ଜଣେ ଯୁବକ ନିଜ ଭାଉଜ ମାନଙ୍କ ବିରୁଦ୍ଧ ରେ କୋଟ ରେ କେସ କରିଛି ଓ କୋଟ କୁ ନ୍ୟାୟ ମାଗିଛି। ଏହି ଯୁବକ ର କହିବା କଥା କି ତା ଭାଉଜ ତାସହ ଭୁଲ କାମ କରୁଥିଲେ ଓ ଖରାପ କାମ କରିବା ପାଇଁ ବାଧ୍ୟ କରୁଥିଲେ। ଭାଉଜଙ୍କ ର ଏହି ଭଳି କାମ ରୁ ସେ ବହୁତ ଚିନ୍ତା ରେ ଥିଲେ। ବହୁତ ବୁଝାଇଲା ପରେ ଯେତେବେଳେ ଭାଉଜ ମାନେ ନ ମାନିଲେ, ଯୁବକ ଜଣକ କୋଟ କୁ ସାହାଯ୍ୟ ମାଗିଲା। ଏହି ଘଟଣା ଉତ୍ତର ପ୍ରଦେଶ ଅଳିଗଢ଼ ର ବୋଲି କୁହାଯାଉଛି।
ଭାଉଜ ମାନଙ୍କ ନାମରେ କଲା କେସ:
ଯୁବକର ଅନୁରୋଧରେ କୋଟ ତୁରନ୍ତ ଆକ୍ସନ ନେବାପାଇଁ ଉତ୍ତର ପ୍ରଦେଶ ର ପୋଲିସ ଯୁବକକୁ ଦୁଇଜଣ ଭାଉଜ ବିରୁଦ୍ଧରେ କେସ କରିବା ପାଇଁ କହିଛନ୍ତି। ସେ ପୋଲିସ ଏହି କେସ ର ତଲାସ ଆରମ୍ଭ କରି ଦେଇଛନ୍ତି। ଯୁବକର ଅଭିଯୋଗ ଏହା କି ଯେତେବେଳେ ତା ଭାଇ ମାନେ କାମକୁ ପଳେଇ ଯାନ୍ତି ସେତେବେଳେ ତାର ଦୁଇ ଭାଉଜ ତାକୁ ଶାରୀରିକ ସମ୍ପର୍କ ରଖିବା ପାଇଁ ଜବରଦସ୍ତ କରୁଥିଲେ। ମନା କରିବାରୁ ତାକୁ ମରାମରି ମଧ୍ଯ କରୁଥିଲେ।
ରାବଣ ଦିଲା କ୍ଷେତ୍ର ରେ ରହୁଥିବା ସେ ଯୁବକ ଅଦାଲତ କୁ କହିଲା କି ତାର ଦୁଇଜଣ ଭାଉଜ ତାସହ ଜବରଦସ୍ତି କରୁଥିଲେ। ସେ ମନା କରିବାରୁ ତାର ଦୁଇଜଣ ଭାଉଜ ତାକୁ ମାରୁଥିଲେ। ବହୁତ ଦିନ ଧରି ସେ ଏସବୁ ସହୁଥିଲା। କିନ୍ତୁ ଏବେ ଯୁବକ ନିଜ ଭାଉଜ ମାନଙ୍କୁ ଶାସ୍ତି ଦେବାପାଇଁ ସ୍ଥିର କରିଛି ଓ ତାଙ୍କ ନାମରେ କେସ କରିଛି।
ଭାଇ ମାନଙ୍କ ପଛରେ କରୁଥିଲେ ହଇରାଣ:
ଯୁବକ କହିବା ଅନୁସାରେ ତା ବାପା ଙ୍କର ମୃତ୍ୟୁ ହୋଇସାରିଛି ଓ ସେ ନିଜ ଭାଇ ମାନଙ୍କ ପାଖରେ ରହୁଛି। ଯିଏ କି ବିବାହ କରିସାରିଛନ୍ତି। ଭାଇ ମାନେ ସବୁଦିନ କାମ କରିବା ପାଇଁ ବାହାରକୁ ଯାଆନ୍ତି ତାହାପରେ ତା ଭାଉଜ ମାନେ ତାସହ ଅଶ୍ଳୀଳ ବ୍ୟବହାର କରନ୍ତି। ତାହାସହ ତାକୁ ମଧ୍ୟ ମାରୁଥିଲେ ଓ କିଛି କହିବାରୁ ବଦନାମ୍ କରି ଦେବାର ଧମକ ମଧ୍ୟ ଦେଉଥିଲେ।ଦୁଇଜଣ ଭାଉଜ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ। ସବୁଦିନ ଏହି ଭଳି ହେବାରୁ ବିରକ୍ତି ହୋଇ ଯୁବକ କେତେଥର ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଛି। କିନ୍ତୁ ଶେଷରେ ସେ ଭାଉଜ ମାନଙ୍କୁ ଶାସ୍ତି ଦେବାପାଇଁ ସ୍ଥିର କଲା ଓ ପୋଲିସ କୁ ସାହାଯ୍ୟ ମାଗିଲା। ଯୁବକ ର ଅନୁରୋଧ ଆଧାରରେ କୋଟ ଆରୋପି ଭାଉଜ ମାନଙ୍କ ଉପରେ ମକଦ୍ଦମା କରିବାପାଇଁ ଆଦେଶ ଦେଇଛି। ଯାହା ପରେ ଅଳିଗଢ଼ ପୋଲିସ କେସ କରିଛନ୍ତିି ଓ କେସ ର ତଲାସ ମଧ୍ୟ ଆରମ୍ଭ କରି ଦେଇଛନ୍ତି ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।