ଗଣଦୁ-ଷ୍କର୍ମ କରି ଯୁବତୀକୁ କାଦୁଅରେ ପକାଇ ପାଦରେ ଚାପୁ ଥିଲା ଯୁବକ, ସାଙ୍ଗରେ ଥିବା ଯୁବତୀମାନେ ଜୋର ରେ ଡାକି ବାରୁ ଜୀବନ ବଞ୍ଚିଲା

ହାତରସ ରେ ଗଣଦୁ-ଷ୍କର୍ମ ମାମଲା ଥମି ନଥିଲା ବେଳେ ବିହାରର କେମୂର୍ ଜିଲ୍ଲା ରେ ଗଣଦୁ-ଷ୍କର୍ମ ପରେ ପଶୁତ୍ୱ କାମ ସାମ୍ନାକୁ ଆସିଚି । ଘାସ କାଟିବାକୁ ଯାଇଥିବା ଯୁବତୀକୁ ଦୁଇଜଣ ଯୁବକ ଗଣବଳାତ୍କାର କରିଛନ୍ତି।ତାହା ପରେ ଦୁଇଜଣ ଯୁବକ ପୀଡିତା କୁ ଜୀବନରୁ ମାରିବାକୁ ଚେଷ୍ଟା କରିଛନ୍ତି।

ଅଭିଯୁକ୍ତ ଯୁବତୀର ମୁହଁ କୁ କପଡା ରେ ବାନ୍ଧି ବିଲ କାଦୁଅ ରେ ପାଦରେ ମାଡିକି ଚାପି ଦେଉଥିଲେ।ପୀଡିତା ର କିଛି ଦୂରରେ ଥିବା ଯୁବତୀ ମାନେ ଯେତେବେଳେ ଦେଖିଲେ ଜୋର୍ ରେ ଡାକ ପକାଇଲେ ।ଏହି ଫୋଟୋ ରେ ଯେଉଁ ଗଣଦୁ-ଷ୍କର୍ମ କାରି ଦୁଇ ଜଣଙ୍କୁ ଦେଖୁଛନ୍ତି ତାଙ୍କୁ ମେଡିକାଲ୍ ଟେଷ୍ଟ ପାଇଁ ହସ୍ପିଟାଲ୍ ନେଇଯାଇଛନ୍ତି।

ଡାକ ସୁନିକି ଗାଁଲୋକ ଜଣେ ଅପରାଧୀ କୁ ଧରି ପକାଇଲେ।ଯେବେ ପୋଲିସ ଗାଁରେ ପହଞ୍ଚିଲେ ଅନ୍ୟ ଅପରାଧୀ କୁ ଖୋଜିକି ଧରିଲେ ,ବାକି ତିନି ଅପରାଧୀ ଏବେ ବି ଧରା ପଡି ନାହାନ୍ତି ,ପୁରା ଘଟଣା କେମୁର୍ ଜିଲ୍ଲା ର ଚେନ୍ ପୁର ଥାନା ଅଧୀନରେ ଯାଉଛି। ଯେଉଁଠାରେ ଚାରି ଯୁବତୀ ବିଲକୁ ଘାସ କାଟି ବାକୁ ଯାଇଥିଲେ , ସେଇ ସମୟରେ ଗାଁ ର ପାଞ୍ଚ ଜଣ ଯୁବକ ଯୁବତୀମାନଙ୍କୁ ଏକା ଦେଖି ଘେରିଗଲେ।

ଯୁବକ ଘେରିବା ଦ୍ଵାରା ତିନି ଯୁବତୀ ପଳେଇଲେ ,ଗୋଟିଏ ଯୁବତୀକୁ ଦିଜଣ ଯୁବକ ଧରିପକାଇଲେ। ଜଣକ ପରେ ଜଣେ ତା ସହ ଗଣଦୁ-ଷ୍କର୍ମ କଲେ,ବାକି ତିନିଜଣ ସହଯୋଗୀ ସେଠାରେ ଥିଲେ। ଯେମିତି ଯୁବତୀର ଘରଲୋକ ଓ ଗାଁ ଲୋକ ଜାଣିବାପରେ ସବୁ ଗାଁ ଲୋକ ବିଲ ଆଡ଼କୁ ଦୌଡିଲେ। ଗାଁ ଲୋକକୁ ଦେଖି ପାଞ୍ଚ ଜଣ ଯୁବକ ପଳେଇ ବାକୁ ଲାଗିଲେ।ଏହି ସମୟରେ ଗାଁ ଲୋକ ଜଣେ ଯୁବକକୁ ଧରିପକେଇଲେ,ଯେତେବେଳେ ସେ ଯୁବକକୁ ଗାଁ ଲୋକ ଧରିକି ଆଣୁଥିଲେ ଚେନପୁର୍ ପୋଲିସ ଘଟଣାରେ ପହଞ୍ଚିଲେ ,ଗାଁ ଲୋକଙ୍କ ଠାରୁ ଅପରାଧୀ ଯୁବକକୁ ନିଜ ଅକ୍ତିଆର କୁ ନେଲେ।

ଗାଁ ଲୋକ ସେଇ ଯୁବକକୁ ମାରିବାକୁ ବସିଥିଲେ ,ଗାଁ ଲୋକଙ୍କୁ ପୋଲିସ ବୁଝାଇସୁଝାଇ ନିଜ ଅକ୍ତିଆରକୁ ନେଲେ।ପୁଣି ପୋଲିସ ସଙ୍ଗେସଙ୍ଗେ କାଯ୍ୟାନୁଷ୍ଟାନ୍ କରି ଦ୍ଵିତୀୟ ଅପରାଧୀକୁ ଘୋଷାଡି ଘୋଷାଡି ଧରିପକେଇଲେ ।କିନ୍ତୁ ତିନି ଜଣ ଅପରାଧୀ ଖସିଗଲେ।ଯାହାପାଇଁ ପୋଲିସ ଖୋଜୁଥିଲା। ପୀଡିତାର ମେଡିକାଲ୍ ଟେଷ୍ଟ ପାଇଁ ସଦର ହସ୍ପିଟାଲ୍ ନିଆ ଗଲା।ମହିଳା ଥାନା ରେ ପୀଡିତା ଲିଖିତ ଏଫ୍.ଆଇ.ଆର୍ ଦେଲା।

ନିଜ ଲୋକ ମାନେ କହିବା ଅନୁଯାଇ ଆମ ଗାଁର ତିନି ଜଣ ଯୁବତୀ ପାଖ ବିଲକୁ ଘାସ କାଟିବାକୁ ଯାଇଥିଲେ। ମଦୁରଣି ଗାଁ ର ୫ଜଣ ଯୁବକ ପହଞ୍ଚିଲେ ଜଣେ ଯୁବତୀ କୁ ପାଞ୍ଚ ଜଣ ଯୁବକ ଘେରି ଗଲେ ,ଯେମିତି ଯୁବତୀ ଡାକିଲା ସାଙ୍ଗରେ ଘାସ କାଟୁଥିବା ସବୁ ଯୁବତୀ ଠିଆ ହୋଇଗଲେ।ପୁଣି ତିନି ଯୁବକ ତିନି ଯୁବତୀକୁ ଧରିବାକୁ ଦୌଡ଼ିଲେ, ଜୀବନ ବଞ୍ଚାଇ ସେଠାରୁ ପଳାଇଲେ ।

୨ ଜଣ ଯୁବକ ଯୁବତୀ ସହିତ ଖରାପ କାମ କଲେ। ତାପରେ ଝିଅର ମୁହଁକୁ ବାନ୍ଧି ଗାଡରେ ଚାପିଦେଲେ । ଯେତେବେଳେ ଗାଁ ଲୋକ ସୂଚନା ପାଇଲେ ଦୋଉଡିଲେ। ଜଣେ ଯୁବକକୁ ଧରିନିଆ ଗଲା। ପୋଲିସ ପହଞ୍ଚିଲା ବେଳକୁ ଯୁବକ କହିଲା ମୋ ସହ ଆଉ ଚାରିଜଣ ଥିଲେ।ପୋଲିସ ଆଉ ଜଣେ ଅପରାଧୀ କୁ ଧରିପକେଇଲା ବାକି ତିନିଜଣ ପଳେଇଲେ । ଏବେ ଆମେ ଚାହୁଁଛୁ କି ୫ ଜଣ ଯୁବକକୁ ଫାଶୀ ହେବା ଦରକାର । ୨ ଜଣ ଖରାପ କାମ କଲେ ଓ ତିନିଜଣ ଏହି କାମରେ ସାହାଯ୍ୟ କଲେ। କେମୁର ଏସପି ଦିଲ ନ ବାଜ୍ ଅହମ୍ମଦ କହିଲେ ଚେନ ପୁର ଥାନା ରେ ଯୁବତୀ କହିବା ଅନୁସାରେ ଘାସ କାଟିବାକୁ ଯାଇଥିଲେ ସେତେବେଳେ ଯୁବକ ମାନେ ତାଙ୍କ ସହ ଖରାପ୍ କାମ କରିଥିଲେ।

ଏସପି କହିଲେ ତିନିଜଣ ତାଙ୍କ ସହ ଥିଲେ,ପୀଡିତା ତାର ବୟାନ ରେ ମହିଳା ଥାନାରେ ଏଫ୍ଆଇଆର୍ ଦିଆଯାଇଛି। ମେଡିକାଲ୍ ବୋର୍ଡ ଗଠିତ ହୋଇ ଯୁବତୀର ମେଡିକାଲ୍ ଟେଷ୍ଟ କରା ଯାଇଛି । ୨ ଜଣ ଯୁବକ ଯାହା ନା କହିଥିଲା ତାଙ୍କୁ ଗିରଫ କରାଯାଇଛି । ଅନ୍ୟ ଅପରାଧୀ ଙ୍କୁ ପୋଲିସ ଖୋଜୁଛି । ୨ ଜଣ ଯୁବକର ମଧ୍ୟ ମେଡିକାଲ୍ ଟେଷ୍ଟ କରାଯାଇଛି।

ଏଫ୍ଏସଏଲ୍ ର ଦଳ ଦ୍ଵାରା ଟେଷ୍ଟ କରାଯିବ, ଅନିସନ୍ଧରେ ଯାହା ଆସିବ ତାକୁ ଦୋଷୀ କରାଯିବ।ତାଙ୍କୁ ଛଡା ଯିବା ନାହିଁ। କଠୋର ରୁ କଠୋର ଦଣ୍ଡ ମିଳିବ।ଅନୁମଣ୍ଡଲ୍ ପୋଲିସ ଅଧିକାରୀ ସୁନୀତା କୁମାରୀ ପୁରା ଘଟଣାର ଯାଞ୍ଚ କରୁଛନ୍ତି।ଯୁବତୀର କୋର୍ଟ ରେ ୧୬୪ର ବୟାନ ଦାଖଲ କରାଯିବ।

Leave a Reply

Your email address will not be published. Required fields are marked *