ହତ୍ୟା ଦୃଷ୍ଟିକୋଣରୁ ତଦନ୍ତ ପରେ ସିବିଆଇ କଲା ବଡ଼ ଖୁଲାସା, ୧୩ ଜୁନକୁ ହୋଇଥିଲା ସବୁକିଛି, ସ୍ୱୀକାର କଲା ସିବିଆଇ

ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଅନେକ ଏଜେନ୍ସି ଯାଞ୍ଚ କରୁଛନ୍ତି କିନ୍ତୁ ସିବିଆଇକୁ ଏଥିମଧ୍ୟରେ କିଛି ବଡ଼ ସୁରାଗ ମିଳିଛି। ଯାହାଦ୍ୱାରା ସ୍ପଷ୍ଟ ହୋଇଯାଇଛି ଯେ, ସୁଶାନ୍ତ କିଛି ହେଲେ ନିଜେ କରି ନଥିଲେ ବରଂ ସୁଶାନ୍ତଙ୍କୁ ଅନ୍ୟ ଜଣେ କେହି ଶେଷ କରି ଦେଇଥିଲେ। ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ତାଙ୍କ ମୃତ୍ୟୁର ସମୟ ଲେଖା ଯାଇନଥିବା ବେଳେ ବର୍ତ୍ତମାନ ଏହାର ସନ୍ଧାନ ଲଗାଇ ନେଇଛି ସିବିଆଇ। ସୂତ୍ର ମୁତାବକ ଏହାକୁ ନେଇ ଆସନ୍ତା ୧୭ ତାରିଖ ଦିନ ସିବିଆଇର ଏକ ବଡ଼ ବୈଠକ ହେବାକୁ ଯାଉଛି। ସେହି ବୈଠକ ପରେ ସିବିଆଇ ପୁରା ଘଟଣାର ଘୋଷଣା ଗଣମାଧ୍ୟମ ସାମ୍ନାରେ କରିବାକୁ ଯାଉଛନ୍ତି।

ପ୍ରଥମ ଖୁଲାସା ରହିଛି ସୁଶାନ୍ତ ସିଂହ ରାଜପୁତଙ୍କ ସହିତ ଏସବୁ କେବେ କରାଗଲା। କାରଣ କୁପର ହସ୍ପିଟାଲରେ ସୁଶାନ୍ତଙ୍କର ଯେଉଁ ଶବ ବ୍ୟବଚ୍ଛେଦ କରାଯାଇଥିଲା ସେଥିରେ ତାଙ୍କର ମୃତ୍ୟୁର ସମୟ ଉଲ୍ଲେଖ କରାଯାଇନଥିଲା। ଏଥିପାଇଁ ଏହାକୁ ନେଇ ଅଧିକ ସନ୍ଦେହ ମଧ୍ୟ ରହିଥିଲା। ସିବିଆଇ ମୁତାବକ ୧୩ ଜୁନ ଦ୍ୱିପ୍ରହରରେ ୨:୨୨ମିନିଟ ପରେ ସୁଶାନ୍ତଙ୍କ ସହିତ କାହାର କୌଣସି କଣ୍ଟାକ୍ଟ ହୋଇପାରି ନଥିଲା। ୧୩ ଜୁନ କୁ ୨:୨୦ ମିନିଟ ସମୟରେ ଟ୍ୟାଲେଣ୍ଟ ମ୍ୟାନେଜରଙ୍କ ସହିତ ସୁଶାନ୍ତଙ୍କ କଥା ହୋଇଥିଲା, ତା’ପରେ ସୁଶାନ୍ତ ଯେପରି ଅଦୃଶ୍ୟ ହୋଇଯାଇଥିଲେ।

ସୁଶାନ୍ତଙ୍କ ଭଉଣୀ ମୀତୁ ମଧ୍ୟ କହିଥିଲେ ଯେ, ୧୩ ଜୁନ ସନ୍ଧ୍ୟାରେ, ୧୪ ଜୁନର ସକାଳ ଏବଂ ଦ୍ୱିପ୍ରହରକୁ ସୁଶାନ୍ତ ତାଙ୍କ ଫୋନ ଉଠାଉ ନଥିଲେ, ମାତ୍ର ସୁଶାନ୍ତ ଏପରି କେବେହେଲେ କରୁ ନଥିଲେ ଏବଂ ବର୍ତ୍ତମାନ ସିବିଆଇ ମଧ୍ୟ ସ୍ପଷ୍ଟ କରିଦେଇଛି ଯେ ୧୩ ଜୁନର ଦ୍ୱିପ୍ରହର ପରେ ସୁଶାନ୍ତ ନିରବ ହୋଇଯାଇଥିଲେ।

ଦ୍ଵିତୀୟ ଖୁଲାସା ହୋଇଛି ଯେ, ସୁଶାନ୍ତଙ୍କ ଘରେ ରହୁଥିବା ନୀରଜ, ଦିପେଶ, କେଶବ ଏବଂ ପିଠାନୀ କହିଥିଲେ ଯେ ୧୪ ଜୁନ ସକାଳୁ ସୁଶାନ୍ତ ବେଦନା ଜୁସ ପିଇଥିଲେ ଏବଂ ନଡ଼ିଆ ପାଣି ମଧ୍ୟ ନେଇଥିଲେ। ଏମାନଙ୍କ ବୟାନକୁ ମାନିଲେ କିଛି ସମୟ ପରେ ସୁଶାନ୍ତ ନିଜେ ନିଜକୁ ଶେଷ କରି ଦେଇଥିଲେ ଅର୍ଥାତ ସୁଶାନ୍ତ ଯେଉଁ ଜୁସ ପିଇଥିଲେ ତାହା ପେଟରେ ସେମିତି ହିଁ ରହିବାର ଥିଲା କିନ୍ତୁ ବଡ଼ କଥା ଏହା ଯେ ବର୍ତ୍ତମାନ ଯାହା ସିବିଆଇ ଯାଞ୍ଚ କରାଇଛି, ସେହି ରିପୋର୍ଟ ମୁତାବକ ସୁଶାନ୍ତଙ୍କ ବ୍ଲାଡ଼ର ସମ୍ପୂର୍ଣ୍ଣ ଖାଲି ଥିଲା। ସୁଶାନ୍ତଙ୍କ ପେଟରେ କିଛି ମଧ୍ୟ ନଥିଲା , ନା ଗୋଟିଏ ଟୋପା ଜୁସ ନା ଏକ ବୁନ୍ଦା ନଡ଼ିଆ ପାଣି ନା କୌଣସି ଖାଦ୍ୟ।

ତୃତୀୟ ଖୁଲାସା ରହିଛି ଯେ, ଦିପେଶ କହିଥିଲେ ଯେ ୧୪ ଜୁନ ସକାଳ ସାଢେ ୧୦ରୁ ୧ଟା ପର୍ଯ୍ୟନ୍ତ ସୁଶାନ୍ତଙ୍କ କବାଟ ବାଡେଇଥିଲେ, ସୁଶାନ୍ତଙ୍କୁ ଫୋନ ମଧ୍ୟ କରିଥିଲେ। କିନ୍ତୁ ଦିପେଶର ଚାଟରୁ ଜଣାପଡିଛି ଯେ, ସକାଳ ୧୦:୫୧ ମିନିଟରୁ ଦିପେଶ କୌଣସି ବ୍ୟକ୍ତିଙ୍କ ସହିତ ବିଜ୍ଞାପନକୁ ନେଇ କଥା ହେଉଥିଲେ ଏବଂ ଦିପେଶଙ୍କ କହିବା କଥା ଯେ, ସୁଶାନ୍ତ ହିଁ କିଛି ଦିନ ପୂର୍ବରୁ ଏହି ବିଜ୍ଞାପନ ବିଷୟରେ କଥା ହେବାକୁ କହିଥିଲେ।

ତେବେ ଘରର ମାଲିକ କୋଠରୀ ଭିତରେ ବନ୍ଦ ଥିବ ଏବଂ ନିଜର କବାଟ ଖୋଳୁଥିବ ନା ଫୋନ ଉଠାଉଥିବ କିନ୍ତୁ ସେଥିରେ ଆପଣଙ୍କୁ କୌଣସି ଫରକ୍ ପଡୁ ନଥିବ ଏବଂ ତୁମେ ବିଜ୍ଞାପନ ବିଷୟରେ କଥାବାର୍ତ୍ତା କରିବ। କାରଣ ଦିପେଶଙ୍କୁ ଜଣାଥିଲା ସୁଶାନ୍ତ ଆଉ ନାହାନ୍ତି ଏବଂ ନିଜକୁ ରକ୍ଷା କରିବା ପାଇଁ ଏବଂ ପ୍ରମାଣ ସୃଷ୍ଟି କରିବା ପାଇଁ ବିଜ୍ଞାପନକୁ ନେଇ ଚାଟ କରୁଥିଲେ।

ଚତୁର୍ଥ ଖୁଲାସା ହେଉଛି ସୁଶାନ୍ତଙ୍କ ପଡୋଶୀ ମହିଳା ମଧ୍ୟ କହିଥିଲେ ଯେ ୧୩ ଜୁନକୁ ରାତି ସାଢ଼େ ୧୦ ସମୟରେ ହିଁ ଘରର ଲାଇଟ ବନ୍ଦ ହୋଇଯାଇଥିଲା ଯେତେବେଳେ ସୁଶାନ୍ତ ରାତି ୨ଟା ପୂର୍ବରୁ କେବେହେଲେ ଶୋଇନଥାନ୍ତି।

ପଞ୍ଚମ ଏବଂ ସବୁଠୁ ବଡ଼ ଖୁଲାସା ଏହା ରହିଛି ଯେ, ୧୩ ଜୁନକୁ ସୁଶାନ୍ତଙ୍କୁ ଶେଷ କରିବା ପରେ ସୁଶାନ୍ତଙ୍କ ଘର ସଫା କରାଯାଇଥିଲା। ଘରୁ ସେସବୁ ପ୍ରମାଣ ନଷ୍ଟ କରିଦିଆ ଯାଇଥିଲା ଯାହାଦ୍ୱାରା ୧୩ ଜୁନର କଥା କାହାକୁ ଜଣାପଡ଼ିଥାନ୍ତା ଏବଂ ପୁଣି ୧୪ ଜୁନକୁ ସବୁକିଛି ସେଟ ହୋଇଯିବା ପରେ ପୋଲିସକୁ ଫୋନ କରିଦିଆଯାଇଥିଲା। ଏଥିସହିତ ସୁଶାନ୍ତଙ୍କ ଲକର ମଧ୍ୟ ସଫା କରିଦିଆଯାଇଥିଲା। ଲକରରେ ରଖାଯାଇଥିବା ମୂଲ୍ୟବାନ ଗହଣା, ଦାମୀ ଘଣ୍ଟା, କେସ ଏବଂ ସୁଶାନ୍ତଙ୍କ ମହଙ୍ଗା ଜିନିଷପତ୍ର ସବୁକିଛି ସଫା କରିଦିଆଯାଇଥିଲା, ସୁଶାନ୍ତଙ୍କ ପିତା ଏବଂ ପରିବାର ସମସ୍ତେ ୧୫ ଜୁନକୁ ସୁଶାନ୍ତଙ୍କ ଫ୍ଲାଟକୁ ଯାଇଥିଲେ କିନ୍ତୁ ସେଠାରେ ତାଙ୍କ ଘରେ କିଛି ମିଳି ନଥିଲା।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *