ଫିଣ୍ଲଣ୍ଡ ରେ କୋରାନା ଭାଇରସ ର ଚିହ୍ନଟ କରିବାପାଇଁ ତାଲିମ ଦିଆଯାଇଛି , ଅଧିକାରୀଙ୍କ କହିବା ଅନୁଯାଇ ପାଇଲଟ ପ୍ରୋଜେକ୍ଟ ପାଇଁ ତାକୁ ନିଯୁକ୍ତି ଦିଆଯାଇଛି । ଏହି କାମ ପାଇଁ ୧୫ଟା କୁକୁରକୁ ଏବଂ ୧୦ଜଣ ପ୍ରଶିକ୍ଷକ କୁ ରଖାଯାଇଛି । ହେଇଲ୍ସୀଣ୍କ ବଣ୍ଟା ବିମାନବନ୍ଦର ରେ ଏହି ସପ୍ତାହ ରେ କୁକୁର ମାନେ ଯାତ୍ରୀ ମାନଙ୍କୁ ବିଶୁଦ୍ଧ କରି ସଂକ୍ରମଣର ଚିହ୍ନଟ କରିବା ଆରମ୍ଭ କରିଛନ୍ତି ।
କୁକୁର ଲଗେଇଲା କରୋନା ସଂକ୍ରମଣର ଠିକଣା:
ବୈଜ୍ଞାନିକକହିବା ଅନୁଯାଇ ଭାଇରସ ଖୋଜିବା ବା ପରୀକ୍ଷା କରିବା ତୁଳନାରେ କୁକୁରର ପ୍ରଭାବ ନାହିଁ , କିନ୍ତୁ ହେଲ୍ସୀଣ୍କ ରେ ଉଡାଣ କରୁଥିବା ଯାତ୍ରୀ କରୋନା ସନ୍ଦେହଜନକ ଯାତ୍ରୀ ମାନଙ୍କୁ ଜାଞ୍ଚ କରିବା ପାଇଁ ତାଲିମ ଦିଆଜାଇଛି । କିନ୍ତୁ ସଂକ୍ରମଣ ଜାଣିବାପାଇଁ ସ୍ଵାପ ପରୀକ୍ଷା ଯୋଗ୍ୟ ଅଛି । କରୋନା ସଂକ୍ରମଣ ଚିହ୍ନଟ ପାଇଁ କୁକୁର ଏବଂ ପ୍ରଶିକ୍ଷକଙ୍କୁ ସେବାଦାତା ମାନଙ୍କ ଦ୍ଵାରା ତାଲିମ ଦିଆ ଦିଆଯାଉଛି , ଏହା ପଛରେ ନିଜି ମବେସୀ କ୍ଲିନିକର ଭୂମିକା ଅଛି ।
ସଂକ୍ରମଣ ର ଚିହ୍ନଟ କରିବା ପାଇଁ ସ୍ପେନର କୋଷି ନାମକ ଏକ କୁକୁରକୁ ମଧ୍ୟ କାମରେ ଲଗାଜାଇଛି , ସେହି କୁକୁରକୁ ଫିଣ୍ଲଣ୍ଡ ରେ ସୀଣ୍ଫର ଡଗ ଭାବରେ ତାଲିମ ଦିଆଯାଇଥିଲା । ଏହା ପୂର୍ବରୁ କ୍ୟାନସର ର ଚିହ୍ନଟ କରିବା ପାଇଁ ନିଆଯାଇଥିଲା , ହେଲୀଣ୍ସ ୟୁନିଭରସିଟି ର ପ୍ରଫେସର ହେମ ଜୋକରମ୍ୟାନ କହିଛନ୍ତି କି ଜାହା ସବୁ ଆମେ ପାଇଛୁ ତାଠାରୁ କୁକୁର ରୋଗୀର ସ୍ବାସ୍ଥ୍ୟଗତ ଲକ୍ଷ୍ଯଣ ୫ଦିନ ଆଗରୁ ରୋଗର ଜାଣିପାରିବେ । ପ୍ରଫେସର କହିବାଅନୁଯାଇ ପଶୁ ମାନଙ୍କର ଖୋଜିବାର ଦକ୍ଷତା ଅଛି , ସେ କହିଛନ୍ତି କୁକୁର ଏହି କାମ ପାଇଁ ବହୁତ ଭଲ ।
ପରୀକ୍ଷା ପରେ ଏୟାରପୋର୍ଟ ରେ କରାଗଲା ପ୍ରୟୋଗ:
କୁକୁର ମାନଙ୍କ ଭାଇରସ ଉପରେ ଚିହ୍ନଟ କରିବାର କ୍ଷମତା ରେ ସେ କହିଛନ୍ତି ଆମେ ୧୦୦ପ୍ରତିଶତ ସମ୍ବେଦନଶୀଳ ଆଡକୁ ଜାଉଛନ୍ତି । କିଛି ମାସ ପୂର୍ବରୁ ସଂଯୁକ୍ତ ଆରବ ଅମୀରାତରେ ମଧ୍ୟ ଏହିଭଳି ପ୍ରୟୋଗ ବିମାନ ବନ୍ଦର ରେ କରାଯାଇଥିଲା, ଦୁବାଇ ର ଆନ୍ତଃଜାତୀୟ ବୀମାନବନ୍ଦର ଅଧିକାରୀ ପୋଲୀସର କୁକୁର କୁ କରୋନା ର ଚିହ୍ନଟ କରିବା ପାଇଁ ଲଗାଇଥିଲେ । ବନ୍ତାର ଡେପୁଟି ମେୟର ଟିମୋ ଅରୌଣକୋଟୋ କହୁଛନ୍ତି ଭବିଷ୍ୟତ ରେ ଅସମ୍ଭବ ନୁହେଁ , ପ୍ରଶିକ୍ଷଣ କୁକୁର ଯାତ୍ରୀ ମାନଙ୍କ ପାଖକୁ ଚିହ୍ନା କୁକୁର ଭଳି ଜୀବେ ।