ଚୟନ କରନ୍ତୁ କୌଣସି ଏକ ଇମୋଜି ଓ ଜାଣନ୍ତୁ ନିଜ ହୃଦୟ ଭୀତରେ ଥିବା କଥାକୁ

କୌଣସି ବ୍ୟକ୍ତିର ପସନ୍ଦ,ବିଚାର ଓ ସ୍ଵଭାବ ତାର ଆଇନା ଅଟେ | ତାକୁ କଣ ପସନ୍ଦ କଣ ନାହି ଏସବୁ ତାର ସ୍ଵଭାବରୁ ଜଣାପଡିଥାଏ | ଆମେ ଆପଣଙ୍କୁ 5 ଟି ଅଲଗା ଅଲଗା ଇମୋଜି ବିଷୟରେ ଜଣେଇବୁ  ଆପଣ ଅସବୁ ଇମୋଜି ଭୀତରୁ ଯେକୌଣସି ଗୋଟିଏ ଇମୋଜି ମନରେ ବାଛିବେ ଓ ତାପରେ ଆପଣ ଜାଣିପାରିବେ  ହୋସ ଉଡିଲା ଭଳି କଥା |

ସର୍ବପ୍ରଥମେ ଆମେ  ଜାଣିବା ସେହି ଇମୋଜି ବିଷୟରେ ଯିଏ 1ମ ଇମୋଜି ବାଚିଛନ୍ତି

ପ୍ରଥମ ଇମୋଜି :

ଯଦି ଆପଣ 1ମ ଇମୋଜି ବାଛିଛନ୍ତି  ତ ଆପଣ ସ୍ବଭାବରେ ବହୁତ ଖୁସି ମିଜାସ ଔ ସମସ୍ତଙ୍କ କଥା କରୁଥିବା ଲୋକ ଅଟନ୍ତି | ଆପଣଙ୍କ ଜୀବନକୁ  ଆପଣ ଭଲ ଭାବରେ ବୁଝି ସାରିଛନ୍ତି | ଆପଣ ଛୋଟ ଛୋଟ ଜିନିଷରୁ ମଧ୍ୟ ନିଜ ଖୁସିକୁ ଖୋଜିବାକୁ ଚେଷ୍ଟା କରନ୍ତି | ଆଉ ଅନ୍ୟମାନଙ୍କୁ ଖୁସି ବାଣ୍ଟିବାରେ ବି ବିଶ୍ଵାସ ରଖନ୍ତି | ଆପଣ ଆପଣଙ୍କ ପରିବାରକୁ ସବୁଠୁ ଅଧିକ ଭଲ ପାନ୍ତି  ଆଉ ଆପଣଙ୍କ ପରିବାର ବିଷୟରେ ଅଧିକ ଚିନ୍ତା କରନ୍ତି |

ଦିତୀୟ ଇମୋଜି :

ଆପଣ ସ୍ବଭାବରେ ବହୁତ ସରଳ ଅଟନ୍ତି | ଆପଣ ଅଧିକ ଭାବୁକ ହୋଇଥିବାରୁ କାହାର ବି କଥାକୁ ହ୍ରୁଦୟକୁ ନେଇଯାନ୍ତି | ଆପଣ କାହା ହୃଦୟରେ କେବେ କଷ୍ଟ ଦିଅନ୍ତି ନାହି | ଏମିତିକି ଲୋକଙ୍କ ଭାବନାକୁ ସନମାନ ଦିଅନ୍ତି | ସରଳ ହୃଦୟକୁ ବିଶ୍ଵାସ କରୁଥିବା ଆପଣ ବ୍ୟବହାରିକ ବି ଅଟନ୍ତି | ଆପଣଙ୍କ ଭିତରେ ସବୁଠୁ ଖାସ କଥା ହେଉଛି କି ଆପଣ ଦୁଇପ୍ରକାର ସ୍ଵଭାବର ଲୋକଙ୍କୁ ପସନ୍ଦ କରନ୍ତି ନାହି | ଯୋଉ କଥା ଆପଣଙ୍କ ହୁଦୟରେ ଥାଏ ସେହି କଥା ଆପଣଙ୍କ ସେ କଥାକୁ  ଆପଣ ବଦଳାନ୍ତି ନାହି |

ତୃତୀୟ ଇମୋଜି :

ଯଦି ଆପଣ 3ୟ ଇମୋଜି ବାଛିଛନ୍ତି ତ ଆପଣ ସ୍ଵଭାବରେ ବହୁତ ବୁଦ୍ଧିମାନ ଅଟନ୍ତି | ଆପଣ ଜାଣିଶୁଣି କାହାର ବି ଭରଷା ଭାଙ୍ଗନ୍ତି ନାହି | ଆପଣ ସ୍ବଭାବରେ ଟିକେ ଚାଲାକ ଅଛନ୍ତି | ଆପଣ ନିଜର ବ୍ୟକ୍ତିଗତ କଥା କାହାରୀକୁ  କୁହନ୍ତି ନାହି | ଆଉ ସାଙ୍ଗର ମହତ୍ଵ ଆପଣ ବହୁତ ଭଲ ଭାବରେ ଜାଣିଛନ୍ତି | ଆପଣ ଆପଣଙ୍କ ଜୀବନକୁ ପୁରା ଉଶ୍ଚାହ ସହିତ ଜିଅନ୍ତି |

ଚତୁର୍ଥ ଇମୋଜି :

ଯଦି ଆପଣ ଚତୁର୍ଥ ଇମୋଜି ବାଛିଛନ୍ତି ତ ସ୍ବଭାବରେ ବହୁତ ବାହାଦୁର ସାହସୀ ଆଉ ସକାରାତ୍ମକ ଭାବନାର ଲୋକ ଅଟନ୍ତି | ଜଣେଇଦେବାକୁ ଚାହୁଁଛି  କି ଆପଣଙ୍କ ଯୋଗ୍ୟତା ହିଁ ଆପଣଙ୍କୁ ବାକି ଲୋକଙ୍କ ଠାରୁ ଅଲଗା ବନେଇ ଦିଏ | ଆପଣଙ୍କୁ ଆପଣଙ୍କ ଇଛା ଅନୁସାରେ କାମ କରିବାକୁ ପସନ୍ଦ କରନ୍ତି ଆଉ ସମସ୍ତଙ୍କ  ସାଥିରେ ରହିବାକୁ ପସନ୍ଦ କରନ୍ତି |

ପଞ୍ଚମ ଇମୋଜି:

ଯଦି ଆପଣ ପଞ୍ଚମ ଇମୋଜି ବାଛିଛନ୍ତି ତ ଆପଣ ସ୍ବଭାବରେ ବହୁତ ଥଣ୍ଡା ମିଜାସର ଲୋକ ଅଟନ୍ତି | ଆପଣଙ୍କୁ ସବୁବେଳେ ମଜାମସ୍ତିରେ ରହିବାକୁ ଭଲ ଲାଗେ | ଅଯୋଥାରେ ଆପଣଙ୍କ ଜୀବନରେ କେହି ମୁଣ୍ଡ ପୁରେଇଲେ ଆପଣଙ୍କୁ ପସନ୍ଦ ନୁହେ | ଆପଣଙ୍କ ପାଇଁ କିଛିବି ଫରକ ପଡେନି କି ସାମ୍ନା ବାଲା ଲୋକ ଆପଣଙ୍କ ବିଷୟରେ କଣ ଭାବୁଛି | ଆପଣ ଆପଣଙ୍କ ନିଜ ଦୁନିଆରେ ମସ୍ତିରେ ରୁହନ୍ତି | ଆପଣ ଏକ ଆଗାମୀ ଦୁନିଆକୁ ଜିବାକୁ ଯମବି ଡରନ୍ତି ନାହି | ଏସବୁ ଆପଣଙ୍କ ଜୀବନର ସବୁଠୁ ଭଲ ଗୁଣ ଅଟେ |

ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *