଟ ଅନୁଭବ କରୁଛନ୍ତି ସେଠି ପୂର୍ବରୁ ପ୍ରସ୍ତୁତ କରିଥିବା ମିଶ୍ରଣକୁ ଭଲ ଭାବେ ଲଗାନ୍ତୁ | ବନ୍ଧୁଗଣ ଆପଣ ଏହାକୁ ଯେବେ ଲଗେଇବେ ଦେଖିବେ ଏକ ଘଂଟାରେ ଆପଣଙ୍କୁ ଆରାମ ମିଳିବ | ଯଦି କୁଲର କି ଫ୍ୟାନ ଆଗରେ ଶୋଇବା ଦ୍ୱାରା ଆପଣଙ୍କ ଆଣ୍ଠୁଗଣ୍ଠି କଷ୍ଟ ହେଉଥାଏ ତେବେ ଏହାର ପ୍ରୟୋଗ ଦ୍ୱାରା ଆପଣଙ୍କୁ ଆରାମ ମିଳିବ | ତେବେ ଆପଣ ଏକ ମିନିଟ ପର୍ଯ୍ୟନ୍ତ ଏହାକୁ ଲଗେଇ ହାଲକା ମସାଜ କରନ୍ତୁ ତୁରନ୍ତ କାମ କରିବ |

ତାପରେ ଆପଣ ଯେଉଁ ଜଡ଼ା ପତ୍ର ସେକିକି ରଖିଥିଲେ ତାକୁ ସେଇ ମିଶ୍ରଣ ଉପରେ ଲଗେଇ ଦିଅନ୍ତୁ ଏବଂ ତାକୁ ଗୋଟେ ସୁତା କପଡ଼ାରେ ବାନ୍ଧି ଦିଅନ୍ତୁ | ଏହାକୁ ଗୋଟେ ରାତି ପର୍ଯ୍ୟନ୍ତ ବାନ୍ଧି ରଖନ୍ତୁ ଦେଖିବେ ଆପଣଙ୍କ ଆଣ୍ଠୁଗଣ୍ଠି କଷ୍ଟ ତୁରନ୍ତ ଦୂର ହୋଇଯିବ | ଯଦି ଆପଣଙ୍କ ଆଣ୍ଠୁଗଣ୍ଠି ର ଯନ୍ତ୍ରଣା ବହୁତ ପୁରୁଣା ହୋଇଥାଏ ତେବେ ଏହାକୁ ୮ ଦିନ ପର୍ଯ୍ୟନ୍ତ ପ୍ରୟୋଗ କରନ୍ତୁ | ପ୍ରତିଦିନ ରାତିରେ ଏହାକୁ ଲଗେଇବେ ଏବଂ ସକାଳେ କାଢି ଦେବେ |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *