Exclusive || ଫୋରେନସିକ ହେଡ ରିପୋର୍ଟ ପ୍ରକାଶ ପାଇଲା, ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା, ଡ୍ରଗ୍ସର ମାତ୍ରା ମଧ୍ୟ ଅଧିକ

ସୁଶାନ୍ତ ସିଂ ରାଜପୁତ ଙ୍କୁ ନେଇ ଉଠିଥିବା ସବୁ ବିବାଦ ଉପରେ ପୁନ୍ୟାଛେଦ ଲାଗି ପାରେ । କାରଣ ଏମ୍ସ ର ଫରେଂସିକ୍ ଟିମ୍ ମଧ୍ୟ ଏହା ମାନି ନେଇଛନ୍ତି କି ସୁଶାନ୍ତ ଙ୍କ ସହିତ ହିଁ ଖାଲି ହତ୍ୟା ହୋଇଛି ବରଂ ମାରିବା ପୂର୍ବରୁ ସୁଶାନ୍ତ ସହ ବହୁତ ଅନାୟ ହୋଇଛି । ପ୍ରଥମ ଥର ଏମ୍ସ ଏବଂ ସିବିଆଇ ରିପୋର୍ଟ ରେ ଏ କଥା ବି ସାମ୍ନାକୁ ଆସିଛି । ଏତିକି ନହେଁ ଆଉ ୨ ଦିନରେ ଭିସାର ରିପୋର୍ଟ ବି ଆସିଯିବ । ଏଥିରେ ସବୁକିଛି ଜଣା ପଡ଼ିଯିବ କି ସୁଶାନ୍ତ ସହ କଣ ଭୂଲ ହୋଇଛି ଏବଂ ରେପୋର୍ଟ ରେ କଣ ବାହାରିଛି । ଏହା ଭିତରେ ଯେଉଁ ରିପୋର୍ଟ ଏମ୍ସ ଫରେନ୍ସିକ୍ ଦେଇଛି ତାହା ସମ୍ପୂର୍ଣ ପ୍ରମାଣିତ କରୁଛି କି ସୁଶାନ୍ତ ସିଂ ଙ୍କ ସହିତ କଣ କଣ ଘଟଣା ହୋଇଛି । ଏବଂ ୫ ବଡ଼ କଥା ଏହି ରେପୋର୍ଟ ରେ ଅଛି ଆମେ ଆପଣଙ୍କୁ ଏଠାରେ କହିବୁ ।

ଦେଶ ର ସବୁଠାରୁ ବଡ଼ ଫରେନ୍ସିକ୍ ଏକ୍ସପୋର୍ଟ ସୁଶାନ୍ତ ମାମଲାରେ ଯାଞ୍ଚ କରୁଛି। ଏହି ଟିମ୍ କୁ ସୁଧିର ଗୁପ୍ତା ଲିଡ୍ କରୁଛନ୍ତି । ଏହି ସମୟରେ ସୁଧିର ମାଧ୍ୟମରେ ଏକ ବହୁତ ବଡ଼ ଆଶ୍ଚର୍ଯ୍ୟ କଲା ଭଳି ରିପୋର୍ଟ ଦିଆ ଯାଉଛି । ଆଜ୍ଞା ହଁ ସିବିଆଇ କୁ ଦିଆ ଯାଇଥିବା ଏହି ରିପୋର୍ଟ ରେ ବହୁତ ସାରା କଥା ଅଛି କିନ୍ତୁ ସେଥିରୁ ୫ଟି କଥା ଏମିତି କି ଯାହା ସୁଶାନ୍ତ ଙ୍କ କେସ କୁ ସମ୍ପୂର୍ଣ ଓଲଟାଇ ଦେଇଥାଏ । ଏବଂ ପ୍ରଥମ ଥର ପାଇଁ ଯାଞ୍ଚ ଟିମ ମଧ୍ୟ ମାନି ନେଇଛି କି SSR ସହିତ ଜବରଦସ୍ତି ହୋଇଛି । ଏବଂ ସୁଶାନ୍ତ ଙ୍କ ମର୍ଡର କରାଯାଇଛି ।

ପ୍ରଥମ ଖୋଲାସା- ସିବିଆଇ କୁ ଦେଇଥିବା ଏମ୍ସ ଫରେନ୍ସିକ୍ ଟିମ ଦେଇଥିବା ରିପୋର୍ଟ ରେ କହିଛି କି ଆମେ ମର୍ଡର କଥାକୁ ଖାରଜ କରୁ ନାହୁଁ। ଏବଂ ସୁଶାନ୍ତ ଙ୍କ ସହିତ ଗଲତ ହୋଇଛି ତାକୁ ମଧ୍ୟ ଖାରଜ କରୁ ନାହୁଁ । ଏବଂ ଏହା ସହିତ ଫରେନ୍ସିକ୍ ଟିମ ତ ଏହା ମଧ୍ୟ କହିଦେଲା ସୁଶାନ୍ତ ଙ୍କୁ ମାରି ଦିଆଯାଇ ଥାଇପାରେ । ହୋଇପାରେ ଏହା ବହୁତ ବଡ଼ କଥା । ଏଠାରେ ଆପଣ ଏ ଭାବନ୍ତୁ ନାହିଁ କି ଫରେନ୍ସିକ୍ ଟିମ ହୋଇପାରେ କହୁଛନ୍ତି କାରଣ ଫରେନ୍ସିକ୍ ଟିମ ର ରିପୋଟ ଏବଂ ଭାଷା ଏପରି ହିଁ ହୋଇଥାଏ ।

ଏହି କଥା ସବୁଠାରୁ ବଡ କଥା। ଫରେନ୍ସିକ୍ ଟେଷ୍ଟ ରେ ସବୁ ବେଳେ ପ୍ରାୟ ୨ ଟି କଥା ହୋଇଥାଏ ପ୍ରଥମ ଏହା କି ଫରେନ୍ସିକ୍ ଯଦି ଯାଞ୍ଚ ସମୟରେ କୋୖଣସି କଥା କୁ ଖାରଜ କରି ଦେଲା ତ ତେବେ ସେହି ଦୃଷ୍ଟି କୋଣ ହିସାବରେ ଯାଞ୍ଚ ହିଁ ହୁଏ ନାହୁଁ । ଯଦି କୌଣସି କଥାକୁ ଖାରଜ କରା ହୋଇନି ଏହାର ଅର୍ଥ କିଛି ପ୍ରମାଣ ମିଳିଛି । ଘଟଣା ସହିତ ଜଡ଼ିତ କିଛି ପ୍ରମାଣ ମିଳିଛି । ଏହି କଥା ଶୁଶାନ୍ତ ଙ୍କ କେସ ମାମଲାରେ ମଧ୍ୟ ହୋଇଛି । ଯାହାର ଅର୍ଥ ଫରେନ୍ସିକ୍ ଟିମ୍ କୁ କିଛି ଜିନ୍ସ ଏମିତି ମିଳିଛି ଯାହା ଦ୍ଵାରା ସଫା ସଫା କହିଛନ୍ତି କି ମାରିବା କଥା ଖାରଜ ନୁହେଁ ।

ଦ୍ଵିତୀୟ ଖୁଲାସା- ଫରେନ୍ସିକ୍ ଟିମ ର ଏହି ରିପୋର୍ଟ ରେ କୌଣସି ବିବାଦ ନାହିଁ । ଏବଂ ଏହି ରିପୋର୍ଟ ରେ ଏହା ମଧ୍ୟ ଲେଖା ଯାଉଛି । ଏହା ମଧ୍ୟ ବଡ଼ କଥା କି ଫରେନ୍ସିକ୍ ଟିମ୍ ରେ କେତେ ପ୍ରକାର ର ଲୋକ ଥାଆନ୍ତି ଏବଂ ସମସ୍ତଙ୍କର ଅଲଗା ଅଲଗା ନିଷ୍ପତି ମଧ୍ୟ ହୋଇପାରେ କିନ୍ତୁ ସୁଶାନ୍ତ ସିଂ ଙ୍କ କେସ ରେ କୌଣସି ବି ସଦସ୍ୟଙ୍କ ଅଲଗା ରାୟ ନାହିଁ । ସମସ୍ତ ଟିମ୍ ର ସଦସ୍ୟ ମାନେ ଗୋଟିଏ ମତ ଦେଇଛନ୍ତି । ସୁଶାନ୍ତ ସହିତ ଭୁଲ ଘଟଣା ହୋଇଛି । ଏବଂ ଏହାକୁ ଆମେ ଅମାନ୍ୟ କରି ପାରିବୁ ନାହିଁ ।

ତୃତୀୟ ଖୁଲାସା- ଫରେନ୍ସିକ୍ ଟିମ ୧୪ ଜୁନ ର ଯେଉଁ ସିନ ରୀକ୍ରିଏଟ୍ ହେଲା ତାହାକୁ ଆଧାର କରି ଏହାକୁ ପ୍ରସ୍ତୁତ କରା ଯାଇଛି । ଏଠାରେ ଏହା ଜାନ୍ତୁ କି ପରିସ୍ଥିତି ଏହା କହୁଛି କି ସୁଶାନ୍ତ ସହିତ କିଛି ଦୁର୍ଘଟଣା କରାଯାଇଛି । କାରଣ ଘର ଲୋକଙ୍କ ବୟାନ, ଘର ର କଣ୍ଡିସନ୍ , ପଙ୍ଖା ଏବଂ ଏଥିରେ ସେ ସବୁ କଥା ଦର୍ଜ୍ ହୋଇଛି ଯାହା ପ୍ରଥମ ଦିନରୁ ପ୍ରଶ୍ନ ଘେରରେ ଥିଲା

ଚତୁର୍ଥ ଖୁଲାସା- ଫରେନ୍ସିକ୍ ଟିମ କୁ ଏହି ଯାଞ୍ଚ ରେ କିଛି ଏମିତି ପ୍ରମାଣ ମିଳି ଯାଇଛି ଏବଂ ଆଉ କିଛି ପ୍ରମାଣ ଯୋଗାଡ଼ କରାଯାଉଛି ଯାହାକୁ ଶୀଘ୍ର ହିଁ ଯୋଗାଡ଼ କରି ଦିଆଯିବ । ଏବଂ ଏହା ପରେ ଶେଷ ନିର୍ଣ୍ଣୟ ସମସ୍ତଙ୍କ ସାମ୍ନାରେ ରଖାଯିବ । ଏଠାରେ ଏହି କଥା ବି ଜାଣିବା ଦରକାର ଏଠାରେ ବିନା ପ୍ରମାଣ ରେ ଏମିତି କିଛି ବି କଥା କହି ନାହିଁ ବରଂ ତାଙ୍କ ପାଖରେ ଦୃଢ଼ ପ୍ରମାଣ ରହିଛି ।

ପଞ୍ଚମ ଖୁଲାସା- ଫରେନ୍ସିକ୍ ଟିମ ର ସୁଧିର ଗୁପ୍ତା ଏହା କହିଛନ୍ତି ଯେ ନିର୍ଣ୍ଣୟ ପୁରା ପୁରି ଭାବରେ ଏଥିକ୍ସ କି ସହିତ । କୌଣସି ପକ୍ଷ ପାତ ନାହିଁ । ନାହିଁ ସୁଶାନ୍ତ କୁ ବହୁତ ବଡ଼ ହିରୋ ଭାବି କିଛି କହୁଛନ୍ତି ନା ଏଥିରେ କୌଣସି ବଡ଼ ଲୋକକୁ ବଂଚେଇବାକୁ ଚେଷ୍ଟା ହେଉଛି । ମୋଟା ମୋଟି ସବୁ କିଛି ନିୟମ ଆଧାରରେ ବିନା ପକ୍ଷ ପାତ କରି କରାଯାଉଛି। ଏହାର ଅର୍ଥ ଏହା କି ସୁଶାନ୍ତ ଙ୍କ ମାମଲା ଯେତେ ବି ଚର୍ଚ୍ଚା ହେଉନା କାହିଁକି କିନ୍ତୁ ଫରେନ୍ସିକ୍ ଟିମ ଏକ ସାଧାରଣ କେସ ଚାଞ୍ଚ କରୁଛନ୍ତି । ଏହା ପରେ ମଧ୍ୟ ସୁଶାନ୍ତ ଙ୍କ ବିରୋଧରେ ଚକ୍ରାନ୍ତ, ସୁଶାନ୍ତ ଙ୍କ କେସ ରେ ପୁରା ଦୃଘଟଣା ହେବାର ଆଶଙ୍କା ।

ଆଉ ଏକ ଜରୁରୀ କଥା ଆପଣଙ୍କୁ ନିଶ୍ଚୟ ଜାଣିବା ଦରକାର ଫରେନ୍ସିକ୍ ଟିମ ର ଏ ଖୋଲାସା ଏବଂ ଏ ରିପୋଟ ଭିଶ୍ରା ରିପୋର୍ଟ୍ ବିନା ଅଟେ । ଆଜ୍ଞା ହଁ ଭିସ୍ରା ରିପୋର୍ଟ୍ ଏବେ ଆସି ହି ନାହିଁ । ପ୍ରାଥମିକ ଭୀଶ୍ରା ରିପୋର୍ଟ ସୁଶାନ୍ତ ଡ୍ରସ୍ ନେଉଥିବା କଥା ସାମ୍ନାକୁ ଆସିଥିଲା । ଫାଇନାଲ ରିପୋର୍ଟ୍ ଆସିଲା ଜଣା ପଡ଼ିଯିବ କଣ ସେହି ଡୋଜ ଥିଲା, ଏବଂ ସୁଶାନ୍ତ ଙ୍କୁ ଆଉ କିଛି ଦିଆ ଯାଇନଥିଲା ତ । ଯେଉଁଥିରେ ସୁଶାନ୍ତ ଙ୍କୁ ଅସୁବିଧା ହେଉଥିଲା ।

ଯଦି ବିନା ଭିସ୍ରା ରିପୋର୍ଟ ରେ ଏତେ ବଡ଼ ରିପୋର୍ଟ୍ ଦିଆ ଯାଇଛି ତାହାଲେ ଭିଶ୍ରା ରିପୋର୍ଟ ରେ ଆହୁରି ବି ବଡ଼ ଖୁଲାସା ହୋଇପାରେ । ବଡ଼ କଥା ଏହା କି ଏହି ରିପୋର୍ଟ ଉପରେ ୨୦ ସେପ୍ଟେମ୍ବର କୁ ଏକ ମିଟିଙ୍ଗ ହେବାର ଥିଲା କିନ୍ତୁ ଏହାକୁ ମଙ୍ଗଳ ବାର କୁ ଘୁଞ୍ଚେଇ ଦିଅ ଯାଇଛି । ଯେଉଁଥିରେ ସିବିଆଇ ଆଗରେ ଫରେନ୍ସିକ୍ ଟିମ ପୁରା ତଥ୍ୟ ପ୍ରକାଶ କରିବେ । ଏବଂ ବୁଝେଇବେ କେସ ରେ କଣ ଭୂଲ ହୋଇଛି ।

ବଡ଼ କଥା ଏହା ବି ହୋଇପାରେ ସିବିଆଇ କେସ ରେ ଯାଞ୍ଚ ଧାରା ବି ବଦଳି ପାରେ । ଫରେନ୍ସିକ୍ ଟିମ ର ସବୁଠାରୁ ବଡ କଥା ବୁଝନ୍ତୁ କି ସିବିଆଇ ଏପର୍ଯ୍ୟନ୍ତ ଯେଉଁ ଆତ୍ମହତ୍ୟା ଦୃଷ୍ଟି କୋଣରୁ ଯାଞ୍ଚ କରୁଥିଲା ସେହି ଯାଞ୍ଚ ର ଆଙ୍ଗେଲ୍ ସିଧା ସିଧା ଷଡ଼ଯନ୍ତ୍ର ଆଉ ହତ୍ୟା ଦୃଷ୍ଟି କୋଣରୁ ଯାଞ୍ଚ ଆରମ୍ଭ ହେବ । ଯେବେ ଏହି ଦୃଷ୍ଟି କୋଣରୁ ଯାଞ୍ଚ ଆରମ୍ଭ ହୋଇଯିବ ତେବେ ତ ମାମଲା ଧରା ପଡ଼ିବାର କିଛି ଦିନ ହିଁ ଲାଗିବ ନାହିଁ ।

ଅନ୍ୟ ପକ୍ଷରେ ସୁଶାନ୍ତ ସିଂ ରାଜପୁତ ଙ୍କ ଫାର୍ମ ହାଉସ ର ମ୍ୟାନେଜର କେତେ ବଡ଼ ବଡ଼ ଖୁଲାସା କରି ସାରିଛନ୍ତି । ଗୋଟି ଗୋଟି କରି ଆପଣଙ୍କୁ ସେ ସବୁ ମଧ୍ୟ ଏଠାରେ କହି ରଖୁଛୁ । ସୁଶାନ୍ତ ସିଂ ରାଜପୁତ ଙ୍କ ମ୍ୟାନେଜର ଏକ ବଡ଼ ଚ୍ୟାନେଲ ସହ ବାର୍ତ୍ତାଳାପ କରି ସେଥିରେ କହିଥିଲେ କି ଫାର୍ମ ହାଉସ ରେ ପ୍ରାୟତଃ ପାର୍ଟି ହେଉଥିଲା । ଏବଂ ପବନ ଏହା ମଧ୍ୟ କହିଥିଲେ କି ଜୁଲାଇ ୨୦୧୯ ରେ ରିୟା ଚକ୍ରବର୍ତ୍ତୀ ଏବଂ ଶ୍ରୁତି ମୋଦୀଙ୍କ ଫାର୍ମ ହାଉସ ଆସିବା ଜିବା ଆରମ୍ଭ ହୋଇ ଯାଇଥିଲା ।

ଏହା ପୂର୍ବରୁ ସୁଶାନ୍ତ ଫାର୍ମ ହାଉସ କେବେ କେବେ ଆସନ୍ତି କିନ୍ତୁ ଏହା ପରେ ସୁଶାନ୍ତ ତାଙ୍କ ଟିମ ସହିତ ଫାର୍ମ ହାଉସ ଆସିବା ମଧ୍ୟ ବହୁତ ଅଧିକ ହୋଇ ଯାଇଥିଲା । ପ୍ରତେକ ସପ୍ତାହରେ ସେଠାରେ ପାର୍ଟି ହେଉଥିଲା । ଏହା ଛଡ଼ା ପବନ ଏହା ମଧ୍ୟ କହିଲେ କି ରିୟା ଚକ୍ରବର୍ତ୍ତୀ ସହିତ ତାଙ୍କ ଭାଇ ସ୍ୱୋଭିକ ମଧ୍ୟ ପାର୍ଟି ରେ ଆସିବାକୁ ଲାଗିଲେ । ପବନ କହିବା ମୁତାବିକ ସୋଭିକ୍ କୁ ସେ ସବୁ ବେଳେ ନିଶା ରେ ଚୂର୍ ଥିବା ଅବସ୍ଥାରେ ଦେଖିଛନ୍ତି । ଏହା ମଧ୍ୟ କହି ଥିଲେ କି ଶୋଭିକ୍ ଅଧିକ ଡ୍ରଗ ନେଉଥିଲେ ।

ଏଠାରେ ଏହି କଥାକୁ ଧ୍ୟାନ ଦିଅନ୍ତୁ କି ସ୍ଵିଭିକ୍ କୁ ଏହାର ଏତେ ଅଭ୍ୟାସ ହୋଇଯାଇଥିଲା କି ଏଥି ପାଇଁ ଭାଇ ଭଉଣୀ ମିଶି ସୁଶାନ୍ତ କୁ ମୋହାରା ବନେଇ ଥିଲେ । ପବନ କହିବା ଅନୁସାରେ ରିୟା ଚକ୍ରବର୍ତ୍ତୀ ଙ୍କ ଫାର୍ମ ହାଉସ ରେ ସମସ୍ତ ଖର୍ଚ୍ଚ ସୁଶାନ୍ତ ଙ୍କ ଆକାଉଣ୍ଟ ରୁ ହେଉଥିଲା । ଫାର୍ମ ହାଉସ ରେ ରିୟା ପାଇଁ ମେକପ ଠାରୁ ଆରମ୍ଭ କରି ଡିଜାଇନ୍ ର ସମସ୍ତେ ଆସୁଥିଲେ ସୁଶାନ୍ତ ଙ୍କ ପଇସାରେ । ଥରେ ସୁଶାନ୍ତ ଙ୍କ ଚାଟାଟ୍ ଆକାଉଣ୍ଟ ରିୟା ର ଏ ସବୁ ଖର୍ଚ୍ଚ ଉପରେ ସୁଶାନ୍ତ ଙ୍କୁ କହିଥିଲେ ଏହା ପରେ ସୁଶାନ୍ତ ସିଂ ରାଜପୁତ ରିୟା ଚକ୍ରବର୍ତ୍ତୀ ଉପରେ ରାଗିଥିଲେ । ଏବଂ ରୀୟାକୁ ଖର୍ଚ୍ଚ କୁ ନେଇ ପ୍ରଶ୍ନ ପଚାରିଥିଲେ ।

ପବନ ଏହା କହିଲେ କି ସୁଶାନ୍ତ ବହୁତ ରାଗୀ ଥିଲେ ସିଂହ ଭଳି ଯେତେ ବେଳେ ସେ ଅଧିକ ରାଗୀ ଗଲେ ରିୟା ତାଙ୍କ ଭାଇ ସ୍ୱୋଭିକ୍ କୁ ପାଣି ଆଣିବାକୁ ପଠେଇ ଦେଲେ । ଏବଂ ସ୍ୱିଭିକ୍ ସେହି ପାଣିରେ କିଛି ମିଶେଇ କି ଆଣିଥିଲେ । ଆଜ୍ଞା ହଁ ଏ ବହୁତ ବଡ଼ ଖୁଲାସା ସୁଶାନ୍ତ ଙ୍କୁ ପାଣି ସହିତ ରିୟା ଏବଂ ତା ଭାଇ ଡ୍ରଗ ଦେଇଥିଲେ । ଏତିକି ନୁହେଁ ଯେତେ ବେଳେ ସୁଶାନ୍ତ ନର୍ମାଲ ହେଉନଥିଲେ ସେମାନେ ଜବରଦସ୍ତି ସୁଶାନ୍ତ ଙ୍କୁ ଡ୍ରଗ୍ସ ର ଦ୍ଵିତୀୟ ଡୋଜା ବି ଦେଇ ଦେଲେ । ଏବଂ ଏହା ପରେ ସୁଶାନ୍ତ ବେକାବୁ ହେବାକୁ ହୋଇ ପଡ଼ିଥିଲେ । ଏହା ପରେ ଏମାନେ ସୁଶାନ୍ତ ଙ୍କୁ ଜବରଦସ୍ତି ଧରି ନେଲେ ଏବଂ ବାଡା ପିଟା ମଧ୍ୟ ହେଲା । ଏହା ମଧ୍ୟ ରେ ଡ୍ରଗ୍ସ ତାର ଅସର ଦେଖେଇବା ଆରମ୍ଭ ହୋଇଗଲା ଯାହା ଫଳରେ ଯେଉଁ ସୁଶାନ୍ତ ସିଂହ ଭଳି ଲଢ଼ୁଥିଲେ ସେ ଅଚାନକ ଡରି ବାକୁ ଲାଗିଲେ ।

ରିୟା କୁ ଧରି ଛୋଟ ପିଲା ଭଳି ବ୍ୟବହାର କରିବାକୁ ଲାଗିଲେ । ଏ ସବୁ କିଛି ୨୫-୩୦ ମିନିଟ ଭିତରେ ହୋଇଗଲା । ଏଠାର ପୁରା ମାମଲା ଜାଣନ୍ତୁ ସୁଶାନ୍ତ ଯେବେ ବି କୌଣସି ପ୍ରଶ୍ନ ପଚାରନ୍ତି ସେତେବେଳେ ସେ ସିଂହ ଭଳି କଥା ହୁଅନ୍ତି ଯାହା ରିୟା କୁ ଭଲ ଲାଗେ ନାହିଁ ସେ ସୁଶାନ୍ତ ଙ୍କୁ ଡ୍ରଗ୍ସ ଦେଇକି ପୋଷା ଜନ୍ତୁ ବନେଇ ଦଉଥିଲେ । ମାନେ ନିଜ ହିସାବରେ ରିୟା ଯାହା ଚାହୁଁଥିଲା ତାହା କରୁଥିଲା । ସୁଶାନ୍ତ ଙ୍କୁ ସମ୍ପୂର୍ଣ କାବୁରେ ରଖିଥିଲେ ଡ୍ରଗ୍ସ ଦେଇକି ।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *