ଏମିତି ଏକ କାଢା ଯାହା ରୋଗକୁ ଲଢିବାରେ ଦୁଇଗୁଣିତ କରିବ | ବାସ ଥରେ ଏହାର ସେବନ କରନ୍ତୁ | ବନ୍ଧୁଗଣ ଆଜିର ଏ କାଢା ସେହି ସମସ୍ତ ରୋଗ ବା ଭାଇରସ ପାଇଁ ଅଟେ | ଯାହା ଋତୁ ପରିବର୍ତନ ହେବା କାରଣରୁ ହୋଇଥାଏ | ବନ୍ଧୁଗଣ କଣ ଆପଣ ଜାଣିଛନ୍ତି ଏହି ଭାଇରାଲ ଯୋଗୁ ହେଉଥିବା ରୋଗ କେବଳ 20% ଔଷଧ ଦ୍ଵାରା ଠିକ କରାଯାଇପାରିବ ବା ଯାହାର ଚିକିସ୍ଛା ସମ୍ଭବ ଅଟେ | ହଁ ବନ୍ଧୁଗଣ ପ୍ରତ୍ୟକ ସମୟରେ ଆମ ଶରୀର କୌଣସି ନ କୌଣସି ବ୍ୟାକ୍ଟେରିଆ ସହ ଲଢି ଥାଏ | ପ୍ରାୟକ ବର୍ଷ କିଛିନା କିଛି ନୂଆ ଭାଇରସ ଆସିଥାଏ | ଯାହାର ଚିକିସ୍ଛା ଏତେ ଶୀଘ୍ର ସମ୍ଭବ ହୋଇନଥାଏ |
ଏବଂ ଏହି ଭାଇରସରୁ ସେହି ଲୋକମାନେ ବଞ୍ଚିକି ରୁହନ୍ତି ଯେଉଁ ଲୋକମାନଙ୍କ ପାଖରେ ରୋଗ ପ୍ରତିରୋଧକ କ୍ଷମତା ଅଧିକ ହୋଇଥାଏ | ସେଥିପାଇଁ ଆଜି ଆମେ ଏମିତି ଏକ କଢ ବନେଇବା ଆପଣଙ୍କୁ ଶିଖେବୁ ଯାହା କେବଳ ଆପଣ 10 ମିନିଟରେ ବନେଇ ପାରିବେ | ଏବଂ ଏହାକୁ ଥରେ ପିଇବା ଦ୍ଵାରା ପୁରା ଏକ ସପ୍ତାହ ଆପଣଙ୍କ ଶରୀର କୌଣସି ବି ଭାଇରସରୁ ବଞ୍ଚିକି ରହିପାରିବ | ଆପଣ ଏହାକୁ କେମିତି ବନେଇବେ ଏବଂ ଦିନରେ ଏହାକୁ କେତେ ମାତ୍ରାରେ ସେବନ କରିବାକୁ ହେବ ତାହା ସବୁ ଜାବୁ ଜାଣିବା |
କାଢା ବନେଇବାପାଇଁ ସର୍ବ ପ୍ରଥମେ ଆପଣ ଏକ ପ୍ୟାନ ନିଅନ୍ତୁ | ଯଦି ଆପଣ ଜଣେ ବ୍ୟକ୍ତି ପାଇଁ ବନାଉଛନ୍ତି ତେବେ ଆପଣ ୧ ଗ୍ଳାସ ପାଣି ଦୁଇଜଣ ବ୍ୟକ୍ତି ପାଇଁ ଯଦି ବନାଉଛନ୍ତି ୨ ଗ୍ଳାସ ପାଣି ଏବଂ ଯଦି ଆପଣ ୩ ରୁ ୪ ଜଣଙ୍କ ପାଇଁ ବନାଉଛନ୍ତି ତେବେ ସେହି ମାତ୍ରାରେ ପାଣି ପ୍ୟାନ ରେ ଢାଳନ୍ତୁ |
ଏବେ ଆମେ ଏହି ପାଣିରେ ମିଶାଇବା ଜୁଆଣୀ | ଜୁଆଣିର ଏହି ଛୋଟ ଛୋଟ ମଞ୍ଜିରୁ ହେଉଥିବା ଫାଇଦା ବିଷୟରେ ଆପଣ ବୋଧେ ଏତେ ପର୍ଯ୍ୟନ୍ତ ଜାଣିନଥିବେ | ଗ୍ୟାସ କବଯ ଏସିଡିଟି ବା ପେଟ ସମ୍ବଧିତ କୌଣସି ସମୟ ପାଇଁ ଗରମ ପାଣି ସହିତ ଜୁଆଣୀ ଖାଇବାର ପରାମର୍ଶ ଦିଆଯାଇ ଥାଏ | ଏଥିରୁ ମିଳୁଥିବା ଆଣ୍ଟିଅକ୍ସିଡେଣ୍ଟ ଋତୁ ପରିବର୍ତନ କାରଣରୁ କାଶ ଥଣ୍ଡା ଏବଂ କଫରୁ ଆଦାନ ପ୍ରଦାନ କରିଥାଏ | ଆପଣ ଏହି କାଢାରେ ଅଧା ଚାମଚ ଜୁଆଣୀ ମିଶାନ୍ତୁ |
ତାପରେ ଆମେ ବ୍ୟବହାର କରିବା ଗୋଲମରିଚର | ଆୟୁର୍ବେଦିକ ରେ ବନ୍ଧୁଗଣ ଗୋଲମରିଚର ଅଧିକ ଫାଇଦା ବର୍ନୀତ ଅଛି | ଗୋଲମରୀଚ ଆମ ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇଥାଏ | ଏବଂ ଶରୀରକୁ ବାହାର ସଙ୍କରମାନରୁ ବଞ୍ଚାଇଥାଏ | ୮ ରୁ ୧୦ ଟି ଗୋଲମରୀଚ ସେଥିରେ ମିଶାଇବେ |
ତାପରେ କାଢାରେ ମିଶାଇବେ ଲବଙ୍ଗ | ଲବଙ୍ଗ ଦେଖିବାକୁ ଛୋଟ ଅଟେ କିନ୍ତୁ ଏହା ବହୁତ ଲାଭ ଦାୟକ ଅଟେ | ଏଥିରୁ ମିଳୁଥିବା ଆଣ୍ଟିଫଙ୍ଗଲ ଆଣ୍ଟିବାୟୋଟିକ ଆଣ୍ଟିସେଫଟିକ ଆଣ୍ଟିବ୍ୟାକ୍ଟେରିଆ ପ୍ପ୍ରପର୍ଟି ମିଳିବ ସହ ସହ ଏହିଥିରୁ ବିଭିନ୍ନ ପ୍ରକାର ମିନେରାଲ୍ସ ମିଳିଥାଏ ଯାହା ଆମକୁ ଥଣ୍ଡା କାଶ ସହ ସହ ଅସଥେମ ଏବଂ ଡାଇବେଟିସ ଭଳି ରୋଗ ପାଇଁ ମଧ୍ୟ ବହୁତ ଅଧିକ ଲାଭ ଦାଯକ ଅଟେ | ଆପଣ ଏଥିରେ ୬ଟି ଲବଙ୍ଗ ମିଶାନ୍ତୁ | ଏହି କଧରେ ଆମେ ହଳଦୀ ମଧ୍ୟ ମିଶାଇବା | ଆପଣ ହଳଦୀ ଅଧା ଚାମଚ ଏଥିରେ ମିଶାନ୍ତୁ | ହଳଦୀ ଆମ ଲିଭର କୁ ଡିଟକ୍ସିଫାଏ କରି ପେଟରୁ ସମସ୍ତ ପ୍ରକାର ବିଷାକ୍ତ ପଦାର୍ଥକୁ କାଢିଥାଏ |ଏହା ଦ୍ଵାରା ଆମ ଲିଭର ସୁସ୍ଥ ରହିଥାଏ ପେଟ ସଫା ହୋଇଥାଏ | ଏବଂ ଆମର ଇମ୍ୟୁନିଟି ବଢିଥାଏ | ଏବଂ ବାହାର ଭାଇରସ ରୁ ନିଜକୁ ବଞ୍ଚାଇ ରଖିପାରିବେ
ଏହା ସହିତ ଆମେ ଏଥିରେ କିଛି ତୁଲସୀ ପାତ୍ର ମଧ୍ୟ ମିଶାଇବା | ତୁଲସୀ ବନ୍ଧୁଗଣ ଆମ ପାଇଁ ବରଦାନ ଅଟେ |ଏହା ସମସ୍ତଙ୍କ ଘରୁ ବହୁତ ସହଜରେ ମିଳିଯାଏ | ତୁଲସୀ ପତ୍ର ଶରୀରରେ ଅନେକ ପ୍ରକାର ବ୍ୟକ୍ଟେରିଆ ବଢିବାକୁ ଦେଇନଥାଏ | କୌଣସି ପ୍ରକାର ଇନଫେକ୍ଶନ ରେ ତୁଲସୀ ପାତ୍ର ଲାଭ ଦାଯକ ଅଟେ | ସାଥିରେ କଫ କାଶ ଏବଂ ଥଣ୍ଡା ପାଇଁ ତୁଲସୀ ପାତ୍ର ବହୁତ ଲାଭ ଦାଯକ ଅଟେ | ପେଟରେ କଷ୍ଟ ଏବଂ ପେଟ ସଫା କରିବା ପାଇଁ ମଧ୍ୟ ତୁଲସୀ ପାତ୍ର ବହୁତ ଲାଭ ଦାଯକ ଅଟେ | ଆପଣ ସେଥିରେ ୪ ରୁ ୫ ଟି ତୁଲସୀ ପାତ୍ର ଭଲସେ ଧୋଇ ମିଶାନ୍ତୁ |ଏବେ ଆପଣ ସେଥିରେ ଅଳ୍ପ ଅଦା ମିଶାନ୍ତୁ | ଅଦା ମିଶାଇବା ପୂର୍ବରୁ ତାକୁ ଭଲ ଭାବେ ଚେଲୀ ନିଅନ୍ତୁ | ଏହି ସମସ୍ତ୍ୟ ଜିଣିଷ ଆମେ ଏହି ଜଣଙ୍କ ପାଇଁ ଜଣାଉଛୁ |
ଆପଣ ଏହାକୁ ଯେତେ ଲୋକଙ୍କ ପାଇଁ ବନାଇବେ ଏହାର ମାତ୍ର ସେତେ ବଢାଇ ଦେବେ | ଏହାପରେ ଆପଣ ଏହାକୁ ଧୀମା ଆଞ୍ଚରେ ଗରମ କରିବେ | ଆପଣ ଏହାକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ କାଢାର ପରିମାଣ ଅଧା ନହୋଇଛି | ଯେବେ ଏହି କାଢା ଅଧା ରହିଯିବ ସେବେ ଏହାକୁ ଛାଣି ନେବେ | ଏବଂ ଏହାକୁ ଥଣ୍ଡା ହେବାକୁ ଛାଡିଦେବେ | ଏହି କାଢା ଔଷଧ ଭାବରେ କାମ କରିବ | ଆପଣ ଏହାକୁ ଚା ଭଳି ଗରମ ଥିବା ସମୟରେ ପିଇବେ | ଛୋଟ ପିଲକୁ ଦେବା ସମୟରେ ଏହିରେ ଟିକେ ମହୁ ମିଶାଇ ଦେବେ ଯାହା ଫଳରେ ଏହା ମିଠା ହୋଇଯିବ | ସପ୍ତାହରେ ଏହାକୁ ୨ ଥର ସେବନ କରିପାରିବେ |