କେବଳ ୪ ଥର ଏହାକୁ ପି ନିଅନ୍ତୁ ତାପରେ ଆଣ୍ଠୁ ଗଣ୍ଠିରେ କଷ୍ଟ ବାର୍ଦ୍ଧକ୍ୟ କିମ୍ବା ରକ୍ତରେ ଅଭାବ କ୍ୟାଲସିୟମ ରେ ଅଭାବ କେବେବି ରହିବନି । ଆଖି ଏବଂ ମସ୍ତିଷ୍କ ସମ୍ପୂର୍ଣ୍ଣ ସୁସ୍ଥ ରହିବା ।
ବନ୍ଧୁଗଣ କ୍ଷୀର ତ ଆପଣ ସବୁବେଳେ ପିଥାଆନ୍ତି । କିନ୍ତୁ ଯଦି ଆପଣ କ୍ଷୀରରେ ଏହି ଜିନିଷ ମିଶାଇ ପିଅନ୍ତି ତେବେ ଆପଣ ଦେଖିବେ କୌଣସି ହାଡ଼ ଜନିତ ସମସ୍ୟା ହେବ ନାହିଁ । ନା କମର ରେ କଷ୍ଟ ହେବ ନା ଆଣ୍ଠୁ ଗଣ୍ଠିରେ କଷ୍ଟ ହେବ ।
ଏହକୁ ବନେଇବା ପାଇଁ ଆମେ ସର୍ବ ପ୍ରଥମେ ୨ ଚାମଚ ପୋସ୍ତ ନେବା । ପୋସ୍ତ ରେ ସର୍ବାଧିକ ମାତ୍ରାରେ ଓମେଗା୩ ଫଟିଏସିଡ୍ ମିଳିଥାଏ । ସାଥିରେ ପୋସ୍ତ ଆମ ଶରୀରକୁ ହାଇଦ୍ରେଡ୍ କରିଥାଏ ଏବଂ ଏଥିରେ କ୍ୟାଲସିୟମ ମଧ୍ୟ ମିଳିଥାଏ ।
ଦ୍ଵିତୀୟ ସାମଗ୍ରୀ ଆମେ ବ୍ୟବହାର କରିବା ତିଳ ବା ରାଶିର । ଏକ ଗ୍ରାମ ତିଳ ବା ରାଶି ୧୦୦ ମିଲିଗ୍ରାମ୍ କ୍ୟାଲସିୟମ ମିଳିଥାଏ । ଯେଉଁମାନଙ୍କ ହାଡ଼ ଜନିତ ସମସ୍ୟା ଅଛି ସେ କମରରେ କଷ୍ଟ ହେଉ କି ଆଣ୍ଠୁ ଗଣ୍ଠିରେ କଷ୍ଟ ହେଉ ବା ମାଂସପେଶୀ ରେ କଷ୍ଟ ହେଉ ଯଦି ଆପଣ ପ୍ରତିଦିନ ଏକ ଚାମଚ ତିଳ ବା ରାଶି ଖାଇବେ ଦେଖିବେ ଆପଣଙ୍କୁ କୌଣସି ଦିନ ହାଡ଼ ଜନିତ ସମସ୍ୟା ରହିବ ନାହିଁ ।
ତୃତୀୟ ସାମଗ୍ରୀ ହେଲା ୧୦ ଟି ପିସ୍ତା ବାଦାମ । ପିସ୍ତା ବାଦାମ । ଯାହା ମସ୍ତିଷ୍କକୁ ଖିପ୍ର କରିଥାଏ ଏବଂ ହୃଦୟ କୁ ସୁସ୍ଥ ରଖିଥାଏ । ପିସ୍ତା ବାଦାମ ପୋଷାକ ତତ୍ତ୍ଵର ଭଣ୍ଡାର ଅଟେ । ଏବଂ ଏଥିରେ ଭରପୁର ମାତ୍ରାରେ କ୍ୟାଲସିୟମ ମିଳିଥାଏ ।
ଚତୁର୍ଥ ସାମଗ୍ରୀ ହେଲା ପାନମହୁରି । ଏଥିପାଇଁ ଆମକୁ ଆବଶ୍ୟକ ଏକ ଚାମଚ ପାନମହୁରୀ । ପାନମହୁରୀ ଖାଇବା ଦ୍ବାରା ଆମର ହଜମ ହୋଇଥାଏ । ଆମ ମେଟାବୋଲିଯିମ ଫାଷ୍ଟ ରହିଥାଏ । ଆମ ମେଟାବୋଲିଯିମ ଯେତେ ଭଲ ରହିବ ଆମ ଶରୀର ସେତେ ସୁସ୍ଥ ରହିଥାଏ । ସାଥୀରେ ପାନମହୁରୀ ଖାଇବା ଚିନ୍ତା ଦୂର ହୋଇଥାଏ ନିଦ ବି ଭଲ ଆସିଥାଏ ।
ଶେଷ ସାମଗ୍ରୀ ଆବଶ୍ୟକ ଏକ କପ୍ କ୍ଷୀର । କ୍ଷୀରରେ ସେ ସମସ୍ତ ପୋଷାକ ତତ୍ତ୍ଵ ମିଳିଥାଏ ଯାହା ଆମ ଶରୀରକୁ ନିହାତି ଆବଶ୍ୟକ । କ୍ୟାଲସିୟମ ର ଭନ୍ଦ୍ର ଅଟେ କ୍ଷୀର । ଆପଣ କେବେବି ଖାଲି କ୍ଷୀର ପିଅନ୍ତୁ ନାହିଁ । ଆପଣ ଚାହିଁଲେ ଏସବୁର ଗୁଣ୍ଡ ବନେଇ ରଖି ପାରିବେ । ଆପଣ ଏହାକୁ ସକାଳ ଜଳଖିଆ ପରେ ସେବନ କରିପାରିବେ କିମ୍ବା ଆପଣ ଏହାକୁ ରାତିରେ ଶୋଇବାର ଅଧଘଣ୍ଟା ପୂର୍ବରୁ ସେବନ କରିପାରିବେ ।
ଏବେ ଜାଣିବା ଆମେ ଏହାର ପ୍ରସ୍ତୁତ କିପରି କରିବା । ଆପଣ ଗୋଟିଏ ବଡ଼ କପ କ୍ଷୀରକୁ ଭଲ ଭାବେ ଫୁଟାଇ ଦେବେ । ଏବଂ ଏହା ପରେ ୨ ଚାମଚ ତିଳ ବା ରାଶି ୨ ଚାମଚ ପୋସ୍ତ ୧୦ ଟି ପିସ୍ତା ବାଦାମ ଓ ଏକ ଚାମଚ ପାନ ମହୁରୀ କୁ ଭଲ ଭାବେ ଗୁଣ୍ଡ କରି ଫ୍ରିଜ୍ ରେ ଷ୍ଟୋର କରି ରଖିପାରିବେ । ଫଳରେ ଏହା ଅଧିକ ଦିନ ରହିପାରିବ । କାରଣ ପ୍ରତିଦିନ ଗୁଣ୍ଡ କରିବାକୁ ଯାହା ପାଖରେ ସମୟ ନଥାଏ । ସେଥିପାଇଁ ଏହାକୁ ଗୁଣ୍ଡ କରି ରଖିଦେବେ ।
ଏହାପରେ ଆମେ ଏଥିରୁ ଏକ ଚାମଚ ଫୁଟୁଥିବା ଗରମ କ୍ଷୀରରେ ମିଶାଇ ତାକୁ ୩ ରୁ ୪ ମିନିଟ୍ ଫୁଟାଇବେ ଏବଂ ଏହାକୁ ଗରମ ଥିବା ଅବସ୍ଥାରେ ପିଇବେ । ଅପନବେହକୁ ସପ୍ତାହକୁ ୪ ଥର ସେବନ କରନ୍ତୁ ତାପରେ ଦେଖିବେ ଆପଣଙ୍କ ଶରୀରକୁ କେତେ ଆରାମ ମିଳିବ । ଯଦି ଆପଣ ଏହି କ୍ଷୀରକୁ ମିଠା କରି ପିଇବାକୁ ଚାହାଁନ୍ତି ତେବେ ଏଥିରେ ଆପଣ ଚିନି ମିଶାଇ ମିଶ୍ରି ମିଶାଇ ସେବାନ କରନ୍ତୁ । ମିଶ୍ରି ମିଶାଇ ପିଇବା ଦ୍ବାରା ଶରୀରରେ ହିମୋଗ୍ଲୋମିନ୍ ବଢାଇ ଥାଏ । ଏବଂ ଶରୀରକୁ ଥଣ୍ଡା ମଧ୍ୟ ରଖେ ।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |