ସୁଶାନ୍ତ ଙ୍କ ନାମରେ ଦେଲେ ଆଉ କାହାର ଅଙ୍ଗ, ଏମ୍ସ ଟିମ ବାହାର କରିପାରିବ ନାହିଁ ସତ

ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ ଏମ୍ସ ର ରିପୋର୍ଟ ଆସି ସାରିଛି । ଏମ୍ସ ନିଜ ରିପୋର୍ଟ ଦେଇ ଦେଇଛି କି ସୁଶାନ୍ତ ଙ୍କ ସହିତ କିଛି ଭୁଲ ହୋଇନାହିଁ। ସୁଶାନ୍ତ ସିଂ ରାଜପୁତ ନିଜେ ନିଜକୁ ମାରିଛନ୍ତି ଆଉ ଏହା ସବୁ କିଛି ଏମ୍ସ ଟିମ ସୁଶାନ୍ତ ଙ୍କ ଅଙ୍ଗ ର ତଲାସ ପରେ କହିଛନ୍ତି। କିନ୍ତୁ ଏଥିରେ ସବୁଠାରୁ ବଡ଼ ଚମକାଇ ଦେଲା ଭଳି ଖବର ଆସିଛି । ଖବର ଏହା କି ଏମ୍ସ ଟିମ କୁ ଯେଉଁ ଅଙ୍ଗ ମିଳିଥିଲା ତାହା ସୁଶାନ୍ତ ଙ୍କ ନଥିଲା। ଏହା ସବୁଠାରୁ ବଡ଼ ଖୁଲାସ ଅଟେ।

ସବୁଠାରୁ ବଡ଼ ଷଡ଼ଯନ୍ତ୍ର ଥିଲା ଯାହା ଏବେ ଧରା ପଡ଼ିଛି । ହସ୍ପିଟାଲ ର କର୍ମଚାରୀ ଏହି ପୁରା ଷଡ଼ଯନ୍ତ୍ର କୁ ଖୋଲିଦେଲା । ଏହା ପରେ ହଙ୍ଗାମା ହୋଇଯାଇଛି । କାରଣ ଏମ୍ସ ରିପୋର୍ଟ ରେ ମାମଲା ଅଲଗା ଦିଗରେ ଯାଉଥିଲା କିନ୍ତୁ ଏବେ ଅଙ୍ଗ କୁ ନେଇ ଯେଉଁ ଖୁଲାସ ହୋଇଛି ତାହା ଚମକାଇ ଦେଲା ଭଳି ଖୁଲାସ ଅଟେ। କାରଣ ସେ ଅଙ୍ଗ ସୁଶାନ୍ତ ଙ୍କର ନଥିଲା । ଆସନ୍ତୁ ଜାଣିବା କଣ କହିଥିଲେ ହସ୍ପିଟାଲ ର କର୍ମଚାରୀ, କେମିତି ବଦଳାଇ ଥିଲେ ବ୍ଲଡ଼ ସାମ୍ପୁଲ ଓ ଏହା କଣ ପାଇଁ କରାଯାଇଥିଲା?

ସୁଶାନ୍ତ ସିଂ ରାଜପୁତ ଙ୍କ ସହିତ କଣ ହୋଇଥିଲା ଓ କଣ ପାଇଁ ସୁଶାନ୍ତ ଙ୍କୁ ମାରି ଦିଆଗଲା ? ଏ ସତ ପୁରା ଦେଶ ନୁହେଁ ସାରା ଦୁନିଆ ମଧ୍ୟ ଜାଣିବାକୁ ଚାହୁଁଛି। ସମସ୍ତଙ୍କୁ ଏମ୍ସ ଟିମ ଉପରେ ବହୁତ ଭରଷା ଥିଲା କିନ୍ତୁ ଏମ୍ସ ଟିମ ମଧ୍ୟ ତାହା କହିଲା ଯାହା ଆଗରୁ କୁହାଯାଉଥିଲା। କିନ୍ତୁ ଏମ୍ସ ରିପୋର୍ଟ ଆସିବାରୁ ଏହି ତଲାସ ଉପରେ ସବୁଠାରୁ ବଡ଼ ପ୍ରଶ୍ନ କରଯାଇଛି। କାରଣ ଯେଉଁ ଅଙ୍ଗର ତଲାସ ହୋଇଥିଲା ଯାହାର ଲେପଟେଷ୍ଟ ସୁଶାନ୍ତ ଙ୍କ ନାମରେ କରାଗଲା ତାହା ସୁଶାନ୍ତ ଙ୍କ ଅଙ୍ଗ ନଥିଲା।

ଏହା ହେଉଛି ଚମକାଇଲା ଭଳି କଥା ଯାହା କୂପର ହସ୍ପିଟାଲ ର କର୍ମଚାରୀ କହିଛନ୍ତି। ଏକ ନ୍ୟିଜୁ ପୋଟଲ ହସ୍ପିଟାଲ ର କର୍ମଚାରୀ କୁ ପଚରା ଉଚରା କରିବାରୁ କର୍ମଚାରୀ କହିଲେ କି ୧୪ ଜୁନ ରାତିରେ ସୁଶାନ୍ତ ଙ୍କ ପିଏମ ହୋଇଥିଲା ଓ ତାହା ସହ ସୁଶାନ୍ତ ଙ୍କ ଅଙ୍ଗ ମଧ୍ୟ ରଖାଯାଇଥିଲା। କିନ୍ତୁ ସୁଶାନ୍ତ ଙ୍କ ଅଙ୍ଗର କିଛି ଜିନିଷ ଆଇଟମ ରଖାଯାଇ ନଥିଲା। ଏହା ଏକ ବହୁତ ବଡ଼ ଖୁଲାସ। ସୁଶାନ୍ତ ଙ୍କ ପୁରା ସାମ୍ପୁଲ ଓ ଆଇଟମ ରଖାଯାଇ ନଥିଲା। ତାହେଲେ ଏମ୍ସ କୁ ପୁରା ସାମ୍ପୁଲ ଓ ଆଇଟମ କେମିତି ଦିଆଗଲା। ଏହା ସବୁଠାରୁ ବଡ଼ ପ୍ରଶ୍ନ ଅଟେ।

ଯଦି କେହି ମଣିଷ ସନ୍ଦେହିତ ରେ ମରିଥାଏ ତାହେଲେ ତା ଶରୀରର କିଛି ଆବଶ୍ୟକୀୟ ଅଙ୍ଗକୁ ନିଶ୍ଚିତ ଭାବରେ ନିଶ୍ଚିତ ଅନୁପାତ ରେ ତିନୋଟି ଅଙ୍ଗ କୁ ତିନୋଟି ଜାର ରେ ରଖାଯାଇଥାଏ। ଆଉ ଏଥିରୁ ପୁରା ସତ ଜଣା ପଡ଼ିଥାଏ। ପ୍ରଥମେ ଶରୀରରୁ ନେଇଥିବା ୟୁରିନ ରଖାଯାଏ। ଦ୍ଵିତୀୟ ରେ ୧୦୦ ଗ୍ରାମ ର ବରେନ,୧୦୦ ଗ୍ରାମ ର କିଡନି ଓ ୫୦୦ ଗ୍ରାମ ଯକୃତ ରଖାଯାଇଥାଏ। ତୃତୀୟ ରେ ରକ୍ତ ରଖାଯାଏ। ଏହି ତିନୋଟି ଜିନିଷ ରଖିବା ବହୁତ ଜରୁରୀ ହୋଇଥାଏ।

କିନ୍ତୁ ହସ୍ପିଟାଲ କର୍ମଚାରୀ ଙ୍କ କହିବା କଥା କି ସୁଶାନ୍ତ ଙ୍କ ପିଏମ ସମୟରେ ସୁଶାନ୍ତ ଙ୍କ ନାମର କିଛି ବି ସାମ୍ପୁଲ ରଖାଯାଇ ନଥିଲା। ଖାଲି କୁହାଯାଉଥିଲା କି ଅଙ୍ଗ ଅଛି ବୋଲି ଆଉ କାହାର ସାମ୍ପୁଲ ଏମ୍ସ ଟିମ କୁ କଣ ପାଇଁ ଦିଆଯାଇଥିଲା। ସୁଶାନ୍ତ ମାମଲାର ତଲାସ ଯେତେବେଳେ ସିବିଆଇ କୁ ଦିଆଗଲା ଏମ୍ସ ଟିମ ମୁମ୍ୱାଇ ରୁ ଅଙ୍ଗ ମଗାଇଥିଲା। କିନ୍ତୁ ସେଠି ସୁଶାନ୍ତ ଙ୍କ ନାମ ର ଅଙ୍ଗ ନଥିଲା। ଯାହା ବି କିଛି ପିଏମ ସମୟରେ ଥିଲା ତାହା ବ୍ୟବହାର ହୋଇସାରି ଥିଲା। ଆଉ ଏବେ ମୁମ୍ବାଇ ହସ୍ପିଟାଲ ର ଟିମ କହୁଛନ୍ତି କି ସୁଶାନ୍ତ ନାମ ର ଅଙ୍ଗ ନାହିଁ ନା ସେ ରଖି ନାହନ୍ତି। ଏମିତିରେ ସେ ବଦନାମ ହୋଇ ଯାଇଥାନ୍ତେ। ନିଜକୁ ବଞ୍ଚାଇବା ପାଇଁ ସେ ଆଉ କାହାର ଅଙ୍ଗ କୁ ସୁଶାନ୍ତ ଙ୍କ ନାମ ର କହି ଏମ୍ସ ଟିମ କୁ ଦିଆଯାଇଥିଲା। ଏହା ସବୁଠାରୁ ବଡ଼ ଖୁଲାସା ।

ଏମସ୍ ଟିମ ନିଜେ କହିଥିଲା କି ସୁଶାନ୍ତ ଙ୍କ ସାମ୍ପୁଲ ରେ କିଛି ଗଡ଼ବଡ ମିଳିଥିଲା। କିନ୍ତୁ ସତ ତ ଏହା କି ସୁଶାନ୍ତ ଙ୍କ ଅଙ୍ଗ କୁ ସୁରକ୍ଷିତ ରଖା ଯାଇ ନଥିଲା। ତାହେଲେ ଏମ୍ସ ଟିମ କୁ କେମିତି ଦିଆଗଲା ଅଙ୍ଗ। ଏହାର ମାନେ ଏମ୍ସ ଟିମ ଯେଉଁ ତଲାସ କରିଥିଲା ତାହା ସୁଶାନ୍ତ ଙ୍କ ଅଙ୍ଗ ନଥିଲା । ଏଥିରେ ଏମ୍ସ ରିପୋର୍ଟ କୁ ଭରଷା କରାଯିବ ନାହିଁ କାରଣ ତାଙ୍କୁ ସାମ୍ପୁଲ ହିଁ ଠିକ ମିଳି ନଥିଲା। ତାହେଲେ ସତ କେମିତି ସାମ୍ନାକୁ ଆସିବ।

୧୪ ଜୁନ ସକାଳେ ରିୟା ଓ ସୁଶାନ୍ତ ଦେଖା କରିବାର ସତ କଣ ଥିଲା:

ରିୟା ଚକ୍ରବର୍ତ୍ତୀ ଙ୍କୁ ନେଇ ତାଙ୍କ ମିଛ କୁ ନେଇ ସୁଶାନ୍ତ ଙ୍କୁ ନେଇ ସୁଶାନ୍ତ ଙ୍କ ମୃତ୍ୟୁ କୁ ନେଇ ତେର ଜୁନ ଓ ଚଉଦ ଜୁନ କୁ ନେଇ ସବୁଠାରୁ ବଡ଼ ଖୁଲାସା ସୁଶାନ୍ତ ଙ୍କ କେସ ରେ ହୋଇଛି। ଖୁଲାସା ଏହା କି ଚଉଦ ଜୁନ ଭୋର ଚାରିଟା ରେ ସୁଶାନ୍ତ ଓ ରିୟା  ଙ୍କୁ ଏକା ସହ ଦେଖିଥିଲେ। ଆଉ ନିଜେ ରିୟା ସୁଶାନ୍ତ ଙ୍କୁ ଦେଖା କରିବାକୁ ଆସିଥିଲେ। ସୁଶାନ୍ତ ଓ ରିୟା ଙ୍କୁ ଏକା ସହ ଦେଖିଥିବା ଲୋକ ଏହି ଖୁଲାସା କରିଛି ।  ଆଉ କଣ କଣ ହୋଇଥିଲା ସେଦିନ ସକାଳେ ଓ ରାତିରେ ? ଆସନ୍ତୁ ଜାଣିବା |

ସୁଶାନ୍ତ ସିଂ ରାଜପୁତ ଙ୍କୁ ଦେଖା କରିବା ପାଇଁ ରିୟା ଚକ୍ରବର୍ତ୍ତୀ ତେର ଜୁନ ରାତିରେ ଯାଇଥିଲେ ଓ ନିଜେ ଚସ୍ମିଦ କହିଛନ୍ତି। ଏବେ ଖୁଲାସ ଅନୁସାରେ ରିୟା ଚକ୍ରବର୍ତ୍ତୀ ତେର ଜୁନ ରାତିରେ ଙ୍କ ପାଖକୁ ଯାଇଥିଲେ। ଏବେ ସୁଶାନ୍ତ ଓ ରିୟା ଙ୍କ ଦେଖା କେଉଁଠି ହୋଇଥିଲା ତାହା ଏ ପର୍ଯ୍ୟନ୍ତ ଜଣା ପଡିନାହିଁ। କିନ୍ତୁ ଏହା କନଫର୍ମ ଯେ, ସୁଶାନ୍ତ ଓ ରିୟା ତେର ଜୁନ ରେ ଦେଖା କରିଥଲେ। ଓ ପରେ ରାତି ଚାରିଟାରେ ମାନେ ଚଉଦ ଜୁନ ର ଭୋର ଚାରିଟାରେ ସୁଶାନ୍ତ ରିୟା ଙ୍କ ଘରକୁ ମଧ୍ୟ ଯାଇଥିଲେ। ଏହି କଥା ଚସ୍ମିଦ କହିଛି। ଆଉ ସେଠି ସେ ରିୟା ଓ ସୁଶାନ୍ତ ଙ୍କୁ ଏକା ସହ ଦେଖିଥିଲେ। ସୁଶାନ୍ତ ସିଂ ରାଜପୁତ ନିଜେ ରିୟା କୁ ଛାଡ଼ିବାକୁ ତାଙ୍କ ପ୍ଲାଟ ଯାଏ ଯାଇଥିଲେ ଓ ସୁଶାନ୍ତ ଙ୍କ ଫ୍ଲାଟ ରୁ ଉପର କୁ ମଧ୍ୟ ଯାଇଥିଲେ। ଆଉ ସେଠି ସେମାନଙ୍କୁ ଚସ୍ମିଦ ଏକା ସହ ଦେଖିଥିଲେ। ଆଉ ତାହାପରେ ସୁଶାନ୍ତ ସେଠୁ ଚାଲିଗଲେ।

ରିୟା ଯାହା କହୁଥିଲେ କି ସେ ଆଠ ଜୁନ ପରେ ସୁଶାନ୍ତ ଙ୍କୁ ଦେଖା କରିନଥିଲେ। ରିୟା ମିଛ କହିଥିଲେ ଓ ସେ ମିଛ ଏବେ ଧରା ପଡି ସାରିଛି। ଏହାର ମାନେ ସେଦିନ ତେର ଜୁନ ରାତିରେ ଓ ଚଉଦ ଜୁନ ସକାଳେ କିଛି ତ ହୋଇଥିଲା ଯାହା ପାଇଁ ରିୟା ଏତେ ବଡ଼ ମିଛ କହିଲେ। ଖାଲି ଏତିକି ନୁହେଁ, ରିୟା ଙ୍କୁ ଦେଖା କରିବା ପରେ ସୁଶାନ୍ତ ନିଜ ଘରକୁ ଆସିଥିଲେ। ଆଉ ତାହା ପରେ ସୁଶାନ୍ତ ଙ୍କ ମୃତ୍ୟୁ ହୋଇଛି।

ତାଙ୍କ କହିବା କଥା କି ଏହା ପୂର୍ବରୁ ସେ କୌଣସି ଏକ ପାର୍ଟି କୁ ଯାଇଥିଲେ। ତାହାର ମାନେ କଣ ରିୟା ସୁଶାନ୍ତ ଙ୍କୁ ବ୍ଲାକମେଲ କରିବା ପାଇଁ ତେର ଓ ଚଉଦ ଜୁନ ରେ ଦେଖା କରିଥଲେ। ନା ଆଉ କିଛି କାରଣ ରୁ ରିୟା ସୁଶାନ୍ତ ଙ୍କୁ ଶେଷ ଚେତାବନୀ ଦେବା ପାଇଁ ଡାକିଥିଲେ ନା ରିୟା ଆଉ କିଛି କାରଣ ରୁ ସୁଶାନ୍ତ ଙ୍କୁ ଦେଖା କରିଥିଲେ ଏବେ ସୁଶାନ୍ତ ଙ୍କ ମାମଲା ପୁରା ଅଲଗା ରୂପ ନେଇ ସାରିଛି।

ବିବେକ ଗୁପ୍ତା ଙ୍କ କହିବା କଥା କି ସେ ଲଗାତର ସିବିଆଇ ଙ୍କ ସମ୍ପର୍କ ରେ ଅଛନ୍ତି। ଏବେଯାଏଁ ଚୁପ ଥିବା ଚଦ୍ମିଦ କୁ ନେଇ ସେ ସିଧା ସିବିଆଇ ପାଖକୁ ଯିବେ ବିବେକାନନ୍ଦ ଙ୍କ କହିବା କଥା କି ଯିଏ ନିଜ ଆଖିରେ ସୁଶାନ୍ତ ଓ ରିୟା ଙ୍କୁ ଏକା ସହ ଦେଖିଥିଲେ, ସିଏ ତାଙ୍କ ସୁରକ୍ଷା ଗାର୍ଡ ଥିଲେ ଆଉ ସେଥିପାଇଁ ସେ ଚୁପ ଥିଲେ। ଆଉ ଆଗକୁ କହିବା ପାଇଁ ସେ ସେତେବେଳେ ରାଜି ହେବେ ଯେତେବେଳେ ତାଙ୍କୁ ସୁରକ୍ଷା ଦିଆଯିବ ସିବିଆଇ କୁ ସୁରକ୍ଷା ଦେବାପାଇଁ ପଡ଼ିବ।

ବିବେକାନନ୍ଦ ଏକ ବଡ଼ ଖୁଲସ କରିଛନ୍ତି କି ତାଙ୍କ ପାଖରେ ଏକ ଆଇଉଇଟ ନେଶ ଅଛି ଚଦ୍ମିଦ ଅଛି। ଯିଏ ନିଜ ଆଖିରେ ଚଉଦ ଜୁନ ସକାଳେ ଚାରିଟା ରେ ସୁଶାନ୍ତ ଓ ରିୟା ଙ୍କୁ ଏକା ସହ ଦେଖିଥିଲେ ରିୟା ର ଫ୍ଲାଟ ବାହାରେ। ଏବେ ମାମଲା ଆହୁରି ବଦଳିବ। କାରଣ ରିୟା ତେର ଜୁନ ରାତି ଓ ଚଉଦ ଜୁନ ସକାଳେ ସୁଶାନ୍ତ ଙ୍କ ସହିତ ଥିଲେ ଓ ସୁଶାନ୍ତ ଙ୍କୁ ଦେଖା କରିଥିଲେ। ଏଥିରୁ ଜଣା ପଡୁଛି କି ରିୟା ଚକ୍ରବର୍ତ୍ତୀ ଙ୍କୁ ସୁଶାନ୍ତ ଙ୍କ ମାମଲାରେ ଦୋଷୀ ସାବ୍ୟସ୍ତ ହେବେ।

Leave a Reply

Your email address will not be published. Required fields are marked *