ଭାରତ ଏବେବି ଇମ୍ୟୁନିଟି ହାରରେ ବହୁତ ପଛରେ, ସ୍ୱାସ୍ଥ୍ୟ ମନ୍ତ୍ରୀ ଦେଲେ ଚେତାବନୀ

ଇଣ୍ଡିଆନ କାଉନସେଲିଂ ଅଫ ମେଡିକାଲ ରିସେର୍ଚ କହିବା ଅନୁଯାଇ ଅନ୍ୟ ରାଷ୍ଟ୍ରବ୍ୟାପି ସିରୋ ସେର୍ଵିଲନ୍ସ ର ମିଳିଥିବା ସଙ୍କେତ ଅନୁଯାଇ , ସରସ କୋଭିଡ-୨ ବିପକ୍ଷ ରେ ହାର୍ଡ ଇମୟୂନିଟି ବଢାଇବା ପାଇଁ ଭାରତ ଜନସଂଖ୍ୟା ଏବେ ବି ବହୁତ ଦୂରରେ । ଏହି ସୂଚନା ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ରବିବାର ଦିନ କହୁଛନ୍ତି । ମେ ମାସରେ ହୋଇଥିବା ସେରୋ ସର୍ଭେ ରିପୋର୍ଟ ଅନୁଯାଇ କରୋନା ଭାଇରସ ଦେଶରେ ମାତ୍ର ୦.୭୩ପ୍ରତିଶତ ଜନସଂଖ୍ୟା ରେ ବଢିବା ପାଇଁ ଜଣାପଡୁଛି ।

ସୋଶିଆଲ ମିଡିଆରେ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ସିରୋ ସର୍ଭେ ର ସେକେଣ୍ଡ ରିପୋର୍ଟ ରୁ ସଙ୍କେତ ମିଳୁଛି କି ହାର୍ଡ ଇମୟୂନିଟି ବଢେଇବା ପାଇଁ ଭାରତ ବହୁତ ଦୂରରେ , ଏଥିପାଇଁ ସୁସ୍ଥ ରହିବା ପରିବର୍ତ୍ତେ କୋଭିଡ-୧୯ ନିୟମକୁ ଗଭୀର ଭାବରେ ପାଳନ କରିବା ଦରକାର ।

ହାର୍ଡ ଇମୟୂନିଟି ପ୍ରତେକ୍ଷ ଭାବରେ ଜନସଂଖ୍ୟା ରକ୍ଷ୍ୟା କବଚ । ଜାହା ଦ୍ଵାରା ଲୋକମାନଙ୍କ ଭିତରେ ପ୍ରାକ୍ର୍ତୂତିକ ଏବଂ ଔଷଧ ମାଧ୍ୟମରେ ରୋଗ ପ୍ରତିରୋଧକ କ୍ଷମତା ବିକଶିତ ହୋଇଥାଏ । ସେତିକିବେଳେ ସମ୍ଭବ ହେବ ଜନସଂଖ୍ୟା ସଂକ୍ରମିତ ହେବା ପାରେ ଇମୟୂନିଟି ବଢେଇବେ । ସଣ୍ଡେ ସମ୍ବାଦ ନାମକ ଏହି କାର୍ଯକ୍ରମରେ ସୋସିଆଲ ମିଡିଆ ରେ ହର୍ଷବର୍ଦ୍ଧନ ଟୁଈଟରେ ପ୍ରଶ୍ନର ଉତ୍ତର ଦେଇଛନ୍ତି । ସେକେଣ୍ଡ ଶିରୋ ସର୍ଭେ ରିପୋର୍ଟ ଅତିଶୀଘ୍ର ଲୋକମାନଙ୍କୁ ଜଣାଇ ଦିଆଜିବ ।

ହର୍ଷବର୍ଦ୍ଧନ କହିଛନ୍ତି ଆଇସିଏମଆର ସିରୋ ସର୍ଭେ ରିପୋର୍ଟ ଅନୁଯାଇ ଲୋକମାନେ ଖାମଖିଆଲି ହେବା କଥା ନୁହେଁ । ଲୋକ ମାନେ ସାଧାରଣତଃ ହାର୍ଡ ଇମୟୂନିଟି ସେତେବେଳେ ହାସଲ କରିପାରିବେ ଜେତେବେଳେ ଦେଶର ଜନସଂଖ୍ୟା ୬୦-୭୦ପ୍ରତିଶତ ଭାଇରସ ବିରୋଧ ରେ ଆଣ୍ଟିବଡି ବିକଶିତ କରିପାରିବେ । ଏଥିପାଇଁ ଆମେ ଜାଣିରଖିବା ଦରକାର ଭାରତରେ ଜନସଂଖ୍ୟା ସଂକ୍ରମିତ ହେବା ପାଇଁ ଅତିସହଜ । ଆମକୁ କୋଭିଡ-୧୯ କୁ ବୁଝିବା ଆବଶ୍ୟକ ଅଛି ।

ସିରୋ ସର୍ଭେ ରକ୍ତନମୁନା କୁ ଏଲଜୀଏମ (ଇମୁନୋଗ୍ଲୋବ୍ଲିନ ଜୀ ) ଆଣ୍ଟିବଡି ପାଇଁ ପରୀକ୍ଷା କରାଜାଉଛି । ଜାହା ପାଇଁ ସୂଚନା ମିଳୁଛି କୋଉ ଭାଇରସ କାରଣରୁ ହେଇଥିଲା । ଅଗଷ୍ଟ ଶେଷ ରୁ ସେପ୍ଟେମ୍ବର ଆରମ୍ଭ ଜାଏ ୨୧ରାଜ୍ୟର ୭୦ଜିଲ୍ଲାରେ ୨୪୦୦୦ ନମୁନା ପରୀକ୍ଷା କରାଯାଇଛି । ସିରୋ ସର୍ଭେ ରେ ଏହା ଜାଣିବା ମହତ୍ତ୍ବ ପୂର୍ଣ ରୋଗ ଗୋଷ୍ଠୀ ସଂକ୍ରମଣ ସ୍ତର ଗଲାଣି କି ନାହିଁ ।

ଆଇସିଏମଆର ଅଫିସର କହିଛନ୍ତି ଦ୍ଵିତୀୟ ସିରୋ ସର୍ଭେ ପ୍ରଥମ ସର୍ଭେ ର ଫଳ , ଏଥିରେ ପୁଣିଥରେ କରାଯାଇଛି ଯାହା ମେ ମାସ ରେ ହୋଇଥିଲା । ଆଇସିଏମଆର ର ଚେନ୍ନାଇରେ ଥିବା ନେସନାଲ ଇନଷ୍ଟିଚୁଟ ଅଫ ଏପିଡେମିଓଲୋଜି ଏହି ସର୍ଭେ ଅନୁସାରେ ନମୁନା ପରୀକ୍ଷା ଏବଂ ପରିଚାଳନା କରୁଛି । ଏପିଡେମିଓଲୋଜିଙ୍କ କହିବା ମୁତାବକ ହାର୍ଡ ଇମୟୂନିଟି ବଢାଇବା ପାଇଁ ଭାରତୀୟ ମାନେ ଏବେ ବହୁତ ଦୂରରେ ।

ଇଣ୍ଡିଆନ ଇନଷ୍ଟିଚୁଟ ଅଫ ପବ୍ଲିକ ହେଲଥ ର ପ୍ରୋଫେସର ଡ. ଗିରିଧର ବାବୁ କହିବାଅନୁଯାଇ ଜୋଉଠି ହାର୍ଡ ଇମୟୂନିଟି ପ୍ରଶ୍ନ ଉଠୁଛି ଆମେ ତା ଠୁ ଦୂରରେ ଅଛେ । କିନ୍ତୁ ଏହାକୁ ପାଇବା ପାଇଁ ତରବର ହେବା ଆବଶ୍ୟକ ନାହିଁ । କେବଳ ଏକ କର୍ମ ବୃଦ୍ଧି ଭଳିଆ ହେବା ଦରକାର ଯେମିତି ହେଲଥ କେୟାର ସିସ୍ଟମ ଗମ୍ଭୀର ପରିସ୍ଥିତି ରେ ପହଞ୍ଚିଥିବା ରୋଗିପାଇଁ ପ୍ରସ୍ତୁତ ଥିବେ। ସ୍ଵିଡେନ ଭଳି ଟ୍ରାନ୍ସମିଶନ ର ଦାମ କମ କରିବା ପାଇଁ ଚେଷ୍ଟା ନକଲେ ଭଲ , ଆମ ପାଖରେ ଆଉ କିଛି ବିକଳ୍ପ ନାହିଁ ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *