କୁସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ ଏମ୍ସ ରିପୋର୍ଟ ରେ ପ୍ରଥମ ଥର ଏମ୍ସ ଫରେନସିଭ ର ମୁଖ୍ୟ ସୁଧୀର ଗୁପ୍ତା ଙ୍କର ଅଫିସିଆଲ ବୟାନ ଆସିଛି। ଏବେ ଯାଏ ସୂତ୍ର ଅନୁସାରେ ଖବର ଆସୁଥିଲା କିନ୍ତୁ ପ୍ରଥମ ଥର ସୁଧୀର ଗୁପ୍ତା କହିଛନ୍ତି ବଡ଼ କଥା। କଥା ଏହା କି ଏମ୍ସ ର ଫରେନସିଭ ଟିମ ସୁଶାନ୍ତ ଙ୍କ ସହ ଖାରିଚ କରିଛି ଓ ଏହା ସହ କହିଛନ୍ତି କି ସୁଶାନ୍ତ ସିଂ ରାଜପୁତ ଯାହା କରିଛନ୍ତି ନିଜେ କରିଛନ୍ତି। ଏହାର ମାନେ ସୁଶାନ୍ତ ନିଜକୁ ନିଜେ ମାରିଛନ୍ତି। କିନ୍ତୁ ଏହା ପୁରା ସତ ନୁହେଁ ଏଠି ଭାଇକେଲ ଜେଲ ରେ ବନ୍ଦୀ ହୋଇଥିବା ରିୟା ଚକ୍ରବର୍ତ୍ତୀ କୁ ଏମ୍ସ ର ବୟାନ ଓ ରିପୋର୍ଟ୍ ବିଷୟରେ ଜଣା ପଡ଼ିଲା। ରିୟା ଚକ୍ରବର୍ତ୍ତୀ ଜେଲ ତମାସା ଆରମ୍ଭ କରିଦେଲେ।
ରିୟା ଜେଲ ରେ ମିଠା ମଗାଇ ଥିଲେ। ଏହି ଖବର ଆଶ୍ଚର୍ଯ୍ୟ କରିଦେଇଛି କି ପାପି ରିୟା ର ଅସଲ ସତ ସାମ୍ନାକୁ ଆସିଛି। କାରଣ ରିୟା ଙ୍କୁ ସୁଶାନ୍ତ ଙ୍କ ମୃତ୍ୟୁ ରେ ଏତେ ଖୁସି ମିଳିଛି ଯେ ସେ ଜେଲ କୁ ମିଠା ମଗାଇ ଦେଲେ। ଖାଲି ଏତିକି ନୁହେଁ ସେ ଜେଲ ଭିତରେ ହଙ୍ଗାମା ଆରମ୍ଭ କରିଦେଲେ। ଏବେ ଆଉ ଏକ ବଡ଼ କଥା ଯେ ଏମ୍ସ ର ଫରେନସିଭ ଟିମ କିଛି ବି କହୁ କି କିଛି ବି ରିପୋର୍ଟ୍ ଦଉ କିନ୍ତୁ କିନ୍ତୁ ଦୁଇଟା କଥା ଆମେ ଆପଣଙ୍କୁ କହିବୁ। ଆପଣ କହିବେ କି ସୁଶାନ୍ତ ଙ୍କ ସହ ଭୁଲ ହୋଇଛି ଓ ଏଥିରେ ରିୟା ଚକ୍ରବର୍ତ୍ତୀ ସାମିଲ ଥିଲେ। ଆସନ୍ତୁ ଜାଣିବା ଦୁଇଟା ଖାସ କଥା।
ଏମ୍ସ ଟିମ କୁ ନେଇ ବହୁତ ଦିନ ହେଲା କଥା ହେଉଥିଲା। ସୁଶାନ୍ତ ପେଟରୁ କୌଣସି ବି ବିଷ ମିଳିନଥିଲା। ଏହା ଆଗରୁ ପ୍ରମାଣ ହୋଇସାରିଛି। ଆଉ ଏବେ ଏମ୍ସ ଫରେନସିଭ ର ମୁଖ୍ୟ ସୁଧୀର ଗୁପ୍ତା ଙ୍କ ଅଫିସିଆଲ ଷ୍ଟେଟମେଣ୍ଟ ଆସିଛି କି ସୁଶାନ୍ତ ଙ୍କ ସହ ଯାହା ସବୁ ହୋଇଛି ସେ ନିଜେ ସବୁ କରିଛନ୍ତି। ଏହାର ମାନେ ସୁଶାନ୍ତ ନିଜେ ଆତ୍ମହତ୍ୟା କରିଛନ୍ତି। ଏବେ ଏହି ଖବର ସହର ସାରା ଖେଳେଇ ହୋଇଯାଇଛି ଓ ଭାଇକେଲ ଜେଲ ରେ ମଧ୍ୟ ଏହି ଖବର ପହଂଚି ସାରିଛି।
ଯେମିତି ଏହି ଖବର ଭାଇକେଲ ଜେଲ ପହଞ୍ଚିଛି ଜେଲ ରେ ନୂଆ ତମାସ କରିଛନ୍ତି ରିୟା। ରିୟା ଏନସିବି ର ମାମଲାରେ ଜେଲ ରେ ଅଛନ୍ତି। ଜେଲ ସୂତ୍ର ଅନୁସାରେ, ରିୟା ଚକ୍ରବର୍ତ୍ତୀ ଜେଲ କ୍ୟାଣ୍ଟି ନ ରୁ ମିଠା ମଗାଇ ଛନ୍ତି। ସୁଶାନ୍ତ ଆତ୍ମହତ୍ୟା ଖୁସିରେ ରିୟା ଏତେ ଖୁସି ଅଛନ୍ତି ଯେ ସେ ମିଠା ଆଉ ଥଣ୍ଡା ଆଣି ଜେଲ ରେ ଖାଇଲେ ଓ ଦୁଇଜଣ ମହିଳା ଙ୍କୁ ମଧ୍ୟ ଖାଇବାକୁ କହୁଥିଲେ। ଅନ୍ୟ କର୍ମଚାରୀ ମାନଙ୍କୁ ମଧ୍ୟ ରିୟା ମିଠା ବାଣ୍ଟିବାକୁ କହୁଥିଲେ। ଜେଲ ସୂତ୍ର ଅନୁସାରେ, ରିୟା ଙ୍କୁ ଯେତେବେଳ ପଚରା ହେଲା ସେ ମିଠା କଣ ପାଇଁ ଦେଉଛନ୍ତି ରିୟା ସୁଶାନ୍ତ ଙ୍କୁ ଗାଳି କରି କହିଲେ କି ଯାହା ପାଇଁ ମୁଁ ବରବାଦ ହୋଇଗଲି।
ମୁଁ ଜାଣିଥିଲି ଯେ ସିଏ ଦୋଷୀ ବୋଲି ଆଉ ଏ କଥା ଏବେ ସାରା ଦୁନିଆ କୁ ଜଣା ପଡିଗଲା। ସେଥିପାଇଁ ସେ ଆତ୍ମହତ୍ୟା କରିଥିଲା। ରିୟା ଯାହା ଜେଲ ରେ କରୁଛି ଏଥିରୁ ଜଣା ପଡୁଛି କି ରିୟା ପୁରା ପାଗଳି ହୋଇଯାଇଛନ୍ତି। ଏମ୍ସ ରିପୋର୍ଟ୍ ରେ କଣ ପାଇଁ ଭରଷା କରା ଯାଉନାହିଁ। କଣ ପାଇଁ ଏମସ ରିପୋର୍ଟ୍ ରେ ପ୍ରଶ୍ନ କରାଯାଉଛି। ଏହାର ମାତ୍ର ଦୁଇଟି କାରଣ ଅଛି। ଏହାର କାରଣ ହେଉଛି ଏମ୍ସ ଟିମ ଯେଉଁ ଭୁଲ ରିପୋର୍ଟ୍ ଦେଇଥିଲା। ସେଥିରେ ଦିନ ଓ ସମୟ ଲେଖା ହୋଇନଥିଲା। ଏବେ ଏମ୍ସ ଟିମ ନିଜର ରିପୋର୍ଟ ସିବିଆଇ କୁ ଦେଇଦେଇଚି। ଯେଉଁଥିରେ ପ୍ରଥମ ଥର ପାଇଁ ବହୁତ ବଡ଼ ଖୁଲାସ ହୋଇଛି।
ପ୍ରଥମ ଖୁଲାସ: ସୁଶାନ୍ତ ଙ୍କୁ ନେଇ କିଛି ଲୋକ ତେର ଜୁନ ଓ କିଛି ଲୋକ ଚଉଦ ଜୁନ କୁ ନେଇ କଥା ହେଉଛନ୍ତି। କାରଣ ମୁମ୍ୱାଇ ର କୁପର ହସ୍ପିଟାଲ ନିଜ ରିପୋର୍ଟ୍ ରେ ସୁଶାନ୍ତ ଙ୍କ ମୃତ୍ୟୁ ର ସମୟ ଓ ଦିନ ଲେଖି ନଥିଲା। କିନ୍ତୁ ଏବେ ସିବିଆଇ ସୂତ୍ର ଅନୁସାରେ ଏମ୍ସ ଟିମ ପ୍ରଥମ ଥର ସୁଶାନ୍ତ ଙ୍କ ମୃତ୍ୟୁ ର ଦିନ କହିଛିି। ସୁଶାନ୍ତ ଙ୍କ ସହ ତେର ଜୁନ ରେ କିଛି ବି ହେଇଥାଉ କିନ୍ତୁ ତାଙ୍କର ଶେଷ ନିଃଶ୍ୱାସ ଚଉଦ ଜୁନ ରେ ନେଇଥିଲେ। ଏହା ଏକ ବହୁତ ବଡ଼ ଖୁଲାସ। ଚଉଦ ଜୁନ ରେ ହିଁ ସୁଶାନ୍ତ ମୃତ୍ୟୁ ହୋଇଛି। ମାନେ ତେର ଜୁନ ରେ ଯାହା ସବୁ ହୋଇଥଲା ତାହା ସବୁ ମିଛ ଥିଲା। ନହେଲେ ତେର ଜୁନ ରେ କିଛି ହୋଇଥଲା ଯାହା ଚଉଦ ଜୁନ କୁହାଯାଇଛି।
ଦ୍ଵିତୀୟ ଖୁଲାସ: କୁହାଯାଇଛି କି ସୁଶାନ୍ତ ଙ୍କ ମୃତ୍ୟୁ ଚଉଦ ଜୁନ ରେ ହୋଇଥଲା ଏବଂ ସମୟ ମଧ୍ୟ ଏମ୍ସ ଟିମ କହିସାରିଛି। ସୁଶାନ୍ତ ଚଉଦ ଜୁନ ର ସକାଳ ୧୧.୦୦ ରୁ ୧୨.୦୦ ଭିତରେ ମୃତ୍ୟୁ ବରଣ କରିଛନ୍ତି। ଏହା ଏବେ ପକ୍କା ପ୍ରମାଣ ମିଳିଛି ଏମ୍ସ ରିପୋର୍ଟ ରୁ। ସୁଶାନ୍ତ ଚଉଦ ଜୁନ ରେ ଠିକ୍ ଥିଲେ କିନ୍ତୁ ୧୧.୦୦ ରୁ ୧୨.୦୦ ଭିତରେ ସେ ଦୁନିଆ ଛାଡି ଚାଲିଗଲେ। ଏହାର ମାନେ ଯାହା ବି ହୋଇଛି ତାହା ସକାଳ ୧୧.୦୦ ରୁ ୧୨.୦୦ ଭିତରେ ହୋଇଛି।
ତୃତୀୟ ଖୁଲାସ: ସିବିଆଇ ସୂତ୍ର ଅନୁସାରେ, ଏମ୍ସ ଟିମ ନିଜର ରିପୋର୍ଟ ରେ କହିଛିି କି ସୁଶାନ୍ତ ଙ୍କ ପେଟରେ କୌଣସି ବି ବିଷ ମିଳି ନାହିଁ। ଏହାର ମାନେ ସୁଶାନ୍ତ ଙ୍କୁ କିଛି ବି ବିଷ ଦିଆଯାଇନାହିଁ। ସୁଶାନ୍ତ ପେଟରେ କିଛି ବି ଖାଦ୍ୟ ମିଳି ନାହିଁ। ସୁଶାନ୍ତ ପେଟ ପୁରା ଖାଲି ଥିଲା। ଏହାର ମାନେ ସୁଶାନ୍ତ ଚଉଦ ଜୁନ ର ସକାଳେ କିଛି ବି ଖାଇନଥିଲେ। ଆଉ ଯେଉଁ ଜୁସ କଥା କୁହାଯାଇଛି ସେ ଜୁସ ଏକ ଘଣ୍ଟାରୁ ଦେଢ ଘଣ୍ଟା ଭିତରେ ହଜମ ହୋଇଯାଇଛି ଆଉ ୟୁରିନ ଦ୍ବାରା ବାହାରି ଯାଇଛି। ନହେଲେ ସୁଶାନ୍ତ ଙ୍କୁ ଜୁସ ଦିଆ ଯାଇନଥିଲା। ଏବେ ସିବିଆଇ କୁ ଖୋଜିବାକୁ ପଡ଼ିବ ପୁରା ସତ।
ଚତୁର୍ଥ ଖୁଲାସ: ସୁଶାନ୍ତ ଙ୍କୁ ନେଇ ଏମ୍ସ ଟିମ ରିପୋର୍ଟ୍ ରୁ ଆଉ ଏକ ବଡ଼ ଖୁଲାସ ଚମକାଇ ଦେବ। ଏମ୍ସ ଟିମ କହୁଛି କି ସୁଶାନ୍ତ ଙ୍କ ର ନିଃଶ୍ୱାସ ବେକ ଚିପିବାରୁ ଅଟକିଛି। କିନ୍ତୁ ସୁଶାନ୍ତ ଙ୍କ କର୍ଡ ଭାଙ୍ଗି ଯାଇଥିଲା। ଆଉ ଯେଉଁ କୁର୍ତ୍ତି ରେ ସୁଶାନ୍ତ ସବୁ କିଛି କରିଥିଲେ ଏହା କୁହାଯାଇଛି କି ଆଉ ସେଥିରେ କର୍ଡ ଭାଙ୍ଗିବା ସମ୍ଭବ ନୁହେଁ। ଆଉ ଏମ୍ସ ଟିମ ରିପୋର୍ଟ୍ ରେ ଏହା କହୁଛି। ଆଉ ଏମ୍ସ ଟିମ ଖାଲି ରିପୋର୍ଟ୍ ଦେଇପାରିବ କିନ୍ତୁ ସିବିଆଇ କୁ ତାର ପୁରା ସତ ଖୋଜିବାକୁ ପଡ଼ିବ।
ପଞ୍ଚମ ଖୁଲାସ: ସୁଶାନ୍ତ ଙ୍କୁ ନେଇ ଆଉ ଏକ ବଡ଼ ଖୁଲାସ ଯେ ସୁଶାନ୍ତ ଙ୍କୁ ଡ୍ରଗସ କୁ ନେଇ ଏମ୍ସ ଟିମ ତଲାସ କରୁଥିଲା। ଆଉ ରିପୋର୍ଟ୍ ଚାମାକାଇ ଦେବ କି ସୁଶାନ୍ତ ଙ୍କ ପେଟ ରେ ବଡ଼ ହେବି ଡୋଜ ମିଳିଛି। ଏହାର ମାନେ ସୁଶାନ୍ତ ଡ୍ରଗସ ନିଜେ ନେଇଥିଲେ ନା ତାଙ୍କୁ ଡ୍ରଗସ କିଏ ଦେଇଥିଲା। ଏହାର ତଲାସ ସିବିଆଇ କୁ କରିବାକୁ ପଡ଼ିବ।
ଷଷ୍ଠ ଖୁଲାସ: ଆଉ ଏକ ବଡ଼ ଖୁଲାସ ଏମ୍ସ ଟିମ ମଧ୍ୟ ମାନୁଛି କି ସୁଶାନ୍ତ ଙ୍କ ଗଳାରେ ଥିବା କ୍ଷତ ଚିହ୍ନ ଅଛି ଆଉ ସେ ବହୁତ ପତଳା ଓ ପ୍ରତ୍ୟେକ କପଡା ରେ ଏହି ଭଳି ଚିହ୍ନ ହେଇପାରିବ ନାହିଁ। ଏମ୍ସ ଟିମ କେବେ ବି ଏହା କହିପାରିବ ନାହିଁ ଖାଲି ରାୟ ଦେଇପାରିବ। ଆଉ ଏହା ଉପରେ ସନ୍ଧାନ ସିବିଆଇ କୁ କରିବାକୁ ପଡ଼ିବ। ଏବେ ଏମ୍ସ ଟିମ ସଫା ସଫା କହିଛିି କି ସବୁ କପଡା ରୁ ଏମିତି ହୋଇପାରିବ କାରଣ ସେ ରୁମ ରେ ଆଉ କିଛି ଜିନିଷ ନଥିଲା। କିନ୍ତୁ ପ୍ରତ୍ୟେକ କପଡା ରୁ ଗୋଟେ ପ୍ରକାରର ଗୋଲ ଚିହ୍ନ ହେବ ଏହା ସତ ନୁହେଁ। ଏଠି ଏମ୍ସ ଟିମ କିଛି ନା କିଛି ଆଶଙ୍କା କରିଛି। ଆଉ ଏହାର ତଲାସ ସିବିଆଇ କୁ କରିବାକୁ ପଡ଼ିବ।
ସପ୍ତମ ଖୁଲାସ: ଆଉ ଏକ ବଡ଼ ଖୁଲାସ, ସିବିଆଇ ସୂତ୍ର ଅନୁସାରେ ଏମ୍ସ ରିପୋର୍ଟ୍ ରେ ସୁଶାନ୍ତ ଘରେ କିଛି ହୋଇଥଲା। ଯେଉଁଥିରେ ଏମ୍ସ ଟିମ କହିଛିି ସୁଶାନ୍ତ ଙ୍କ ଘରକୁ ସେହି ଦିନ ମାନେ ଚଉଦ ଜୁନ ରେ ମୁଖ୍ୟ ଦୁଆର ପଟେ କେହି ଆସିନଥିଲେ। କିନ୍ତୁ ଛାତ ଉପରେ ଫରେନସିଭ ଟିମ ପ୍ରଶ୍ନ ଉଠାଇଛନ୍ତି କି ସୁଶାନ୍ତ ଙ୍କ ଛାତ ଉପରେ ଗୋଟିଏ ରାସ୍ତା ଥିଲା ଯାହା ସିଧା ଫ୍ଲୋର କୁ ବାହାରିଛି।
ଆଉ ଏମ୍ସ ଟିମ କହିଛିି କି ଯଦି ଛାତ ପଟେ କିଏ ଆସିଛି ଏହା କନଫର୍ମ ନୁହଁ। ଏମ୍ସ ଟିମ ଖୁଲାସ କରୁଛି କି ସୁଶାନ୍ତ ଯେତେବେଳ ପଙ୍ଖା ରେ ଅଟକି ଥିଲେ ତାଙ୍କ ଗୋଡ଼ ଖଟ କୁ ଛୁଁଥିଲା। କିନ୍ତୁ କେତେବେଳେ ଏଥିରେ ମଣିଷ ମରିଯାଏ ଆଉ କେତେବେଳେ ଏହା ହୋଇନଥାଏ। ଏଠି ମଧ୍ୟ ଏମ୍ସ ଟିମ ପ୍ରଶ୍ନ କରିଛି କି ଆଉ ସଫା କରି କହିଛିି କି ଗୋଡ଼ ଖଟରେ ଲାଗୁଥିବା ରୁ ଏହା ସୁଶାନ୍ତ ନିଜେ କରିଛନ୍ତିି ବୋଲି ଜଣା ପଡୁ ନାହିଁ। ଏବେ ଏମ୍ସ ଟିମ ହୋଟେ ବଡ଼ ପ୍ରଶ୍ନ ସିବିଆଇ କୁ ଦେଇଛି ସୁଶାନ୍ତ ନିଜେ ଏହା କରିଛନ୍ତି ଏହା କନଫର୍ମ ନୁହଁ ଆଉ ଯଦି ଏହା କନଫର୍ମ ନୁହଁ ତାହେଲେ ଏହାର ସନ୍ଧାନ କରାଯାଉ।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।