୨୦୨୦ କୋରୋନା ଭାଇରସ କାରଣରୁ ବହୁତ ପ୍ରଭାବିତ ହୋଇଛି। ଏହି ଭାଇରସ ଦୁନିଆକୁ ବର୍ବାଦ କରିଦେଇଛି। କେତେ ଦେଶ ଗୁଡ଼ିକୁ ଏହି ଭାଇରସ ଶ୍ମଶାନ କରିଦେଲା। ଏହି ଭାଇରସ କାରଣରୁ ସବୁଠାରୁ ଅଧିକ ପ୍ରଭାବିତ ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା କୁ ହୋଇଛି। ସାଧାରଣତଃ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ଙ୍କର କୋରୋନା ପଜେଟିଭ ଆସିଛି।
ଏହାପରେ ଏବେ ସୋସିଆଲ ମିଡିଆରେ ବହୁବର୍ଷ ପୂର୍ବରୁ ବାବା ଵେଙ୍ଗା ଙ୍କ ଦ୍ଵାରା କରାଯାଇଥିବା ଭବିଷ୍ୟବାଣୀ ର ଚର୍ଚ୍ଚା ହେଉଅଛି।୨୬ ବର୍ଷ ପୂର୍ବରୁ ବାବା ବେଙ୍ଗା ଆମେରିକାର ରାଷ୍ଟ୍ରପତି ଙ୍କୁ ନେଇ ଭବିଷ୍ୟବାଣୀ କରିଥଲେ। ଏଥିରେ କୁହାଯାଇଥିଲା କି ୨୦୨୦ ରେ ଆମେରିକାର ରାଷ୍ଟ୍ରପତି ଙ୍କୁ ଗୋଟେ ଗୁପ୍ତ ବେମାରୀ ହୋଇଯିବ, ଯେଉଁଥିପାଇଁ ସେ ବୃଦ୍ଧ ହୋଇଯିବେ ଓ ତାଙ୍କୁ ବ୍ରେନ ଟ୍ୟୁମର ମଧ୍ୟ ହୋଇଯିବ। ଏଥିରେ ଏବେ ଟ୍ରମ୍ପ ଙ୍କୁ କୋରୋନା ହେବାରୁ ଲୋକେ ବାବା ବେଙ୍ଗା ଙ୍କର ଭବିଷ୍ୟବାଣୀ ର ଚର୍ଚ୍ଚା କରୁଛନ୍ତି।
ବୁଗ୍ଲାରିୟା ର ବାବା ବେଙ୍ଗା ଙ୍କ ଭବିଷ୍ୟବାଣୀ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତାଙ୍କର କେତେ ପ୍ରେଡ଼ିସ୍କନ ଠିକ୍ ବୋଲି ପ୍ରମାଣ ହୋଇଛି। ସିଏ ବଲ୍ଡ ଟ୍ରେଡ ସେଣ୍ଟର ରେ ହେଇଥିବା ଆକ୍ରମଣ ହେଇ ବା ଥାଇଲ୍ୟାଣ୍ଡ ରେ ଆସିଥିବା ସୁନାମି ହେଉ।
ବାବା ବେଙ୍ଗା ଙ୍କ ମୃତ୍ୟୁ ୧୯୯୬ ରେ ହୋଇଯାଇଥିଲା। କିନ୍ତୁ ମୃତ୍ୟୁ ପୂର୍ବରୁ ମଧ୍ୟ ସେ କେତେ ସଠିକ ଭବିଷ୍ୟବାଣୀ କରିଥଲେ। ବାବା ବେଙ୍ଗା ନିଜ ଘର ପାଖରେ ଧୂଳି ର ତୋଫାନ କାରଣରୁ ଅନ୍ଧ ହୋଇଯାଇଥିଲେ।
ଅନ୍ଧ ହେବାପରେ ବାବା ବେଙ୍ଗା ଭବିଷ୍ୟବାଣୀ ଲେଖିବାକୁ ଲେଗିଲେ। ବାବା ବେଙ୍ଗା ଆମେରିକାର ରାଷ୍ଟ୍ରପତି ଙ୍କୁ ନେଇ ମଧ୍ୟ ଭବିଷ୍ୟବାଣୀ କରିଥଲେ।
ବାବା ବେଙ୍ଗା କହିଥିଲେ କି ୨୦୨୦ ରେ ଆମେରିକାର ରାଷ୍ଟ୍ରପତି ଙ୍କୁ ଗୋଟେ ଗୁପ୍ତ ବେମାରୀ ହୋଇଯିବ। ଏହି କାରଣରୁ ସେ ବୃଦ୍ଧ ହେବା ସହିତ ବ୍ରେନ ଟ୍ୟୁମର ମଧ୍ୟ ହୋଇଯିବ।
ବାବା ବେଙ୍ଗା ଙ୍କ ଦ୍ଵାରା କରାଯାଇଥିବା କେତେ ଭବିଷ୍ୟବାଣୀ ଏବେଯାଏଁ ସତ ପ୍ରମାଣିତ ହୋଇଛି। ସେ ବଲ୍ଡ ଟ୍ରେଡ ସେଣ୍ଟର ଉପରେ ହେଇଥିବା ଆକ୍ରମଣ କୁ ନେଇ ଚେର୍ନାବିଲ ରାସାୟନିକ ଆକ୍ରମଣ କୁ ନେଇ ମଧ୍ୟ ଭବିଷ୍ୟବାଣୀ କରିଥଲେ ଓ ତାହା ସତ ପ୍ରମାଣିତ ହୋଇଛି।
ଏମିତିରେ ଏବେ ଡୋନାଲ୍ଡ ଟ୍ରମ୍ପ ଙ୍କୁ କୋରୋନା ହେବା ପରେ ଲୋକେ ବାବା ବେଙ୍ଗା ଙ୍କ ଭବିଷ୍ୟବାଣୀ ର ଚର୍ଚ୍ଚା କରୁଛନ୍ତି। ଲୋକମାନଙ୍କୁ ଡର ଅଛି କୋରୋନା ପଜେଟିଭ ହେବା ପରେ ଏବେ ଟ୍ରମ୍ପ ଙ୍କୁ ଏହାର ଆଉ ଏକ ବେମାରୀ ର ସାମ୍ନା କରିବାକୁ ନ ପଡୁ।
ଆପଣଙ୍କୁ କହି ଦେଉଛୁ କି, ବାବା ବେଙ୍ଗା ୨୦୨୩ ରେ ଆମେରିକା ଓ ଇଟାଲୀ ର ଯୁଦ୍ଧ ହେବାର ଭବିଷ୍ୟବାଣୀ କରିଛନ୍ତି। ତାହା ସହିତ ୨୩୦୪ ରେ ଟାଇମ ଟ୍ରେବଲ ର ସମ୍ଭାବନା ମଧ୍ୟ କହିଛନ୍ତି।
ଏହି ଅନ୍ଧ ଭବିଷ୍ୟକର୍ତ୍ତା ୫୦୭୯ ମସିହା ଯାଏ ମଧ୍ୟ ଭବିଷ୍ୟବାଣୀ କରିଛନ୍ତି। ବାବା ବେଙ୍ଗା ଙ୍କ ଅନୁସାରେ, ଏହା ସେହି ବର୍ଷ ହେବ ଯେବେ ଦୁନିଆ ଶେଷ ହୋଇଯିବ।