ସୁଶାନ୍ତ ସିଂହଂ ରାଜପୁତଙ୍କୁ ଶେଷ କରିବା ପରେ ଯେଉଁ ରିୟା ଚକ୍ରବର୍ତ୍ତୀ ନିଜକୁ ବଞ୍ଚାଇ ନେବାର ଦାବି କରି ଆସୁଥିଲେ, ତାଙ୍କୁ ନିଜ ଉପରେ ଏବଂ ତାଙ୍କ ଓକିଲଙ୍କ ଉପରେ ଭଗବାନଙ୍କ ଠାରୁ ମଧ୍ୟ ଅଧିକ ବିଶ୍ୱାସ ରହିଥିଲା| କିନ୍ତୁ କଥାରେ ଅଛି ଯେତେବେଳେ ଭଗବାନଙ୍କ ଦଣ୍ଡ ମିଳେ ସେତେବେଳେ କେହି ସେଥିରୁ ବାଦ ପଡନ୍ତି ନାହିଁ| ତେବେ ବର୍ତ୍ତମାନ ରିୟାଙ୍କୁ ମଧ୍ୟ ଭଗବାନ ହିଁ ଦଣ୍ଡ ପ୍ରଦାନ କରୁଛନ୍ତି କାରଣ ରିୟାଙ୍କୁ କିଛି ଶବ୍ଦ ଶୁଣା ଯାଉଛି ଯାହା କେବଳ ଏବଂ କେବଳ ରିୟାଙ୍କୁ ହିଁ ଶୁଣାଯାଉଛି| NCB ତଦନ୍ତରେ ୧୪ ଦିନ ପାଇଁ ଜେଲ ଯାଇଥିବା ରିୟା ଚକ୍ରବର୍ତ୍ତୀଙ୍କର ଜେଲରେ ରହିବାର ସମୟ ସମାପ୍ତ ହୋଇଯାଇଛି|
ତେବେ ବର୍ତ୍ତମାନ ତାଙ୍କୁ ୨୨ ସେପ୍ଟେମ୍ବର ମଙ୍ଗଳବାର ଦିନ କୋର୍ଟରେ ହଜାର କରାଯାଇଥିଲା| ରୀୟଙ୍କର ଆଶା ରହିଥିଲା ଯେ, ଏବେ ତାଙ୍କୁ ବାହାରକୁ ଯିବାକୁ ଅନୁମତି ମିଳିଯିବ, କିନ୍ତୁ ଏହାର ଠିକ ବିପରୀତ ଭାବରେ କୋର୍ଟରେ ଭୟଙ୍କର ହଙ୍ଗାମା ହୋଇଯାଇଥିଲା| ରିୟା ଚକ୍ରବର୍ତ୍ତୀ କାନ୍ଦିବାକୁ ଆରମ୍ଭ କରିଦେଇଥିଲେ, ହାଥ ଯୋଡି କ୍ଷମା ପାର୍ଥନା ମଧ୍ୟ କରିଥିଲେ ଏବଂ କହିଥିଲେ ଯେ, ମୋତେ ମାରିଦିଅ କିନ୍ତୁ ଜେଲ ପଠାଅ ନାହିଁ| ଜେଲ ସୂତ୍ର ମୁତାବକ, ରିୟା ଚକ୍ରବର୍ତ୍ତୀ ପ୍ରଥମଥର ପାଇଁ ଏତେ ଭୟଭୀତ ଲାଗୁଥିଲେ|
୨୨ ସେପ୍ଟେମ୍ବରକୁ ରିୟା ଚକ୍ରବର୍ତ୍ତୀଙ୍କର ନ୍ୟାୟିକ ହୀରସତ ଶେଷ ହେଉଥିଲା ଏବଂ ସମସ୍ତଙ୍କର ନଜର ପୁଣିଥରେ ମୁମ୍ବାଇର ସେକ୍ସନ କୋର୍ଟ ଉପରେ ରହିଥିଲା| ତେବେ ଜେଲ ସୂତ୍ର ମୁତାବକ ଶୁଣାଣି ପୂର୍ବରୁ ହିଁ ରିୟା ସମ୍ପୂର୍ଣ ଭାଙ୍ଗି ପଡ଼ିଥିଲେ| କାରଣ ଶୁଣାଣି ଭିଡିଓ କଣ କଁଫେରେନ୍ସ ମାଧ୍ୟମରେ ସ୍ଥିର କରିଦିଆଯାଇଥିଲା| ସବୁ ଓକିଲ ମାନେ ମଧ୍ୟ ଭିଡିଓ କନଫରେନ୍ସ ଜରିଆରେ ଯୋଡି ହେବାର ଥିଲା|
ତେବେ ପୂର୍ବରୁ ହିଁ ରିୟା କୋର୍ଟରେ ହଜାର ହେବ ବାହାନାରେ ବାହାରକୁ ଯିବାକୁ ଚାହୁଁଥିଲେ| ସେ ପ୍ରଥମେ ଜିଦ ଧରିଥିଲେ ଯେ କୋର୍ଟକୁ ଯାଇ ସାଧାରଣ ଉପାୟରେ ଶୁଣାଣି କରାଯାଉ, କିନ୍ତୁ ରୀୟଙ୍କ କଥା ଶୁଣାଯାଇ ନଥିଲା ଏବଂ ଦ୍ୱିପ୍ରହର ୧୨ ଘଣ୍ଟା ସମୟରେ ଭିଡିଓ କନଫରେନ୍ସ ସାହାଯ୍ୟରେ ଶୁଣାଣି ଆରମ୍ଭ କରାଯାଇଥିଲା| ଜଜ, ନବବର ଓକିଲ, ରିୟାଙ୍କ ଓକିଲ ସମସ୍ତେ ଭିଡିଓ କନଫରେନ୍ସ ସାହାଯ୍ୟରେ ଯୋଡି ହୋଇଥିଲେ|
ଜେଲ ସୂତ୍ର ମୁତାବକ, NCB ଦାବି କରିଥିଲା ଯେ ରିୟାଙ୍କୁ ପୁଣିଥରେ ଜେଲକୁ ପଠାଇଦିଆଯାଉ| କୋର୍ଟ ମଧ୍ୟ ଏହାକୁ ତୁରନ୍ତ ମାନି ନେଇଥିଲା ଏବଂ ପୁଣିଥରେ ରିୟାଙ୍କୁ ଜେଲ ପଠାଇବାକୁ ଆଦେଶ ଜାରି କରିଦେଇଥିଲେ| ତେବେ ଏହିସବୁ କିଛି ମାତ୍ର ୧୫ ମିନିଟ ଭିତରେ ହୋଇଯାଇଥିଲା| କିନ୍ତୁ ଏହାପରେ ଆଗାମୀ ଅଧା ଘଣ୍ଟା ପର୍ଯ୍ୟନ୍ତ ରିୟା ଚକ୍ରବର୍ତ୍ତୀ ହଂଗାମା କରି ଦେଇଥିଲେ| କୋର୍ଟର ଆଉଥରେ ଜେଲ ପଠାଇବାର ଆଦେଶ ଶୁଣିବା ମାତ୍ରେ ରିୟା ଚିତ୍କାର କରିବା ଆରମ୍ଭ କରିଦେଇଥିଲେ| ରିୟା କହିଥିଲେ ଯେ, ତାଙ୍କୁ ଜେଲ ଯିବାର ନାହିଁ, ସେ ସବୁକିଛି କହି ସାରିଛନ୍ତି ସମସ୍ତ ତଦନ୍ତକାରୀ ଟିମଙ୍କୁ ତଦନ୍ତରେ ସହଯୋଗ ମଧ୍ୟ କରୁଛନ୍ତି ସେଥିପାଇଁ ତାଙ୍କୁ ଆଉ ଜେଲ ନପଠାଯାଉ| ଏହାର ଉତ୍ତରରେ କୋର୍ଟ କହିଥିଲା ଯେ ନିଷ୍ପତ୍ତି ହୋଇସାରିଛି ଆଉ ବଦଳାଇ ଯାଇ ପାରିବ ନାହିଁ|
ଏହା ଶୁଣିବା ମାତ୍ରେ ରିୟା ଚକ୍ରବର୍ତ୍ତୀ ସମସ୍ତଙ୍କ ସାମ୍ନାରେ କାନ୍ଦିବା ଆରମ୍ଭ କରିଦେଇଥିଲେ ଏବଂ ହଙ୍ଗାମା କରିବା ଆରମ୍ଭ କରିଦେଇଥିଲେ| ରିୟା କହିଥିଲେ ଯେ, ସେ ଯାହା କରିଛନ୍ତି ତାଙ୍କ ଦ୍ୱାରା ଯାହା ମଧ୍ୟ ହୋଇଛି ତାଙ୍କୁ କ୍ଷମା କରି ଦିଅନ୍ତୁ ଏବଂ ଛାଡି ଦିଅନ୍ତୁ| ସେ ଏହା ମଧ୍ୟ କହିଥିଲେ ଯେ, ସେ ବର୍ତ୍ତମାନ ବାହାରକୁ ଯିବାକୁ ଚାହୁଁଛନ୍ତି ଆଉ ଜେଲ୍ରେ ରହିବାକୁ ଚାହୁଁନାହାନ୍ତି| ତାଙ୍କୁ ଜେଲରେ ରଖିବା ଅପେକ୍ଷା ହତ୍ୟା କରିଦିଆଯାଉ|
ଏଥିମଧ୍ୟରେ ଜେଲ କର୍ମଚାରୀ ରିୟାଙ୍କୁ ସେଠାରୁ ନେଇଯିବାକୁ ଚେଷ୍ଟା କରିବାରୁ ସେ ସେହିଠାରେ ହିଁ ଶୋଇଯାଇଥିଲେ| ଏବଂ କହିବାକୁ ଲାଗିଥିଲେ ଯେପର୍ଯ୍ୟନ୍ତ ତାଙ୍କୁ ବାହାରକୁ ପଠାନଯାଇଛି ସେ ସେଠାରୁ ଉଠିବେ ନାହିଁ| କିଛି ସମୟ ପରେ ଭିଡିଓ କନଫରେନ୍ସ ବନ୍ଦ ହୋଇଯାଇଥିଲେ ମଧ୍ୟ ରିୟାଙ୍କ ହଙ୍ଗାମା ବନ୍ଦ ହୋଇନଥିଲା| ବହୁତ ସମୟ ପର୍ଯ୍ୟନ୍ତ ହଙ୍ଗାମା କରିବା ପରେ ରିୟା ଜୋର ଜୋର କାନ୍ଦିବାକୁ ଲାଗିଥିଲେ| ଏହାପରେ ରିୟା ନିଜେ ଚୁପଚାପ ନିଜ ସେଲ ଭିତରକୁ ଚାଲିଯାଇଥିଲେ|
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।