ଅଟକ ରଖି ଛାତ୍ରୀଙ୍କ ସାମୁହିକ ବଳାତ୍କାର, ପୋଲିସ ରଖୁନଥିଲା 1ମାସ କାଳ FIR

ଲକ୍ଷ୍ନୌ ରେ ଏକାଦଶ ଶ୍ରେଣୀର ଦଳିତ ଛାତ୍ରୀ ସହ ଗୋଟେ ସପ୍ତାହ ପର୍ଯ୍ୟନ୍ତ ଅଟକ ରଖି ସାମୁହିକ ବଳା-ତ୍କାର ର ମାମଲା ସାମ୍ନାକୁ ଆସିଛି। ଏହା ମଧ୍ୟ ଜଣା ପଡ଼ିଛି କି ପୋଲିସ ଗୋଟେ ମାସ ପର୍ଯ୍ୟନ୍ତ କେସ କରିବାକୁ ମନା କରୁଥିଲା। ପୀଡିତା ଯେତେବେଳେ ଅଭିଯୋଗ କରିବା ପାଇଁ ଥାନା ରେ ପହଞ୍ଚିଲା ମାମଲାକୁ ଘୋଡାଇ ଦିଆ ଯାଉଥିଲା। ଏହି ମାମଲା ଗୋଟେ ମାସ ପର୍ଯ୍ୟନ୍ତ ଚାଲିଲା। ଯେତେବେଳେ ହାଥରସ ମାମଲା ବଢିଲା ତେବେ ପୋଲିସ ଚାପରେ ଆସି ଏଫଆଇଆର ଲେଖିଲେ।

ହାଥରସ ମାମଲା ପରେ ଜଗିଲେ ପୋଲିସ:

google

ସୂଚନା ଅନୁସାରେ, ଗୁଣ୍ଡବା କ୍ଷେତ୍ର ଥାନା ପାଖରେ ରହୁଥିବା ଏକାଦଶ ଶ୍ରେଣୀ ର ଦଳିତ ଛାତ୍ରୀ ର ଆରୋପ ଏହା କି ପୂର୍ବ ୨୩ ଅଗଷ୍ଟ ରେ ବିପିନ ନାମକ ଯୁବକ ଚାକିରୀ ଦେବା ନାରେ କାଗଜପତ୍ର ସହ ନିଜ ଘରକୁ ଡାକିଥିଲା। ପୀଡିତା ଯେତେବେଳେ ବିପିନ ଘରେ ପହଞ୍ଚିଲା ବିପିନ ଘରେ ତାଛଡା ଶକିଲ ଓ ତିନି ଚାରି ଜଣ ଯୁବକ ପୁର୍ବରୁ ଉପସ୍ଥିତ ଥିଲେ। ପୀଡିତା ର ଆରୋପ ଏହା କି ସେଠି ତାସହ ସମସ୍ତେ ବଳା-ତ୍କାର କଲେ। ଗୋଟେ ସପ୍ତାହ ପର୍ଯ୍ୟନ୍ତ ଅଟକ ରଖି ବଳା-ତ୍କାର କଲେ।

ଗୋଟେ ମାସ ପର୍ଯ୍ୟନ୍ତ ଲେଖିଲେ ନାହିଁ କେସ:

google

ଗୋଟିଏ ସପ୍ତାହ ପରେ ଦେହ ଖରାପ ହେବାରୁ ଆରୋପି ପୀଡିତା କୁ ଛାଡ଼ି ଫେରାର ହୋଇଗଲା। ଏହା ପରେ ପୀଡିତା ଜଣକ ନିଜ ପରିବାର ଲୋକଙ୍କ ସହ ଗୁଣ୍ତବା ଥାନା ରେ ଅଭିଯୋଗ କରିବାରୁ ଇନିସ୍ପେକ୍ଟର ଘୋଡାଇ ଦେଲା। ଆରୋପ ଏହା କି ଏହା ଭିତରେ ଆରୋପି ବିପିନ ପୀଡିତା ଙ୍କ ଘରକୁ ଯାଇ ଏଫଆଇଆର ନ ଲେଖିବା ପାଇଁ ଧମକ ଦେଲା ଓ ପୀଡିତା ଙ୍କ ଭଉଣୀ ସହ ଖରାପ ବ୍ୟବହାର କଲା।

google

ପୀଡିତା ଜଣକ ୩ ସେପ୍ଟେମ୍ବର ରେ ଗୁଣ୍ଡବା ଥାନା ରେ ଅଭିଯୋଗ କରିଥିଲେ, କିନ୍ତୁ ସେଠି କେହି ଶୁଣିଲେ ନାହିଁ। ଯେତେବେଳେ ହାଥରସ ମାମଲା ବଢିଲା ସ୍ଥିତି ଗଭୀରତା ଦେଖି ଉଚ୍ଚ ଅଧିକାରୀ କଥା କଥା ରେ ପୀଡିତା ର ଏଫ ଆଇଆର ଲେଖିଲା। ଏହାପରେ ଅରୋପି ବିପିନ ଓ ଶକିଲ କୁ ଗୋଟେ ମାସ ପରେ ଗିରଫ କରାଗଲା।

ଡି ସି ପି ନାର୍ଥ ଜୋନ ଶଲିନି କହିଲେ କି, ଯୁବତୀ ୨୩ ଅଗଷ୍ଟ ରେ ନିଖୋଜ ହୋଇଥଲା। ଏହାପରେ ପେରେଟସ ଚୌକିରେ ସମ୍ପର୍କ କରିଥିଲା। ପୁଣି କିଛି ଦିନ ପରେ ମିଳି ଯାଇଥିଲା। କିନ୍ତୁ ସେ କିଛି ସମୟ ପରେ ଆବେଦନ କରିଥିଲା। ପୀଡିତା ପରେ ମୋ ଅଫିସ ରେ ଆବେଦନ କଲା ରୁ ତତ୍କାଳ ମୁକଦ୍ଦମା ଲେଖାଗଲା। ଘଟଣା ର ତଲାସ କରାଯାଉଅଛି। ଯୁବତୀ ଜଣକ ବଳା-ତ୍କାର କଥା କହିଛିି। ଆଗକୁ ସନ୍ଧାନ କରାଯାଉଅଛି।

Leave a Reply

Your email address will not be published. Required fields are marked *