“OK”ର ଫୁଲ ଫର୍ମ କଣ ହୋଇଥାଏ? IAS ଇଣ୍ଟରଭ୍ୟୁର ଏହି ସାଧାରଣ ପ୍ରଶ୍ନରେ ଅଟକି ଯାଇଥାନ୍ତି ଲୋକ।

Union Public Service Commision(UPSC) ପରୀକ୍ଷାର ପ୍ରସ୍ତୁତି ସହିତ ଇଣ୍ଟରଭ୍ୟୁ ପାଇଁ ନିଜ ମସ୍ତିଷ୍କକୁ ମଧ୍ୟ ସଠିକ ରଖିବାକୁ ପଡିଥାଏ। UPSC ଇଣ୍ଟରଭ୍ୟୁ ପାଇଁ ରିଜୋନିଙ୍ଗ , ସାଧାରଣ ଜ୍ଞାନ ଏବଂ ଚୟନ କରିଥିବା ବିଷୟର ପୂର୍ଣ୍ଣ ମନ ଲଗାଇ ଏବଂ ବିଶ୍ୱାସର ସହିତ ପ୍ରସ୍ତୁତି କରାଗଲେ ନିଶ୍ଚୟ ସଫଳତା ମିଳିଥାଏ। UPSC ପରୀକ୍ଷାର ତୃତୀୟ ପର୍ଯ୍ୟାୟ ବ୍ୟକ୍ତିତ୍ୱ ପରୀକ୍ଷଣ ଇଣ୍ଟରଭ୍ୟୁ ବହୁତ କଠିନ ହୋଇଥାଏ। ଏଥିରେ ପାର୍ଥିଙ୍କ ଚିନ୍ତାଧାରା, ତର୍କ ଶକ୍ତି ଏବଂ କ୍ଷମତାକୁ ପରଖା ଯାଇଥାଏ।

ଏଥିରେ ଏପରି ପ୍ରଶ୍ନ ପଚରା ଯାଇଥାଏ ଯାହା ମୁଣ୍ଡ ବୁଲାଇ ଦେଇଥାଏ ଅଥବା ଭାବିବାକୁ ମଜବୁର କରିଦେଇଥାଏ। ବ୍ୟକ୍ତିଙ୍କ ଚିନ୍ତାଧାରା ଏବଂ ଦୂରଦୃଷ୍ଟି ପରଖିବା ପାଇଁ ତାଙ୍କ ସୌକ ଏବଂ ପସନ୍ଦ-ନାପସନ୍ଦ ଛଡା ସମାଜରେ ହେଉଥିବା ସମସ୍ୟା ଗୁଡିକ ଆଧାରରେ ପ୍ରଶ୍ନ ପଚରା ଯାଇଥାଏ। ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ସାଧାରଣ ଜ୍ଞାନ ଏବଂ ଚତୁର ପ୍ରଶ୍ନ ବିଷୟରେ କହୁଛୁ।

ପ୍ରଶ୍ନ- “Ok”ର ଫୁଲ ଫର୍ମ କଣ ଅଟେ?

ଉତ୍ତର- ସାଧାରଣ କଥାବାର୍ତ୍ତାରେ ଆମେ ପ୍ରତ୍ୟେକ ଦିନ ଏହି ଶବ୍ଦର ବ୍ୟବହାର କରିଥାଉ, କିନ୍ତୁ ବହୁତ କମ ଲୋକ ଏହାର ଫୁଲ ଫର୍ମ ଜାଣିଥିବେ। ବାସ୍ତବରେ OK ଏକ ଫୁଲ ଫର୍ମ Objection Killed ଅଟେ ସେହିପରି OKକୁ Olla Kalla କିମ୍ବା Oll Korrect ହିସାବରେ ଅଧିକ ବ୍ୟବହାର କରାଯାଇଥାଏ। ଏହା ଆମେରିକୀୟ ଇଂରାଜୀରେ ବ୍ୟବହୃତ ହେଉଥିବା ଶବ୍ଦ ଅଟେ ଯାହାର ଅର୍ଥ “ସବୁ ଠିକ ଅଛି” ହୋଇଥାଏ। ଆମେରିକୀୟ ଇଂରାଜୀ ଶବ୍ଦ Olla Kalla ଅଧିକତର କୌଣସି କଥାର ସ୍ୱୀକୃତି, ଚୁକ୍ତି ଏବଂ ସଂଶୋଧନ ପାଇଁ ବ୍ୟବହାର କରାଯାଇଥାଏ।

ପ୍ରଶ୍ନ- ଏମିତି କେଉଁ ଜିନିଷ ରହିଛି ଯିଏ ପାଣି ପିଇବା ମାତ୍ରେ ମରିଯାଇଥାଏ?

ଉତ୍ତର- UPSCର ଇଣ୍ଟରଭ୍ୟୁରେ ଅନେକ ସମୟରେ ଏପରି ଚାଲାକପୂର୍ଣ୍ଣ ପ୍ରଶ୍ନ ପଚରା ଯାଇଥାଏ ଯେ ଏହା ଶୁଣିବା ପାଇଁ ଯେତେ ଜଟିଳ ହୋଇଥାଏ ଟିକେ ବୁଦ୍ଧି ଲଗାଇଲେ ସେତେ ସରଳତାରେ ସମାଧାନ ହୋଇଯାଇଥାଏ। ଯଦି ଆପଣ ବୁଦ୍ଧିମାନ ତେବେ ଏପରି ପ୍ରଶ୍ନ ଆପଣଙ୍କ ପାଇଁ କୌଣସି ଖେଳ ପରି ଲାଗିବ। ଏଥିରୁ କିଛି ପ୍ରଶ୍ନ ଏକ୍ସପର୍ଟ ମାନେ ଭିନ୍ନ ଭିନ୍ନ ଇଣ୍ଟରଭ୍ୟୁରେ ପଚାରିଛନ୍ତି। ପାର୍ଥିମାନେ ବହୁତ ଚତୁରତାର ସହିତ ଏହି ପହେଲି ଗୁଡ଼ିକୁ ସମାଧାନ କରି ଚାକିରୀ ପାଇଛନ୍ତି। ସଠିକ ଉତ୍ତର- ଶୋଷ

ପ୍ରଶ୍ନ- ଗଛ ଉପରେ ପାଞ୍ଚଟି ପକ୍ଷୀ ବସିଥିଲେ ଦୁଇଜଣ ଉଡିବାକୁ ନିଷ୍ପତ୍ତି ନେଲେ ଆଉ କେତେଜଣ ରହିଲେ? ଉତ୍ତର- ପାଞ୍ଚ ଗୋଟି ପକ୍ଷୀ କାରଣ ଦୁଇଟି କେବଳ ଉଡିବାର ନିଷ୍ପତ୍ତି କରିଥିଲେ କିନ୍ତୁ ଉଡି ନଥିଲେ।

ପ୍ରଶ୍ନ- ବ୍ରଣ ମୁହଁରେ ହିଁ କାହିଁକି ବାହାରିଥାଏ? ଉତ୍ତର- UPSC ପାର୍ଥୀଙ୍କୁ ପ୍ରତ୍ୟେକ ବିଷୟର ସୂଚନା ରହିଥିବା ଆବଶ୍ୟକ ଏହି କାରଣରୁ ସାଧାରଣ ଜୀବନର ପଚାରି ନିଆ ଯାଇଥାଏ ଯାହାର ସିଧା ସଳଖ ସଂଯୋଗ ବିଜ୍ଞାନ ସହିତ ରହିଥାଏ।

ଏହି ପ୍ରଶ୍ନର ଉତ୍ତରରେ ପାର୍ଥି କହିଥିଲେ, ସାଧାରଣତଃ ଏଣ୍ଡ୍ରୋଜେନ ହର୍ମୋନ ଦ୍ୱାରା ବ୍ରଣ ହୋଇଥାଏ। ଏହାଛଡା ତ୍ଵଚା ତୈଳାକ୍ତ ହେବା କାରଣରୁ ମଧ୍ୟ ବ୍ରଣ ହୋଇଥାଏ ଏବଂ ଅନ୍ୟ ସମସ୍ୟା ବଂଶଗତ ମଧ୍ୟ ହୋଇଥାଏ।

ପ୍ରଶ୍ନ- କେଉଁ ପଶୁର ହୃଦୟ ତା’ ମୁଣ୍ଡ ଉପରେ ରହିଥାଏ? ତ୍ତର- ସାମୁଦ୍ରିକ କଙ୍କଡ଼ା।

ପ୍ରଶ୍ନ- ଇଂରାଜୀର ସେହି ତିନୋଟି ଅକ୍ଷରର କେଉଁ ଶବ୍ଦ ଅଛି ଯାହା ଝିଅକୁ ଗୋଟିଏ ମହିଳା ବନାଇ ଦେଇଥାଏ? ଉତ୍ତର- Age ଅର୍ଥାତ ବୟସ

ପ୍ରଶ୍ନ- ଏମତି କେଉଁ ପଶୁ ଅଛି ଯିଏ କେବେହେଲେ ପାଣି ପିଏ ନାହିଁ? ଉତ୍ତର- କାଙ୍ଗାରୁ ଏବଂ ମୂଷା। ମୂଷା ପାଣି ନପିଇ ଉଞ୍ଚ ଠାରୁ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ଜୀବିତ ରହି ପାରିଥାନ୍ତି।

ପ୍ରଶ୍ନ- ଏମିତି କଣ ଅଛି ଯାହାର ମୁଣ୍ଡ Head ଏବଂ ଲାଞ୍ଜ Tail ଅଟେ କିନ୍ତୁ ଶରୀର ନଥାଏ?
ଉତ୍ତର- ଏହି ପ୍ରଶ୍ନର ସଠିକ ଉତ୍ତର ହେଉଛି ମୁଦ୍ରା ବା coin।

ପ୍ରଶ୍ନ- ଏମିତି କେଉଁ ଜିନିଷ ଅଛି ଯାହା ଖରାରେ ମଧ୍ୟ ଶୁଖିଯାଇ ନଥାଏ? ଉତ୍ତର- ଝାଳ।

ପ୍ରଶ୍ନ- ଏମିତି କେଉଁ ଖାଇବା ଜିନିଷ ରହିଛି ଯାହା ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଖରାପ ହୋଇ ନଥାଏ? ଉତ୍ତର- ମହୁ।

ପ୍ରଶ୍ନ- ଏମିତି କେଉଁ ଜିନିଷ ଅଛି ଯାହା ପୁରୁଷ ମାନେ ଲୁଚାଇ ରଖିଥିବା ବେଳେ ସ୍ତ୍ରୀ ଲୋକମାନେ ଦେଖାଇ ଚାଲିଥାନ୍ତି? ଉତ୍ତର- ପର୍ସ।

ପ୍ରଶ୍ନ- ଲଙ୍କା ଏତେ ରାଗ କାହିଁକି ହୋଇଥାଏ?

ଇତ୍ତର- ଲଙ୍କା କେପ୍ସିସିନ ନାମକ ଏକ କମ୍ପାଉଣ୍ଡ ଲଙ୍କା ମଝିରେ ଥିବା ପରଦାରେ ରହିଥାଏ ଯେ କେପ୍ସିସିନ ଜିଭ ଏବଂ ତ୍ଵଚାର ଶିର ଉପରେ ପ୍ରଭାବ ପକାଇଥାଏ। ଏହାଦ୍ୱାରା ଜଳ୍ବନ ଏବଂ ଗରମର ଅନୁଭୂତି ହୋଇଥାଏ।

ଏହି ସାଧାରଣ ଜୀବନ ସହିତ ଯୋଡି ହୋଇଥିବା ପ୍ରଶ୍ନ ଅଟେ ଖାଦ୍ୟପେୟକୁ ନେଇ , ଲଙ୍କା କାହିଁକି ରାଗ ହୋଇଥାଏ? ଲୋକ ଭାବିଥାନ୍ତି ଏହି ଲଙ୍କା ହିଁ ରାଗ ହୋଇଥାଏ କିନ୍ତୁ ଏହା କଦାପି ସତ୍ୟ ହୋଇ ନଥାଏ। ଲଙ୍କାରେ ରହିଥିବା କେପ୍ସିସିନ ମଣିଷର ତ୍ଵଚା ଉପରେ ବିପରୀତ ପ୍ରଭାବ ଏଥିପାଇଁ ଏହା ଆମକୁ ରାଗ ଲାଗିଥାଏ ଅଥବା ଜଳ୍ବନ ଅନୁଭବ କରାଇଥାଏ।

ପ୍ରଶ୍ନ- ଆପଣଙ୍କ ଶଶୁର ଆପଣଙ୍କୁ ଏକ ବଡ଼ ଘର ଦେବାକୁ ଚାହୁଁଛନ୍ତି, ଆପଣ ହଁ କରିବେ ନା ମନା କରିଦେବେ?

ଉତ୍ତର- ବିହାରର IRAS ଅଧିକାରୀ ଆଦିତ୍ୟ ଝାଙ୍କୁ ଇଣ୍ଟରଭ୍ୟୁରେ ଏହି ପ୍ରଶ୍ନ ପଚରା ଯାଇଥିଲା। ଆଦିତ୍ୟ ପ୍ରଶ୍ନ ଶୁଣି ପ୍ରଥମେ କହିଥିଲେ ଯଦି ଏହି ବଡ଼ ଘରକୁ ସେ ନିଜର ଖୁସିରେ ନିଜ ଝିଅକୁ ଦେବାକୁ ଚାହୁଁଛନ୍ତି ତେବେ ଏବିଷୟରେ ମୁଁ ନିଜ ଧର୍ମପତ୍ନୀଙ୍କ ସହିତ କଥା ହୋଇ ନିଷ୍ପତ୍ତି ନେବି ଯେ ଏହାକୁ ଗ୍ରହଣ କରିବି କି ନାହିଁ। ତେବେ ଯୌତୁକ ନେବା ଏବଂ ଯୌତୁକ ଦେବା ଆମ ସମାଜରେ ଅପରାଧ ଅଟେ ଏବଂ ଏହା ସମ୍ପୂର୍ଣ୍ଣ ଭୁଲ କାର୍ଯ୍ୟ ମଧ୍ୟ ହୋଇଥାଏ। ଇଣ୍ଟରଭ୍ୟୁ ବୋର୍ଡ ଆଦିତ୍ୟଙ୍କ ଏହି ଉତ୍ତର ଶୁଣି ଖୁସି ହୋଇ ନଥିଲେ।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *