ମହିଳା ବିରୋଧରେ ଅପରାଧ ମାମଲା ସବୁଦିନ ବଢି ବଢି ଚାଲିଛି । ପାକିସ୍ତାନରେ ସବୁବେଳେ ହିନ୍ଦୁଙ୍କ ସହ ଏହିଭଳି ଅଧିକ ଖବର ଆସିଥାଏ । ଏବେ ପାକିସ୍ତାନରେ ସକାଳୁ ଖବର ମିଳିଲାକି ନାବାଳିକା ହିନ୍ଦୁ ଯୁବତୀ ଗଣବଳାତ୍କାର ରେ ଚିନ୍ତିତ ହୋଇ ଆତ୍ମହତ୍ୟା କରିଦେଲା । ମିଡିଆ ରିପୋର୍ଟ ମାନେ କହୁଛନ୍ତି ଯୁବତୀକୁ ବର୍ଷେ ହେଲା ଅପହରଣ କରି ନେଇଯାଇଥିଲେ । ପରେ ତା ସହ ବଳାତ୍କାର ହେଲା ।

ବଳାତ୍କାର ପରେ ଦୋଷୀ ମାନେ ନାବାଳିକାର ବିଡିଓ ମଧ୍ୟ କରିଥିଲେ । ଏହି ମାମଲାରେ କେସ ରେକର୍ଡ ହୋଇଛି । ଦୋଷୀମାନେ ଗିରଫ ମଧ୍ୟ ହୋଇଥିଲେ । କିନ୍ତୁ କିଛିଦିନ ପରେ ସେମାନଙ୍କୁ ବେଲ ମିଳିଯାଇଥିଲା । ଜେଲରୁ ବାହାରିଲା ପରେ ପୀଡ଼ିତା କୁ ବ୍ଲାକମେଲ କଲେ । ପରେ ସେ ଆତ୍ମହତ୍ୟା କରିଦେଲା ।
ମିଡିଆ ରିପୋର୍ଟର କହିବା ଅନୁଯାଇ ନାବାଳିକା ଯୁବତୀ ବୁଧବାର ଦିନ ଗୋଟିଏ କୁଆ ଭିତରେ ଡେଇଁ ଜୀବନ ଦେଇଥିଲା । ତାର ଗାଁ ସିନ୍ଧ ର ଥାରପାରକର ଜିଲ୍ଲାରେ । ରିପୋର୍ଟ ର କହିବା କଥା ପୂର୍ବବର୍ଷ ଜୁଲାଇରେ ତିନିଜଣ ଯୁବତୀ କୁ ଅପହରଣ କରି ନେଇ ଯାଇଥିଲେ ।
/cdn.vox-cdn.com/uploads/chorus_asset/file/10086469/shutterstock_767814298.jpg)
ଅପହରଣ କଲାପରେ ଯୁବତୀ ସହ ଗଣବଳା-ତ୍କାର କରି ତାର ଭିଡିଓ କରିଦେଇଥିଲେ । ଯୁବତୀର ପରିବାର ଲୋକଙ୍କ ଅଭିଯୋଗ ପରେ କେସ ହେଲା ଦୋଷୀକୁ ଗିରଫ କରାଗଲା । କିନ୍ତୁ କିଛିଦିନ ପରେ ସେମାନେ ବେଲରେ ବାହାରିଗଲେ ।
ଯୁବତୀର ଘର ଲୋକ କହିଲେ , ଦୋଷୀ ପୋଲୀସର ଦ୍ରୁଷ୍ଟିରେ ଥିଲେ ସମସ୍ତଙ୍କ ପରିବାର ପ୍ରଭାବଶାଳୀ ଥିଲେ । ସେମାନେ ଯୁବତୀକୁ ବ୍ଲାକମେଲ କରିଲେ । ସେ ଚିନ୍ତିତହୋଇ ଆତ୍ମହତ୍ୟା କରିଦେଲା । ଜିଲ୍ଲା ଏସପି ଅବଦୁଲ୍ଲା ଅହମ୍ମଦୟାର ମାନିଲେ ଯୁବତୀ ସହ ଗଣବଳା-ତ୍କାର ହେଇଥିଲା ।
ମେଡିକାଲ ରିପୋର୍ଟ ଲେଖାଯାଇଥିଲା , ସେଠାକାର ହିନ୍ଦୁଧର୍ମର ନେତା ମାନେ ଦୋଷୀ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କଲେ । ଏମାନେ କହିଲେ ଖୁବଶୀଘ୍ର ଦୋଷୀକୁ ଗିରଫ ନକରିଲେ ବିରୋଧ ରେ ପ୍ରଦର୍ଶନ କରାଯିବ ।
ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।