୧୪ ଜୁନ ର ସକାଳେ ସୁଶାନ୍ତ ଙ୍କୁ ଦେଖା କରିଥିଲେ ରିୟା, ତାହାପରେ ହେଲା ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ, ପୁରା କେସ ବଦଳି ଗଲା

ସୁଶାନ୍ତ ସିଂ ରାଜପୁତ ଙ୍କ କେସ ରେ ଏବେଯାଏଁ ଗୋଟେ ବଡ ଖୁଲାସ ହୋଇଛି, ତାଙ୍କ ମାମଲାରେ ସବୁଠାରୁ ବଡ ଖୁଲାସ। ଖୁଲାସ ଏହା କି ରିୟା ଚକ୍ରବର୍ତ୍ତୀ ୧୪ ଜୁନ ର ସକାଳେ ସୁଶାନ୍ତ ଙ୍କୁ ଦେଖା କରିଥିଲେ। ଏହା ଏକ ବଡ଼ ଖୁଲାସ। ଆଉ ବଡ କଥା ଏହା କି ଏହି ଖୁଲାସ ସିଏ କରିଛି ଯିଏ ସୁଶାନ୍ତ ଓ ରିୟା ଙ୍କୁ ଏକା ସହ ଦେଖିଥିଲେ। ଚସ୍ମଦି ନିଜ ଆଖିରେ ଦୁଇଜଣଙ୍କୁ କଥା ହଉଥିବା ର ଦେଖିଥିଲା। ଖାଲି ଏତିକି ନୁହେଁ, ରିୟା ଚକ୍ରବର୍ତ୍ତୀ ନିଜେ ସୁଶାନ୍ତ ଙ୍କୁ ଦେଖା କରିବାକୁ ଆସିଥିଲେ।

ଏବେ ଏହି ମହା ଖୁଲାସ ପରେ ସୁଶାନ୍ତ ଙ୍କ କେସ ପୁରା ବଦଳି ଯାଇଛି। ପୁରା ମାମଲାକୁ ନୂଆ ତରିକା ମିଳିଯାଇଛି କି ଏବେଯାଏଁ ରିୟା ଏହା କହୁଥିଲେ କି ୮ ଜୁନ ପରେ ସେ ସୁଶାନ୍ତ ଙ୍କୁ ଦେଖା କରିନଥିଲେ। କିନ୍ତୁ ଏଠି ରିୟା ଙ୍କ ମିଛ ଧରା ପଡିଗଲା ଓ ତାହାର ପୁରା ପ୍ରମାଣ ମଧ୍ୟ ସାମ୍ନାକୁ ଆସିଛି। ଆସନ୍ତୁ ଜାଣିବା ରିୟା ଓ ସୁଶାନ୍ତ ଙ୍କ ର କେମିତି ଦେଖା ହୋଇଥଲା। ଆଉ କଣ ପାଇଁ୧୩ ଜୁନ ରାତିରେ ଓ୧୪ ଜୁନ ସକାଳେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ଙ୍କୁ ଦେଖା କରିବାକୁ ଯାଇଥିଲେ। ଆଉ କଣ ପାଇଁ ସୁଶାନ୍ତ ଙ୍କ ମଡର କରାଗଲା।

ରିୟା ଚକ୍ରବର୍ତ୍ତୀ ଙ୍କୁ ନେଇ ତାଙ୍କ ମିଛ କୁ ନେଇ, ସୁଶାନ୍ତ ଙ୍କୁ ନେଇ ଓ ତାଙ୍କ ମଡର,୧୩ ଓ ୧୪ ଜୁନ କୁ ନେଇ ସବୁଠାରୁ ବଡ ସୁଶାନ୍ତ କେସ ରେ ଖୁଲାସ ହୋଇଛି। ଆଉ ସେ ଖୁଲାସ ଏହା କି,୧୪ ଜୁନ ଭୋର ୪ଟା ରେ ସୁଶାନ୍ତ ଓ ରିୟା ଙ୍କୁ ଏକା ସହ ଦେଖିଥିଲେ। ଆଉ ନିଜେ ରିୟା ସୁଶାନ୍ତ ଙ୍କୁ ଦେଖା କରିବାକୁ ଯାଇଥିଲେ। ସୁଶାନ୍ତ ଓ ରିୟା କୁ ସାଥିରେ ଦେଖି ଥିବା ଲୋକ ଏହି ଖୁଲସ କରିଛି। ଆଉ କଣ କଣ ହୋଇଥଲା ସେଇଦିନ ସକାଳେ ଓ ରାତିରେ? ଆସନ୍ତୁ ଜାଣିବା…

ସୁଶାନ୍ତ ସିଂ ରାଜପୁତ ଙ୍କୁ ଦେଖା କରିବା ପାଇଁ ରିୟା ଚକ୍ରବର୍ତ୍ତୀ ୧୩ ଜୁନ ରାତିରେ ଯାଇଥିଲେ ଓ ନିଜେ ଚସ୍ମିଦ କହିଛି। ଏବେ ଖୁଲାସ ଅନୁସାରେ ରିୟା ଚକ୍ରବର୍ତ୍ତୀ ୧୩ ଜୁନ ରାତିରେ ସୁଶାନ୍ତ ଙ୍କ ପାଖକୁ ଯାଇଥିଲେ। ଏବେ ସୁଶାନ୍ତ ଓ ରିୟା ଙ୍କ ଦେଖା କେଉଁଠି ହୋଇଥଲା ତାହା ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ।

କିନ୍ତୁ ଏହା କନଫର୍ମ ଯେ, ସୁଶାନ୍ତ ଓ ରିୟା ୧୩ ଜୁନ୍ ରେ ଦେଖା କରିଥିଲେ। ଓ ପରେ ରାତି ଚାରିଟାରେ ମାନେ ଚଉଦ ଜୁନ ର ଭୋର ଚାରିଟା ରେ ସୁଶାନ୍ତ ସିଂ ରାଜପୁତ ରିୟା ଚକ୍ରବର୍ତ୍ତୀ ଙ୍କ ଘରକୁ ମଧ୍ୟ ଯାଇଥିଲେ। ଏହି କଥା ଚସ୍ମିଦ କହିଛିି। ଆଉ ସେଠି ସେ ରିୟା ଓ ସୁଶାନ୍ତ ଙ୍କୁ ଏକା ସହ ଦେଖି ଥିଲା। ସୁଶାନ୍ତ ସିଂ ରାଜପୁତ ନିଜେ ରିୟା କୁ ଛାଡ଼ିବାକୁ ତାଙ୍କ ଫ୍ଲାଟ ଯାଏ ଯାଇଥିଲେ ଓ ସୁଶାନ୍ତ ଙ୍କ ଫ୍ଲାଟ ଉପରକୁ ମଧ୍ୟ ଯାଇଥିଲେ। ଆଉ ସେଠି ଚସ୍ମିଦ ସେମାନଙ୍କୁ ଏକା ସହ ଦେଖିଥିଲେ ଆଉ ତାହାପରେ ସୁଶାନ୍ତ ସେଠୁ ଚାଲିଗଲେ।

ରିୟା ଯାହା କହୁଥିଲେ କି ୮ ଜୁନ ପରେ ସେ ସୁଶାନ୍ତ ଙ୍କୁ ଦେଖା କରିନଥିଲେ। ରିୟା ମିଛ କହିଥିଲେ ଓ ସେ ମିଛ ଏବେ ଧରା ପଡି ସାରିଛି। ଏହାର ମାନେ ୧୩ ଜୁନ ରାତିରେ ଓ ଚଉଦ ଜୁନ ର ସକାଳେ କିଛି ତ ହୋଇଥଲା ଯାହାପାଇ ରିୟା ଏତେ ବଡ଼ ମିଛ କହିଲେ। ଖାଲି ଏତିକି ନୁହେଁ ରିୟାଙ୍କୁ ଦେଖା କରିବା ପରେ ସୁଶାନ୍ତ ନିଜ ଘରକୁ ଆସିଥିଲେ। ଆଉ ତାହାପରେ ତାଙ୍କର ମୃତ୍ୟୁ ହୋଇଛି। ଏତିକି ନୁହେଁ ତାଙ୍କ କହିବା କଥା କି ଏହା ପୂର୍ବରୁ ରିୟା ଓ ସୁଶାନ୍ତ କୌଣସି ଏକ ପାର୍ଟି କୁ ମଧ୍ୟ ଯାଇଥିଲେ ତାହା ମାନେ କଣ ରିୟା ସୁଶାନ୍ତ ଙ୍କୁ ବ୍ଲାକମେଲ କରିଥିଲେ ନା ଆଉ କିଛି କାରଣରୁ ରିୟା ସୁଶାନ୍ତ ଙ୍କୁ ଶେଷ ଚେତାବନୀ ଦେବାପାଇଁ ଆସିଥିଲେ ନା ରିୟା ଆଉ କିଛି କାରଣ ପାଇଁ ସୁଶାନ୍ତ ଙ୍କୁ ଦେଖା କରିଥିଲେ। ଏହି ବଡ଼ ଖୁଲାସ ପରେ ଏବେ ସୁଶାନ୍ତ ଙ୍କ ମାମଲା ପୁରା ଅଲଗା ରୂପ ନେଇ ସାରିଛି ।

ବିବେକ ନନ୍ଦ ଙ୍କ କହିବା କଥା ସେ ଲଗାତର ସିବିଆଇ ଙ୍କ ସମ୍ପର୍କ ରେ ଅଛନ୍ତି ଓଏବେ ଯାଏଁ ଚୁପ ଥିବା ଚସ୍ମିଦ ନେଇ ସିଧା ସିବିଆଇ ପାଖକୁ ଯିବେ। ବିବେକାନନ୍ଦ ଙ୍କ କହିବ କଥା କି ଯିଏ ନିଜ ଆଖିରେ ସୁଶାନ୍ତ ଓ ରିୟା କୁ ଏକା ସହ ଦେଖିଥିଲେ। ସିଏ ତାଙ୍କ ସୁରକ୍ଷା ଗାର୍ଡ ଥିଲେ। ଆଉ ସେଥିପାଇଁ ସେ ଚୁପଚାପ୍ ଥିଲେ ଆଉ ଆଗକୁ କହିବା ପାଇଁ ସେ ସେତେବେଳେ ରାଜି ହେବେ ଯେତେବେଳେ ତାଙ୍କୁ ସୁରକ୍ଷା ଦିଆଯିବ।

ସିବିଆଇ କୁ ସୁରକ୍ଷା ଦେବାପାଇଁ ପଡ଼ିବ। ବିବେକାନନ୍ଦ ଏକ ବଡ଼ ଖୁଲାସ କରିଛନ୍ତିି କି ତାଙ୍କ ପାଖରେ ଏକ ଚସ୍ମିଦ ଅଛି ଏକ ଆଇ ଉତ୍ନେସ ଅଛି । ଯିଏ ନିଜ ଆଖିରେ ଚଉଦ ଜୁନ ସକାଳ ଚାରିଟା ରେ ସୁଶାନ୍ତ ଓ ରିୟା ଙ୍କୁ ଏକସହ ଦେଖିଥିଲେ। ରିୟା ର ଫ୍ଲାଟ ବାହରେ। ଏବେ ମାମଲା ଆହୁରି ବଦଳିବ କାରଣ ରିୟା ତେର ଜୁନ ରାତି ଓ ଚଉଦ ଜୁନ ସକାଳେ ସୁଶାନ୍ତ ଙ୍କ ସହିତ ଥିଲେ ଓ ସୁଶାନ୍ତ ଙ୍କୁ ଦେଖା କରିଥିଲେ। ଏଥିରୁ ଜଣପଡିଲା କି ରିୟା ଚକ୍ରବର୍ତ୍ତୀ କୁ ସୁଶାନ୍ତ ଙ୍କ ମାମଲାରେ ଦୋଷୀ ସାବ୍ୟସ୍ତ କରାଯିବ।

ସୁଶାନ୍ତ ସିଂ ରାଜପୁତ କୁ ନେଇ ଏବେ ଯାଏ ଯେତେ ବି ଖୁଲାସ ହୋଇଛି ତାହା ସବୁ ହଟାଯିବ କାରଣ ଏବେ ଯେଉଁ ନୁଆ ଖୁଲାସ ହୋଇଛି ସୁଶାନ୍ତ ଙ୍କ ନୂଆ କଥା ସାମ୍ନାକୁ ଆସିଛି ତାହା ଆପଣଙ୍କୁ ଆତଙ୍କିତ କରିଦେବ କି କଣ କଣ କରିଥିଲେ ସୁଶାନ୍ତ ଙ୍କ ସହ। ସୁଶାନ୍ତ ଚଉଦ ଜୁନ ନୁହେ ତେର ଜୁନ ରେ ମରିଥିଲେ।

ସୁଶାନ୍ତ ଙ୍କ ର ଜଣେ ଖାସ ସାଙ୍ଗ ଯୁବରାଜ ସିଂ ଏକ ବଡ଼ ଖୁଲାସ କରୁଛି କି ରିୟା ଚକ୍ରବର୍ତ୍ତୀ କିଛି ସପ୍ତାହ ନୁହେଁ ଏହି ପ୍ଲାନ ସେ ବହୁତ ଆଗରୁ କରୁଥିଲେ ଆଉ ଏ ପ୍ଲାନ ବହୁତ ଲମ୍ବା ମଧ୍ୟ ଥିଲା। ଯୁବରାଜ ଏକ ନୂଆ ଖୁଲାସ ରେ କହିଛନ୍ତି କି ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ଙ୍କୁ ହରମନ ଟାବେଲେଟ୍ ଦେଉଥିଲେ। ରିୟା ସୁଶାନ୍ତ ଙ୍କୁ ଡାକ୍ତର ଙ୍କ ବିନା ପରାମର୍ଶ ରେ ହରମନ ଦେଉଥିଲେ। ଏହି ହର୍ମନ ସେ ଲଗାତର ଦେଉଥିଲେ। ସୁଶାନ୍ତ ଙ୍କ ଶରୀରରେ ହର୍ମୋନ ସ୍ଥିର ନରହିବା ପାଇଁ ପ୍ଲାନ କରୁଥିଲେ।

ପୁରା କ୍ଷତରନାକ ପ୍ଲାନ କରାଯାଇଥିଲା। ହରମନ ଅସନ୍ତୁଳନ ପାଇଁ ସୁଶାନ୍ତ ନିଜକୁ ହତିଆର ରେ ରଖି ପାରୁନଥିଲେ। ଆଉ ଏସବୁ ତେର ଜୁନ ରେ ହୋଇଥଲା। ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ଙ୍କୁ ନିଜ କାବୁରେ ରଖିବା ପାଇଁ ଟ୍ରାକ୍ୟୁଲାଇଯାର ବ୍ୟବହାର କରୁଥିଲେ। ସେହି ଟ୍ରକ୍ୟୁ ଲାଇଯାର ଯାହା ପଶୁ ଙ୍କ ଉପରେ ପ୍ରୟୋଗ କରାଯାଏ। ଆଉ ସୁଶାନ୍ତ ଙ୍କୁ ନିଦ ବଟିକା ମଧ୍ୟ ଦେଉଥିଲେ। ସୁଶାନ୍ତ ମୁଣ୍ଡକୁ ଟ୍ରାକ୍ୟୁଲାଇଯାର ନିଦ ବଟିକା ପୁରା ଖାଲି କରିଦେଇଥିଲା। ଆଉ ସୁଶାନ୍ତ ଙ୍କୁ ଏମିତି ଅବସ୍ଥା ରେ ପହଞ୍ଚାଇ ଦେଇଥିଲେ କି ତାଙ୍କ ସହ ଯାହା ବି ହେଲେ ସେ ମନା କରିବେ ନାହିଁ।

ତେର ଜୁନ ରେ ଯୁବରାଜ କହିଲେ କି ସୁଶାନ୍ତ ଙ୍କ ସହ ସେ ସବୁବେଳେ କଥା ହୁଅନ୍ତି ଓ ଲକଡାଉନ୍ ରେ ସେ ମଧ୍ୟ କଥା ହେଉଥିଲେ କିନ୍ତୁ ଜୁନ ର ପ୍ରଥମ ସପ୍ତାହରୁ ସୁଶାନ୍ତ ଯୁବରାଜ ଙ୍କ ସହ ମାତ୍ର ଥରେ କଥା ହେଇଥିଲେ ଓ ତାଙ୍କ ପାଟିରୁ କଥା ବାହାରୁ ନଥିଲ। ଯୁବରାଜ ଖୁଲାସ କଲେ କି ସୁଶାନ୍ତ ଙ୍କ ସହ ସବୁକିଛି ଚଉଦ ଜୁନ ନୁହେ ତେର ଜୁନ ରାତିରେ ହୋଇଛି। ଆଉ ସିବିଆଇ ମଧ୍ୟ ମାନିଛନ୍ତି କି ତେର ଜୁନ ହୋଇଛି ବୋଲି। ତେର ଜୁନ ରେ ସୁଶାନ୍ତ ଉପରେ ଟ୍ରାକ୍ୟୁଲାଇଯାର ର ପ୍ରୟୋଗ କରାଯାଇଥିଲା। ଆଉ ତାହାପରେ ସୁଶାନ୍ତ ବଞ୍ଚି ତ ଥିଲେ କିନ୍ତୁ ସେ ଅଲଗା ଦୁନିଆରେ ଥିଲେ। ଯେଉଁ ତ୍ରା ଏକ ରୁ ଦୁଇ ହଜାର ପଶୁ ଙ୍କ ଉପରେ ପ୍ରୟୋଗ କରାଯାଏ ତାହା ସବୁ ସୁଶାନ୍ତ ଙ୍କ ଉପରେ ପ୍ରୟୋଗ କରାଯାଉଥିଲା।

ଯୁବରାଜ କହିଛନ୍ତି କି ତେର ଜୁନ ରେ ଟ୍ରାକ୍ୟୁଲାଇଯାର କରିବା ପରେ ସୁଶାନ୍ତ ଙ୍କୁ ମଡର କରିବାକୁ ପ୍ଲାନ କରାଯାଇଥିଲା। ଆଉ ଯେତେବେଳେ ରାତିରେ ସୁଶାନ୍ତ ଙ୍କୁ ମଡର କରାଯାଉଥିଲା ଘରେ ଥିବା ସିଦ୍ଧାର୍ଥ ପିଠାନି ସୁଶାନ୍ତ ଙ୍କୁ ବଞ୍ଚାଇ ବାକୁ ବହୁତ ଚେଷ୍ଟା କରିଥିଲେ ଆଉ ତାଙ୍କୁ ବଞ୍ଚାଇ ଲା ବେଳେ ସୁଶାନ୍ତ ତାଙ୍କ ଉପରକୁ ହମ୍ଲା କରିଥିଲେ।

ଆଉ ତାଙ୍କ ମୁଣ୍ଡରେ ମାଡ଼ ହୋଇଥଲା। କିନ୍ତୁ ସିଦ୍ଧାର୍ଥ ପିଠାନି ସୁଶାନ୍ତ ଙ୍କୁ ବଞ୍ଚାଇ ପାରିଲେ ନାହିଁ। ଯୁବରାଜ କହିଲେ କି ସିଦ୍ଧାର୍ଥ ଙ୍କୁ ସେହି ଡ୍ରେସ ରେ ମଧ୍ୟ ଛାଡି ଦିଆଯାଇଥିଲା। କାରଣ ସିଦ୍ଧାର୍ଥ କୁ ମାରିଥିଲେ ଏହା ଜଣା ପଡିଯାଇ ଥାନ୍ତା କି ଏହା ମଡର ବୋଲି। ଆଉ ସନ୍ଦେହ ନହେବା ପାଇଁ। ଆଉ ସିଦ୍ଧାର୍ଥ ମଧ୍ଯ ଏତେ ଡରିଥିଲେ କି ସେ କାହାକୁ କିଛି କହିଲେ ନାହିଁ। ଏଥିରୁ ଆପଣ ଜାଣନ୍ତୁ ଯେ ସେମାନେ କେତେ ଭୟଙ୍କର। ଯୁବରାଜ କହିଲେ କି ସୁଶାନ୍ତ ଏକ ବଡ଼ ରହସ୍ୟ ର ଖୁଲାସ କରିବାକୁ ଚାଁହୁଥିଲା ସେଥିପାଇଁ ତାଙ୍କୁ ମଡର କରାଗଲା। ଆଉ ରିୟା କୁ ଆଠ ଜୁନ ରେ ସୁଶାନ୍ତ ଘରୁ ବାହାର କରିଦିଆଯାଇଥିଲା।

ଯୁବରାଜ ଆଉ ଏକ ଚମକାଇଲା ଭଳି କଥା ମଧ୍ୟ କହିଲେ କି ଯଦି ସେହି ଦିନ ସୁଶାନ୍ତ ବଞ୍ଚି ବି ଯାଇଥାନ୍ତା ତାହେଲେ ସେ ଆଗ ଭଳି ଠିକ୍ ହୋଇପାରି ନ ଥାନ୍ତା। କାରଣ ତାଙ୍କ ଉପରେ ଏତେ ହେବି ଭଳି ଡୋଜ ଡିଆ ଯାଇଥିଲା ଯେ ଯଦି ସେ ବଞ୍ଚି ଥାନ୍ତେ ତାହେଲେ ସେ ପାଗଳ ହୋଇ ଯାଇଥାନ୍ତେ।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *