ଲଗାତର ଭାବରେ ମାସ୍କ ପିନ୍ଧିବା ଆମ ଫୁସଫୁସ ପାଇଁ ବିପଜ୍ଜନକ ପ୍ରମାଣିତ ହୋଇପାରେ। “ଯୋଗ ଏବଂ ୱେଲନେସ କୋଚ” ଅନୁରାଧା ଗୁପ୍ତାଙ୍କ କହିବା କଥା ଯେ ଲଗାତର ଭାବରେ ମାସ୍କ ପିନ୍ଧି ନିଶ୍ୱାସ ନେବାରୁ ଆମ ଫୁସଫୁସ ଏବଂ ଇମ୍ୟୁନିଟି ପରେ ବହୁତ ଖରାପ ପ୍ରଭାବ ପଡିଥାଏ।
କରୋନା ଭାଇରସ (corona virus)ର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା ବହୁତ ଜରୁରୀ ହୋଇଯାଇଛି। ନିଜର ଏବଂ ଅନ୍ୟର ସୁରକ୍ଷା ପାଇଁ ନିଶ୍ଚିତ ପିନ୍ଧନ୍ତୁ। କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଲଗାତର ମାସ୍କ ପିନ୍ଧିବା ଦ୍ୱାରା ଆମ ଫୁସଫୁସ ପାଇଁ କେତେ ହାନିକାରକ ପ୍ରମାଣିତ ହୋଇପାରେ। “ଯୋଗ ଏବଂ ୱେଲନେସ କୋଚ” ଅନୁରାଧା ଗୁପ୍ତାଙ୍କ କହିବା କଥା ଯେ, ଲଗାତର ଭାବରେ ମାସ୍କ ପିନ୍ଧି ନିଶ୍ୱାସ ନେବାରୁ ଆମ ଫୁସଫୁସ, ଜୀବନ୍ତତା ଏବଂ ରୋଗ ପ୍ରତିରୋଧକ ଶକ୍ତି (Immunity) ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ।
ଫିଟନେସ ବିଶେଷଜ୍ଞମାନଙ୍କର କହିବା କଥା ଯେ, ଲଗାତର ମାସ୍କ ପନ୍ଧୁଥିବା ଲୋକଙ୍କୁ ଏପରି ସମସ୍ୟାରୁ ରକ୍ଷା ପାଇବା ପାଇଁ ପ୍ରାଣାୟମ କିମ୍ବା ଗଭୀର ନିଶ୍ୱାସ ପ୍ରଶ୍ୱାସ ବ୍ୟାୟାମ (Pranayam and deep breathing exercise) ନିୟମିତ ଭାବରେ କରିବା ଉଚିତ। ଏହାଦ୍ବାରା ନା କେବଳ ଆପଣଙ୍କର ଫୁସଫୁସ ଏବଂ ଇମ୍ୟୁନିଟି ସିଷ୍ଟମ ଭଲ ହେବ ବରଂ ଆପଣ ଅଧିକ ଶକ୍ତିଶାଳୀ ଏବଂ ସୁସ୍ଥ ମଧ୍ୟ ଅନୁଭବ କରିବେ।
ଫିଟନେସ ଏବଂ ଯୋଗ ବିଶେଷଜ୍ଞମାନେ କହିଛନ୍ତି ଯେ ନିଜର ହିଁ ନିଶ୍ୱାସ ଛାଡିବା ପରେ ନିଶ୍ୱାସ ଗ୍ରହଣ କରିବା ପ୍ରକ୍ରିୟାକୁ ଯୋଗ ଏବଂ ଆୟୁର୍ବେଦରେ ଆପାନ ବାୟୁ କୁହାଯାଇଥାଏ। ଅପାନ ବାୟୁରେ ଅମ୍ଳଜାନର ମାତ୍ରା କମ ରହିଥାଏ, ଯାହାର ଖରାପ ପ୍ରଭାବ ଆପଣଙ୍କର ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଉପରେ ପଡିଥାଏ। ଏଥିରୁ ରକ୍ଷା ପାଇବା ପାଇଁ ସେ ବହୁତ ସହଜ ବ୍ୟାୟାମ ମଧ୍ୟ କହିଛନ୍ତି।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |