୧୩ ଜୁନ ର ଅସଲ ସତ,ସୁଶାନ୍ତ ସିଂ ରାଜପୁତ ପିନ୍ଧିଥିଲେ ୧୪ ଜୁନ ର କପଡା, ନିଜେ ଚଲାଉଥିଲେ କାର ହେଲା ରିୟା ଙ୍କ ସହ ଦେଖା

ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ ବହୁ ପ୍ରକାର ର କଥା ଆସୁଛି ଓ ବହୁତ ଖୁଲାସ ମଧ୍ୟ ହେଉଛି କିନ୍ତୁ ଏବେ ପୁରା ନୂଆ ଚାମକାଇଲା ଭଳି ଖୁଲାସ ହୋଇଛି ଖୁଲାସ ଏହା କି ୧୩ ଜୁନ ରେ ରିୟା ଓ ସୁଶାନ୍ତ ଙ୍କର ସତରେ ଦେଖା ହୋଇଥିଲା। ଆଉ ଏହା ଏବେ ପୁରା ଜଣା ପଡ଼ିଯାଇଛି। ପ୍ରମଥ ଥର ଏହି ମାମଲାରେ ଚସ୍ମିଦ କହିଛିି। ଏବେଯାଏଁ ଅନେକ ଲୋକ ମଧ୍ୟ ୧୩ ଜୁନ ରେ ଦେଖା ହେବା କଥା କହୁଥିଲେ। କିନ୍ତୁ ଏଥର ନିଜେ ସୁଶାନ୍ତ ଓ ରିୟା ଙ୍କୁ ନିଜ ଆଖିରେ ଦେଖିଥିବା ଲୋକ କହିଛି ଏହା ମଧ୍ୟ କହିଛିି କି ସୁଶାନ୍ତ ସିଂ ରାଜପୁତ ନିଜେ କାର ଚଳାଉ ଥିଲେ ଓ ରିୟା ସୁଶାନ୍ତ ଙ୍କ ପାଖ ସିଟ ରେ ବସିଥିଲେ ବଡ଼ କଥା ଏହା କି ଏଥର ପ୍ରଥମ ଥର ସିବିଆଇ ଏହି ମାମଲାର ସଂଜ୍ଞା ନେଇଛି ପ୍ରଥମ ଥର ୧୩ ଜୁନ ବିଷୟର କଥା କହିଛି। ସିବିଆଇ ଏହାକୁ ତଲାସ ରେ ସାମିଲ କରିଦେଇଛି। ଚସ୍ମିଦ କୁ ସିବିଆଇ ବୁଲାବା ପଠେଇ ଦେଇଛି। କଣ ଦେଖିଥିଲେ ପଡ଼ୋଶୀ ଓ କଣ କହିଲେ। ଆଉ ଏବେ ସିବିଆଇ କଣ କରିବ ଆସନ୍ତୁ ଜାଣିବା…

ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ ଏବେଯାଏଁ ଦୁଇଜଣ ଲୋକ ୧୩ ଜୁନ ର ଦେଖା ହେବା କଥା ବିଷୟରେ କହି ସାରିଥିଲେ। ଆଉ ଏବେ ତୃତୀୟ ସତ ମଧ୍ୟ ସାମ୍ନାକୁ ଆସି ସାରିଛି ଆଉ ବଡ଼ କଥା ଏହା କି ଏହି ତୃତୀୟ ସତ ହେଉଛି ରିୟା ଚକ୍ରବର୍ତ୍ତୀ ର ପଡ଼ୋଶୀ। ଚସ୍ମିଦ ନିଜ ଆଖିରେ ଦେଖିଥିବା ସାକ୍ଷୀ ଓ ପଡ଼ୋଶୀ ଙ୍କ କଥା କୁ ବିଶ୍ୱାସ କରିବା ଏହା ମଧ୍ୟ ଜରୁରୀ। ଆଉ ଏଥିପାଇଁ ବିଶ୍ୱାସ କରିବ କି ସିବିଆଇ ମଧ୍ୟ ଏହି ପଡ଼ୋଶୀ କୁ ପଚରା ଉଚରା ପାଇଁ ଡାକିଛନ୍ତି। ସିବିଆଇ ନିଜେ ଏହି ପଡ଼ୋଶୀ କୁ ନିଜ ତଲାସ ରେ ସାମିଲ କରିଦେଇଛି । ଏବେ ସିବିଆଇ କଣ କରିବ ତାହା ଜାଣିବା କିନ୍ତୁ ଏହା ଜାଣନ୍ତୁ ଯେ ଚସ୍ମିଦ ପଡ଼ୋଶୀ କଣ ଦେଖିଲା ଓ କଣ କହିଲା? ବଡ଼ ନ୍ୟୁଜ୍ ରେ ରିୟା ଙ୍କର ଜଣେ ପଡ଼ୋଶୀ ପ୍ରଥମ ଥର ସାମ୍ନାକୁ ଆସିଛି। ରିୟା ଚକ୍ରବର୍ତ୍ତୀ ଙ୍କ ସହିତ ସୁଶାନ୍ତ ସିଂ ରାଜପୁତ ଙ୍କ ସତ କହିଲା। ଏବେଯାଏଁ ଯେଉଁ ଦୁଇଜଣ ଲୋକ ୧୩ ଜୁନ ର କଥା ରେ ଅଟକି ଥିଲେ।

ଏହା ଉପରେ ପଡ଼ୋଶୀ ମୋହର ଲଗେଇ ଦେଇଛି ।ରିୟା ଙ୍କ ପଡୋଶୀ କହିଛିି କି ସେ ନିଜ ଆଖିରେ ସୁଶାନ୍ତ ସିଂ ରାଜପୁତ ଓ ରିୟା ଙ୍କୁ ୧୩ ଜୁନ ରାତିରେ ଏକା ସହ ଦେଖିଥିଲେ। ଖାଲି ଏତିକି ନୁହେଁ ସେ ସେମାନଙ୍କର ପିନ୍ଧି ଥିବା କପଡା ର ରଙ୍ଗ ମଧ୍ୟ କହି ଦେଉଛି। ଆଉ କହିଛିି କି ସୁଶାନ୍ତ ନିଜେ କାର ଚଳାଉ ଥିଲେ ଓ ତାଙ୍କ ପାଖ ସିଟ ରେ ରିୟା ବସିଥିଲେ ସେ ଦୁଇଜଣ ଙ୍କ ଛଡ଼ା ସେ କାର ରେ ଆଉ କେହି ନଥିଲେ। ପଡ଼ୋଶୀ ଙ୍କ କହିବା କଥା ତାକୁ ଜଣା ନାହିଁ କି ସେ ଦୁଇଜଣ କୋଉଠୁ ଆସୁଥିଲେ କିନ୍ତୁ ଏହା ସତ ଯେ ରିୟା ଙ୍କୁ ଛାଡ଼ିବା ପାଇଁ ସୁଶାନ୍ତ ତାଙ୍କ ଘରକୁ ଆସିଥିଲେ।

ଏଥିରେ ଏହା ପୁରା ପ୍ରମାଣିତ ହୋଇଗଲା କି ରିୟା ଓ ସୁଶାନ୍ତ ଙ୍କ ଦେଖା ୧୩ ଜୁନ ରେ ହେଇଥିଲା। ଏହା ଠାରୁ ବଡ଼ କଥା ସିବିଆଇ ମଧ୍ୟ ପଡ଼ୋଶୀ ଉପରେ ଭରଷା କରିଛି ଓ ତାଙ୍କୁ ତଲାସ ରେ ସାମିଲ କରି ପଚରା ଉଚରା ପାଇଁ ଡାକିଛି। ଏହା ବହୁତ ବଡ଼ ଖବର। ଯଦି ସିବିଆଇ ପଡ଼ୋଶୀ ର ବୟାନ ଆଧାରରେ ତଲାସ କରିବ ତାହେଲେ ମାମଲା ପୁରା ପଲଟି ଯିବ। ଆଉ ପ୍ରମାଣ ହୋଇଯିବ କି ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ଙ୍କ ସହ ଭୁଲ କରିଛନ୍ତି ଯେଉଁଥିପାଇଁ ସୁଶାନ୍ତ ଙ୍କ ସହ ୧୪ ଜୁନ ରେ ଏହି ସବୁ କିଛି ହେଲା।

ସୁଶାନ୍ତ ସିଂ ରାଜପୁତ ଙ୍କୁ ନେଇ କେତେ ପ୍ରକାରର କଥା ସାମ୍ନାକୁ ଆସୁଛି। ସିଏ ୮ ଜୁନ ହେଉ,୧୩ ଜୁନ ହେଉ ବା ୧୪ ଜୁନ କୁ ନେଇ ହଉ। ଏବେଯାଏଁ କେତେ ଖୁଲାସ ହୋଇଛି। କିନ୍ତୁ ଏବେ ଗୋଟେ ସବୁଠାରୁ ବଡ଼ ମିଛର ଖୁଲାସ ହୋଇଛି ସବୁଠାରୁ ବଡ଼ ଓ ନୂଆ ଖୁଲାସ ହୋଇଛି। ଆଉ ଏହି ନୂଆ ଖୁଲାସ ସିଏ କରିଛି ଯିଏ ସୁଶାନ୍ତ ଙ୍କୁ ସେ ଅବସ୍ଥାରେ ନିଜ ଆଖିରେ ଦେଖିଥିଲା।ପ୍ରଥମ ଥର ସିଏ କହିଛିି କି ମୁଁ ସୁଶାନ୍ତ ଙ୍କୁ ସେ ଅବସ୍ଥାରେ ଦେଖିଥିଲା ଓ ବହୁତ କିଛି କହିଛିି। କହିଛିି କି ମୁଁ ସବୁକିଛି ନିଜ ଆଖିରେ ଦେଖିଛି ତାହେଲେ ମୁଁ କେମିତି ମାନି ନେବି ଯେ ସୁଶାନ୍ତ ନିଜେ ଏସବୁ କରିଛନ୍ତି ବୋଲି। ଯେତେବେଳେ ଏହା ସୁଶାନ୍ତ ଙ୍କ ସହ ଆଉ କିଏ କରିଛି। ସୁଶାନ୍ତ ଙ୍କ ସହ ଭୁଲ ହୋଇଛି ସୁଶାନ୍ତ ଙ୍କ ଗୋଡ଼ ଭାଙ୍ଗି ଦିଆଯାଇଥିଲା ଏହା ସବୁଠାରୁ ବଡ଼ ଖୁଲାସ। ଗୋଟେ କାରଣ ଏମିତି ଅଛି ଯେଉଁଥିପାଇଁ ଏ ସତ କେବେବି ସାମ୍ନାକୁ ଆସି ପାରିବ ନାହିଁ। ଏହା ସବୁଠାରୁ ବଡ଼ ଖୁଲାସ ଅଟେ।

