ଗୁଗୁଲ କମ୍ପାନୀ ନିଜର ଗୁଗୁଲ ପ୍ଲେ ଷ୍ଟୋରରୁ ୧୭ ଆପ୍ସ ହଟାଇ ଦେଇଛି।ଏହି ଆପ ଜୋକର ନାମରେ ମେଲ୍ ୱେଅରରେ ଅଣସୁରକ୍ଷିତ ହେଇଥିବାରୁ । କାଲିଫର୍ଣ୍ଣିଆର ଗୋଟିଏ ବେଷ୍ଟ ସିକୁରିଟି ଫୋରମ ଆପ୍ସ କୁ ନେଇ ଗୁଗୁଲକୁ ଚୋରି କରିଥିଲା।
ସନ୍ଦେହ କରାଯାଉଅଛି କି ଜୋକର ମେଲ୍ ୱେଅର୍ ନୂଆ ନୁହେଁ ଆଗରୁ ଥରେ ଏହି ମାଧ୍ୟମରେ ଆପସ୍ ୟୁଜ୍ଅର ମାନଙ୍କ ଡାଟା ଚୋରି କରୁଥିଲା । ପୂର୍ବରୁ ମଧ୍ୟ ଗୁଗୁଲ ଜୋକର ମେଲ ୱେଅର ଭଳି କେତେକ ଆପ୍ସ କୁ ହଟାଇ ଦେଇଛି।
ପ୍ରକୃତରେ ଏହି ଆପସ ସ୍ପାଇ ୱେଅର୍ ର କାମ କରୁଥିଲା । ସ୍ମାଟ୍ ଫୋନ୍ ର ଡାଟା ସଂଗ୍ରହ କରୁଥିଲା । ଏଥିରେ ଏସ ଏମଏସ, ମେସେଜ୍, କଣ୍ଟାଟ ଲିଷ୍ଟ , ଏବଂ ଡିଭାଇସ ର ତଥ୍ୟ ମଧ୍ୟ ଅଛି।
ପ୍ରକୃତରେ ଏହି ଆପସ୍ ସ୍ପାଇ ୱେଅର୍ ର କାମ କରୁଥିଲା । ସ୍ମାଟ୍ ଫୋନ୍ ର ଡାଟା ସଂଗ୍ରହ କରୁଥିଲା । ଏଥିରେ ଏସ.ଏମ୍.ଏସ, ମେସେଜ, କଣ୍ଟାଟ ଲିଷ୍ଟ , ଏବଂ ଡିଭାଇସ ର ତଥ୍ୟ ମଧ୍ୟ ଅଛି।
ଯେସ୍କାଲେର ସିକ୍ୟୁରିଟି କହିଛି ଏହି ସ୍ପାଇ ୱେଅର୍ ଆପ୍ସ ମେସେଜ ,କଂଟାକ୍ଟ ଲିଷ୍ଟ , ଫୋନ୍ ର ତଥ୍ୟ ଯେମିତି ଡାଟା ଚୋରି କରିବା ପାଇଁ ଡିଜାଇନ କରିଥିଲା ଏତିକି ନୁହଁ ଏହି ଆପସ ବିନା ୟୁଜର କୁ ଗାୟବ କରି ଓୟାରଲେସ୍ ଆପ୍ଲିକେସନ ପୋର୍ଟକଲ ସେବାରେ ସାଇନ ଆପ ମଧ୍ୟ କରୁଥିଲା।
ଯେ ପର୍ଯ୍ୟନ୍ତ ଗୁଗୁଲ ଏହି ଆପସ୍ କୁ ନିଜର ପ୍ଲେଷ୍ଟୋରରୁ ହଟାଇ ନଥିଲା ସେ ପଯ୍ୟନ୍ତ ଆପସକୁ ୧.୨୦ ଲକ୍ଷ ଥର ଡାଉନଲୋଡ କରିସାରିଥିଲେ । ଆମେ ଆପଣଙ୍କୁ ସେଇ ଆପସର ଲିସ୍ଟ କହୁଛୁ ଜାହା ହଟାଇ ଦିଆଯାଇଛି ।
ଜଦି ଆପଣ ଆଣ୍ଡରୈଡ ସ୍ମାର୍ଟଫୋନରେ ଏହି ଆପସ ଇନଷ୍ଟଲ କରିଚନ୍ତି ତେବେ ସାଙ୍ଗେସାଙ୍ଗ କାଟି ଦିଅନ୍ତୁ । କାହିଁକିନା ଏମିତି ଆପସ ଜାହା ୟୁଟିଲିଟି ବେଷ୍ଟ ଏବଂ ଲୋକମାନେ ଏହି ଆପ କୁ ମୋବାଇଲର ଛୋଟ କାମ ପାଇଁ ବ୍ୟବହାର କରନ୍ତି ।
ଏହି ଆପସର ଲିସ୍ଟ ଜାହାକୁ ଗୁଗୁଲ ପ୍ଲେଷ୍ଟୋରରୁ କାଟିଦେଇଚି | ଅଲ ଗୁଡ଼ ପି.ଡି.ଏଫ ସ୍କନ୍ନେର, ମିଣ୍ଟ ଲୀଫ ମେସେଜ-(ତୁମର ପ୍ରାଈଭେଟ ମେସେଜ), ୟୁନିକ କିବୋର୍ଡ଼ -ଫ୍ୟାନ୍ସି ଫ୍ରଣ୍ଟ ଓ ଏମୋଟିକନସ, ଟନଗ୍ରାମ ଆପ ଲକ, ଡାଇରେକ୍ଟ ମେସେଜର, ପ୍ରାଈଭେଟ ଏସଏମଏସ, ଉଆନ ସେଟେନସ ଟାନସଲେଟର -ମଲଟିଫଂକ୍ଶନାଲ ଟାନସଲେଟର, ଷ୍ଟାଇଲ ଫୋଟୋ କୋଲେଜ, ମେଟିକୁଲସ ସ୍କନ୍ନେର, ଡିଜାର ଟାନସଲେଟର, ଟାଲେଣ୍ଟ ଫୋଟୋ, ଏଡିଟର -ବ୍ଲୁର ଫୋକସ, କେଆର ମେସେଜ, ପାର୍ଟ ମେସେଜ, ପେପର ଡକ ସ୍କାନର, ବ୍ଲୁ ସ୍କାନର, ହୁମମିଗବାଡ ପି.ଡି.ଏଫ କନଭଟର -ଫୋଟୋ ଟୁ ପି.ଡି.ଏଫ ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।