ରିୟା ଚକ୍ରବର୍ତ୍ତୀ ଏବଂ ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ପ୍ରତ୍ୟେକଦିନ ନୂତନ ଖୁଲାସା ହେଉଛି। ଏଥିମଧ୍ୟରେ ୮ ଜଣ ଡ୍ରଗ୍ସ ବ୍ୟାପାରୀଙ୍କୁ ଧରିଛି NCB। ଧରା ଯାଇଥିବା ଅଷ୍ଟମ ବେପାରୀ ଜଣକ ରିୟାଙ୍କର ଘନିଷ୍ଠ ବନ୍ଧୁ ଅଟନ୍ତି। NCB ଡ୍ରଗ୍ସ ବ୍ୟାପାରୀ ସୂର୍ଯ୍ୟଦୀପଙ୍କ ଘରେ ସୋମବାର ସକାଳୁ ଅଚାନକ ତଦନ୍ତ ପାଇଁ ପହଞ୍ଚି ଯାଇଥିଲା ଏବଂ ତାହା ପରେ ସୂର୍ଯ୍ୟଦୀପଙ୍କୁ ଗିରଫ କରିନିଆ ଯାଇଥିଲା। NCB ସୂର୍ଯ୍ୟଦୀପଙ୍କୁ ନେଇ ଅଫିସରେ ପହଞ୍ଚିଥିଲେ, ସେଠାରେ ପଚରାଉଚରା ସମୟରେ ଯାହା ମଧ୍ୟ ଖୁଲାସା ସୂର୍ଯ୍ୟଦୀପ କରିଥିଲେ ତାହା ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟଜନକ ଅଟେ। କାରଣ ସୋବିକଙ୍କ ପିଲା ଦିନର ବନ୍ଧୁ ହେଉଛନ୍ତି ସୂର୍ଯ୍ୟଦୀପ କିନ୍ତୁ ସେ ରିୟାଙ୍କ ସହିତ ଅଧିକ ଘନିଷ୍ଠ ଥିଲେ। ସୂର୍ଯ୍ୟଦୀପଙ୍କ ସହିତ ରିୟାଙ୍କର ଗୋପନ ପ୍ରେମର ସମ୍ପର୍କ ଥିଲା।
ଏମିତିରେ ରିୟାଙ୍କ ଉପରେ ଲୋକମାନଙ୍କର ପ୍ରଥମ ଦିନରୁ ହିଁ ସମ୍ପୂର୍ଣ୍ଣ ଭରସା ରହିଥିଲା ଯେ ସୁଶାନ୍ତଙ୍କୁ ଛାଡିଲେ ରିୟାଙ୍କର ଆହୁରି ଅନେକ ଲୋକଙ୍କ ସହିତ ସମ୍ପର୍କ ଥିଲା। ରିୟା ଏବଂ ସୋବିକଙ୍କର ସୂର୍ଯ୍ୟଦୀପଙ୍କ ସହିତ ଚାଟିଙ୍ଗ ଆସିବା ପରେ ସୂର୍ଯ୍ୟଦୀପଙ୍କୁ ନଜରରେ ରଖିଥିଲା NCB। ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀଙ୍କ ସହିତ ସୋବିକଙ୍କର ମଧ୍ୟ ରହସ୍ୟ ଖୋଲି ଦେଇଛନ୍ତି ସୂର୍ଯ୍ୟଦୀପ। ତେବେ ଦୀର୍ଘ ସମୟରୁ ସୂର୍ଯ୍ୟଦୀପଙ୍କର ସୋବିକଙ୍କ ଘରକୁ ଯିବା ଆସିବା ଲାଗି ରହିଥିଲା। ସୂତ୍ର ମୁତାବକ, ସୂର୍ଯ୍ୟଦୀପ କହିଛନ୍ତି ଯେ, ସୋବିକ ଚକ୍ରବର୍ତ୍ତୀଙ୍କୁ ଦାମି ଡ୍ରଗ୍ସର ବହୁତ ସୌକ ଥିଲା ସେଥିପାଇଁ ସେ ସୋବିକଙ୍କୁ ହାଇ ପ୍ରୋଫାଇଲ ଡ୍ରଗ୍ସ ପାର୍ଟିକୁ ନେଇକି ଗଲେ। ସେ ଆଗକୁ କହିଲେ ଯେ, ରିୟା ଚକ୍ରବର୍ତ୍ତୀ ତାଙ୍କ ଠାରୁ ୪ ବର୍ଷର ବଡ଼ ହେବେ। ଯେତେବେଳେ ସେ ବନ୍ଧୁ ସୋବିକଙ୍କ ଘରକୁ ଯାଉଥିଲେ ସେତେବେଳେ ସେଠାରେ ତାଙ୍କୁ ରିୟା ଚକ୍ରବର୍ତ୍ତୀ ମିଳୁଥିଲେ।
କେବଳ ଏତିକି ନୁହେଁ ସୂର୍ଯ୍ୟଦୀପ କହିଲେ ଯେ, ଅନେକଥର ଯେତେବେଳେ ସୋବିକ ଏବଂ ରିୟା ଏକୁଟିଆ ଘରେ ରହୁଥିଲେ ତାଙ୍କୁ ମଧ୍ୟ ପାର୍ଟି ପାଇଁ ଡାକି ନେଉଥିଲେ। ତିନିଜଣ ମିଶି ଡ୍ରଗ୍ସ ଏବଂ ଆଲକୋହଲିକ ପାର୍ଟି କରୁଥିଲେ। ସୂର୍ଯ୍ୟଦୀପଙ୍କୁ ପଚରାଗଲା କଣ ତୁମର ମଧ୍ୟ ରିୟାଙ୍କ ସାହୁତ ବନ୍ଧୁତ୍ବ ଥିଲା? କିନ୍ତୁ ସୂର୍ଯ୍ୟଦୀପ NCBକୁ କହିଥିଲେ ଯେ, ରିୟା ଏବଂ ତାଙ୍କ ମଧ୍ୟରେ ବହୁତ ଅନ୍ତରଙ୍ଗ ସମ୍ପର୍କ ଥିଲା ଯାହା ବନ୍ଧୁତ୍ବ ଠାରୁ ଆହୁରି ଅଧିକ ଥିଲା। ସୂର୍ଯ୍ୟଦୀପ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କୁ ଜଣାଥିଲା ସୁଶାନ୍ତଙ୍କ ସହିତ ସମ୍ପର୍କରେ ଅଛନ୍ତି ରିୟା। କିନ୍ତୁ ସେହି ଅବସରରେ ମଧ୍ୟ ରିୟା ଏବଂ ସୂର୍ଯ୍ୟଦୀପଙ୍କ ମଧ୍ୟରେ ଏକ ଭିନ୍ନ ସମ୍ପର୍କ ରହିଥିଲା । ଏଥିରେ ସୂର୍ଯ୍ୟଦୀପକ ସାହାଯ୍ୟ ନିଜେ ସୋବିକ କରୁଥିଲେ। ସୂର୍ଯ୍ୟଦୀପ ଏକଥା ମାନି ନେଇଛନ୍ତି ଯେ ରିୟାଙ୍କର ଗୋଟିଏ ସାଙ୍ଗରେ ଦୁଇଜଣ ବ୍ୟକ୍ତିଙ୍କ ସହିତ ସମ୍ପର୍କ ରହିଥିଲା ଏବଂ ରିୟା ସୁଶାନ୍ତଙ୍କୁ ଧୋକା ଦେଉଥିଲେ।
ସୂର୍ଯ୍ୟଦୀପଙ୍କୁ ପଚରାଗଲା ଯେ, କଣ ସେ କେବେ ରିୟାଙ୍କୁ ଡ୍ରଗ୍ସ ବିତାରଣ କରିଛନ୍ତି। ଏହାର ଉତ୍ତରରେ ସୂର୍ଯ୍ୟଦୀପ କହିଲେ ହଁ କରିଛି ସେ ମଧ୍ୟ ଥରେ ନୁହେଁ ଅନେକଥର। NCB ସୂତ୍ର ମୁତାବକ ସୂର୍ଯ୍ୟଦୀପଙ୍କୁ ପଚରାଗଲା କଣ ସେ ସୋବିକଙ୍କୁ ଅନ୍ୟ ଡ୍ରଗ୍ସ ବ୍ୟାପ୍ୟାରୀଙ୍କ ସହିତ ସେ ଦେଖା କରାଇଥିଲେ। ସେ ଉତ୍ତରରେ କହିଥିଲେ ସେ ସୋବିକଙ୍କୁ କେଜେଙ୍କ ସହିତ ଭେଟ କରାଇବା। କେଜେ ଅର୍ଥାତ କରମଜୀତ, ଯିଏକି ମୁମ୍ବାଇର ସବୁଠୁ ବଡ଼ ଡ୍ରଗ୍ସ ବ୍ୟାପାରୀ ଅଟନ୍ତି। ସେହି କେଜେଙ୍କ ସହିତ ଶୋବିକଙ୍କ ଚାଟ ମଧ୍ୟ ସାମ୍ନାକୁ ଆସିଛି। ସୋବିକଙ୍କ ସହିତ ମିରାଣ୍ଡା ଏବଂ ସୁଯ୍ୟଦୀପଙ୍କୁ ମଧ୍ୟ ଡ୍ରଗ୍ସ ଯୋଗାଇ ଦେଉଥିଲୁ।
ସୋବିକଙ୍କୁ ତାଙ୍କ ନିଜ ଘରୁ NCB ଉଠାଇ ନେଇଥିଲା। ଦିନ ସାରା ପଚରାଉଚରା ପରେ ବିଳମ୍ବିତ ସନ୍ଧ୍ୟାରେ ସୋବିକଙ୍କୁ ଗିରଫ ମଧ୍ୟ କରିନିଆ ଯାଇଥିଲା। ପଚରାଉଚରାରେ ନିଜର ସମସ୍ତ ଅପରାଧ ସ୍ୱୀକାର କରିନେଇଥିଲେ ସୋବିକ। ପ୍ରାରମ୍ଭିକ କ୍ଷେତ୍ରରେ ମନା କରୁଥିବା ବେଳେ ପରେ ରିୟାଙ୍କ ସହିତ ନିଜ ଅପରାଧ ମଧ୍ୟ ସ୍ୱୀକାର କରିଥିଲେ ସୋବିକ।
ସୋବିକ ଚକ୍ରବର୍ତ୍ତୀ ଏବଂ ସାମୁଏଲ ମିରାଣ୍ଡାଙ୍କୁ ଶୁକ୍ରବାର ଦିନ ସକାଳୁ ତାଙ୍କ ଘରୁ ଉଠାଇ ନେଇଥିବା ବେଳେ ପ୍ରଥମେ ସେମାନଙ୍କୁ ସନ୍ଧ୍ୟା ସୁଦ୍ଧା ଛାଡ଼ି ଦିଆଯିବାର କଥା କୁହାଯାଉଥିଲା କିନ୍ତୁ ପରେ ସେମାନଙ୍କ ଦ୍ବାରା ଏମିତି କିଛି ଖୁଲାସା କରିଥିଲେ ଯେ, ତାଙ୍କୁ ବିଳମ୍ବିତ ସନ୍ଧ୍ୟାରେ ଗିରଫ କରାଯାଇଥିଲା। ସୋବିକଙ୍କୁ ପ୍ରଥମେ ତାଙ୍କ ଘରେ ମଧ୍ୟ ପଚରାଉଚରା କରାଯାଇଥିଲା, କିନ୍ତୁ ସୋବିକ ଡ୍ରଗ୍ସ କିଣିବା କିମ୍ବା ନେବା କଥାକୁ ସମ୍ପୂର୍ଣ୍ଣ ଫାଙ୍କି ଦେଇଥିଲେ। ଏହାପରେ ସୋବିକଙ୍କୁ ଉଠାଇ ନେଇ ଯାଇଥିଲେ। ଜେଦ ଭିଲାତ୍ରା ଏବଂ ବାସିତଙ୍କ ସାମ୍ନାରେ ସୋବିକକୁ ନେଇ ବସାଇଦେଇଥିଲା NCB। NCB ମୁତାବକ ପ୍ରଥମେ ଜେଦ ଭିଲାତ୍ରା ଏବଂ ବାସିତଙ୍କୁ ପଚରାଗଲା, କଣ ତୁମେ ସୋବିକଙ୍କୁ ଜାଣିଛ? ଏହାର ଉତ୍ତରରେ ସେମାନେ କହିଥିଲେ, ହଁ ଆମେ ଜାଣିଛୁ, ଏହି ବ୍ୟକ୍ତି ଜଣକ ସୋବିକ ଚକ୍ରବର୍ତ୍ତୀ ଅଟନ୍ତି।
ଏହାପରେ ସୋବିକଙ୍କୁ ପଚରା ଯାଇଥିଲା କଣ ତୁମେ ଜେଦ ଭିଲାତ୍ରା ଏବଂ ବାସିତଙ୍କୁ ଜାଣିଛ? ଏହାର ଉତ୍ତରରେ ସୋବିକ ସିଧା ସଳଖ ଏହି ଦୁଇଜଣଙ୍କୁ ଜାଣି ନାହାନ୍ତି ବୋଲି କହିଦେଇଥିଲେ। ଏହା ଶୁଣିବା ମାତ୍ରେ NCB ସୋବିକ ଏବଂ ଭିଲାତ୍ରା ମଧ୍ୟରେ ହୋଇଥିବା ଚାଟିଙ୍ଗ, ଟଙ୍କା କାରବାର, ଫୋନ କଲ ବିବରଣୀ ସବୁକିଛି ସୋବିକଙ୍କ ସାମ୍ନାରେ ରଖିଥିଲେ। ଏହା ଦେଖିବା ପରେ ସୋବିକଙ୍କର ସତ କହିବା ଛଡ଼ା ଅନ୍ୟ କୌଣସି ରାସ୍ତା ନଥିଲା।
NCB ସୂତ୍ର ମୁତାବକ, ସୋବିକଙ୍କୁ ପଚରାଗଲା କଣ ତୁମେ ଜେଦ ଭିଲାତ୍ରା ଏବଂ ବାସିତଙ୍କ ଠାରୁ ଡ୍ରଗ୍ସ କିଣିଥିଲ? ଏହାର ଉତ୍ତର ଦେବାକୁ ଯାଇ ସୋବିକ କହିଥିଲେ, ହଁ ମୁଁ ଏହି ଲୋକଙ୍କ ଠାରୁ ଡ୍ରଗ୍ସ କିଣିଛି ସେ ବି ଗୋଟିଏ ଥର ନୁହେଁ ଅନେକଥର ସେମାନଙ୍କ ଠାରୁ ଡ୍ରଗ୍ସ କିଣିଛନ୍ତି। ସୋବିକଙ୍କୁ ପୁଣି ପଚରା ଯାଇଥିଲା ତୁମେ ନିଜେ ଡ୍ରଗ୍ସ ଗ୍ରହଣ କରୁଥିଲା ନା ଅନ୍ୟ କାହାରି ପାଇଁ ମଗାଇଥିଲେ? ସୋବିକ ଉତ୍ତରରେ କହିଥିଲେ ସେ ନିଜ ଭଉଣୀ ରିୟା ଚକ୍ରବର୍ତ୍ତୀଙ୍କ କଥାରେ ଏସବୁ କିଣିଥିଲେ।
ସୋବିକଙ୍କୁ ପଚରା ଯାଇଥିଲା କଣ ତୁମେ କେବେ ଡ୍ରଗ୍ସ ଗ୍ରହଣ କରିଛ? ଏହାର ଉତ୍ତର ଦେବାକୁ ଯାଇ ସୋବିକ କହିଥିଲେ, ହଁ ମୁଁ ଡ୍ରଗ୍ସ ସେବନ କରିଛି କିନ୍ତୁ ସବୁବେଳେ ନୁହେଁ କେବଳ କେବେ କେବେ। ରିୟା ଚକ୍ରବର୍ତ୍ତୀ ଏହାକୁ ସବୁବେଳେ ପ୍ରତ୍ୟେକ ଦିନ ଗ୍ରହଣ କରୁଥିଲେ। ସୋବିକଙ୍କୁ ପଚରା ଯାଇଥିଲା କଣ ତୁମେ କେବଳ ଏହାକୁ ରିୟାଙ୍କ ପାଇଁ ଆଣୁଥିଲ ଅଥବା ଅନ୍ୟ କାହା ପାଇଁ ମଧ୍ୟ ଆଣିଛ? ଉତ୍ତରରେ ସେ କହିଥିଲେ, ହଁ ମୁଁ ରିୟାଙ୍କ କଥାରେ ସୁଶାନ୍ତଙ୍କ ପାଇଁ ମଧ୍ୟ ବହୁତ ଥର ଡ୍ରଗ୍ସ କିଣିଛି ଏବଂ ତାଙ୍କ ଘରେ ପର୍ସଲ ପହଞ୍ଚାଇଛି।
ସୋବିକଙ୍କୁ ପଚରା ଯାଇଥିଲା କଣ ସୁଶାନ୍ତଙ୍କୁ ଜବରଦସ୍ତ କରି ରିୟା ଡ୍ରଗ୍ସ ଦେଉଥିଲେ? ସୋବିକ ଏହାର ଉତ୍ତର ଦେଇଥିଲେ ଯେ, ସୁଶାନ୍ତ କେବେ କେବେ ନିଜେ ମଗାଉଥିଲେ କିନ୍ତୁ ରିୟା ଅନେକ ଥର ତାଙ୍କୁ ଜବରଦସ୍ତି କେମିକାଲ ଆଇଟମ ଦେଉଥିଲେ। ଏଥିସହିତ ଯେତେବେଳେ ସୁଶାନ୍ତ ଅଧିକ ଚାପରେ ଆସି ପାଟି କରୁଥିଲେ ରିୟା ତାଙ୍କ ଉପରେ ହାତ ମଧ୍ୟ ଉଠାଉଥିଲେ। ଏବଂ ରିୟା ସବୁକିଛି ପେମେଣ୍ଟ ସୁଶାନ୍ତଙ୍କ ଆକାଉଣ୍ଟରୁ ହିଁ କରୁଥିଲେ। କାରଣ ଏହି ଡ୍ରଗ୍ସ ଗୁଡିକ ଏତେ ଦାମି ହେଉଥିଲା ଯେ ଏଥିପାଇଁ ରିୟାଙ୍କ ପାଖରେ ଏତେ ଟଙ୍କା ନଥିଲା।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।