ବନ୍ଧୁଗଣ ଏବେ ସବୁଠାରୁ ବଡ ଖବର ଏହା କି ରିୟା ଚକ୍ରବତିଙ୍କୁ ଏନସି ବି ଗିରଫ କରି ଦେଇଛି । ବନ୍ଧୁଗଣ ସାରା ଭାରତ ବାସି ସମସ୍ତଙ୍କ ଡିମାଣ୍ଡ ଥିଲା ରିୟା ଚକ୍ରବତି ଙ୍କୁ ଗିରଫ କେବେ କରାଯିବ। ଆଜି ସେହି ଦିନ ଆସିଯାଇଛି । ରିୟା ଚକ୍ରବତୀଙ୍କୁ ଗିରଫ କରିଦିଆ ଯାଇଛି ଏବଂ ଏହି ଗିରଫ ସୁଶାନ୍ତ ସିଂ ରାଜପୁତ ଙ୍କ କେସ ରେ ହୋଇନାହିଁ । ବରଂ ରିୟା ଚକ୍ରବତି ଙ୍କୁ ଡ୍ରଗ ସ୍ ମାମଲାରେ ତାଙ୍କୁ ଏନସି ବି ଗିରଫ କରିଛି । ରିୟା ଚକ୍ରବତି ଏହି ଡ୍ରଗ ସ୍ କୁ ନେଇ ବ୍ୟାପର ମଧ୍ୟ କରୁଥିଲେ ଯେଉଁ କାରଣରୁ ତାଙ୍କୁ ଗିରଫ କରାଯାଇଛି।
ବନ୍ଧୁଗଣ ହୁଏତ ରିୟା ଚକ୍ରବତି ଙ୍କୁ ସୁଶାନ୍ତ ସିଂ ରାଜପୁତ କେସ ରେ ହୋଇନାହିଁ କିନ୍ତୁ ଡ୍ରଗସ ମାମଲାରେ ରିୟା ଗିରଫ ହୋଇ ସାରିଛି । ଏହା ମଧ୍ୟ ଆମ ପାଇଁ ବଡ଼ କଥା, କାରଣ ଆପଣ ଏବଂ ଆମେ ସମସ୍ତେ ଏହା ଚାହୁଁଥିଲେ ଯେତେ ଶିଘ୍ର ସମ୍ଭବ ରିୟା ଚକ୍ରବତି ଙ୍କୁ ଆରେଷ୍ଟ କରାଯାଉ। ଏଠାରେ ବନ୍ଧୁଗଣ ଆପଣକୁ ଏକ ବଡ଼ କଥା କହି ରଖିବୁ କି ରିୟା ଚକ୍ରବତି ଙ୍କ ଲାପଟପ୍ ରେ ୨୫ ବଡ଼ ବଲିଉଡ୍ ଷ୍ଟାର ଙ୍କ ନାମ ମଧ୍ୟ ମିଳିଛି ଯେଉଁ ମାନେ ଚର୍ଷ , ଗଞ୍ଜେଇ ର ନିଶା କରନ୍ତି ।
ଏମାନଙ୍କ ଭିତରୁ ଜଣେ ବଡ଼ ଷ୍ଟାର ଅଛନ୍ତି ଯାହାଙ୍କ ବୟସ ୫୫ ବର୍ଷ କିନ୍ତୁ ସେ କିଏ ଏପର୍ଯ୍ୟନ୍ତ ତାଙ୍କ ନାମ କୁହାଯାଇନାହିଁ । ଆଉ ଏକ ନିର୍ଦେଶକ ଯିଏ କି ବୁଢ଼ା ଓ ତାଙ୍କ ମୁଣ୍ଡରେ ଚୁଟି ମଧ୍ୟ ନାହିଁ । ତାଙ୍କ ନାମ ମଧ୍ୟ ଏଥିରେ ଆସିଛି କିନ୍ତୁ ତାଙ୍କ ନାମ କଣ ଏହା ମଧ୍ୟ ପ୍ରକାଶ କରାଯାଇନାହିଁ। ବନ୍ଧୁଗଣ ଶୀଘ୍ର ଏହି ସମସ୍ତଙ୍କୁ ଏନସିବି ସମନ୍ ପଠେଇବ ସମସ୍ତଙ୍କ ସହ ପଚରା ଉଚରା କରିବାକୁ ଡାକିବ । ସେବେ ଆପଣଙ୍କୁ ଜଣା ପଡ଼ିଯିବ କି ପ୍ରକୁତରେ କିଏ ସେହି ୨୫ ଲୋକ ।
ବନ୍ଧୁଗଣ ରିୟା ଚକ୍ରବତି ଗିରଫ ହେଲେ ତେଣୁ ଏହି ଖୁସିରେ ଆପଣ ମାନେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ କମେଣ୍ଟ ନିଶ୍ଚିନ୍ତ କରନ୍ତୁ। ଅଧିକରୁ ଅଧିକ ସେୟାର କରିବାକୁ ଅନୁରୋଧ।