ଏବେଯାଏଁ ସୁଶାନ୍ତ ଙ୍କୁ ନେଇ କେତେ ଲୋକ ଖୁଲାସ କରି ସାରିଛନ୍ତି କିନ୍ତୁ ସିବିଆଇ ନିଜ ଅଲଗା ଦିଗରେ ତଲାସ କରୁଛି। ସିବିଆଇ ସବୁକିଛି ସାମ୍ନାରେ ଦେଖିକି ମଧ୍ୟ କିଛି ବି ଦେଖି ପାରୁନାହିଁ। ସୁଶାନ୍ତ ଙ୍କୁ ଶେଷ ଦିନ କୂପର କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଡ୍ରାଇଭର କହିଛିି ଯିଏ ଏ ପର୍ଯ୍ୟନ୍ତ ଚୁପ୍ ଥିଲା। ସେ ଡ୍ରାଇଭର ସବୁକିଛି ନିଜ ଆଖିରେ ଦେଖୁଥିଲା। କିନ୍ତୁ ଯେତେବେଳେ ସୁଶାନ୍ତ ଙ୍କୁ ଦୋଷୀ କରାଗଲା ଆମ୍ବୁଲାନ୍ସ ଡ୍ରାଇଭର ଆଉ ଚୁପ ରହିଲା ନାହିଁ। ଆଉ ସବୁ ସତ କଥା କହିଦେଲା

ପ୍ରଥମ ଖୁଲାସ ରେ ସେ କହିଛି କି ସୁଶାନ୍ତ ଙ୍କ ଗୋଡ଼ ଭାଙ୍ଗି ଦିଆଯାଇଥିଲା ତାଙ୍କ ଗୋଡ଼ ଭାଙ୍ଗି ନଥିଲା। କେତେ ଲୋକ କହିଥିଲେ କି ସୁଶାନ୍ତ ଙ୍କ ଗୋଡ଼ ରେ କିଛି ତ ଅସୁବିଧା ଅଛି। ଏବେ ଯିଏ ନିଜ ଆଖିରେ ଦେଖିଥିବା ଲୋକ କହିଛିି କି ସୁଶାନ୍ତ ଙ୍କ ଗୋଡ଼ ଭାଙ୍ଗି ଦିଆଯାଇଥିଲା। ଆମ୍ବୁଲାନ୍ସ ଡ୍ରାଇଭର କହିଛିି କି ସୁଶାନ୍ତ ଙ୍କୁ ଦିନରେ ହିଁ ହସ୍ପିଟାଲ ରେ ପହଞ୍ଚାଇ ଦିଆଯାଇଥିଲା କିନ୍ତୁ ଜାଣିଶୁଣି ରାତିରେ ପିଏମ କରାଗଲା କାରଣ ରତିରେ କମ ଆଲୋକ ରହିବ।

ଆଉ ଯଦି କିଛି ଗଡ଼ବଡ଼ ହେଲା ତାହେଲେ ପରିସ୍ଥିତି କୁ କହି ସମ୍ଭାଳି ଦେବେ। ଜାଣିଶୁଣି କିଛି ସତ ସାମ୍ନାକୁ ନ ଆସିବା ପାଇଁ ରାତି ରେ ପିଏମ କରାଯାଇଥିଲା। ଆଉ ଏଥିରେ କୂପର ହସ୍ପିଟାଲ ଡାକ୍ତର ସଫଳ ରହିଲେ। ଆମ୍ବୁଲାନ୍ସ ଡ୍ରାଇଭର କହିଛିି କି ମୁଁ ଗୋଟେ ନୁହେଁ ଏମିତି କେତେ ମୃତ ଶରୀର ଦେଖିଛି। ଆଉ ମୁଁ ଥରେ ଶରୀରକୁ ଦେଖି କହିଦେବି ଯେ ଶରୀରର କଣ ହୋଇଛି ସୁଶାନ୍ତ ଙ୍କ ସହ ଭୁଲ ହୋଇଛି। ଆଉ ଏହି ସତ କେବେ ବି ସାମ୍ନାକୁ ଆସି ପାରିବ ନାହିଁ। ଏହାର ଗୋଟେ ମାତ୍ର କାରଣ ଅଛି। ଆଉ ସେ କାରଣ ହେଉଛି ହସ୍ପିଟାଲ ରେ ପିଏମ ରେ ହେଇଥିବା ଗଡ଼ବଡ଼।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *