ମଧ୍ୟପ୍ରଦେଶରେ ରେପ ଘଟଣା କମିବାର ନା ଧରୁନି । ତାଜ଼ା ଘଟଣା ରୀବାଙ୍କର । ଏହି ଘଟଣାରେ 6 ଲୋକ ମିଶିଥିବାର ଆରୋପ ଅଛି । ଯାହା ପରେ ପୋଲୀସ 4ଜଣକୁ ଗିରଫ କରିଛି ଆଉ ଦିଜନ କୁ ଖୋଜୁଛି ।
ହାତରସ ର ଘଟଣା ପରେ ଦେଶ ସାରା ରଗିଚନ୍ତି, କିନ୍ତୁ ମଧ୍ୟପ୍ରଦେଶ ରେ ବଳାତ୍କାର ଘଟଣା ଥମିବାକୁ ନା ଧରୁନି । ତାଜ଼ା ଘଟଣା ରୀବାଙ୍କର ଯେଉଁଠି ମନୁଷ୍ୟତ୍ୱ ନଥିବା ପଶୁମାନେ ସୀମାପାର କରି ଜଣେ ବିଧବା ମହିଳା ସହିତ ଗଣଦୁ-ଷ୍କର୍ମ କରିଛନ୍ତି । ମାନବତାକୁ ନଷ୍ଟ କରିଦେଲା ଭଳି ଘଟଣା ରୀବା ଜେଲ ର ସାହାପୁର ଏରିଆର ।

କୁହାଯାଉଛି ବିଧବା ମହିଳା କିଛି କାମରେ ବାହାରକୁ ଯାଇଥିଲେ ଯେଉଁଠି ଅପରାଧୀ ମାନେ ତାଙ୍କୁ ଧରିପକାଇ ତାସହିତ ଗଣଦୁ-ଷ୍କର୍ମ କରିଥିଲେ । ରାକ୍ଷସ ମାନଙ୍କ ଦ୍ଵାରା ଗଣ ଦୁଷ୍କର୍ମ ଜେତେବେଳେ କଲେ ସେ ବେହୋସ ହେଇ ଯାଇଥିଲେ ସେତେବେଳେ ଅପରାଧୀ ଛାଡିକି ପଲେଇଲେ ।
ପୀଡ଼ିତା ଜେତେବେଳେ ବହୁତ ସମୟ ଯାଏ ଘରକୁ ଫେରିଲେନି ତେବେ ପରିବାର ଲୋକ ତାକୁ ଖୋଜିଲେ । କିଛି ସମୟ ପରେ ଗାଁ ପାଖରେ ଥିବା ବିଲ ରେ ମହିଳା ବେହୋସ ହେଇଥିବା ଅବସ୍ତା ରେ ମିଳିଲା । ପୀଡ଼ିତା ଶରୀରରେ ଆଘାତ ଥିଲା, ମହିଳାକୁ ତୁରନ୍ତ ରୀବା ର ସଂଜୟ ଗାନ୍ଧୀ ହସପିଟାଲ ନେଇ ଯାଇଥିଲେ, ଯେଉଁଠାରେ ତାର ଚିକିତ୍ସା ହେଉଛି, ମହିଳାଙ୍କ ଅବସ୍ଥା ଭଲ ନାହିଁ।
ବର୍ତ୍ତମାନ ମହିଳାଙ୍କୁ ହୋସ ଆସିନଥିଲା,କାହାପାଇଁ ତାର ବୟାନ ଦେଇପରିଲାନି। ତଥାପି ବର ଦାତ ରେ ୬ଲୋକ ସାମିଲ ହେବାର ଆରୋପ ଅଛି।ଯାହାପରେ ପୋଲିସ ୪ ଲୋକଙ୍କୁ ଗିରଫ କରିଛି ଦିଜଣ କୁ ଖୋଜୁଛି।
ରିବା ଏ ଏସ ପି ଶିବ କୁମାର ବର୍ମା କହିଛନ୍ତି ୪ ଅକ୍ଟୋବର କୁ ମହିଳା ଥାନା ରେ ଦି ଜଣ ବ୍ୟକ୍ତି ଦ୍ଵାରା ଅଭିଯୋଗ ଦର୍ଜ୍ କରାଯାଇଛି ମହିଳା ସହିତ ୬ ଜଣ କରୁଛନ୍ତି ବଳା-ତ୍କାର କରିଥିଲା।ପୋଲିସ ୪ ଜଣ ସନ୍ଦିଗ୍ଧ କୁ ଗିରଫ କରିଛି।
ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।