ପେଟରେ ଏସିଡ଼ିଟି,ଗ୍ୟାସ,ପେଟ ଫୁଲିବା, ହାକୁଟି ଆଇନ ଏହାକୁ ପିଇ ନିଅନ୍ତୁ,୧ ମିନିଟ୍ରେ ଦୂର ହୋଇଯିବ

ବନ୍ଧୁଗଣ ଗ୍ୟାସ,ଏସିଡ଼ିଟି,ପେଟ ଫାମ୍ପିବା ଏମିତି ପ୍ରକାର ସମସ୍ୟା ଆଜିକାଲି ସମସ୍ତଙ୍କ ମଧ୍ୟରେ ଦେଖିବାକୁ ମିଳୁଅଛି | ବନ୍ଧୁଗଣ ଏହାର କାରଣ ଅନେକ ପ୍ରକାରରୁ ହୋଇଥାଏ | ଖାଦ୍ୟରେ ଅନିୟମିତତା କାରଣରୁ ଗସ ଆଉ ଏସିଡ଼ିଟି ଭଳି ସମସ୍ୟା ଉତ୍ପନ୍ନ ହୋଇଥାଏ | ଏହା ଛଡା ଯେଉଁମାନଙ୍କର ସର୍ଜରୀ ହୋଇଥାଏ ସେମାନଙ୍କୁ ଏସିଡ଼ିଟି ବା ଗସ ବଳି ସମସ୍ୟା ଭୋଗିବାକୁ ପଡିଥାଏ |ବନ୍ଧୁଗଣ ଆସ ବା ଏସିଡ଼ିଟି ଭଳି ସମସ୍ୟା ହେବା ଦ୍ୱାରା ଆପଣଙ୍କର ଖାଇବା ପିଇବା ରେ ବହୁତ କିଛି ପରିବର୍ତନ ହୋଇଯାଏ | ଖାଇବାକୁ ଭଲ ଲଗଇନଥାଏ କିମ୍ବା ଆପଣ ଯାହା ବି ଖାଇଥାନ୍ତି ତାହା ଗ୍ୟାସରେ ପରିଣତ ହୋଇଯାଇଥାଏ ଏବଂ ପେଟ ସବୁବେଳେ ପୂର୍ଣ ପୂର୍ଣ ପରି ଲାଗେ ଭାରି ରହିଲା ଭଳି ଲାଗେ |

ଆଜି ଆମେ ଏମିତି କିଛି ଘରୋଇ ଉପଚାର ବିଷୟରେ ଆପଣାକୁ ଜଣେଇବୁ ଯାହା ଆପଣଙ୍କର ଗ୍ୟାସ ଏସିଡ଼ିଟି ଭଳି ସମସ୍ୟା ସବୁ ଦିନ ପାଇଁ ଦୂର ହେଇଯିବ | ଏବଂ ଆପଣଙ୍କ ପେଟ ଫାମ୍ପିବା, ପେଟରେ ବାରମ୍ବାର ଗ୍ୟାସ ବନିବ| ଏବଂ ବାରମ୍ବାର ପାଡିବା ଏହି ଭଳି ସମସ୍ୟା ମହାୟା ଦୂର ହୋଇଯିବ | ତେବେ ଚାଲନ୍ତୁ ଜାଣିବା ଏହି ଉପଚାରକୁ ଆମେ କିପରି ବନେଇବା ଏହା ପାଇଁ ଆପଣଙ୍କୁ କଣ କଣ ସାମଗ୍ରୀର ଆବଶ୍ୟକତା ପଡିବ ଏବଂ ଏହାକୁ ଆପଣ କିପରି ସେବନ କରିବେ |

google

ବନ୍ଧୁଗଣ ଏହି ଉପଚାରକୁ ବନେଇବା ପାଇଁ ପ୍ରଥମ ସାମଗ୍ରୀ ଆପଣଙ୍କୁ ଦରକାର ଜିରା | ଜିରା ଆପଣଙ୍କ ରୋଷେଇ ଘରୁ ଆପଣଙ୍କୁ ବହୁତ ସହଜରେ ମିଳିଯିବ | ଏହି ଉପଚାରକୁ ବନେଇବା ପାଇଁ ପାନ ଦୁଇ ଚାମଚ ଜିରାର ପ୍ରୟୋଗ କରନ୍ତୁ |

google

ଏହି ଉପଚାରକୁ ବନେଇବା ପାଇଁ ଆପଣଙ୍କୁ ଦ୍ୱିତୀୟ ସାମଗ୍ରୀର ଆବଶ୍ୟକତା ପଡିବ ତାହା ହେଉଛି ଜୁଆଣି | ଜୁଆଣି କୌଣସି ତେଜେରାତି ଦୋକାନରୁ ଆପଣଙ୍କୁ ବହୁତ ସହଜରେ ମିଳିଯିବ | ବନ୍ଧୁଗଣ ଏହି ଉପଚାରକୁ ବନେଇବା ପାଇଁ ୨ଚାମଚ ଜୁଆଣି ର ପ୍ରୟୋଗ କରନ୍ତୁ |

google

ବନ୍ଧୁଗଣ ଏହି ଉପଚାରକୁ ବନେଇବା ପାଇଁ ୩ ୟ ସାମଗ୍ରୀ ଆବଶ୍ୟକ ଲବଙ୍ଗ | ଏହାକୁ ଆପଣ କୌଣସି ତେଜେରାତି ଦୋକାନରୁ ବହୁତ ସହଜରେ ମିଳି ଯିବ | ବନ୍ଧୁଗଣ ଗୋଟିଏ କଥା ଧ୍ୟାନ ରଖନ୍ତୁ ଲବଙ୍ଗରେ ଯୋଉ ଫୁଲ ଲାଗିଥାଏ ତାକୁ ଆପଣ କାଢ଼ିଦେବେ | କାରଣ ଫୁଲ ଆପଣଙ୍କ ଶରୀର ପାଇଁ ଗରମ ହୋଇଥାଏ ସେଥିପାଇଁ ୬ ରୁ ୭ ଟି ଲବଙ୍ଗର ଫୁଲ କାଢି ଏହାକୁ ପ୍ରୟୋଗ ଆପଣ ଫୁଲକୁକାଢି କରନ୍ତୁ | କାରଣ ଲବଙ୍ଗ ପେଟରୁ ଗ୍ୟାସ ଉତ୍ପନ୍ନ କାରୀ ବ୍ୟାକ୍ଟେରିଆ ମାନଙ୍କୁ ମୂଳରୁ ଶେଷ କରିଥାଏ | ଯାହା ଦ୍ୱାରା ଆପଣଙ୍କୁ ଗ୍ୟାସ ଭଳି ବା ଏସିଡ଼ିଟି ଭଳି ସମସ୍ୟା ଭୋଗିବାକୁ ପଡ଼ିନଥାଏ | ସେଥିପାଇଁ ଲବଙ୍ଗର ପ୍ରୟୋଗ ଆପଣ ଏହି ଉପଚାରକୁ ବନେଇବା ପାଇଁ ନିହାତି କରନ୍ତୁ |

google

ବନ୍ଧୁଗଣ ଚତୁର୍ଥ ବା ଶେଷ ସାମଗ୍ରୀ ଆପଣ ଏଥିରେ ବ୍ୟବହାର କରନ୍ତୁ କଳାଲୁଣ | ଯାହାକୁ ଆମେ ବିତ ଲୁଣ କହିଥାଉ | ଆପଣ ଏଥିରେ ବିତ ଲୁଣ ବ୍ୟବହାର ନକରି ଖଣ୍ଡ ଲୁଣ ଵ୍ୟଵହାର କରନ୍ତୁ | ଏହାକୁ ଆପଣ ପୁଟୁଳି ବଣିଆ ଦୋକାନରୁ ସହଜରେ ପାଇଯିବେ | ବନ୍ଧୁଗଣ ଯେଉଁ ମାନଙ୍କୁ ବ୍ଲଡ଼ ପ୍ରେସରର ସମସ୍ୟା ଅଛି ସେମାନେ ଏହି କଳାଲୁଣର ବ୍ୟବହାର ଆଦୌ କରନ୍ତୁ ନାହିଁ | ଯଦି ଆପଣଙ୍କୁ ବ୍ଲଡ଼ ପ୍ରେସରର ସମସ୍ୟା ନାହିଁ ତେବେ ଆପଣ ଏମିତି ଛୋଟ କଳାଲୁଣ ଖଣ୍ଡର ପ୍ରୟୋଗ କରିପାରିବେ

ବନ୍ଧୁଗଣ ଆପଣଙ୍କୁ ଆମେ ସମସ୍ତ ସାମଗ୍ରୀ ବିଷୟରେ ଜଣେଇ ଦେଲୁ ଏହା ପରେ ଆପଣ ସେହି ସବୁ ସାମଗ୍ରୀକୁ ଗ୍ରାଇଡିଙ୍ଗ କରିନେବେ | ଆପଣ ଏହି ସବୁ ସାମଗ୍ରୀ କୁ କଞ୍ଚା ଗୁଣ୍ଡ କରନ୍ତୁ | ଏହି ଗୁଣ୍ଡ କୁ ଭାଜିକରି ଗୁଣ୍ଡ କରିବେ ନାହିଁ | ଏହି ଗୁଣ୍ଡକୁ କୌଣସି କାଚ ପାତ୍ରରେ ସାଇତିକି ରଖିପାରିବେ | ଏହାକୁ ଯେତେ ଦିନ ଷ୍ଟୋର କରି ରଖିଲେ ମଧ୍ୟ ଏତେ ଶୀଘ୍ର ଖରାପ ହୋଇନଥାଏ |

ଏବେ ଆଣିବା ଆପଣ ଏହାର ସେବନ କିପରି କରିବେ | ଏହାର ସେବନ ପାଇଁ ଆପଣଙ୍କୁ ଏକ ଗ୍ଲାସ ଉଷୁମ ପାଣିର ଆବଶ୍ୟକତା ପଡିବ | ସକାଳୁ ଖାଲିପେଟରେ ଏକ ଚାମଚ ଏହାକୁ ପାଟିରେ ପକାନ୍ତୁ ଏବଂ ଏହି ଉଷୁମ ପାଣିକୁ ଏକ ଗ୍ଲାସ ପିଇନିଅନ୍ତୁ | ଦେଖିବେ ଏକ ମାସର ପ୍ରୟୋଗ ଦ୍ୱାରା ଆପଣଙ୍କର ଗ୍ୟାସ, ଏସିଡ଼ିଟି, ବାରମ୍ବାର ପାଡିବା ଏବଂ ପେଟରେ ଅପଚ ଭଳି ସମସ୍ୟା ସବୁ ଦିନ ପାଇଁ ଦୂର ହୋଇଯିବ | ଏହି ଉପଚାର ନିହାତି ପ୍ରୟୋଗ କରନ୍ତୁ |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *