ଜେଲରେ ରିୟାଙ୍କ ହଙ୍ଗମା, ଖାଇବା ପିଇବା ଛାଡି କରୁଛନ୍ତି ନାଟକ…

ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ପ୍ରତ୍ୟେକ ଦିନ ଲୋକଙ୍କ ଭଲପାଇବା ବଢ଼ିବାରେ ଲାଗିଛି| ନ୍ୟାୟ ପାଇଁ ଦାବି ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି| ସେହିପରି ରିୟା ଚକ୍ରବର୍ତ୍ତୀଙ୍କୁ ନେଇ କ୍ରୋଧ, ଘୃଣା ଏବଂ ଶାସ୍ତି ଦେବାର ଦାବି ବଢ଼ିବାରେ ଲାଗିଛି| ତେବେ ରିୟା ଚକ୍ରବର୍ତ୍ତୀ ବର୍ତ୍ତମାନ ବାଇକୁଲା ଜେଲରେ ଅଛନ୍ତି|୧୦ ସେପ୍ଟେମ୍ବରକୁ ରିୟାଙ୍କୁ ଜେଲକୁ ଅଣାଯାଇଥିଲା ତାପରଠାରୁ ହିଁ ରିୟା ଚକ୍ରବର୍ତ୍ତୀ ଜେଲ ଭିତରେ କିଛି ନା କିଛି ହଙ୍ଗାମା କରୁଛନ୍ତି| କେତେବେଳେ ଜିମ ଯିବାର ଜିଦ ତ ଆଉ କେତେବେଳେ ଭଲ ଖାଦ୍ୟର ଦାବି କରୁଛନ୍ତି| ଭିଡିଓ କନଫରେନ୍ସ ଜରିଆରେ ରିୟାଙ୍କୁ କୋର୍ଟରେ ହଜାର କରାଯିବା ସମୟରେ ମଧ୍ୟ ରିୟା ଭୟଙ୍କର ହଙ୍ଗାମା କରି ଦେଇଥିଲେ| ସେହି ଭିଡିଓ କନଫରେନ୍ସ ପରେ ରିୟା ଜେଲ ଭିତରେ ନୂତନ ନାଟକ ଆରମ୍ଭ କରି ଦେଇଛନ୍ତି|

ଜେଲ ସୂତ୍ର ମୁତାବକ, ରିୟା ଚକ୍ରବର୍ତ୍ତୀ ବର୍ତ୍ତମାନ ଜେଲରେ ଖାଇବା ପିଇବା ମଧ୍ୟ ଚଡି ଦେଇଛନ୍ତି| ସେ କେବଳ ଗୋଟିଏ ଜିଦ କରୁଛନ୍ତି ଏବଂ ସେହି ଜିଦକୁ ନେଇ ହଙ୍ଗାମା ସୃଷ୍ଟି କରି ଦେଇଛନ୍ତି| ୨୨ ସେପ୍ଟେମ୍ବରକୁ ରିୟା ଚକ୍ରବର୍ତ୍ତୀଙ୍କର ନ୍ୟାୟିକ ହୀରସତ ଶେଷ ହେଉଥିଲା ଏବଂ ସମସ୍ତଙ୍କର ନଜର ପୁଣିଥରେ ମୁମ୍ବାଇର ସେକ୍ସନ କୋର୍ଟ ଉପରେ ରହିଥିଲା| ତେବେ ଜେଲ ସୂତ୍ର ମୁତାବକ ଶୁଣାଣି ପୂର୍ବରୁ ହିଁ ରିୟା ସମ୍ପୂର୍ଣ ଭାଙ୍ଗି ପଡ଼ିଥିଲେ|

କାରଣ ଶୁଣାଣି ଭିଡିଓ କଣ କଁଫେରେନ୍ସ ମାଧ୍ୟମରେ ସ୍ଥିର କରିଦିଆଯାଇଥିଲା| ସବୁ ଓକିଲ ମାନେ ମଧ୍ୟ ଭିଡିଓ କନଫରେନ୍ସ ଜରିଆରେ ଯୋଡି ହେବାର ଥିଲା| ତେବେ ପୂର୍ବରୁ ହିଁ ରିୟା କୋର୍ଟରେ ହଜାର ହେବ ବାହାନାରେ ବାହାରକୁ ଯିବାକୁ ଚାହୁଁଥିଲେ| ସେ ପ୍ରଥମେ ଜିଦ ଧରିଥିଲେ ଯେ କୋର୍ଟକୁ ଯାଇ ସାଧାରଣ ଉପାୟରେ ଶୁଣାଣି କରାଯାଉ, କିନ୍ତୁ ରିୟାଙ୍କ କଥା ଶୁଣାଯାଇ ନଥିଲା ଏବଂ ଦ୍ୱିପ୍ରହର ୧୨ ଘଣ୍ଟା ସମୟରେ ଭିଡିଓ କନଫରେନ୍ସ ସାହାଯ୍ୟରେ ଶୁଣାଣି ଆରମ୍ଭ କରାଯାଇଥିଲା|

NCB ଦାବି କରିଥିଲା ଯେ ରିୟାଙ୍କୁ ପୁଣିଥରେ ଜେଲକୁ ପଠାଇଦିଆଯାଉ| କୋର୍ଟ ମଧ୍ୟ ଏହାକୁ ତୁରନ୍ତ ମାନି ନେଇଥିଲା ଏବଂ ପୁଣିଥରେ ରିୟାଙ୍କୁ ୧୪ ଦିନ ପାଇଁ ଜେଲ ପଠାଇବାକୁ ଆଦେଶ ଜାରି କରିଦେଇଥିଲେ| ତେବେ ଏହିସବୁ କିଛି ମାତ୍ର ୧୫ ମିନିଟ ଭିତରେ ହୋଇଯାଇଥିଲା| କିନ୍ତୁ ଏହାପରେ ଆଗାମୀ ଅଧା ଘଣ୍ଟା ପର୍ଯ୍ୟନ୍ତ ରିୟା ଚକ୍ରବର୍ତ୍ତୀ ହଙ୍ଗାମା କରି ଦେଇଥିଲେ| କୋର୍ଟର ଆଉଥରେ ଜେଲ ପଠାଇବାର ଆଦେଶ ଶୁଣିବା ମାତ୍ରେ ରିୟା ଚିତ୍କାର କରିବା ଆରମ୍ଭ କରିଦେଇଥିଲେ|

ଜେଲ ଅଧିକାରୀଙ୍କର କହିବା କଥା ଯେ, ରିୟା ଚକ୍ରବର୍ତ୍ତୀ ଦୁଇଦିନ ହେବ ଖାଇବା ପିବ ଛାଡି ଦେଇଛନ୍ତି| ରିୟାଙ୍କୁ ବାଇକୁଲା ଜେଲରେ ଭିନ୍ନ ଭାବରେ ରଖା ଯାଇଛି ଏବଂ ରିୟା ଖାଇବା ପାଇଁ ନିଜ ସେଲ୍ରୁ ବାହାରକୁ ଆସୁନାହାନ୍ତି| ରିୟା ୨୧ ସେପ୍ଟେମ୍ବର ସନ୍ଧ୍ୟାରୁ ଖାଇବା ବାଣ୍ଡ କରି ଦେଇଛନ୍ତି, ଶେଷଥର ୨୧ ସେପ୍ଟେମ୍ବର ଦ୍ଵିପ୍ରହରରେ ମଧ୍ୟାହ୍ନ ଭୋଜନ କରିଥିଲେ| ମଧ୍ୟାହ୍ନ ଭୋଜନରେ ରିୟା ଗୋଟିଏ ରୋଟି, ତରକାରୀ ଏବଂ ଡାଲି ଖାଇଥିଲେ| ତାପରେ ସନ୍ଧ୍ୟାଠାରୁ ରିୟା ଭୋଜନ କରି ନାହାନ୍ତି|

୨୨ ସେପ୍ଟେମ୍ବର ସକାଳୁ ଜଳଖିଆ ଖାଇନଥିଲେ, ଦ୍ଵିପ୍ରହରରେ ମଧ୍ୟାହ୍ନ ଭୋଜନ ମଧ୍ୟ କରି ନଥିଲେ| ଏଥିସହିତ ୨୨ ସେପ୍ଟେମ୍ବର ସନ୍ଧ୍ୟାରେ ମଧ୍ୟ କୌଣସି ଖାଦ୍ୟ ଗ୍ରହଣ କରି ନଥିଲେ| ଜେଲ ପ୍ରଶାସନ ରିୟାଙ୍କୁ ଖାଇବା ପାଇଁ ଦ୍ଵିତୀୟଥର ମଧ୍ୟ କହିଥିଲେ କିନ୍ତୁ ରିୟା ଖାଇବା ପାଇଁ ମନା କରିଦେଇଥିଲେ| ଏଠାରେ ଜେଲ କର୍ମଚାରୀ ଭାବିଥିଲେ ଯେ କୋର୍ଟର ନିଷ୍ପତ୍ତି କାରଣରୁ ରିୟା ଦୁଃଖରେ ଖାଇବାକୁ ଇଚ୍ଛା କରୁ ନାହାନ୍ତି ଏବଂ ଆସନ୍ତା ଦିନ ସବୁଠିକ ହୋଇଯିବ, କିନ୍ତୁ ତାପର ଦିନ ଠିକ ତାହାର ବିପରୀତ ହୋଇଥିଲା|

୨୩ ସେପ୍ଟେମ୍ବର ସକାଳୁ ମଧ୍ୟ ରିୟା କିଛି ଖାଇ ନଥିଲେ ତେବେ ଏହାକୁ ନେଇ ଜେଲରେ ହଙ୍ଗାମା ହୋଇଯାଇଥିଲା କାରଣ ଏଥର ରିୟା ଖାଇବା ଫେରାଇ ନଥିଲେ ସିଧା ଫୋପାଡ଼ି ଦେଇଥିଲେ| ରିୟା କହିଥିଲେ ଯେ, ସେ ସେପର୍ଯ୍ୟନ୍ତ ଖାଇବେ ନାହିଁ ଯେପର୍ଯ୍ୟନ୍ତ ତାଙ୍କର ଠିକ ଭାବରେ ଚିକିତ୍ସା କରାଯିବ ନାହିଁ| ଜେଲ ସୂତ୍ର ମୁତାବକ, ରିୟାଙ୍କୁ ସୁଶାନ୍ତଙ୍କ ସହିତ ରହିଥିବା ବେଳେ ଯେପରି ଏନଜାଇଟିକ ଆଟାକ ହେଉଥିଲା ସେହିପରି ବର୍ତ୍ତମାନ ହେବା ଆରମ୍ଭ ହୋଇଯାଇଛି| ଜେଲ ଭିତରେ ଏକ ଡାକ୍ତରଙ୍କୁ ଦେଖା ଯାଇଥିଲା କିନ୍ତୁ ରିୟା ତାଙ୍କ କଥା ମାନିବାକୁ ମନା କରିଦେଇଥିଲେ ଏବଂ ମୁମ୍ବାଇର ବଡ଼ ଡାକ୍ତରଙ୍କ ପାଖରେ ଚିକିତ୍ସା ପାଇଁ ଦାବି ରଖିଥିଲେ| ବର୍ତ୍ତମାନ ଚିକିତ୍ସା ପାଇଁ ବାହାରକୁ ଯିବାର ଜିଦ କରି ଖାଇବା ପିଇବା ଛାଡି ଦେଇଛନ୍ତି|

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *