ଶୋଇବା ପୂର୍ବରୁ ବିଛଣାରେ ପ୍ରତିଦିନ ପାଞ୍ଚ ମିନିଟ କରନ୍ତୁ ଏ ବ୍ୟାୟାମ, ମଧୁମେହ ମୋଟାପଣ ର ସମସ୍ୟା କମିଯିବ

ଫିଟ ରହିବାପାଇଁ ଡାଇଟ ଆଉ ବ୍ୟାୟାମ ପରେ ଶାନ୍ତିରେ ଶୋଇବା ନିହାତି ଜରୁରୀ । ଶୋଇବା କମ ହେବାରୁ ଶରୀରରେ କିଛି କ୍ଷତି ହୋଇପାରେ । ଏକ୍ସପର୍ଟ ଦାବି କରି କହିଛନ୍ତି କି ଶୋଇବା କମ ହେବାରୁ ମଧୁମେହ, ଷ୍ଟ୍ରେଚ, ମୋଟାପଣ ଆଉ ମାନସିକ ରୋଗ ବଢ଼ି ଯାଇଥାଏ। ଏଥିପାଇଁ ଦିନସାରା ବ୍ୟସ୍ତତା ଆଉ ଥକି ଯିବା ପରେ ଅତି କମରେ ଆଠ ଘଣ୍ଟା ଶୋଇବା ନିହାତି ଦରକାର ।

ତଥାପି ବୟସ୍କ ଲୋକମାନେ ଥକିବା ପରେ ରାତିରେ ସେମାନଙ୍କୁ ଭଲ ସେ ନିଦ ଆସେନି। ଫିଟନେସ ଏକ୍ସପର୍ଟ ଚିତ୍ତନ ଗର୍ଗ ରାତିରେ ଭଲ ନିଦରେ ଶୋଇବା ପାଇଁ କିଛି ଭଲ ଉପାୟ ଦେଇଛନ୍ତି। ଫିଟନେସ ଏକ୍ସପର୍ଟ ଙ୍କ କହିବା କଥା କି ଶୋଇବା ପୂର୍ବରୁ ସବୁ ବ୍ୟକ୍ତି ଙ୍କୁ ବିଛଣାରେ ପାଞ୍ଚ ମିନିଟ ପାଇଁ ଶରୀରକୁ ଷ୍ଟ୍ରେଚ କରିବା ଦରକାର ତାଙ୍କ କହିବା କଥା କି ଶରୀରକୁ ଚାରି ପାଖରୁ ଷ୍ଟ୍ରେଚ କରିବା ପରେ ମଣିଷକୁ ଭଲ ନିଦ ଆସିଥାଏ ।

ଏ କଥାର ବି ଯତ୍ନ ରଖନ୍ତୁ:

ଅଧିକାଂଶ ଲୋକ ଙ୍କୁ ଆଲୋକ,ଶବ୍ଦ ର ପରିବର୍ତ୍ତନ ପାଇଁ ଭଲ ସେ ନିଦ ଆସେ ନାହିଁ । ଏଥିପାଇଁ ଜରୁରୀ କି ଆପଣ ଏକା ଶୋଇବା ପାଇଁ ଚେଷ୍ଟା କରନ୍ତୁ । କାରଣ ଭିନ୍ନ ଭିନ୍ନ ଲୋକଙ୍କ ଶରୀରର ତାପମାତ୍ରା ଜଣେ ଆଉ ଜଣଙ୍କର ବିପରୀତ ହୋଇଥାଏ। ଯେଉଁ କାରଣରୁ ତାଙ୍କୁ ଭଲ ନିଦ ପାଇଁ ଭିନ୍ନ ଭିନ୍ନ ତାପମାତ୍ରା ର ଦରକାର ପଡ଼ିଥାଏ । ଏହାଛଡ଼ା ଆପଣଙ୍କ ସହ ଶୋଉଥିବା ବ୍ୟକ୍ତିଙ୍କୁ ଯଦି ଘୁଙ୍ଗୁଡ଼ି ମାରିବା ର ଅଭ୍ୟାସ ଥାଏ ତାହେଲେ ଆପଣଙ୍କୁ ଶୋଇବା ପାଇଁ ବହୁତ ଅସୁବିଧା ହେବ । ଏଥିପାଇଁ ଯଦି ଆପଣ ଭଲ ନିଦରେ ଶୋଇବା ପାଇଁ ଚାହୁଁଛନ୍ତି ତାହେଲେ ଏକା ଶୋଇବା ପାଇଁ ଚେଷ୍ଟା କରନ୍ତୁ |

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *