ବନ୍ଧୁଗଣ ସବୁ ମଣିଷ ସମୟ ସହିତ ବଦଳିବାକୁ ଚେଷ୍ଟା କରନ୍ତି | ତେବେ ମନୁଷ୍ୟ ଜୀବନରେ କେବେ ସୁଖ ଆସେ ତ କେବେ ଦୁଃଖ ଆସିଥାଏ | ମଣିଷ ଜୀବନରେ ହେଉଥିବା ଉତ୍ଥାନ ପତନ ପାଇଁ ରାଶିମାନଙ୍କର ସ୍ତିତି ପରିବର୍ତ୍ତନକୁ ମୁଖ୍ୟ କାରଣ ବୋଲି କୁହାଯାଇଛି | ଗ୍ରହ ମାନଙ୍କ ସ୍ତିତି ସର୍ବଦା ପରିବର୍ତନ ହୋଇଥାଏ | ଏଣୁ ଏହି ପରିବର୍ତନ ଯୋଗୁ ୧୨ ଗୋଟି ରାଶି ପ୍ରଭାବିତ ହୋଇଥାନ୍ତି

|ଯେମିତି ସ୍ତିତିରେ ଯେଉଁ ରାଶି ଗ୍ରହ ରହିଥାଏ ସେହି ହିସାବରେ ପରିବର୍ତନ ଦେଖିବାକୁ ମିଳିଥାଏ | ତେବେ ବନ୍ଧୁଗଣ ଜ୍ୟୋତିଷ ରାଶି ଅନୁସାରେ ଏବେ କିଛି ରାଶି ମାନଙ୍କ ଦିନ ଭଲ ହେବାକୁ ଯାଉଛି | କାରଣ ଏହି ମାନଙ୍କ ଉପରେ ମହାବଳି ହନୁମାନଙ୍କ କୃପା ଦୃଷ୍ଟି ପଡ଼ିବାକୁ ଯାଉଛି | ତେବେ ରାଶି ଗୁଡିକ କଣ କଣ ଆସନ୍ତୁ ଜାଣିନେବା | ତେବେ ଆସନ୍ତୁ ଜାଣିନେବା କଣ ସେହି ରାଶି ଗୁଡିକ | ପ୍ରଥମ ରାଶି ହେଉଛି କର୍କଟ ରାଶି |
କର୍କଟ ରାଶି:

କର୍କଟ ରାଶି ମାନଙ୍କ ଉପରେ ଏବେ ହନୁମାନଙ୍କ କୃପା ଦୃଷ୍ଟି ପଡି ସାରିଛି | ସେମାନେ ବର୍ତ୍ତମାନ ସବୁ କାର୍ଯ୍ୟରେ ସଫଳତା ପାଇବେ | ବ୍ୟବସାୟରେ ଉନ୍ନତି କରିବେ | ବିଦ୍ୟାର୍ଥି ମାନେ କୃତ କାର୍ଯ୍ୟ ହେବେ | ପ୍ରେମ ସମ୍ପର୍କରେ ମଧ୍ୟ ବହୁତ ପରିବର୍ତନ ଆସିବ ଓ ଖୁସିର ଲହରୀ ଘରେ ଲାଗିରହିବ | ପରିବାରରେ ସୁଖ ସମୃଦ୍ଧି ସର୍ବଦା ବୃଦ୍ଧି ପାଇବ | ବନ୍ଧୁଗଣ ଆଗାମୀ ରାଶିଟି ହେଉଛି ସିଂହ ରାଶି |
ସିଂହ ରାଶି:

ସିଂହ ରାଶିର ଲୋକମାନଙ୍କ ସମୟ ବହୁତ ଭଲ ରହିବ | ବ୍ୟବସାୟରେ ଭଲ ଫଳ ମିଳିବ |ଆପଣଙ୍କର ଆମଦାନୀ ବଢିଯିବ ଏବଂ ପାରିବାରିକ ଜୀବନରେ ଖୁସି ଲାଗିରହିବ | ହନୁମାନଙ୍କ କୃପାରୁ ଆପଣଙ୍କ କାର୍ଯ୍ୟରେ ସଫଳତା ମିଳିବ | ଆପଣଙ୍କର ସ୍ୱାସ୍ଥ୍ୟ ମଧ୍ୟ ଠିକ ରହିବ | ଆପଣଙ୍କର ସବୁ ଯୋଜନା ସଫଳ ହେବାରେ ଲାଗିବ | ତେବେ ସେଇ ତୃତୀୟ ରାଶିଟି ହେଉଛି ବୃଷ ରାଶି |
ବୃଷ ରାଶି:
ଏହି ରାଶି ମାନଙ୍କ ଦିନ ବହୁତ ଶୁଭ ରହିବ | ଆପଣମାନଙ୍କ କୃପାରୁ ଆପଣଙ୍କ କାର୍ଯ୍ୟରେ ବହୁତ ସଫଳତା ମିଳିବ | ଧନ ସମ୍ପଦ ପ୍ରାପ୍ତିର ଯୋଗ ରହିଛି | ପରିବାରରେ ମଧ୍ୟ ଖୁସି ରାଗି ରହିବ ସବୁ ପରିସ୍ଥିତିରେ ବୁଝିବିଚାରି କାର୍ଯ୍ୟ କରିବେ | ଚାକିରୀ କ୍ଷେତ୍ରରେ ଅଦା ଅଧିକାରୀ ମାନଙ୍କ ଠାରୁ ପ୍ରଶଂସା ପାଇବେ | ତେବେ ଆଗାମୀ ରାଶିଟି ହେଉଛି ଧନୁ ରାଶି |
ଧନୁ ରାଶି:

ଏହି ରାଶିର ଲୋକମାନଙ୍କ ପାଇଁ ଚାକିରୀ କ୍ଷେତ୍ରରେ ବହୁତ ବଡ ସଫଳତା ମିଳିବ | ଉର୍ନତି କରିବାର ଯୋଗ ରହିଛି | ଦାମ୍ପତ୍ୟ ଜିବନରେ ଖୁସି ଲାଗିରହିବ | କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ | ଆପଣମାନଙ୍କ ଦ୍ୱାରା ନିଆ ଯାଇଥିବା ନିର୍ଣ୍ଣୟ ସଫଳ ହେବ | ବ୍ୟବସାୟରେ ଅତ୍ୟଧିକ ଲାଭ ମିଳିବାକୁ ଯାଉଛି | ତେବେ ଆଗାମୀ ରାଶିଟି ହେଉଛି କୁମ୍ଭ ରାଶି |
କୁମ୍ଭ ରାଶି:

କୁମ୍ଭ ରାଶିର ଲୋକମାନେ ଦିନକୁ ଦିନ ବହୁତ ଆଗକୁ ଯିବେ | ନିଜ ଯୋଜନାରେ ସଫଳତା ହାସଲ କରିବେ | ହନୁମାନଙ୍କ କୃପାରୁ କାମ କାର୍ଯ୍ୟରେ ଫାଇଦା ମିଳିବ | ପ୍ରେମ ସମ୍ପର୍କରେ ଚାଲୁଥିବା ସମସ୍ୟା ଦୂର ହୋଇଯିବ | ପାରିବାରିକ ଜୀବନରେ ଖୁସି ଲାଗିରହିବ | ସଫଳତା ପ୍ରାପ୍ତି ହେବ |