ବନ୍ଧୁଗଣ କ୍ଷୀର ତ ଆପଣ ସମସ୍ତେ ପିଇଥାନ୍ତି କିନ୍ତୁ ଥରେ ଖିରରେ ଆପଣ ପାନମହୁରୀ ମିଶାଇ ପିଅନ୍ତୁ ବିଶ୍ୱାସ କରିବେ ନାହିଁ ବନ୍ଧୁଗଣ ଆପଣଙ୍କର ଆଣ୍ଠୁଗଣ୍ଠି ସମସ୍ୟା ହେଉଥାଉ କିମ୍ବା କମର ଗଣ୍ଠି ସମସ୍ୟା ହେଉଥାଉ କିମ୍ବା କୌଣସି ହାଡ ଜନିତ ସମସ୍ୟାରୁ ଆପଣଙ୍କୁ ବହୁତ ଆରାମ ମିଳିବ | ବୟସ ସାଥିରେ ଶରୀରରେ କଷ୍ଟ ଏବଂ ଯନ୍ତ୍ରଣା ବଢିଚାଲେ | କମରରେ କଷ୍ଟ ହେଉ କିମ୍ବା ଆଣ୍ଠୁଗଣ୍ଠି ରେ କଷ୍ଟ ହେଉ କିମ୍ବା କୌଣସି ପ୍ରକାରର ମୁଣ୍ଡ ବିନ୍ଧା ହେଉ ଏ ସମସ୍ତ ପ୍ରକାର ଯନ୍ତ୍ରଣା ଦୂର ହୋଇଯିବ | ଏବେ ଜାଣିବା ଏହାକୁ ବନେଇବା ପାଇଁ ଆମକୁ କଣ କଣ ସାମଗ୍ରୀ ଆବଶ୍ୟକ | ସର୍ବ ପ୍ରଥମେ ଆପଣଙ୍କୁ ଆବଶ୍ୟକ,
ଶୁଖିଲା ନଡ଼ିଆ :- ଶୁଖିଲା ନଡ଼ିଆ କୌଣସିବି ଫଳ ଦୋକାନରୁ ସହଜରେ ମିଳିଯିବ | ଆପଣ ଏହି ନଡ଼ିଆରୁ ୫ ରୁ ୬ ଟି ପତଳା ପତଳା ଖଣ୍ଡ ନିଅନ୍ତୁ | ବନ୍ଧୁଗଣ ଶୁଖିଲା ନଡ଼ିଆ ଆମ ଶରୀରରୁ ରକ୍ତର ଅଭାବକୁ ଦୂର କରିଥାଏ | ଏନିମିଆ ଭଳି ରୋଗକୁ ଦୂର କରିଥାଏ |ସାଥିରେ ଶରୀରର ଦୁର୍ବଳତା ମଧ୍ୟ ଏହି ଶୁଖିଲା ନଡ଼ିଆ ଖାଇବା ଦ୍ୱାରା ଦୂର ହୋଇଥାଏ | ଶୁଖିଲା ନଡ଼ିଆରେ ପ୍ରଚୁର ମାତ୍ରାରେ ଆଇରନ ମିଳିଥାଏ | ଏହି ଶୁଖିଲା ନଡ଼ିଆର ପ୍ରୟୋଗ ଏହି ଉପଚାର ବନେଇବା ପାଇଁ ନିହାତି କରନ୍ତୁ | ଏହାକୁ ଛୋଟ ଛୋଟ କରି କାଟିବେ ଯାହାଫଳରେ ଏହାକୁ ଆପଣ ଭଲ ଭାବରେ ଗୁଣ୍ଡ କରିପାରିବେ | ୨ୟରେ ଆମକୁ ଆବଶ୍ୟକ ତିଳ ବା ଧଳାରାଶି |
ତିଳ ବା ଧଳା ରାଶି :- ଏହା ଆପଣଙ୍କୁ କୌଣସିବି ପୁଟୁଳି ବଣିଆ ଦୋକାନରୁ ବହୁ ସହଜରେ ମିଳିଯିବ | ଏହାର ବ୍ୟବହାର ଦ୍ୱାରା ଆପଣଙ୍କର କ୍ୟାଲସିୟମର ଅଭାବ ସବୁଦିନ ପାଇଁ ଦୂର ହୋଇଯିବ | କେବଳ ଏକ ଚାମଚ ରାଶିରୁ ଆପଣଙ୍କୁ ୧୦୦ ମିଲିଗ୍ରାମ କ୍ୟାଲସିୟମ ମିଳିଥାଏ | କ୍ୟାଲସିୟମ ସହ ସହ ଏଥିରେ ଜିଙ୍କ, କପର, ମଗ୍ନେଶୀୟମ, ଆଇରନ ଏବଂ ଭରପୁର ମାତ୍ରାରେ ଫାଇବର ମିଳିଥାଏ | ଆମ ହାଡ ଏବଂ ଦାନ୍ତ ପାଇଁ ତିଳ ରାଶି ବହୁତ ଅଧିକ ଲାଭ ଦାୟକ ଅଟେ | ଆମ ମସ୍ତିଷ୍କ ପାଇଁମଧ୍ୟ ବହୁତ ଆବଶ୍ୟକ ଅଟେ ରାଶିରେ ବହୁତ ଭଲ ଏମିନୋ ଏସିଡ ମିଳିଥାଏ | ଯାହା ଆମ ହାଡ, ଦାନ୍ତ ଏବଂ ମସ୍ତିଷ୍କକୁ ଶକ୍ତିଶାଳୀ କରିଥାଏ | ସାଥିରେ ଏହା ଆମ ଶରୀରର ଦୁର୍ବଳତାକୁ ବି ଦୂର କରିଥାଏ |
ଏହି କ୍ଷୀରକୁ ମିତରହ କରିବା ପାଇଁ ଆପଣ ମିଶରୀର ବ୍ୟବହାର କରିପାରିବେ | କେବେବି ଆପଣ ଚିନିର ବ୍ୟବହାର କରନ୍ତୁ ନାହିଁ ଚିନିରୁ ଆମ ଶରୀରକୁ କିଛିବି ଫାଇଦା ମିଳିନଥାଏ | ମିଶ୍ରି ଖାଇବା ଦ୍ୱାରା ଆମ ଶରୀରରେ ହିମୋଗ୍ଲୋବିନ ଲେବୁଲ ବଢିଥାଏ | ଆମ ହାତ ଗୋଡ଼ରୁ ଜଲଣ କମିଥାଏ | ଆମ ଶରୀରକୁ ଥଣ୍ଡା ପହଁଚାଇଥାଏ | ସାଥିରେ ଯେଉଁମାନଙ୍କ ଗଳାରେ କଷ୍ଟ ହୋଇଥାଏ ସେମାନଙ୍କ ପାଇଁ ମଧ୍ୟ ବହୁତ ଲାଭ ଦାୟକ ଅଟେ ମିଶ୍ରି | ସବୁଠାରୁ ମୁଖ୍ୟ ସାମଗ୍ରୀ ଆପଣଙ୍କୁ ଆବଶ୍ୟକ ପାନମହୁରୀ |
ପାନମହୁରୀ:- ପାନମହୁରୀ କୌଣସି ତେଜେରଟି ଦୋକାନରୁ ବହୁ ସହଜରେ ମିଳିଯିବ | ଆପଣ ଏଠି କଞ୍ଚା ପାନ ମହୁରୀର ବ୍ୟବହାର କରିପାରିବେ |ପାନମହୁରୀରେ ଭରପୁର ମାତ୍ରାରେ କ୍ୟାଲସିୟମ ମିଳିଥାଏ |ଯେବେ ଆମେ ପାନମହୁରୀ ଏବଂ ଖିରକୁ ଏକ ସାଥିରେ ମିଶାଇଥାନ୍ତି ତେତେବେ ଏଥିରୁ କିଛି ଏମିତି ନ୍ୟୁଟ୍ରିଏନ୍ସ ମିଳିଥାଏ ଯାହା ଆମକୁ ବହୁତ ସାରା ରୋଗରୁ ବଂଚାଇଥାଏ | ଚାଲନ୍ତୁ ଜାଣିବା ଏହାର ପ୍ରଣାଳୀ |
ପ୍ରଥମେ ଆପଣ ନଡ଼ିଆ ଖଣ୍ଡ ୨ ଚାମଚ ରାଶି ନେଇ ଭଲ ଭାବେ ଗୁଣ୍ଡ କରିଦିଅନ୍ତୁ | ଆପଣ ଚାହିଁଲେ ପାନମହୁରୀକୁ ମଧ୍ୟ ଏଥିରେ ପକାଇ ଗୁଣ୍ଡ କରିପାରିବେ | କିନ୍ତୁ ପାନମହୁରୀକୁ ଖିରରେ ପକାଇ ଫୁଟାଇ ପିଲେ ଏହାର ସ୍ୱାଦ ବହୁତ ଭଲ ଲାଗିଥାଏ | ନଡ଼ିଆ ଖଣ୍ଡ ଆଉ ରାଶିକୁ ଭଲ ଭାବେ ଗୁଣ୍ଡ କରିବା ପରେ ପ୍ରଥମେ ଆପଣ ଏକ ଗ୍ଲାସ କ୍ଷୀର ନିଅନ୍ତୁ ଏବଂ ତାହାକୁ ଫୁଟିବା ପାଇଁ ଛାଡି ଦିଅନ୍ତୁ |ତାପରେ ସେଥିରେ ମିଶାନ୍ତୁ ପାନମହୁରୀ |
ପାନମହୁରୀ ପକେଇବା ପରେ ପୁଣି ୨ ରୁ ୪ ମିନିଟ ଏହାକୁ ଆପଣ ଅଳ୍ପ ଧାସରେ ଫୁଟାନ୍ତୁ |ଯେମିତି ପାନମହୁରୀରେ ଥିବା ସମସ୍ତ ପୋଷାକ ତତ୍ୱ ଏହି ଖିରରେ ଯେମିତି ମିଶିଯିବ |ଯେବେ ଆପଣ ପାନମହୁରୀ ଵାଲା କ୍ଷୀର ପିଇବା ଆରମ୍ଭ କରିବେ ତେବେ ଆପଣ ଦେଖିବେ ଆଣ୍ଠୁ ଗଣ୍ଠିରେ କଷ୍ଟ ମାଂସପେଶୀ ରେ କଷ୍ଟରୁ ଆପଣଙ୍କୁ କେତେ ଆରମ୍ଭ ମିଳିବ |ଏବଂ ଯେଉଁମାନେ ନିଜର ଓଜନ କାମ କରିବାକୁ ଚାଁହୁଚନ୍ତି ସେମାନେ ପାନମହୁରୀ ଵାଲା କ୍ଷୀରର ନିହାତି ସେବନ କରନ୍ତୁ |
ପାନମହୁରୀ ଵାଲା କ୍ଷୀର ଆପଣ ରାତିରେ ସେବନ କରିବେ | ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କୁ ନିଦ ବାହୁଟର ଭଲ ଆସିଥାଏ | ଯେଉଁମାନଙ୍କୁ ଅନିଦ୍ରା ବଳି ସମସ୍ୟା ଅଛି ସେମାନଙ୍କ ପାଇଁ ପାନମହୁରୀ ଵାଲା କ୍ଷୀର ବହୁତ ଲାଭ ଦାୟକ ଅଟେ ଚେଷ୍ଟା କରନ୍ତୁ ଆପଣ ଏହି ଖିରକୁ ଗରମ ଗରମ ସେବନ କରିବା ପାଇଁ |୪ ରୁ ୫ ମିନିଟ ପରେ ଆପଣ ଯେଉଁ ନଡ଼ିଆ ଆଉ ରାଶିର ପାଉଡର ବନେଇଛନ୍ତି ସେଥିରୁ ୨ ଚାମଚ ଏଥିରେ ମିଶାନ୍ତୁ |
ଏହାପରେ ଆପଣ ସ୍ୱାଦ ଅନୁଯାଇ ଏଥିରେ ମିଶ୍ରି ମିଶାନ୍ତୁ | ଏହା ଆପଣ ଆପଣଙ୍କ ପିଲାକୁ ମଧ୍ୟ ଦେଇପାରିବେ ଏଥିରେ କୌଣସି ସିଦ୍ଧେ ଇଫେକ୍ଟ ନାହିଁ | ଏହି ସମସ୍ତ ଜିନିଷ ଆମ ଶରୀର ପାଇଁ ବହୁତ ଲାଭ ଦାୟକ ଅଟେ | ଜଙ୍ଘ ଆମ ଶରୀରକୁ ଭିରରୁ ଶକ୍ତିଶାଳୀ ରଖିଥାଏ | ଏହାକୁ ପୁଥାଇ ସାରିବା ପରେ ଆପଣ ଏହାକୁ ଗ୍ଲାସକୁ ଢାଳି ଦିଅନ୍ତୁ |ଏହାକୁ ଆପଣ ସକାଳ ଜଳଖିଆ ସହିତ ରାତିରେ ବି ସେବନ କରିପାରିବେ | ଦିନରେ ଥରେ ଆପଣ ଏହାକୁ ନିହାତି ସେବନ କରନ୍ତୁ |
ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |